କଲ୍ୟାଣ ମଣ୍ଡପରୁ ମୃତଦେହ ଜବତ
ଭୁବନେଶ୍ୱର,୧୯।୯(ବ୍ୟୁରୋ): ଇନ୍ଫୋସିଟି ଥାନା ଅଞ୍ଚଳରେ ଥିବା ଏକ କଲ୍ୟାଣ ମଣ୍ଡପରୁ ଜଣେ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ଝୁଲନ୍ତା ମୃତଦେହ ମିଳିଛି। ସେହେଲେ ଯାଜପୁର ଅଞ୍ଚଳର ପ୍ରକାଶ ବଳ। ପ୍ରକାଶ ଇଭେଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି। ତେବେ ଟଙ୍କା ପାଇଁ ପ୍ରକାଶଙ୍କୁ…
ଓଟକୁ ଦେଖି କୁକୁର ଛୁଆ କରୁଥିଲା ଏମିତି, ହେଲେ ପାଖକୁ ଯିବାରୁ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଜଟିଳ ଫୁସ୍ଫୁସ୍ ସଂକ୍ରମଣରୁ ସୁସ୍ଥ ହେଲେ ୨୨ ମାସର ଶିଶୁକନ୍ୟା
ଭୁବନେଶ୍ୱର,୧୯।୯(ବ୍ୟୁରୋ): ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ଜଟିଳ ଫୁସ୍ଫୁସ୍ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ଜଣେ ୨୨ ମାସର ଶିଶୁ କନ୍ୟା। ଚିକିତ୍ସା ବିଜ୍ଞାନର ଚମତ୍କାରିତା ସହ ଡାକ୍ତରଙ୍କ ନିରନ୍ତର ପରିଶ୍ରମରୁ ଏହି ସଫଳତା ମିଳିଛି। ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଢେଙ୍କାନାଳ…
ଗଜପତିଙ୍କ ଶାସନର ୬୪ଅଙ୍କ ଆରମ୍ଭ
ପୁରୀ ଅଫିସ, ୧୯।୯: ପବିତ୍ର ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି ଅବସରରେ ଶ୍ରୀନହର ପରିସରରେ ସୁନିଆ ନୀତି ସମ୍ପନ୍ନ ହୋଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଶାସନରେ ୬୩ଅଙ୍କ ଶେଷ ହୋଇଛି। ଶନିବାର ସୁନିଆ ଅବସରରେ ଗଜପତି ମହାରାଜ ଦିବ୍ୟସିଂହ…
‘ସିମ୍ ସ୍ବାଇପ୍’ ଅଭିଯୋଗରେ ୨ଗିରଫ
ଭୁବନେଶ୍ୱର,୧୯।୯(ବ୍ୟୁରୋ): ଟେଲିକମ୍ କମ୍ପାନୀର ଭିଆଇପି ନମ୍ବର ବିଶିଷ୍ଟ ସିମ୍କୁ ବେଆଇନ ଭାବେ ସ୍ବାଇପ୍ କରି ଅନ୍ୟ ଲୋକଙ୍କୁ ବିକ୍ରି କରିବା ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଇନ୍ଫୋସିଟି ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଗାଡ଼କଣ…
ପୋଲିସ, ଆର୍ଟିଓଙ୍କ ସହଯୋଗରେ ଚାଲିଛି ଗ୍ରାନାଇଟ୍ ଚାଲାଣ
ମାଲକାନଗିରି,୧୯।୯(ଡି.ଏନ୍.ଏ.): ମାଲକାନଗିରି ଜିଲା ମୋଟୁ ଥାନାଧିକାରୀ ଏବଂ ପରିବହନ ଅଧିକାରୀ(ଆର୍ଟିଓ)ଙ୍କ ମିଳିତ ସହଯୋଗରେ ମୋଟୁ ତହସିଲ ଅଧୀନ ପେଟା ଗ୍ରାମରୁ ଭିଜି ଗ୍ରାନାଇଟ୍ ବେଆଇନ ପରିବହନ କରାଯାଇଥିବା ପୂର୍ବତନ ନବରଙ୍ଗପୁର ଏମ୍ପି ତଥା କଂଗ୍ରେସ ନେତା ପ୍ରଦୀପ ମାଝି ଅଭିଯୋଗ କରିଛନ୍ତି।…
ବିଗ୍ ବସ୍ ଓଟିଟି ଜିତିଲେ ଦିବ୍ୟା ଅଗ୍ରଓ୍ବାଲ
ମୁମ୍ବାଇ, ୧୯ା୯: ଟେଲିଭିଜନ ଅଭିନେତ୍ରୀ ଦିବ୍ୟା ଅଗ୍ରଓ୍ବାଲ ରିୟଲିଟି ଶୋ’ ବିଗ୍ ବସ୍ ଓଟିଟି ବିଜୟୀ ହୋଇଛନ୍ତି। ବଲିଉଡ୍ ଫିଲ୍ମ ନିର୍ମାତା କରଣ ଜୋହର ହୋଷ୍ଟ କରିଥିବା ଏହି ଶୋ’ର ଗ୍ରାଣ୍ଡ ଫିନାଲେ ଶନିବାର ସନ୍ଧ୍ୟା ୭ଟାରେ ଅନ୍ଲାଇନ ପ୍ଲାଟଫର୍ମ ‘ଭୁଟ୍’ରେ…
ଅଣଧାନ ଫସଲ ଚାଷକୁ ପ୍ରୋତ୍ସାହନ ଦିଅ
ଭୁବନେଶ୍ୱର,୧୯।୯(ବ୍ୟୁରୋ): ମିଠାମକା, ବାଜରା, ଚଣା, ହରଡ଼ ଆଦି ଲଘୁଶସ୍ୟ, ତୈଳବୀଜ, ଫଳଚାଷ, ବ୍ୟବସାୟଭିତ୍ତିକ ପନିପରିବା ଚାଷ ଆଦିକୁ ରେଙ୍ଗାଲି ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ କ୍ଷେତ୍ରସ୍ତରୀୟ…
ଶିକ୍ଷାରୁ ବଞ୍ଚିତ ହେବେ ଅର୍ଦ୍ଧାଧିକ ଆଫଗାନ୍
କାବୁଲ, ୧୯ା୯: ଉଚ୍ଚ ବିଦ୍ୟାଳୟରେ କେବଳ ଛାତ୍ରଙ୍କୁ ଶିକ୍ଷାଦାନର ଅନୁମତି ଦେଇ ତାଲିବାନ୍ ଆଫଗାନିସ୍ତାନର ସମସ୍ତ ଛାତ୍ରୀଙ୍କୁ ଏଥିରୁ ବଞ୍ଚିତ କରିଛି। ଏହା ଦ୍ୱାରା କୌଣସି ଦେଶର ଅର୍ଦ୍ଧାଧିକ ଜନସଂଖ୍ୟା ମାଧ୍ୟମିକ ଶିକ୍ଷାରୁ ବାଦ୍ ପଡ଼ିବାରେ ଆଫଗାନିସ୍ତାନ ବିଶ୍ୱର ପ୍ରଥମ ରାଷ୍ଟ୍ର…
‘ଅତୁଟ ବନ୍ଧନ’ ବାର୍ତ୍ତା ପୁରସ୍କାର
ଭୁବନେଶ୍ୱର, ୧୯।୯(ବ୍ୟୁରୋ): ଚଳିତ ବର୍ଷର ରକ୍ଷାବନ୍ଧନ ଉତ୍ସବ ଉପଲକ୍ଷେ ଧରିତ୍ରୀ ପକ୍ଷରୁ ‘ଅତୁଟ ବନ୍ଧନ’ ବାର୍ତ୍ତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାର ୭୦ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ଶନିବାର ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନସ୍ଥିତ ‘ଦ ପ୍ରେସ୍ କ୍ଲବ ଓଡ଼ିଶା’ ପରିସରରେ ପୁରସ୍କୃତ…
ୟୁପିକୁ କପି କରିପାରେ କଂଗ୍ରେସ, ଜାତିଗତ ସନ୍ତୁଳନରେ ହୋଇପାରେ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ଚୟନ
ଚଣ୍ଡିଗଡ଼,୧୯ ।୯: ଆସନ୍ତା ୨୦୨୨ରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେଣୁ ଏବେଠାରୁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଲେଣି । ଆମ ଆଦମୀ ପାର୍ଟି ପଞ୍ଜାବରେ ଶିଖ ମୁଖ୍ୟମନ୍ତ୍ରୀ ଚେହେରା ଦେଖିବାକୁ ଚାହିଁଥିବା ବେଳେ…
ରାଜ୍ୟ ଉପରେ ଉଦ୍ୟୋଗ ବୋଝ
ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ରାଜସ୍ବ ବୃଦ୍ଧି ଆଶାରେ ରାଜ୍ୟ ସରକାର ଋଣ କରି ଉଦ୍ୟୋଗଗୁଡ଼ିକୁ ବିପୁଳ ଆର୍ଥିକ ସହାୟତା ଦେଉଛନ୍ତି। କିନ୍ତୁ ସରକାରୀ ଉଦ୍ୟୋଗ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ଅପାରଗତା ଯୋଗୁ ସେଗୁଡ଼ିକ ଡୁବିବାରେ ଲାଗିଛନ୍ତି। ଫଳରେ ରାଜକୋଷ ଉପରେ…
Archives


