Posted inଜାତୀୟ

ସ୍ବାଧୀନ ଲଢ଼ିବେ ମୋଦିଙ୍କ ଡୁପ୍ଲିକେଟ୍‌

ଲକ୍ଷ୍ନୌ,୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡୁପ୍ଲକେଟ୍‌ ଭାବେ ଜଣାଶୁଣା ଅଭିନନ୍ଦନ ପାଠକ ସ୍ବାଧୀନ ଲଢ଼ିବାକୁ ଯାଉଛନ୍ତି। ସେ ଲକ୍ଷ୍ନୌର ସରୋଜନିନଗର ଆସନରୁ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ଜଣାପଡ଼ିଛି।

“ଲକ୍ଷ୍ନୌରୁ ଲଢ଼ିବା ପାଇଁ ମୁଁ ଭାଜପା ସଭାପତି ଜେପି ନଡ୍ଡା ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଟିକେଟ୍‌ ପାଇଁ ଚିଠି ଲେଖିଥିଲି। ମାତ୍ର କୌଣସି ଉତ୍ତର ମିଳି ନ ଥିଲା। ମୁଁ ଜଣେ ମୋଦି ଭକ୍ତ। ଭାଜପା ମୋତେ ଅଣଦେଖା କରିପାରେ। କିନ୍ତୁ ମୁଁ ଲଢ଼ିବି ଏବଂ ଜିତିବି। ତା’ ପରେ ଦ୍ୱିତୀୟ ଥର ଲାଗି ଯୋଗୀ ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ କରାଇବାରେ ସାହାଯ୍ୟ କରିବି। ମୋଦି ଓ ଯୋଗୀ ଗୋଟିଏ ମୂଦ୍ରାର ଦୁଇ ପାର୍ଶ୍ୱ ଭଳି। ସେମାନଙ୍କ ନିଶ୍ୱାର୍ଥପର କାର୍ଯ୍ୟଶୈଳୀକୁ ମୁଁ ପ୍ରଶଂସା କରେ ” ବୋଲି ୫୬ ବର୍ଷୀୟ ପାଠକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ବଡ଼ ଘୋଷଣା, ମିଜୋରାମର ସମସ୍ତ ୪୦ ବିଧାନସଭା ଆସନରେ ଲଢ଼ିବ…

ନୂଆଦିଲ୍ଲୀ,୯।୧୦ : ମିଜୋରାମରେ ୨୦୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଦଳ ସମସ୍ତ ୪୦...

ରାମମନ୍ଦିର ପାଇଁ ଅଯୋଧ୍ୟାରେ ପହଞ୍ଚିଲା ୬୧୩ କିଲୋଗ୍ରାମ ଓଜନର ଘଣ୍ଟି; ୮ କିମି ପର୍ଯ୍ୟନ୍ତ ଶୁଭିବ ଧ୍ୱନି

ଅଯୋଦ୍ଧା, ୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ରାମେଶ୍ୱରମରୁ ବାହାରିଥିବା ରାମରଥ ଯାତ୍ରା ୪,୫୫୫ କିଲୋମିଟର ଅତିକ୍ରମ କରି ଅଯୋଧ୍ୟାରେ ପହଞ୍ଚିଛି। ଏହି ଯାତ୍ରାରେ...

ଆର୍ଥିକ ପ୍ୟାକେଜ ସମ୍ପର୍କରେ ଯାହା କୁହନ୍ତି …

-ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ଲାଗି କେନ୍ଦ୍ର ସରକାର ଘୋଷଣା କରିଥିବା ଆର୍ଥତ୍କ ପ୍ୟାକେଜ ବ୍ୟବସାୟ ବିଶେଷ କରି ଏମ୍‌ଏସ୍‌ଏମ୍‌ଇ ସେକ୍ଟର ସମ୍ମୁଖୀନ ହୋଇଥିବା ସମସ୍ୟା...

ଆସିଲା ବିଶ୍ୱର ସବୁଠୁ ଶସ୍ତା ଇଲେକ୍ଟ୍ରିକ ବାଇକ୍‌, ଦାମ୍‌ ରହିଛି ଏତିକି

ଶସ୍ତା ଫୋନ ଏବଂ ଶସ୍ତା ଏଲ୍‌ଇଡି ଟେଲିଭିଜନ ପରେ ଡିଟେଲ ଇଣ୍ଡିଆ ବର୍ତ୍ତମାନ ଭାରତୀୟ ବଜାରରେ ଏକ ଇଲେକ୍ଟ୍ରିକ୍‌ ବାଇକ୍‌ ଲଞ୍ଚ କରିଛି। କମ୍ପାନୀ ଦାବି...

ହାଇକୋର୍ଟର ୮ ବିଚାରପତି କରୋନା ପଜିଟିଭ, ସୋମବାରଠାରୁ ଭର୍ଚୁଆଲ ଶୁଣାଣି

ଲକ୍ଷ୍ନୌ,୧୦ ।୧: କରୋନାର ତୃତୀୟ ଲହର ଏବେ ଦ୍ରୁତ ଗତିରେ ମାଡି ଚାଲିଛି । ଦେଶର ପ୍ରାୟ ଅଧିକାଂଶ ରାଜ୍ୟରେ ଦୈନିକ ସଂକ୍ରମଣ ହଜାର ହଜାର...

ପ୍ରଥମ ଦିନରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ଡାକିଲେ ଉଦ୍ଧବ

ମୁମ୍ବାଇ,୨୯।୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶିବସେନା ନେତା ଉଦ୍ଧବ ଠାକରେ ଶୁକ୍ରବାର କାର୍ଯ୍ୟଭାର ସମ୍ଭାଳିଛନ୍ତି। ଆଉ ଏହା ପରେପରେ ସେ ତୁରନ୍ତ ବରିଷ୍ଠ ଅଧିକାରୀମାନଙ୍କ ସହ...

ହିମାଚଳବାସୀଙ୍କୁ ମୋଦିଙ୍କ ଦୀପାବଳି ଉପହାର

ନୂଆଦିଲ୍ଲୀ, ୧୩ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିବାଚଳ ପ୍ରଦେଶର ଉନାରେ ବଲ୍କ ଡ୍ରଗ ପାର୍କର ଉଦଘାଟନ ଓ ଉନା-ହମିରପୁର ରେଲୱେ ପରିଯୋଜନାର ଶିଳାନ୍ୟାସ କରିଛନ୍ତି...

ମୁଲାୟମ ସିଂ ଅସୁସ୍ଥ

ଲକ୍ଷ୍ନୌ,୨୬।୪: ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବ ଶୁକ୍ରବାର ଅସୁସ୍ଥ ହୋଇ ପଡିଛନ୍ତି। ତାଙ୍କୁ ଲକ୍ଷ୍ନୌର ପିଜିଆଇରେ ଭର୍ତ୍ତି କରାଯାଇଛି। ସେଠାରେ ସେ ଏମରଜେନ୍ସି...

Advertisement
Archives

Model This Week