ପରପାରିରେ କବି ପ୍ରମୋଦ କୁମାର ମହାନ୍ତି

ଭୁବନେଶ୍ୱର,୨।୨(ବ୍ୟୁରୋ): କବି ପ୍ରମୋଦ କୁମାର ମହାନ୍ତିଙ୍କ ବୁଧବାର ପରଲୋକ ହୋଇଛି। ୧୯୬୭ଠାରୁ ସେ ତାଙ୍କର କାବ୍ୟଯାତ୍ରା ଆରମ୍ଭ କରିଥିଲେ । କିନ୍ତୁ ୧୯୮୨ରେ ‘ଦେବୀପାଦ’ ହିଁ ତାଙ୍କୁ କବି ଭାବରେ ପ୍ରତିଷ୍ଠା କରିଥିଲା । ସେ ଦୀର୍ଘ ଚାରି ଦଶନ୍ଧି ହେବ ଜଣେ ପ୍ରତିଷ୍ଠିତ କବି ଭାବେ ଜଣାଶୁଣା ଥିଲେ। ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଖି ବୁଜି ଦେଇଛି ପ୍ରଶାସନ: ଭଡା ଘରେ ଚାଲିଛି କୋଚିଂ ସେଣ୍ଟର

ମାଲକାନଗିରି,୫ା୭(ଡି.ଏନ୍‌.ଏ.)-କରୋନା ମହାମାରୀ ରୋଗ ଯେପରି ନ ବ୍ୟାପିବ, ଛାତ୍ରୀଛାତ୍ରମାନେ ସୁରକ୍ଷିତ ରହିବେ ସେଥିପାଇଁ ରାଜ୍ୟ ସରକାର ଗତ ମାର୍ଚ୍ଚରୁ ବାର୍ଷିକ ପରୀକ୍ଷା ନ କରି ସମସ୍ତ...

ସ୍ବାଧୀନ ତିଆରି କଲେ ସୁବଠାରୁ କ୍ଷୁଦ୍ରତମ ଗଣେଶ ମୂର୍ତ୍ତି

ପୁରୁଣା ଭୁବନେଶ୍ୱର, ୧। ୯ (ଡି.ଏନ.ଏ.)- ବିଘ୍ନରାଜ ଗଣପତିଙ୍କ ପୂଜାକୁ ନେଇ ମନ୍ଦିରଠାରୁ ମଣ୍ଡପ ଯାଏ ଚଳଚଞ୍ଚଳ ହୋଇ ଉଠିଛି। ଅଧା ଇଞ୍ଚରୁ ଟିକେ ଅଧିକ...

ତାଳଧ୍ୱଜ ରଥରୁ କନା ଖୋଲାଗଲା

ପୁରୀ ଅଫିସ,୧୯ା୭ : ଘୋଷଯାତ୍ରା ସାରି ଚତୁର୍ଦ୍ଧାବିଗ୍ରହ ରତ୍ନସିଂହାସନରେ ବିରାଜମାନ କରିଛନ୍ତି। ହେଲେ ତିନିରଥ ଏବେ ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ। ଗୁରୁବାର ରଥରୁ କନା ଖୋଲା...

ରଥଯାତ୍ରା ପାଇଁ ବ୍ୟବସ୍ଥାବଳୀ : ୩ ରଥରେ ରହିବେ ୨୧୦ ସେବକ, କର୍ମଚାରୀ

ପୁରୀ ଅଫିସ, ୨୮।୬ : ଘୋଷଯାତ୍ରାର ଆଦ୍ୟପର୍ବ ସ୍ନାନଯାତ୍ରା ଶେଷ ହୋଇଛି। ମହାପ୍ରଭୁ ଏବେ ଅଣସରରେ। ଆଗକୁ ରଥଯାତ୍ରା। ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋର୍‌ଦାର...

ଶ୍ୱଶୁରଘରୁ ବାଇକ୍‌ ଚୋରି ମାମଲାରେ ଜ୍ୱାଇଁ ଗଲେ ଜେଲ

ଭୁବନେଶ୍ୱର, ୨୦-୧୧(ବ୍ୟୁରୋ):ରାଜଧାନୀର ବିଭିନ୍ନ ତାରକା ହୋଟେଲରେ ଖାଇବା ପରେ ବିଲ୍‌ ପଇଠ ନ କରି ଫେରାର ହୋଇଯାଉଥିଲେ। ଶହୀଦନଗର ଥାନା ଅଞ୍ଚଳରେ ଅଭିଯୁକ୍ତଙ୍କୁ ହୋଟେଲ କର୍ମଚାରୀମାନେ...

ଆଜି ସରିବ ଜେଇଇ ମେନ୍‌ ସେସନ-୨ ଆବେଦନ

ଭୁବନେଶ୍ୱର,୧୨।୩(ବ୍ୟୁରୋ): ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ଜେଇଇ ମେନ୍‌ ୨୦୨୩ ସେସନ-୨ ଆବେଦନ ପ୍ରକ୍ରିୟା ରବିବାର ଶେଷ ହେବ। ଇଚ୍ଛୁକ ଛାତ୍ରୀଛାତ୍ର ରବିବାର...

ଗାଧୋଉଥିବା ମହିଳାଙ୍କ ଭିଡିଓ କରୁଥିଲେ

କଣ୍ଟାମାଳ,୨୫।୭(ଡି.ଏନ୍‌.ଏ.): ନାଳରେ ଗାଧୋଉଥିବା ମହିଳାଙ୍କ ଭିଡିଓ ମୋବାଇଲରେ ଉତ୍ତୋଳନ କରୁଥିଲେ ଜଣେ ଯୁବକ। ଗାଁ ଲୋକେ ସମ୍ପୃକ୍ତ ଯୁବକଙ୍କୁ ଧରି ନିସ୍ତୁକ ମାଡ଼ ମାରିବା ସହ...

୨୪ରେ ଢେଙ୍କାନାଳ ଲକ୍ଷ୍ମୀପୂଜା ଭସାଣି

ଢେଙ୍କାନାଳ ଅଫିସ,୨୨ା୧୦ ଢେଙ୍କାନାଳ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉତ୍ସବର ଭସାଣି ଉତ୍ସବ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଜିଲା କାର୍ଯ୍ୟାଳୟର ସଦ୍‌ଭାବନା ଗୃହରେ...

Advertisement
Archives

Model This Week