‘କଂଗ୍ରେସ ଚୁପ୍ ବସିବ ନାହିଁ’
ନୂଆଦିଲ୍ଲୀ,୨୭।୯: କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ସୋମବାର କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। କମଲ ନାଥ କହିଛନ୍ତି ଯେ, କେନ୍ଦ୍ରରେ କୃଷକ ବିରୋଧୀ ସରକାର ମୂକ ଓ ବଧିର ଅଟନ୍ତି।…
ରୋଷେଇ କରୁଥିବା ସମୟରେ ମହିଳାଙ୍କ ମୁଣ୍ଡରେ ଲାଗିଲା ନିଆଁ, କାମରେ ବ୍ୟସ୍ତ ରହି ପାରିଲେନି ଜାଣି, ଆଉ ତା’ ପରେ…
ଅନେକ ସମୟରେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହା ଦେଖିଲେ ଭୟରେ ଦେହ ଥରି ଉଠେ। କିଛି ଭିଡିଓରୁ ଶିକ୍ଷା ବି ମିଳିଥାଏ। ଏବେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହା ଦେଖିଲେ ଭୟ ଲାଗିବ।…
ପ୍ରଚାରର ଶେଷ ଦିନରେ ଭାଜପା ନେତାଙ୍କ ଉପରେ ଆକ୍ରମଣ
କୋଲକତା,୨୭।୯: ପଶ୍ଚିମବଙ୍ଗର ହାଇ ପ୍ରୋଫାଇଲ ଆସନ ଭବନୀପୁରରେ ସୋମବାର ନିର୍ବାଚନ ପ୍ରଚାରର ଶେଷ ଦିନ। ଏହି ଆସନରେ ଟିଏମସିର ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀନ୍ତ୍ ଏବଂ ଭାଜପା ନେତ୍ରୀ ପ୍ରିୟଙ୍କା ଟିବ୍ରଓ୍ବୋଲଙ୍କ ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି। ପ୍ରଚାରର ଶେଷ…
ମନ୍ଦିର ପରିସରରେ ଡ୍ୟାନ୍ସ ଭିଡିଓ ରେକର୍ଡିଂ କଲେ ଯୁବତୀ, ଆଉ ତା’ ପରେ…
ଭୋପାଳ,୨୭ା୯: ସୋସିଆଲ ମିଡିଆରେ ପ୍ରସିଦ୍ଧ ହେବା ପାଇଁ ଲୋକେ ଅଜବ ଉପାୟ ସବୁ ଆପଣାଉଛନ୍ତି। ଏମିତି ଏକ ଘଟଣା ମଧ୍ୟପ୍ରଦେଶର ଛତରପୁରରେ ଦେଖିବାକୁ ମିଳିଛି। ଭିଡିଓରେ ଜଣେ ଯୁବତୀ ମନ୍ଦିର ପରିସରରେ ଠିଆ ହୋଇ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଭିଡିଓଟିକୁ…
ଝିଅକୁ ବଡ଼ ଉପହାର ଦେଲେ ଜାଡେଜା
ୟୁଏଇ,୨୭।୯: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାରେ ଚେନ୍ନାଇ ସୁପର କିଙ୍ଗ୍ସର ବିଜୟ ଧାରା ଜାରି ରହିଛି। ଧୋନୀଙ୍କ ଦଳ କ୍ରମାଗତ ୩ ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି। ପ୍ରତ୍ୟେକ ମ୍ୟାଚରେ ଦଳ ପାଇଁ ଏକ ମ୍ୟାଚ ବିଜେତା ସୃଷ୍ଟି…
ଟାଙ୍ଗରା ଭୂଇଁରେ ଚାଷ କରିବାକୁ ଉଦ୍ୟମ କରୁଛନ୍ତି ବିରୋଧୀ ଦଳ…
ନୂଆଦିଲ୍ଲୀ,୨୭।୯: ଚାଷୀ ସଂଗଠନ ଗୁଡ଼ିକ ପକ୍ଷରୁ ହୋଇଥିବା ଭାରତ ବନ୍ଦ ନେଇ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଅବ୍ବାସ ନକଭି ବିରୋଧୀ ଦଳଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ବିରୋଧୀ ଦଳ ଟାଙ୍ଗରା ଭୂଇଁରେ ଚାଷ କରିବାକୁ ଉଦ୍ୟମ କରୁଛନ୍ତି । ଚାଷୀ ସଂଗଠନଙ୍କ…
ଏକ ବିସ୍କୁଟ ବଦଳାଇଦେଲା ଜୀବନ: ମହିଳା ହେଲେ କୋଟିପତି
ଅନେକ ଥର ଆମେ ଜୀବନରେ ଏମିତି କିଛି ଘଟ, ଯାହା ଆମେ ପୂର୍ବରୁ େକେବେ ଭାବି ନ ଥାଉ। କିନ୍ତୁ ଚାରିପାଖରେ କିଛି ଘଟଣା ଆମ ଜୀବନ ସମ୍ପୂର୍ଣ୍ଣ ବଦଳାଇ ଦିଏ। ଅମାଣ୍ଡା ନାମକ ଜଣେ ମହିଳାଙ୍କ ସହ ଏପରି ଘଟଣା…
ସୁସ୍ଥ ହୋଇ ଘରକୁ ଫେରିଲେ କ୍ୟାମେରାମ୍ୟାନ ପ୍ରଭାତ : କହିଲେ ମୁଁ ରହିଗଲି ,ସେ ଚାଲିଗଲା
ଭୁବନେଶ୍ୱର,୨୭।୯(ବ୍ୟୁରୋ): କଟକ ମୁଣ୍ଡଳିଠାରେ ଘଟିଥିବା ବୋଟ ଦୁର୍ଘଟଣାରେ ଗୁରୁତର ହୋଇଥିବା ଓଟିଭି କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ସୋମବାର ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏହି ଦୁର୍ଘଟଣାରେ ଓଟିଭିର ଚିଫ ରିପୋର୍ଟର ଅରିନ୍ଦମ ଦାସଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ପ୍ରଭାତଙ୍କୁ କଟକ ବଡ଼ ମେଡିକାଲରେ…
ଚେନ୍ନାଇ-ବେଙ୍ଗାଲୁରୁ ମ୍ୟାଚ୍କୁ ‘ସର୍ଦନ ଡର୍ବି’ କାହିଁକି କୁହାଯାଏ
ୟୁଏଇ,୨୭।୯: ୟୁଏଇରେ ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ଖେଳାଯାଉଛି। ଅନେକ ଦଳ ପ୍ଲେ ଅଫରେ ପହଞ୍ଚିବା ପାଇଁ ଅତି ନିକଟତର ହୋଇଥିବାବେଳେ କେତେକଙ୍କ ପାଇଁ ରାସ୍ତା କଷ୍ଟକର ମନେ ହେଉଛି। ଏଥର ଦିଲ୍ଲୀ କ୍ୟାପିଟାଲ୍ସ, ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ…
ଗଞ୍ଜାମ ବ୍ଲକ ସିପିଏମ୍ ପକ୍ଷରୁ ଜାତୀୟ ରାଜପଥ ବନ୍ଦ
ଗଞ୍ଜାମ,୨୭।୯(ଡିଏନ୍.ଏ.): ଗଞ୍ଜାମରେ ଭାରତ ବନ୍ଦପ୍ରଭାବ ଦେଖିବାକୁ ମିଳିଛି। ସୋମବାର ସକାଳୁ ଗଞ୍ଜାମ ବ୍ଲକ ସିପିଏମ୍ ପକ୍ଷରୁ ସରପଞ୍ଚ ଦିଲ୍ଲୀପ କୁମାର ଛୋଟରାୟଙ୍କ ନେତୃତ୍ୱରେ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା ।ଫଳରେ ଉଭୟ ପାର୍ଶରେ ଶହ ଶହ ଗାଡିମୋଟର ଅଟକି…
ସମୂଦ୍ରକୂଳରେ ଭାସୁଥିଲା ମୃତଦେହ, ଦେଖିଲେ ମତ୍ସ୍ୟଜୀବୀ
ଗଞ୍ଜାମ,୨୭।୯(ଡିଏନ୍.ଏ.): ଗଞ୍ଜାମ ଥାନା ନୂଆଗାଁସ୍ଥିତ ସମୁଦ୍ର କୂଳରେ ଜଣେ ବ୍ୟକ୍ତିଙ୍କ ମୃତଦେହ ସୋମବାର ଭାସୁଥିବା ଦେଖିବାକୁ ମିଳିଛି । ତେବେ ତାଙ୍କ ପରିଚୟ ମିଳିପାରି ନାହିଁ। ଏହା ଦେଖିବା ପରେ ସ୍ଥାନୀୟ ମସ୍ୟଜୀବୀ ଗଞ୍ଜାମ ଥାନାକୁ ଖବର ଦେଇଥିଲେ । ଖବର…
କୃଷି ଆଇନକୁ ବିରୋଧ: କଂଗ୍ରେସର ରାଜପଥ ଅବରୋଧ
ପାଟଣା,୨୭।୯(ସ୍ବ.ପ୍ର.): କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚା ସାରା ଦେଶରେ ସୋମବାର ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଥିଲେ। ତେବେ ଏହାକୁ କଂଗ୍ରେସ, ବାମଦଳ ସହ ବିଭିନ୍ନ କୃଷକ ସଂଗଠନ…
Archives


