ଝିଅ ଜନ୍ମ ପରେ ପ୍ରଥମ ଥର ଡେଟ୍‌ରେ ପ୍ରିୟଙ୍କା-ନିକ୍‌

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ ତାଙ୍କ ଝିଅ ଜନ୍ମ ହେବା ପରେ ପ୍ରଥମ ଥର ଡେଟ୍‌ରେ ଯାଇଛନ୍ତି। ଉଭୟ ମାଲିବୁର ଏକ ରେଷ୍ଟୁରାଣ୍ଟରେ ରୋମାଣ୍ଟିକ ଡିନର କରିଥିଲେ। ସେମାନଙ୍କ ଝିଅ ଗତ ମାସରେ ସରୋଗେସି ମାଧ୍ୟମରେ ଜନ୍ମ ହୋଇଥିଲେ । ଝିଅକୁ ସ୍ବାଗତ କରିବା ପରେ ଦୁହେଁ ପ୍ରଥମ ଥର ପାଇଁ ଡେଟ୍‌ରେ ଯାଇଥିଲେ। ଦୁହେଁ ଏକାଠି ବହୁତ ଖୁସି ଏବଂ ସୁନ୍ଦର ଦେଖାଯାଉଥିଲେ ।
ପ୍ରିୟଙ୍କା ଶର୍ଟ ଏବଂ ଜିନ୍ସ ପିନ୍ଧିଥିବାବେଳେ ନିକ ଏକ ଜ୍ୟାକେଟ୍‌ ଏବଂ ଜିନ୍ସ ପିନ୍ଧିଥିଲେ। ରେଷ୍ଟୁରାଣ୍ଟ ଛାଡିବା ସମୟରେ ଦୁହେଁ ଏକାଠି ହାତ ଧରିଥିବାର ନଜର ଆସିଥିଲେ। ଏଥିରେ ତାଙ୍କର ଅନେକ ପ୍ରଶଂସକ ପ୍ରତିକ୍ରିୟା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

#ମିଠୁ ମାମଲାରେ ଅନୁ ମଲିକଙ୍କୁ ମିଳିଲା ଆଶ୍ୱସ୍ତି

ମୁମ୍ବାଇ,୧୭।୧: ବଲିଉଡ୍‌ର ପପୁଲାର ଗାୟକ, ସଙ୍ଗୀତ ନିର୍ଦ୍ଦେଶକ ଓ ଇଣ୍ଡିଆନ ଆଇଡଲ୍‌-୧୧ର ପୂର୍ବତନ ଜଜ୍‌ ଅନୁ ମଲିକଙ୍କ ଉପରେ #ମିଠୁ ଜରିଆରେ ଯୌନ ନିର୍ଯ୍ୟାତନା ମାମଲା...

ଫଟୋ ଶେୟାର କରି ଚର୍ଚ୍ଚାରେ ବବି ଦେଓଲ

ବବି ଦେଓଲ ବର୍ତ୍ତମାନ ସମୟରେ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚାରେ ରହୁନାହାନ୍ତି, ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ସେତିକି ଚର୍ଚ୍ଚାକୁ ଆସିଛନ୍ତି। ଏହି...

ସୁହାନାଙ୍କ ଡେବ୍ୟୁ ଫିଲ୍ମର ଟିଜର୍‌ ରିଲିଜ୍‌

ପ୍ରତୀକ୍ଷାର ଅନ୍ତ ଘଟିଛି। ଆଉ ଜଣେ ଷ୍ଟାର୍‌ କିଡ୍ସ ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି। ବଲିଉଡ୍‌ ବାଦଶାହ ଶାହରୁଖ ଖାନ୍‌ଙ୍କ ଝିଅ ସୁହାନା ଶେଷରେ ବଲିଉଡ୍‌ରେ...

କେବିସିରେ ଏକ କୋଟି ଜିତିବା ପରେ ମ୍ୟାଗିରୁ ବାହାରିଲା ୨ ମସଲା ପ୍ୟାକେଟ୍‌; ମୋହିତା କହିଲେ ‘ମୁଁ ଆଜି ଭାଗ୍ୟବତୀ’

ନୂଆଦିଲ୍ଲୀ: କେବିସି-୧୨ ସିଜନ୍‌ର ଦ୍ୱିତୀୟ କୋଟିପତି ହେବାର ଗୌରବ ଅର୍ଜନ କରିଥିଲେ ଆଇପିଏସ୍‌ ମୋହିତା ଶର୍ମା। ନଭେମ୍ବର ୧୭ରେ ପ୍ରସାରିତ ହୋଇଥିବା ଏପିସୋଡରେ ମୋହିତା ୧...

ଦୀର୍ଘଦିନ ପରେ କୋମୋଲିକା ଚରିତ୍ରରେ ଛୋଟ ପରଦାକୁ ଫେରିଲେ ଆମନା

ଛୋଟ ପରଦାରେ ପ୍ରସାରିତ ହେଉଥିବା ସଫଳ ଧାରାବାହିକ ‘କହିଁ ତୋ ହୋଗା’ରେ କଶିଶ ଚରିତ୍ର କଥା ପ୍ରାୟ ସମସ୍ତଙ୍କର ମନେଥିବ। ଏଥିରେ କଶିଶ ଚରିତ୍ରରେ ଆମନା...

ବୋଲ୍ଡ ଲୁକ୍‌ରେ ‘ଦୟା ବେନ୍‌’; ଭିଡିଓ ଦେଖି ଲୋକେ କହୁଛନ୍ତି…

ବମ୍ବେ: ୨୦୦୮ରୁ ଛୋଟ ପରଦାରେ ପ୍ରସାରଣ ହୋଇଆସୁଛି କମେଡି ଶୋ’ ‘ତାରକ ମେହେତା କା ଉଲଟା ଚଷମା’। ଆଜିଯାଏ ବି ଏହାର ଲୋକପ୍ରିୟତା କମିନାହିଁ। ଶୋ’ର...

ମହାରାଷ୍ଟ୍ର ବନ୍ୟା ପୀଡିତଙ୍କୁ ସହାୟତାର ହାତ ବଢାଇଲେ ସଲମାନ

ମୁମ୍ବାଇ: ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବଲିଉଡ୍ ସେଲିବ୍ରିଟିମାନେ ସହାୟତାର ହାତ ବଢାଇଥିବା କଥା ପୂର୍ବରୁ ଜଣାଅଛି । ନିକଟରେ ସୋନୁ ସୁଦ ଏ ଦିଗରେ ଟିକେ...

ପ୍ରୀତି ଜିଣ୍ଟାଙ୍କ ସମ୍ପତ୍ତି ମୂଲ୍ୟ କେତେ ଜାଣନ୍ତି

ବଲିଉଡର ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରେ ପ୍ରୀତି ଜିଣ୍ଟା ଅନ୍ୟତମ। ଯଦିଓ ସେ କିଛି ଦିନ ହେବ ପାଇଁ ଫିଲ୍ମଠାରୁ ଦୂରରେ ଅଛନ୍ତି,ତଥାପି ତାଙ୍କ କ୍ରେଜ୍‌ କମିନି।...

Advertisement
Archives

Model This Week