Home Left

ଶୌଚାଳୟ ଥାଇ ହଇରାଣ ହେଉଛନ୍ତି ପର୍ଯ୍ୟଟକ, ମିଳୁନି ଆବଶ୍ୟକ ସୁବିଧା

ଦାରିଙ୍ଗବାଡ଼ି,୨ା୧୧(ଅରୁଣ ସାହୁ): ଏବେ ଆସିଯାଇଛି ପର୍ଯ୍ୟଟନ ଋତୁ। ଖାସ୍‌କରି ଏଥିପାଇଁ ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ଦୈନିକ ଶହଶହ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ରବିବାର ଛୁଟିଦିନ ଥିବାରୁ ଦାରିଙ୍ଗବାଡ଼ିରେ ସକାଳୁ ସକାଳୁ ପର୍ଯ୍ୟଟକ ଦାରିଙ୍ଗବାଡ଼ିରେ ପହଞ୍ଚିଛନ୍ତି। ତେବେ ଆବଶ୍ୟକତାଠାରୁ ବହୁତ କମ୍‌…

IPL ୨୦୨୬ ନିଲାମ ପୂର୍ବରୁ ବଡ଼ କାରବାର! ସାମସନ-ରାହୁଲଙ୍କ ନୂଆ ଦଳକୁ ନେଇ ସାଂଘାତିକ ଖୁଲାସା

ନୂଆଦିଲ୍ଲୀ,୨।୧୧: ଚଳିତ ବର୍ଷ IPL ୨୦୨୬ ନିଲାମ ପୂର୍ବରୁ ସଞ୍ଜୁ ସାମସନ ଅନ୍ୟ ଏକ ଦଳ ସହିତ ଚୁକ୍ତି କରିପାରନ୍ତି। ରିପୋର୍ଟ ଅନୁଯାୟୀ, ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଖୁବ ଶୀଘ୍ର ସଞ୍ଜୁ ସାମସନଙ୍କ ପାଇଁ ଏକ ଚୁକ୍ତି ଚୂଡ଼ାନ୍ତ…

‘ନବୀନ ବାବୁଙ୍କ ସହ ଥିଲୁ ଆଉ ରହିବୁ’

ନୂଆପଡ଼ା,୧ା୧୧ (ମକାରୁ ବେମାଲ): ନବୀନ ବାବୁଙ୍କ ସହିତ ଥିଲୁ, ଆଉ ଆଗକୁ ରହିଥିବୁ। ନୂଆପଡ଼ା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥିନୀ ସେହ୍ନାଙ୍ଗିନୀ ଛୁରିଆଙ୍କ ବିଜୟ ସୁନିଶ୍ଚିତ ବୋଲି ଶନିବାର କୋମନାଠାରେ ଆୟୋଜିତ ଯାଦବ ମହାସଭାରେ ଦମ୍ଭୋକ୍ତି ପ୍ରକାଶ ପାଇଥିଲା। ବରିଷ୍ଠ ଯାଦବ ନେତା…

ବିଶ୍ୱକପ ଫାଇନାଲ ପୂର୍ବରୁ ଭାବୁକ ହେଲେ ହରମନପ୍ରୀତ, ଦଳକୁ ଦେଲେ ସଫଳତାର ମନ୍ତ୍ର, କହିଲେ ସାଂଘାତିକ କଥା

ନୂଆଦିଲ୍ଲୀ,୨।୧୧: ନଭେମ୍ବର ୨ ଅର୍ଥାତ୍‌ ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଫାଇନାଲ ମ୍ୟାଚ ପୂର୍ବରୁ, ଭାରତୀୟ ଅଧିନାୟିକା ହରମନପ୍ରୀତ କୌର ଭାବୁକ ହୋଇଛନ୍ତି। ସେ କହିଛନ୍ତି, ସେ ପୂର୍ବରୁ ଅନେକ ଥର ହୃଦୟବିଦାରକ ପରାଜୟ ବରଣ କରିଛନ୍ତି। ସେହି ହୃଦୟବିଦାରକ ପରାଜୟକୁ…

ରାତିଅଧରେ ପ୍ରେମିକାଙ୍କୁ ଘରୁ ଉଠାଇ ଆଣିଥିଲେ ପ୍ରେମିକ, ବାଟରେ ଦାଉ ସାଧିଲା ଦଇବ, ଏବେ ବାହୁନି ବାହୁନି କାନ୍ଦୁଛନ୍ତି…

ବୌଦ୍ଧ,୨ା୧୧(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକାଙ୍କୁ ଘରୁ ଉଠାଇ ଆଣିଥିଲେ ପ୍ରେମିକ। ଗଢ଼ିଥାନ୍ତେ ସୁଖ ସଂସାର। ହେଲେ ବାଟରେ ଦାଉ ସାଧିଲା ଦଇବ। ଅଧା ରାସ୍ତାରେ ମୋଟରସାଇକେଲ ଦୁର୍ଘଟଣାରେ ପ୍ରେମିକଙ୍କ ମୃତ୍ୟୁ…

ନୂଆପଡା ଉପର୍ନିବାଚନ: ପ୍ରଚାର ମୈଦାନରେ ଛତ୍ରପୁର ବିଧାୟକ

ଗଞ୍ଜାମ,୧।୧୧(ବିଦ୍ୟାଧର ସାହୁ ): ଆସନ୍ତା ୧୧ରେ ନୂଆପଡା ଉପନିର୍ବାଚନ ହେବ । କେଉଁ ଦଳ ବାଜିମାତ କରିବ ସେଥିପାଇଁ ବିଭିନ୍ନ ରାଜନୈତିକ ଦଳ ଗୁଡିକରେ ରଣନୀତି ପ୍ରସ୍ତୁତି ଚାଲିଛି। ନୂଆପଡା ଉପର୍ନିବାଚନର ପ୍ରଚାର ମୈଦାନରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ…

ବିଶ୍ୱକପ ଫାଇନାଲ ପୂର୍ବରୁ ଭାରତୀୟ କ୍ରିକେଟ ଜଗତରୁ ଆସିଲା ଦୁଃଖଦ ଖବର: ସଡ଼କ ଦୁର୍ଘଟଣାରେ ପୂର୍ବତନ କ୍ରିକେଟର ମୃତ

ନୂଆଦିଲ୍ଲୀ,୨।୧୧: ଆଜି ଭାରତୀୟ କ୍ରିକେଟ ପାଇଁ ଏକ ବଡ଼ ଦିନ। ହରମନପ୍ରୀତ କୌର ଏବଂ ତାଙ୍କ ଦଳ ପ୍ରଥମ ବିଶ୍ୱକପ ଟାଇଟଲ ପାଇଁ ଫାଇନାଲରେ ଦକ୍ଷିଣ ଆଫ୍ରିକା ସହିତ ମୁକାବିଲା କରିବେ। ଏହି ସମୟରେ, ଭାରତୀୟ କ୍ରିକେଟ ଜଗତରୁ ଏକ ଦୁଃଖଦ…

ବରିଷ୍ଠ ନାଗରିକଙ୍କୁ ନେଇ ତତ୍ପର: ଆରମ୍ଭ ହେଲା…

ଦିଗପହଣ୍ଡି,୨।୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ କାର୍ଯ୍ୟାଳୟ ପରିସରରେ ଶନିବାର ବରିଷ୍ଠ ନାଗରିକ ଏବଂ ପେନଶନ ଉପଭୋକ୍ତାଙ୍କ ନିମନ୍ତେ ଚକ୍ଷୁ ପରାମର୍ଶ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀପାଦ ପ୍ରସାଦ…

ଭାଇରାଲ ହେଉଛି ନୀତା ଅମ୍ବାନୀଙ୍କ ଜନ୍ମଦିନର ଲୁକ୍‌, ଭିଡିଓ ଦେଖିଲେ…

ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀ ୬୨ ବର୍ଷରେ ପାଦ ଥାପିଛନ୍ତି। ତେବେ ତାଙ୍କର ଜନ୍ମଦିନ ନଭେମ୍ବର ୧ରେ ପାଳନ କରିଥିଲେ। ଏବେ ତାଙ୍କ ଜନ୍ମଦିନ ପାଳନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅମ୍ବାନୀ ପରିବାରର…

ଗାଧୋଇବାକୁ ଯାଇ ନଦୀରେ ଭାସିଗଲେ ୨ ନାବାଳକ

କଟକ,୨ା୧୧: ଖାନନଗର ନିକଟ କାଠଯୋଡ଼ିରେ ୨ ନାବାଳକ ରବିବାର ନିଖୋଜ ହୋଇଯାଇଛନ୍ତି। ଏହି ଦୁଇ ନାବାଳକ କାଠଯୋଡ଼ି ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ଭାସି ନିଖୋଜ ଅଛନ୍ତି। ନିଖୋଜ ଦୁଇ ନାବାଳକ ଭଗତପୁର ଅଞ୍ଚଳର ବୋଲି ସୂଚନାରୁ ଜଣାପଡ଼ିଛି। ଅଗ୍ନିଶମ…

ମନ୍ଥରଗତିରେ ରାମଚଣ୍ଡୀ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ନିର୍ମାଣକୁ ନେଇ ଅନିଶ୍ଚିତତା

ମହାକାଳପଡ଼ା, ୨ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ରାମନଗରସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିରର ୨ ବର୍ଷ ପୂର୍ବେ ସୌନ୍ଦର୍ଯ୍ୟକରଣ ଓ ନିର୍ମାଣ କାର୍ଯ୍ୟ ୬ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟ ଅଟକଳରେ ଆରମ୍ଭ…

ନିଆରା ଢଙ୍ଗରେ କାର୍ତ୍ତିକ ବ୍ରତ: ଦହି ହାଣ୍ଡିଭାଙ୍ଗି କୃଷ୍ଣଲୀଳା ପ୍ରଦର୍ଶନ

ଦାରିଙ୍ଗବାଡି,୨।୧୧(ଅରୁଣ ସାହୁ): ଦାରିଙ୍ଗବାଡିର ଶତାଧିକ ମହିଳା କାର୍ତ୍ତିକ ବ୍ରତ ନିଆରା ଢଙ୍ଗରେ ପାଳନ କରିଛନ୍ତି। ପ୍ରକାଶ ଯେ, ପ୍ରତିବର୍ଷ ଭଳି କାର୍ତ୍ତିକ ମାସରେ ବ୍ରତ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ନିଆରା ଢଙ୍ଗରେ ମହିଳାମାନେ ଏହି ବ୍ରତ ପାଳନ କରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri