Home Left

ରାଗିଯାଇ ଏଭଳି ଜବାବ ଦେଲେ ଶିଳ୍ପା

ମୁମ୍ବାଇ: ସ୍ବାମୀ ରାଜ କୁନ୍ଦ୍ରାଙ୍କ ପାଇଁ ଶିଳ୍ପାଙ୍କୁ ଅନେକ ପ୍ରଶ୍ନର ସାମ୍ନା କରିବାକୁ ପଡୁଛି। ଏବେ ରାଜ କୁନ୍ଦ୍ରା ଜେଲରୁ ଫେରିଛନ୍ତି। ଅଶ୍ଳୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା। ରାଜ କୁନ୍ଦ୍ରାଙ୍କ ସହ ଅଶ୍ଳୀଳ ଫିଲ୍ମ ନିର୍ମାଣ…

ରାସ୍ତା ଉପରେ କାଟିଦେଲେ ଦିନମଜୁରିଆଙ୍କ ତଣ୍ଟି

ସମ୍ବଲପୁର,୨୮ା୯(ବ୍ୟୁରୋ): ସମ୍ବଲପୁର ଜିଲା କ୍ଷେତରାଜପୁର ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଥିବା ଯୁବକ ହେଲେ ବଙ୍ଗଳାପଡାର ଦ୍ୱାରିକା ରାତ୍ରେ(୨୬)। ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ସ୍ଥାସ୍ତାନ୍ତର କରିଛି। ଘଟଣାରେ ସମ୍ପୃକ୍ତ ଯୁବକ ଫେରାର…

ଝିଅ ଜନ୍ମ ହେବା ପୂର୍ବରୁ ସ୍ବାମୀଙ୍କୁ ଏମିତି ପ୍ରତିଶ୍ରୁତି ଦେଇଥିଲେ ଲାରା, ୧୦ ବର୍ଷ ପରେ ବି ମାନୁଛନ୍ତି

ବଲିଉଡ ସେଲିବ୍ରିଟିଙ୍କ ମଧ୍ୟରେ ବିବାହ ଅଧିକ ଦିନ ତିଷ୍ଠି ରହିବା ସହଜ କଥା ନୁହେଁ। ଏଠାରେ ପ୍ରତିଦିନ ଦମ୍ପତିଙ୍କ ବ୍ରେକଅପ ଖବର ପଦାକୁ ଆସେ। ଏଭଳି ପରିବେଶରେ ଲାରା ଦତ୍ତା ଏବଂ ମହେଶ ଭୂପତିଙ୍କ ଯୋଡି ଟିକିଏ ଅଲଗା । ବିବାହର…

କଲେଜ ଛାତ୍ର ମୃତ୍ୟୁ ଘଟଣା ପଛରେ ପ୍ରେମିକା ସହ ଧରମ ଭାଇର ହାତ

କଟକ ଅଫିସ,୨୮ା୯: ଖ୍ରୀଷ୍ଟ କଲେଜ ଛାତ୍ର ମୃତ୍ୟୁ ଘଟଣାର ପୋଲିସ ସୋମବାର ପର୍ଦ୍ଧାଫାଶ କରିଛି। ଛାତ୍ର ତୁଷାରକାନ୍ତ ସାହୁଙ୍କ ମୃତ୍ୟୁ ଘଟଣାରେ ଜଗତପୁର ପୋଲିସ ୨ ଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ କଟକ ଦରଘାବଜାର…

ଏମିତି ଝିଅଙ୍କୁ ବିବାହ କରିବେ ନୀରଜ ଚୋପ୍ରା: କଲେ ଖୁଲାସା

ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ ଭାରତର ନୀରଜ ଚୋପ୍ରା। ଜାଭେଲିନ୍‌ ଥ୍ରୋରେ ସେ ପଦକ ଜିତି ଚହଳ ପକାିଥିଲେ। ଏହାପରେ ତାଙ୍କ ବ୍ରାଣ୍ଡ ଭାଲ୍ୟୁ ମଧ୍ୟ ବଢିଯାଇଛି। ଏପରିକି ଫ୍ୟାନ୍‌ ଫଲୋଇଙ୍ଗ୍‌ ବୃଦ୍ଧି ପାଇଛି। ଏହି…

ଗଛ ତଳେ ନେଇଥିଲେ ଆଶ୍ରୟ, ଘଟିଲା ଏମିତି

ସମ୍ବଲପୁର,୨୭ା୯(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନା କୁସାମୁରା ବଡମାଲ ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ବଜ୍ରପାତରେ ୩ଜଣଙ୍କ ଅକାଳ ମୃତ୍ୟୁ ଘଟିଛି। ସେମାନେ ହେଲେ ଚାଷୀ ଦମ୍ପତି ଅନ୍ତର୍ଯାମୀ ମାଝି (୪୫) ଓ ପଦ୍ମିନୀ (୩୭) ଏବଂ ଶ୍ରମିକ…

ପରାଜୟ ଧାରା ଶେଷ କଲେ ରୟ-ଓ୍ବିଲିୟମସନ

ଦୁବାଇ, ୨୭।୯: ଲଗାତାର ୫ ପରାଜୟ ପରେ ବିଜୟ ସ୍ବାଦ ଚାଖିଛି ସନରାଇଜର୍ସ ହାଇଦ୍ରାବାଦ୍‌। ଚଳିତ ଆଇପିଏଲରେ ପ୍ଲେଅପ୍ସରୁ ବାଦ୍‌ ପଡ଼ିଥିବା ହାଇଦ୍ରାବାଦ୍‌ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ୭ ଉଇଟେରେ ରାଜସ୍ଥାନ ରୟାଲ୍ସକୁ ହରାଇ ଦେଇଛି। ପରାଜୟ ସତ୍ତ୍ୱେ ରାଜସ୍ଥାନ ଦଳର…

ଧରା ପଡ଼ିଲେ ଜଣାଶୁଣା

ଝାରସୁଗୁଡା ଅଫିସ୍‌/ବ୍ରଜରାଜନଗର,୨୭।୯(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ପୋଲିସ ସୋମବାର ଏକ ଜୁଆଆଡ୍ଡା ଉପରେ ଚଢାଉ କରି ୯ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ରମେଶ ପ୍ରସାଦ, କୁନ୍ଦନ ସିଂହ, ରାଜ କିଶୋର ପ୍ରଧାନ, ରାଜେଶ୍ୱର ରାୟ, ହରେରାମ ପାଣ୍ଡେ,…

କଂଗ୍ରେସ ଛାଡ଼ିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ପଣଜୀ, ୨୭।୯: ଏବେ କଂଗ୍ରେସ ପରିବାର ଦୁର୍ବଳ ହୋଇପଡ଼ିଛି। ଯେଉଁ ଦଳ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ଟକ୍କର ଦେଇପାରିବ, ସେହି ଦଳ ସହ କାମ କରିବାକୁ ଚାହୁଁଛି। ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିନୋ ଫଲେଇରୋ ସୋମବାର କଂଗ୍ରେସ…

ସିଙ୍ଘୁ ସୀମାରେ ଗଲା ଚାଷୀଙ୍କ ଜୀବନ

ନୂଆଦିଲ୍ଲୀ, ୨୭।୯: ବିବାଦୀୟ କୃଷି ଆଇନ ବିରୋଧରେ ସୋମବାର ଭାରତ ବନ୍ଦ ପାଳନ ହେଉଥିବାବେଳେ ଦିଲ୍ଲୀର ସିଙ୍ଘୁ ସୀମାରେ ଆନ୍ଦୋଳନରତ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ଚାଷୀ ହେଲେ ବାଘେଲ୍‌ ରାମ(୫୫)। ତାଙ୍କ ଘର ପଞ୍ଜାବର ଖେଲା ଗ୍ରାମରେ। ସେ…

ବ୍ରିଟେନରେ ମିଳୁନି ପେଟ୍ରୋଲ

ଲଣ୍ଡନ,୨୭ା୯: ବ୍ରିଟେନରେ ପେଟ୍ରୋଲ, ଡିଜେଲର ସଙ୍କଟ ଦେଖାଦେଇଛି। ଟ୍ରକ୍‌ ଡ୍ରାଇଭରଙ୍କ ଅଭାବ ଯୋଗୁ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି। ଫଳରେ ବ୍ରିଟେନର ପ୍ରମୁଖ ସହରରେ ପ୍ରାୟ ୫୦ରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ଖାଲି ପଡ଼ିଛି। ଯେଉଁ କେତୋଟି ପେଟ୍ରୋଲ…

ରାଷ୍ଟ୍ରପତିଙ୍କୁ ଅଣ୍ଡା ମାଡ଼

ପ୍ୟାରିସ,୨୭।୯: ଫ୍ରାନ୍ସ ରାଷ୍ଟ୍ରପତି ଏମ୍ମାନୁଏଲ ମାକ୍ରନଙ୍କୁ ସୋମବାର ଲିଓନ ରାଜ୍ୟର ଦକ୍ଷିଣାଞ୍ଚଳ ସହରରେ ଆୟୋଜିତ ଅନ୍ତର୍ଜାତୀୟ କ୍ୟାଟରିଂ, ହୋଟେଲ ଏବଂ ଖାଦ୍ୟ ବାଣିଜ୍ୟ ମେଳା ବେଳେ ଜଣେ ବ୍ୟକ୍ତି ଅଣ୍ଡା ମାଡ କରିଛନ୍ତି। ଅଣ୍ଡା ରାଷ୍ଟ୍ରପତିଙ୍କ କାନ୍ଧରେ ବାଜିଥିଲା। ହେଲେ ଫାଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri