Posted inଖେଳ

ମର୍କ୍ୟୁ ଖେଳାଳିଙ୍କ ତାଲିକାରେ ଧାଓ୍ବନ, ଶ୍ରେୟାସ

ନୂଆଦିଲ୍ଲୀ,୧।୨: ଆସନ୍ତା ୧୨ ଓ ୧୩ ତାରିଖରେ ବେଙ୍ଗାଲୁରୁରେ ହେବାକୁ ଯାଉଛି ଆଇପିଏଲ ଅକ୍‌ଶନ । ଏଥି ଲାଗି ମଙ୍ଗଳବାର କେଉଁ ବେସ୍‌ ପ୍ରାଇସ୍‌ରେ କେଉଁ ଖେଳାଳିମାନେ ସ୍ଥାନ ପାଇଛନ୍ତି, ତାହା ପ୍ରକାଶ କରିଛି ବିସିସିଆଇ।

ମର୍କ୍ୟୁ ଖେଳାଳିଙ୍କ ପାଇଁ ପୂର୍ବ ଭଳି ସର୍ବାଧିକ ୨ କୋଟି ଟଙ୍କା ବେସ୍‌ ପ୍ରାଇସ୍‌ ରଖାଯାଇଛି। ଏହି ତାଲିକାରେ ଶିଖର ଧାଓ୍ବନ, ଶ୍ରେୟାସ ଆୟାର, ରବିଚନ୍ଦ୍ରନ ଅଶ୍ୱିନ ରହିଛନ୍ତି। ବିଦେଶୀ ଖେଳାଳିଙ୍କ ମଧ୍ୟରେ ପାଟ କୁମିନ୍ସ, କାଗିସୋ ରବାଡା, ଷ୍ଟିଭ ସ୍ମିଥ, ମିଚେଲ ମାର୍ଶଙ୍କ ଭଳି ଖେଳାଳିଙ୍କୁ ରଖାଯାଇଛି। ତେବେ ମୋଟ ଉପରେ ଅକ୍‌ଶନ ପାଇଁ ୫୯୦ ଖେଳାଳିଙ୍କ ନାମ ବଛାଯାଇଛି। ଏହାର ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଭାରତରେ ଭଲିବଲର ଭବିଷ୍ୟତ ଉଜ୍ଜ୍ୱଳ’

ଭୁବନେଶ୍ୱର,୨୪ା୯(କ୍ରୀଡ଼ା ପ୍ରତିନିଧି): ଭାରତରେ ଭଲିବଲର ବିକାଶ ଆଶା ଉଜ୍ଜ୍ୱଳ ବୋଲି ଭାରତୀୟ ଭଲିବଲ୍‌ ସଂଘର ସଭାପତି ଅଚ୍ୟୁତ ସାମନ୍ତ କହିଛନ୍ତି। ନେଦରଲାଣ୍ଡରେ ଶୁକ୍ରବାର ଆରମ୍ଭ ହୋଇଥିବା...

କ୍ରୁନାଲ ପାଣ୍ଡ୍ୟା କରୋନା ପଜିଟିଭ୍‌: ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦ ସ୍ଥଗିତ

କଲମ୍ବୋ,୨୭।୭: ମଙ୍ଗଳବାର ଖେଳାଯିବାକୁ ଥିବା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି -୨୦ ମ୍ୟାଚ ସ୍ଥଗିତ ରଖାଯାଇଛି। ଭାରତୀୟ କ୍ରିକେଟର କ୍ରୁନାଲ ପାଣ୍ଡ୍ୟା କରୋନା...

୧୯ ବର୍ଷରୁ କମ୍‌ ମହିଳା କ୍ରିକେଟରଙ୍କ ମୃତ୍ୟୁ

କୋଲକାତା, ୧୮ା୬ (ପି.ଟି.)-ତ୍ରିପୁରାର ୧୯ ବର୍ଷରୁ କମ୍‌ ମହିଳା କ୍ରିକେଟ ଦଳର ଆୟନ୍ତୀ ରିଆଙ୍ଗ୍‌ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିବା କୁହାଯାଉଛି। ତାଙ୍କର ଝୁଲନ୍ତା ମର...

ଜୀବନମରଣ ସହ ସଂଘର୍ଷ କରୁଛନ୍ତି ଏହି କ୍ରିକେଟର, ଆଇସିୟୁରେ ଚାଲିଛି ଚିକିତ୍ସା

ଢାକା,୧୫।୧୦: ମୃତ୍ୟୁ ସହ ଲଢ଼ୁଛନ୍ତି ବାଂଲାଦେଶ କ୍ରିକେଟର ମୋଶାରଫ୍‌ ହୁସେନ ରୁବେଲ। ସେ ଦୀର୍ଘ ଦିନ ଧରି ବ୍ରେନ୍‌ ଟ୍ୟୁମର୍‌ରେ ପୀଡ଼ିତ ଥିବା ବେଳେ ତାଙ୍କ...

ଛାଡ଼ପତ୍ର ନେଲେ ଧାଓ୍ବନ

ନୂଆଦିଲ୍ଲୀ, ୮।୯: ଭାରତୀୟ ଓପନର ଶୀଖର ଧାଓ୍ବନ ତାଙ୍କ ପତ୍ନୀ ଆୟେଶା ମୁଖାର୍ଜୀଙ୍କୁ ଛାଡ଼ପତ୍ର ଦେଇଛନ୍ତି। ୮ ବର୍ଷର ବିବାହ ସମ୍ପର୍କ ଶେଷ ହୋଇଥିବା ସୂଚନା...

ରାଜ୍ୟ ୧୭ ବର୍ଷରୁ କମ୍‌ ଚେସ୍‌ସାଇନା, ଦେବୀ ଚାମ୍ପିୟନ

ଭୁବନେଶ୍ୱର, ୨୦।୫(କ୍ରୀଡ଼ା ପ୍ରତିନିଧି): ବାଲେଶ୍ୱର ଜିଲା ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ଚଳିତମାସ ୧୮ରୁ ୨୦ ପର୍ଯ୍ୟନ୍ତ ବାଲେଶ୍ୱର ଲ’ କଲେଜରେ ଅନୁଷ୍ଠିତ ଓଡ଼ିଶା ରାଜ୍ୟ ୧୭...

ବାରବାଟୀ ମ୍ୟାଚର ଗୁରୁତ୍ୱ ବଢ଼ିଲା

ଭୁବନେଶ୍ୱର, ୧୯।୧୨(କ୍ରୀଡ଼ା ପ୍ରତିନିଧି)- ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ...

ଏହି ଘଟଣା ଦେଖି ଭୟଭୀତ ହୋଇଯାଇଥିଲେ ରାମ

ବହୁଚର୍ଚ୍ଚିତ ମେଗା ସିରିଏଲ୍‌ ରାମାୟଣରେ ରାମ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରୁଣ ଗୋବିଲ ଆଜି ୬୨ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କର ପିଲାଦିନ ଉତ୍ତରପ୍ରଦେଶର...

Advertisement
Archives

Model This Week