ଧୋନୀଙ୍କ ଆଗରେ ପୁଣି ହାରିଲେ ଅମ୍ପାୟାର: ଦେଖନ୍ତୁ ଭିଡିଓ
ୟୁଏଇ,୨୦।୯: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଅଧିନାୟକ ଏମଏସ ଧୋନୀଙ୍କ ଡିଆରଏସ୍ ନେବା ପ୍ରସଙ୍ଗରେ କୌଣସି ତୁଳନା ନାହିଁ। ତାଙ୍କର ସଠିକ ସମୀକ୍ଷା ଯୋଗୁ ପ୍ରଶଂସକ ଡିଆରଏସ୍କୁ ଧୋନୀ ସମୀକ୍ଷା ସିଷ୍ଟମ ଆଖ୍ୟା ଦେଇଛନ୍ତି। ଧୋନୀଙ୍କ ଡିଆରଏସ୍ ପ୍ରାୟ ଅଧିକାଂଶ ସମୟ…
ମୁକୁଳା ଡ୍ରେନ: ଆଉ କେତେ ମୁଣ୍ଡ ଗଡ଼ିବ
ଭୁବନେଶ୍ୱର,୨୦ା୯(ବ୍ୟୁରୋ): କୌଣସି ପରିସ୍ଥିତିରେ ଡ୍ରେନ ମୁକୁଳା ରହିପାରିବ ନାହିଁ। ସମସ୍ତ ଡ୍ରେନ ଉପରେ ସ୍ଲାବ ପକାଇବା ବାଧ୍ୟତାମୂଳକ ବୋଲି ପୂର୍ବରୁ ସୁପ୍ରିମ୍କୋର୍ଟ ଏକ ରାୟରେ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅନୁପାଳନ କରିପାରିନାହିଁ। ଦେଶର ୧ନଂ.…
ବିରଜାଇ ଜଙ୍ଗଲର କୃଷ୍ଣାପଲ୍ଲୀରୁ ଆସିଥିଲା କାଠକଡ଼ି
କୋଣାର୍କଠାରେ ମନ୍ଦିର ତୋଳା ଅବସରରେ ନିର୍ମିତ ବୟାଳିଶ ବାଟିର ଦେବୀ ଗଙ୍ଗେଶ୍ୱରୀ ମନ୍ଦିର ଐତିହ୍ୟ ଅନୁଶୀଳନ କାର୍ଯ୍ୟ ଓଡ଼ିଶା ଐତିହ୍ୟ ପରିଷଦ, କୋଣାର୍କ ଐତିହ୍ୟ ପରିଷଦ ଓ ବ୍ରହ୍ମଗିରି ଐତିହ୍ୟ ପରିଷଦ ପକ୍ଷରୁ ମିଳିତ ଭାବରେ କରାଯାଇଥିଲା। ୨୦୧୮ ଜୁନ୍ ୩ରେ…
ସମୁଦ୍ରରେ ମିଶିଯାଉଛି, ଚାଷକୁ ମିଳୁନି
ଯାଜପୁର ଅଫିସ,୨୦।୯: ସରକାର ରାଜ୍ୟବ୍ୟାପୀ ଶତପ୍ରତିଶତ ଜମିରେ ଜଳସେଚନର ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସେଚାଞ୍ଚଳ ଉନ୍ନୟନ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଯୋଜନାରେ ପ୍ରକଳ୍ପଗୁଡିକରେ ସେଚ ସାମର୍ଥ୍ୟ ବୃଦ୍ଧି, କେନାଲ ରକ୍ଷଣାବେକ୍ଷଣ, ଫସଲ ଖସଡ଼ା ପ୍ରସ୍ତୁତି, ସୁଷମ ଜଳ…
କ’ଣ ହେବ କୋହଲିଙ୍କ ଭବିଷ୍ୟତ?
ୟୁଏଇ,୨୦।୯: ଯାହା ଆଶା କରାଯାଉଥିଲା, ଶେଷରେ ତାହା ହିଁ ଘଟିଲା। ବିରାଟ କୋହଲି ୨ ଦିନ ମଧ୍ୟରେ ଦ୍ୱିତୀୟ ଦଳର ଅଧିନାୟକତ୍ୱ ଛାଡିଛନ୍ତି। ଏବେ ତାଙ୍କୁ ଆଇପିଏଲରେ ମଧ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଅଧିନାୟକ ଦେଖିବାକୁ ମିଳିବ ନାହିଁ। ସେ ଏକ…
ଆଜି ରାଜ୍ୟରୁ ୫୧୦ କରୋନା ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୭୯ ପିଲା
ଭୁବନେଶ୍ୱର,୨୦ା୯(ବ୍ୟୁରୋ): ସୋମବାର ରାଜ୍ୟରୁ ୫୧୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୦,୫୭୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୨୯୭ ଜଣ ଚିହ୍ନଟ…
ମହିଳାଙ୍କ ଅଧିକାର ଛଡାଇ ନେଲା ତାଲିବାନ
କାବୁଲ,୨୦ ।୯: ଆଫଗାନିସ୍ତାନରେ ତାଲିବାନର ରାଜୁତିକୁ ପାଖାପାଖି ୧ ମାସ ହେବାକୁ ଯାଉଛି । ହେଲେ ଏହାରି ଭିତରେ ତାଲିବାନ ଦେଇଥିବା କଥା ରଖିନାହିଁ । ପ୍ରଥମରୁ ତାଲିବାନ କହିଥିଲା କି ମହିଳାଙ୍କୁ ସେମାନଙ୍କର ସମସ୍ତ ଅଧିକାର ମିଳିବ । ହେଲେ…
ବାପାଙ୍କ ରାସ୍ତାରେ ଯିବେ କି ସାରା
ମାନିଲା, ୨୦ା୯: କାର୍ଯ୍ୟକାଳ ସରିଆସୁଥିଲେ ବି କ୍ଷମତା ଛାଡ଼ିବାକୁ ନାରାଜ ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଦୁଟେର୍ଟେ। ଦ୍ୱିତୀୟ ପାଳି ପରେ ଜଣେ ଆଉଥରେ ଦେଶର ଶାସନ ମୁଖ୍ୟ ହେବା ପାଇଁ ନିୟମ ନ ଥିବାରୁ ଉପ-ରାଷ୍ଟ୍ରପତି ପଦରେ ରହିବାକୁ ଗୋଟି ଚଳାଇଛନ୍ତି…
ଶପଥ ଗ୍ରହଣ ପୂର୍ବରୁ ଗୁରୁଦ୍ୱାର ଗଲେ ଚରଣଜିତ୍ ସିଂ
ଚଣ୍ଡିଗଡ଼,୨୦ ।୯: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂ ଇସ୍ତଫା ଦେବା ପରେ ପଞ୍ଜାବକୁ ଏବେ ନୂଆ ମୁଖ୍ୟମନ୍ତ୍ରୀ ମିଳି ସାରିଛି । ଚରଣଜିତ୍ ସିଂ ଚନି୍ନ ପଞ୍ଜାବର ୧୭ ତମ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ସକାଳ ୧୧ଟାରେ ଶପଥ…
ବିବାହର ୩ ଦିନ ପୂର୍ବରୁ ମା’ ହେଲେ ମହିଳା, ଦେଲେ ଅଜବ ଉତ୍ତର
ବ୍ରିଟେନର ଜଣେ ମହିଳା ବିବାହର ଠିକ୍ ୩ ଦିନ ପୂର୍ବରୁ ମା’ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନ୍ୟପକ୍ଷରେ ମହିଳା ଜଣଙ୍କ ଏକ ଅଜବ ଉତ୍ତର ଦେଇଛନ୍ତି। ୪୦ ବର୍ଷୀୟା ଲିସା କହିଥିଲେ, ମୁଁ ମା ହେବା ମୋର ସ୍ବପ୍ନ ଥିଲା।…
କୁଖ୍ୟାତ ଆତଙ୍କବାଦୀ ଏଜାଜ ଅହଂଗରଙ୍କୁ ଜେଲରୁ ମୁକୁଳାଇଲା ତାଲିବାନ, ସୁରକ୍ଷା ଏଜେନ୍ସି ଆଲର୍ଟ
ନୂଆଦିଲ୍ଲୀ,୨୦ ।୯: ଆଫଗାନିସ୍ତାନରେ ତାଲିବାନ ଶାସନ ପରେ ଭାରତୀୟ ସୁରକ୍ଷା ଏଜେନ୍ସି ପାଇଁ ସୁରକ୍ଷା ଚିନ୍ତା ବଢି ଯାଇଛି । ଆମେରିକା ସେନା ଫେରିଯିବା ପରେ ତାଲିବାନ ଜେଲରେ ଥିବା କଏଦୀଙ୍କୁ ମୁକୁଳାଇ ଦେଉଛି । ଏମାନଙ୍କ ମଧ୍ୟରେ ବହୁ ଆତଙ୍କବାଦୀ…
ସେହ୍ବାଗଙ୍କ ବିସ୍ଫୋରକ ସଟ୍ ଦେଖି ଡରିଯାଉଥିଲେ ଏହି ଖେଳାଳି, କହୁଥିଲେ…
ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ଓପନର୍ ବୀରେନ୍ଦ୍ର ସେହ୍ବାଗ୍ ଯଦିଓ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କରିସାରିଛନ୍ତି କିନ୍ତୁ ଆଜି ବି ତାଙ୍କ ବ୍ୟାଟିଂକୁ ଦର୍ଶକ ଭୁଲି ପାରିନାହାନ୍ତି। ନିକଟରେ ସେ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ନେଇ ଏକ ରୋଚକ…
Archives


