ନଦୀଗର୍ଭରେ ଖସିପଡିଲା ଟ୍ରଲର, ଜଣେ ମୃତ

ଢେଙ୍କାନାଳ ଅଫିସ,୧୯।୨: ଢେଙ୍କାନାଳ ଜିଲା ତୁମୁଶିଙ୍ଗା ଥାନା ବ୍ରାହ୍ମଣୀ ନଦୀର କମଗରା ଘାଟ ନିକଟରେ ଏକ ଦୁର୍ଘଟଣା ଘଟିଛି। ଶନିବାର ଭୋର ସମୟରେ ଏକ ୨୨ ଚକିଆ ଟ୍ରଲର ବ୍ରିଜ୍‌ର କଂକ୍ରିଟ୍‌ ବାଡ ଭାଙ୍ଗି ନଦୀଗର୍ଭରେ ଖସିପଡିଛି। ପରେ ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ଟ୍ରଲର ଚାଳକ ମିଥୁନ ପ୍ରଧାନ ଏବଂ ବିଦ୍ୟୁତ୍‌ ମିସ୍ତ୍ରୀ ଅନୀଲ ପ୍ରଧାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଅନୀଲଙ୍କର ମୃତ୍ୟୁ ହୋଇଯାଇଥିଲା।
ସୂଚନାନୁସାରେ,ଟ୍ରଲରଟି ୬୦ ଟନ୍‌ ଲୁହା ବୋଝୋଇ କରି ଅନୁଗୋଳ ଜିଲା ଜିନ୍ଦୋଲରୁ ଯାଜପୁର ଜିଲା ଡୁବୁରିକୁ ଯାଉଥିଲା। ଢେଙ୍କାନାଳ କାମାକ୍ଷାନଗର ରାସ୍ତାର ବ୍ରାହ୍ମଣୀ ନଦୀ ଉପରେ ଥିବା ସାରଙ୍ଗଧର ସେତୁରେ ଭାରସାମ୍ୟ ହରାଇ କଂକ୍ରିଟ ବାଡ ଭାଙ୍ଗି ନଦୀଗର୍ଭରେ ଖସିଯାଇଥିଲା। ତୁମୁଶିଙ୍ଗା ପୋଲିସ୍‌ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯନ୍ତ୍ରଣାରେ ଛଟପଟ ସନ୍ତୋଷ

ବଇଣ୍ଡା,୧୭।୧୦(ଡି.ଏନ.ଏ.)- ସାଙ୍ଗମାନଙ୍କ ସହ ଖେଳୁଥିବାବେଳେ ପଡିଯାଇ ପେଟରେ ଆଘାତ ପାଇଥିଲେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଗ୍ରାମର ସନ୍ତୋଷ ସାହୁ (୩୦)। ଜିଲା ମୁଖ୍ୟ...

ଗାନ୍ଧୀଙ୍କ ଦର୍ଶନ, ବାର୍ତ୍ତା ବିଶ୍ୱକୁ ଶ୍ରେଷ୍ଠ ଦାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୩(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ଦର୍ଶନ ଏବଂ ବାର୍ତ୍ତା ବିଶ୍ୱକୁ ଭାରତର ଶ୍ରେଷ୍ଠ ଦାନ । ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶହେବର୍ଷ ପୂର୍ତ୍ତି ଉପଲକ୍ଷେ ମଙ୍ଗଳବାର ବିଧାନସଭାରେ...

ମହାନଦୀ ଜଳ ବିବାଦ: ଆଜି ଶୁଣାଣି

ଭୁବନେଶ୍ୱର,୨୮।୯(ବ୍ୟୁରୋ): ଓଡ଼ିଶା ଓ ପଡୋଶୀ ଛତିଶଗଡ ମଧ୍ୟରେ ମହାନଦୀକୁ ନେଇ ବିବାଦ ଲାଗି ରହିଛି। ଟ୍ରିବ୍ୟୁନାଲ ଶନିବାର ଏହି ମାମଲାରେ ଶୁଣାଣି କରିବାକୁ ଯାଉଛି। ଏହାର...

ଜି-୨୦ ବୈଠକରେ ବାଲିଯାତ୍ରା କଥା ଉଠାଇଲେ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର,୨ା୯(ବ୍ୟୁରୋ):ଓଡ଼ିଶାର ବାଲିଯାତ୍ରା ୨ ହଜାର ବର୍ଷର ପୁରୁଣା ପରମ୍ପରା। କେଉଁ ଆବହମାନ କାଳରୁ ଏହା ଇଣ୍ଡୋନେସିଆ ସହିତ ଜଡ଼ିତ। ଇଣ୍ଡୋନେସିଆର ବାଲିଠାରେ ଅନୁଷ୍ଠିତ ଜି-୨୦ ଡିଜିଟାଲ...

୨୩ ନଂ ଜୋନ୍‌ରୁ ନାମାଙ୍କନପତ୍ର ଦାଖଲ କଲେ ଅବିନାଶ

ଖୋର୍ଦ୍ଧା ଅଫିସ, ୧୮।୧ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ନାମାଙ୍କନ ଦାଖଲର ଦ୍ବିତୀୟ ଦିନରେ ବେଗୁନିଆ ବ୍ଲକ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୬୨୯ କରୋନା ଆକ୍ରାନ୍ତ, ଅନୁଗୁଳରୁ ସର୍ବାଧିକ

ଭୁବନେଶ୍ୱର,୩।୧୨ (ବ୍ୟୁରୋ)- ରାଜ୍ୟରେ ଗୁରୁବାର ସୁସ୍ଥ ହୋଇଛନ୍ତି ୬୨୯ କରୋନା ଆକ୍ରନ୍ତ। ଅନୁଗୁଳ ଜିଲରୁ ସର୍ବାଧିକ ୭୩ ଜଣ ସୁସ୍ଥ ହୋଇଛନ୍ତି। ସେହିଭଳି ସୁନ୍ଦରଗଡ଼ରୁ ୬୫,...

ଉଦ୍ଧାର ହେଲା ଅଢେଇ ଟନ୍‌ର ବାଘୁଆ ମଗର ମାଛ

ବସ୍ତା,୧୯।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ସଦର ବ୍ଲକ ଅଧୀନ ବାହାବଳପୁର ମୁହାଣରେ ରବିବାର ଏକ ବିଶାଳକାୟ ମଗର ମାଛକୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହାର ଓଜନ...

ରାତି ପାହିଲେ ଭୋଟ୍‌

ଝାରସୁଗୁଡା ଅଫିସ,୩୦।୫: ରାତି ପାହିଲେ ବ୍ରଜରାଜନଗର ଉପନିର୍ବାଚନ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ...

Advertisement
Archives

Model This Week