ସୁନିଲଙ୍କ ପାଇଁ ସହଯୋଗର ହାତ ବଢାଇଲେ ସଲମାନ

ମୁମ୍ବାଇ: ଅଭିନେତା ତଥା କମେଡିଆନ ସୁନିଲ ଗ୍ରୋଭର ନିକଟରେ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏବେ ତାଙ୍କର ହାର୍ଟ ସଜରୀ ହୋଇଛି । ପୂର୍ବାପେକ୍ଷା ସେ ଏବେ ସୁସ୍ଥ ଥିବା ଜଣାପଡିଛି । ତାଙ୍କର ମୁମ୍ବାଇ ସ୍ଥିତ ଏସିଆନ୍ ହାର୍ଟ ଇନଷ୍ଟିଚ୍ୟୁଟରେ ସର୍ଜରୀ କରାଯାଇଛି । କିଛିଦିନ ହେବ ତାଙ୍କ ଛାତିରେ ଯନ୍ତ୍ରଣା ହେଉଥିବା ବେଳେ ସେ ଲଗାତାର ଡାକ୍ତରଙ୍କ ସହ ସମ୍ପର୍କରେ ଥିଲେ । ଏବେ ସୁନିଲଙ୍କ ସର୍ଜରୀକୁ ନେଇ ବଲିଉଡ ଭାଇଜାନ ସମାନ୍ୟ ଚିନ୍ତିତ ହୋଇପଡିଛନ୍ତି । ତେବେ ସହଯୋଗ ସ୍ୱରୂପ ସଲମାନ ତାଙ୍କ ଡାକ୍ତରୀ ଟିମକୁ ସୁନିଲଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ କହିଛନ୍ତି । ସଲମାନଙ୍କ ଡାକ୍ତରୀ ଟିମ ବି ସୁନିଲଙ୍କ ସ୍ୱାସ୍ଥ୍ୟର ଯାଞ୍ଚ କରୁଥିବା ବେଳେ ଏବେ ସେ ପୂର୍ବାପେକ୍ଷା ସୁସ୍ଥ ଥିବା କୁହାଯାଉଛି । ତେବେ ସୁନିଲଙ୍କ ଅସୁସ୍ଥତା ଖବର ପାଇବା ପରେ କମେଡି କିଙ୍ଗ କପିଲ ଶର୍ମା ବି ବ୍ୟସ୍ତ ବିବ୍ରତ ହୋଇ ପଡିଥିଲେ । ଏବେ ସମସ୍ତ ପ୍ରଶଂସକ ଏହି କମେଡି କଳାକାରଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ଦିନରେ କେତେ ରୋଜଗାର କଲା ‘ଆର୍ଟିକିଲ୍‌ ୩୭୦’ ଜାଣନ୍ତୁ…

ମୁମ୍ବାଇ: ନିର୍ଦ୍ଦେଶକ ଆଦିତ୍ୟ ସୁହାସ ଜମ୍ଭାଲେଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆର୍ଟିକିଲ୍‌ ୩୭୦’କୁ ନେଇ ବର୍ତ୍ତମାନ ସବୁଆଡ଼େ ଚର୍ଚ୍ଚା ହେଉଛି। ୟାମି ଗୌତମଙ୍କ ଅଭିନୀତ ଏହି ଫିଲ୍ମ...

ରେଷ୍ଟୁରାଣ୍ଟରେ ସୋନୁ ସୁଦ୍‌ଙ୍କ ବିଲ୍‌ ପୈଠ କଲେ ଅଜଣା ବ୍ୟକ୍ତି, ଇନଷ୍ଟାରେ ଫଟୋ ଶେୟାର କଲେ ଅଭିନେତା

ମୁମ୍ବାଇ: ସୋନୁ ସୁଦ୍‌ କେବଳ ରିଲ୍‌ରେ ନୁହେଁ , ରିଅଲ ଲାଇଫରେ ମଧ୍ୟ ତାଙ୍କୁ ହିରୋ ଭାବରେ ବିବେଚନା କରାଯାଏ। କରୋନାବେଳେ ସେ ବହୁ ବେସାହାର...

ପୁଅର ପ୍ରଥମ ଝଲକ ଦେଖାଇଲେ ବିକ୍ରାନ୍ତ ମେସି-ଶିତଲ ଠାକୁର

ମୁମ୍ବାଇ: ଏବେ ବିକ୍ରାନ୍ତ ମେସି ବହୁତ ଖୁସି ଅଛନ୍ତି। ଗତ ବର୍ଷ ଅକ୍ଟୋବରରେ ରିଲିଜ ହୋଇଥିବା ‘12th Fail’ପ୍ରେକ୍ଷାଳୟରେ ବିପୁଳ ଅର୍ଥ ରୋଜଗାର କରିବା ପରେ...

ମିଷ୍ଟ୍ରି ଗର୍ଲ ସାଜିବେ ତ୍ରିପ୍ତି ଡିମରୀ

ମୁମ୍ବାଇ: ଫିଲ୍ମ ଭୁଲ ଭୁଲେୟାର ଉଭୟ ପାର୍ଟର ଲୋକପ୍ରିୟତା ଦେଖି ନିର୍ମାତା ଭୁଲ ଭୁଲେୟା ୩ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ କାର୍ତ୍ତିକ ଆର୍ଯ୍ୟନ ଏବଂ ବିଦ୍ୟା...

ଏୟାର ହୋଷ୍ଟେସ ଲୁକରେ ନଜର ଆସିଲେ କରିନା-ତବୁ-କ୍ରିତି

ମୁମ୍ବାଇ: ବଲିଉଡର ଆଗାମୀ ଚଳଚ୍ଚିତ୍ର ‘କ୍ରୁ’ ଚଳିତ ବର୍ଷର ମଚ ଆଓ୍ବେଟେଡ ମୁଭି ହୋଇପାରିଛି। ଫିଲ୍ମର ଷ୍ଟାର କାଷ୍ଟ ଏବଂ କାହାଣୀ ଏଥିରେ ଦର୍ଶକଙ୍କ ଆଗ୍ରହ...

ୟାମିଙ୍କ ଦମଦାର ଆକ୍ଟିଂକୁ ନେଇ ହେଉଛି ଚର୍ଚ୍ଚା

ମୁମ୍ବାଇ: ୟାମି ଗୌତମ ଏବଂ ପ୍ରିୟାମଣିଙ୍କ ମୁଭି ଆର୍ଟିକଲ ୩୭୦ ଶେଷରେ ୨୩ ଫେବୃଆରୀରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ର ଜାମ୍ମୁ କାଶ୍ମୀରର ସ୍ବତନ୍ତ୍ର...

ରାଜପ୍ରାସାଦଠାରୁ କମ୍‌ ନୁହେଁ ସୋନମଙ୍କ ଘର, ଭିଡିଓରେ ଭିତରର ଦୃଶ୍ୟ ଦେଖିଲେ କହିବେ…

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ଷ୍ଟାଇଲିଶ୍‌ ଅଭିନେତ୍ରୀମାନଙ୍କ ମଧ୍ୟରୁ ସୋନମ କପୁର ହେଉଛନ୍ତି ଜଣେ। ସୋନମ କେତେ ଷ୍ଟାଇଲିଶ୍‌ ତାଙ୍କ ଘରର ସୌର୍ଯ୍ୟକୁ ଦେଖିଲେ ସ୍ପଷ୍ଟ ଭାବରେ...

ବିରାଟ-ଅନୁଷ୍କାଙ୍କ ପୁଅ ଅକାୟଙ୍କ ଏଆଇ ଫଟୋ ଭାଇରାଲ, ପ୍ରଶଂସକ କହୁଛନ୍ତି ଜୁନିଅର କୋହଲି

ନୂଆଦିଲ୍ଲୀ,୨୩।୨: ଭାରତୀୟ ଖେଳାଳି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ସେମାନଙ୍କର ଦ୍ୱିତୀୟ ସନ୍ତାନ ଅକାୟଙ୍କୁ ସ୍ବାଗତ କରିଛନ୍ତି। ଏହି ଦମ୍ପତି ସେମାନଙ୍କ ସୋସିଆଲ ମିଡିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri