Home Left

ଲୋକ ସଭା ଟିକେଟ ପାଇଁ ନେଇଥିଲେ ୫ କୋଟି

ପାଟନା, ୨୦।୯: ୨୦୧୯ ଲୋକ ସଭା ନିର୍ବାଚନ ବେଳେ ଆର୍‌ଜେଡି ନେତା ଗୋଟିଏ ଟିକେଟ ପାଇଁ ୫ କୋଟି ଟଙ୍କା ନେଇଥିଲେ। ଏନେଇ ତେଜସ୍ବୀ ଯାଦବ, ମିସା ଯାଦବଙ୍କ ସମେତ ୬ ଜଣଙ୍କ ବିରୋଧରେ ଏତଲା ଦାଏର କରିବାକୁ ପାଟନାର ଏକ…

କିଛି ମିନିଟ୍‌ ମଧ୍ୟରେ ୧୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି ହୋଇଗଲା ଏହି ଲଡୁ: ଜାଣନ୍ତୁ କ’ଣ ରହିଛି ବିଶେଷତ୍ୱ

ହାଇଦ୍ରାବାଦ,୨୦।୯: ତେଲେଙ୍ଗାନାରେ ବାଲାପୁର ଗଣେଶଙ୍କ ଠାରେ ଭୋଗ ଲାଗି କରାଯାଉଥିବା ସବୁଠାରୁ ପ୍ରସିଦ୍ଧ ୨୧ କିଲୋଗ୍ରାମ ଲଡୁ ନିଲାମ ହୋଇଛି। ଏହି ଲଡୁ ପ୍ରାୟ ୧୮ ଲକ୍ଷ ୯୦ ହଜାର ଟଙ୍କାରେ ନିଲାମ କରାଯାଇଥିଲା। ଆନ୍ଧ୍ରପ୍ରଦେଶ ବିଧାନ ପରିଷଦର ସଦସ୍ୟ ରମେଶ…

ଓଡ଼ିଆରେ ପଢ଼ାଯିବ ଇଞ୍ଜିନିୟରିଂ

ଭୁବନେଶ୍ୱର,୨୦।୯(ବ୍ୟୁରୋ): ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆରେ ପଢ଼ାଯିବ ଇଞ୍ଜିନିୟରିଂ ଶିକ୍ଷା। ଅଲ୍‌ ଇଣ୍ଡିଆ କାଉନ୍‌ସିଲ୍‌ ଫର୍‌ ଟେକ୍ନିକାଲ ଏଜୁକେସନ(ଏଆଇସିଟିଇ) ପକ୍ଷରୁ ଗ୍ରୀନ୍‌ ସିଗନାଲ୍‌ ମିଳିସାରିଛି। ତେବେ କେମିତି ଓ କେଉଁ ରୂପରେଖ ନେଇ ଓଡ଼ିଆରେ ପଢ଼ାହେବ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି।…

ବୈଦେଶିକ ମନ୍ତ୍ରଣାଳୟର ୮୦ ପ୍ରତିଶତ କର୍ମଚାରୀ ଛାଡିଲେ ଦୂତାବାସ

କାବୁଲ,୨୦ ।୯: ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ୮୦ ପ୍ରତିଶତ କର୍ମଚାରୀ ଦେଶ ଛାଡି ଚାଲିଯାଇଥିବା ଜଣାପଡିଛି । ଫଳରେ ତାଲିବାନ କୁଟନୈତିକ ମୋର୍ଚ୍ଚାରେ ଆଗକୁ ବଢିବାକୁ ଚାହୁଁଥିଲେ ଏହା ଆଉ ସମ୍ଭବ ହୋଇ ନ ପାରେ । ଅଧିକାଂଶ ଦୂତାବାସ ସହ…

ଦୁର୍ଘଟଣାରେ ଦୁଇ ଝିଅଙ୍କୁ ହରାଇଥିଲେ ଦମ୍ପତି, ୨ ବର୍ଷ ପରେ ଘଟିଲା ଏମିତି କିଛି

ବିଶାଖାପାଟନମ୍‌,୨୦।୯: ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀରେ ୧୫ ସେପ୍ଟେମ୍ବର ୨୦୧୯ରେ ଏକ ଡଙ୍ଗା ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୫୦ରୁ ଅଧିକ ଲୋକଙ୍କର ମୃତୃ୍ୟ ହୋଇଛି। ଏଥିରେ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ (ଭିଜାଗ) ବାସିନ୍ଦା ଟି ଆପାଲା ରାଜୁ ଏବଂ ଭାଗ୍ୟଲକ୍ଷ୍ମୀ, ନିଜ ଦୁଇ…

ଦିନିକିଆ ମ୍ୟାଚ୍‌ରେ ପ୍ରଥମ ହ୍ୟାଟ୍ରିକ୍‌ ନେଇଥିଲେ ଏହି ବୋଲର୍‌

କ୍ରିକେଟରେ ହ୍ୟାଟ୍ରିକ୍‌ ନେବା ବୋଲରଙ୍କ ପାଇଁ ଏକ ବଡ ଉପଲବ୍ଧି। ବିଶ୍ୱର ଅନେକ ବୋଲର୍‌ ହ୍ୟାଟ୍ରିକ୍‌ ମଧ୍ୟ ନେଇସାରିଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ୍‌ରେ ପ୍ରଥମ ହ୍ୟାଟ୍ରିକ୍‌ କେଉଁ ବୋଲର୍‌ ନେଇଥିଲେ। ସେ ହେଉଛନ୍ତି ପାକିସ୍ତାନ ବୋଲର୍‌…

‘୩୫୦ ଆସନ ଜିତିବ ଭାଜପା’

ଲକ୍ଷ୍ନୌ,୨୦।୯: ରାଜ୍ୟବାସୀ, ସଂଗଠନ ଓ ସରକାରଙ୍କ ମିଳିତ ଉଦ୍ୟମ ଜାତୀୟ ସ୍ତରରେ ୟୁପି ପ୍ରତି ଲୋକଙ୍କ ଚିନ୍ତାଧାରରେ ପରିବର୍ତ୍ତନ ଆଣିଛି। ଆମ ସରକାରଙ୍କ ଉପରେ ଲୋକଙ୍କ ଭରସା ବୃଦ୍ଧି ପାଇଛି। ଏହି ବିଶ୍ୱାସ ସୁନିଶ୍ଚିତ କରୁଛି ଯେ, ୨୦୨୨ ବିଧାନସଭା ନିର୍ବାଚନରେ…

ସିଏସ୍‌କେକୁ ଶିଖରରେ ପହଞ୍ଚାଇଲେ ରୁତୁରାଜ

ଦୁବାଇ,୧୯।୯: ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ସତ୍ତ୍ୱେ ରୁତୁରାଜ ଗାଏକ୍ୱାଡଙ୍କ ୮୮ ରନ୍‌ର ବିସ୍ଫୋରକ ପାଳି ବଳରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପ୍ରତିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ଛିଡ଼ା କରିଥିଲା ୧୫୭ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ। ତା’ ପରେ ଦୀପକ ଚହର,…

ଆଫଗାନିସ୍ତାନରୁ ଆସୁଥିଲା ୯ ହଜାର କୋଟି ଟଙ୍କାର ହେରୋଇନ୍‌

ଅହମଦାବାଦ,୧୯।୯: ଗୁଜରାଟର ମୁନ୍ଦ୍ରା ବନ୍ଦରରୁ ରାଜସ୍ବ ଗୋଇନ୍ଦା ବିଭାଗ (ଡିଆର୍‌ଆଇ) ୯ ହଜାର କୋଟି ଟଙ୍କା ମୂଲ୍ୟର ହେରୋଇନ ଜବତ କରିଛି। ଏହି ନିଶାଦ୍ରବ୍ୟ ଆଫଗାନିସ୍ତାନରୁ ଆମଦାନି ହେଉଥିବା ଜଣାପଡ଼ିଛି। ଅଧିକ ତଦନ୍ତ ଲାଗି ଡିଆର୍‌ଆଇ ଅଫିସରମାନେ କଣ୍ଟେନରଗୁଡ଼ିକୁ ଅଟକାଇଥିଲେ। ସୁଗନ୍ଧିତ…

ଜିଲା ପରିଷଦ, ସମିତି ସଭ୍ୟ ନିର୍ବାଚନ ଫଳାଫଳ ଘୋଷଣା କଲା ଆନ୍ଧ୍ର

ପଟ୍ଟାଙ୍ଗୀ,୧୯ା୯(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ତଥା ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଗତ ଏପ୍ରିଲରେ ହୋଇଥିବା ଜିଲା ପରିଷଦ ଏବଂ ସମିତି ସଭ୍ୟ ନିର୍ବାଚନର ଫଳାଫଳ ରବିବାର ଘୋଷଣା କରାଯାଇଛି। ବିଜୟନଗରମ ଜିଲା ପ୍ରଶାସନ ପକ୍ଷରୁ…

ବଡ ଡାକ୍ତରଖାନାରୁ ନିଖୋଜ ହେଲେ ରୋଗୀ

ବ୍ରହ୍ମପୁର ଅଫିସ,୧୯ା୯:ବ୍ରହ୍ମପୁର ବଡ଼ ଡାକ୍ତରଖାନା ଆଶୁ ଚିକିତ୍ସା ବିଭାଗରେ ଚିକିତ୍ସାଧୀନ ଥିବା ଜଣେ ରୋଗୀ ରବିବାର ନିଖୋଜ ହୋଇଯାଇଛନ୍ତି। ଏ ନେଇ ତାଙ୍କ ପୁଅ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ନିଖୋଜଙ୍କ ଫଟୋ ଜାରି କରିବା ସହ ଘଟଣାର ତଦନ୍ତ…

ମାଇଲଷ୍ଟୋନ ମ୍ୟାଚ୍‌ରେ ବୁମରାଙ୍କୁ ଡବଲ୍‌ ଉଇକେଟ

ଦୁବାଇ,୧୯।୯: ଭାରତୀୟ ପେସର ଯଶପ୍ରୀତ ବୁମରା ରବିବାର ମୁମ୍ବାଇ ଇଣ୍ଡିଆ ପାଇଁ ଖେଳିଛନ୍ତି ୧୦୦ତମ ମ୍ୟାଚ୍‌। ଏହି ଅବସରରେ ତାଙ୍କୁ ଫ୍ରାଞ୍ଚାଇଜ ପକ୍ଷରୁ ସ୍ବତନ୍ତ୍ର ଜର୍ସି ପ୍ରଦାନ କରିଥିଲେ ବୋଲିଂ କୋଚ୍‌ ଜାହିର ଖାନ। ତେବେ ମୁମ୍ବାଇ ପକ୍ଷରୁ ୧୦୦ ଆଇପିଏଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri