Posted inଜାତୀୟ

ପୋଲିସକୁ ଆକ୍ରମଣ ପରେ ମହିଳାଙ୍କ ହାତ ବାନ୍ଧି ବସାଇ ଦେଲେ

ଗୟା,୧୭।୨: ବାଲି ଖଣି ଅକ୍‌ଶନ ପ୍ରକ୍ରିୟାରେ ସରକାରୀ ଅଧିକାରୀଙ୍କୁ ସହଯୋଗ କରୁଥିବା ପୋଲିସ କର୍ମୀଙ୍କୁ ପଥର ମାଡ଼ କରିଥିଲେ ଗ୍ରାମବାସୀ। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ପକ୍ଷରୁ ଲୁହାବୁହା ଗ୍ୟାସ ସହ ଲାଠି ମାଡ଼ କରାଯାଇଥିଲା। ଏହାପରେ ମହିଳା ବିକ୍ଷୋଭକାରୀଙ୍କ ହାତ ବାନ୍ଧି ବସାଇ ଦେଇଥିଲେ ପୋଲିସ। ବିହାର ଗୟା ଜିଲାରେ ମଙ୍ଗଳବାର ଘଟିଥିବା ଏହି ଘଟଣାର ଭିଡିଓ ଭାଇରାଲ ହୋଇଛି।

ରାଜ୍ୟରେ ବେଆଇନ ବାଲି ଖନନକୁ ରୋକିବା ପାଇଁ ବିହାର ମାଇନିଂ କରପୋରେଶନ ସମସ୍ତ ବାଲି ଖଣିର ପରିବେଶ ଭିତ୍ତିକ ଅଡିଟ୍‌ ପ୍ରକ୍ରିୟା ଗତ ମାସରେ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଦିନକରେ ୮୧ ହଜାରରୁ ଅଧିକ ଚିହ୍ନଟ, ୧୦୯୫ ମୃତ୍ୟୁ

ନୂଆଦିଲ୍ଲୀ,୨।୧୦: ଦେଶରେ ଲଗାତାର କରୋନା ସଂକ୍ରମଣ ବଢିଚାଲିଛି। ଶୁକ୍ରବାର ପୁଣିଥରେ ଦେଶରେ ସଂକ୍ରମଣ ମାମଲା ପ୍ରାୟ ୮୧ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟା...

ମାତ୍ର ୩୫ ମିନିଟ୍‌ରେ ୨ଥର ସୁରକ୍ଷାରେ ତ୍ରୁଟି: ରାହୁଲ ଗାନ୍ଧୀଙ୍କୁ ମିଳିପାରୁନି କଡ଼ା ସିକ୍ୟୁରିଟି

ନୂଆଦିଲ୍ଲୀ,୧୭।୧: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ପଞ୍ଜାବରେ ଜାରି ରହିଛି। ଏଠାକୁ ପହଞ୍ଚିବା ପୂର୍ବରୁ ରାହୁଲଙ୍କୁ ୨ଥର ଯାତ୍ରା ବନ୍ଦ କରିବାକୁ ଧମକ...

ଦେଶବ୍ୟାପୀ ବିକ୍ଷୋଭ, ପ୍ରତିବାଦ

ନୂଆଦିଲ୍ଲୀ,୪।୧୦: ଉତ୍ତରପ୍ରଦେଶର ହାଥ୍‌ରସରେ ଦଳିତ ମହିଳାଙ୍କୁ ଗଣବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଦେଶବ୍ୟାପୀ ବିକ୍ଷୋଭ, ପ୍ରତିବାଦ ଜାରି ରହିଛି। କୋଲକାତା ରାଲିରେ ଭାଜପା ବିରୋଧରେ...

ଏନ୍‌ଡିଏରେ ଫାଟ ବଢ଼ିଲା: ଭାରତ ବନ୍ଦକୁ ସମର୍ଥନ କଲା ଆର୍‌ଏଲ୍‌ପି

ନୂଆଦିଲ୍ଲୀ,୭।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଏନ୍‌ଡ଼ିଏରେ ଫାଟ ବଢ଼ିବା ଆରମ୍ଭ କରିଛି। ଏନ୍‌ଡ଼ିଏର ସହଯୋଗୀ ଦଳ ଅନ୍ନଦାତାଙ୍କ ପ୍ରତି ଢ଼ଳୁଥିବା ଦେଖିବାକୁ ମିଳୁଛି।...

ହ୍ବାଟ୍ସଆପ୍‌ ସହାୟତାରେ ସନ୍ତାନ ପ୍ରସବ କରାଇଲେ ଡାକ୍ତର

ଶ୍ରୀନଗର,୧୩।୨ : ଜମ୍ମୁ-କଶ୍ମୀରର ଉପାନ୍ତ ଅଞ୍ଚଳ କେରନରେ ଜଣେ ଆସନ୍ନପ୍ରସବା ଗର୍ଭବେଦନାରେ ଛଟପଟ ହେଉଥିବାବେଳେ ତୁଷାରପାତ ଯୋଗୁ ତାଙ୍କୁ ଏୟାରଲିଫ୍ଟ କରାଇ ହସ୍ପିଟାଲ ନେବା ସମ୍ଭବ...

ଡାଟା ସୁରକ୍ଷା ବିଲ୍‌କୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ, ୫ା୧୨: ବହୁ ପ୍ରତୀକ୍ଷିତ ଡାଟା ସୁରକ୍ଷା ବିଲ୍‌କୁ କେନ୍ଦ୍ର କ୍ୟାବିନେଟ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ଚଳିତ ଶୀତ ଅଧିବେଶନରେ ଏହାକୁ ପାର୍ଲାମେଣ୍ଟରେ ଉପସ୍ଥାପନ...

ଖରାପ ପାଗ: ହେଲିକପ୍ଟର ଦୁର୍ଘଟଣାରେ ପାଇଲଟ୍‌ଙ୍କ ମୃତ୍ୟୁ

ଲକ୍ଷ୍ନୌ, ୨୧।୯: ଖରାପ ପାଗ ଯୋଗୁ ଉତ୍ତରପ୍ରଦେଶରେ ସୋମବାର ଇନ୍ଦିରାଗାନ୍ଧୀ ଉଡ଼ାଣ ଏକାଡେମୀର ଏକ ହେଲିକପ୍ଟର ଦୁର୍ଘଟଣାରେ ଜଣେ ୨୧ ବର୍ଷ ବୟସ୍କ ଟ୍ରେନିଂ ପାଇଲଟଙ୍କ...

ତଳ କୋର୍ଟରେ ପଦବୀ ଖାଲି: ଷ୍ଟାଟସ୍‌ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୦ା୭(ପି.ଟି.): ହାଇକୋର୍ଟଗୁଡ଼ିକରେ କେତେ ସଂଖ୍ୟକ ବିଚାରବିଭାଗୀୟ ଅଧିକାରୀ ପଦବୀ ଖାଲି ପଡ଼ିଛି ସେନେଇ ସୁପ୍ରିମକୋର୍ଟ ମଙ୍ଗଳବାର ରିପୋର୍ଟ ମାଗିଛନ୍ତି। ଏହାସହ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର...

Advertisement
Archives

Model This Week