ତାରାତାରିଣୀ ପୀଠରେ ଲାଗିଲା ନିଆଁ
ପୁରୁଷୋତ୍ତମପୁର,୧୨।୧୦(ଡି.ଏନ୍.ଏ.) ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ତାରା ତାରିଣୀଙ୍କ ପୀଠରେ ଏକ ଅଘଟଣ ଘଟିଛି। ମଙ୍ଗଳବାର ପବିତ୍ର ମହାସପ୍ତମୀ ପୂଜା ଚାଲିଥିବା ସମୟରେ ମା’ଙ୍କ ପୀଠରେ ନିଆଁ ଲାଗିଥିବା ସୂଚନା ମିଳିଛି। ମାନସିକଧାରୀମାନେ ଷୋଳ ପର୍ବ ଓ ନବରାତ୍ର ଲାଗି ମା’ଙ୍କ…
ଏହି ପଞ୍ଜାବୀ ଗାୟକଙ୍କ ପ୍ରେମରେ ଉବୁଟୁବୁ ମନୋଜ ତିଓ୍ବାରୀଙ୍କ ପ୍ରଥମ ସ୍ତ୍ରୀ ରାନୀ, ପୋଷ୍ଟକୁ ନେଇ ବଢ଼ୁଛି…
ବମ୍ବେ: ଭାରତୀୟ ଜନତା ପାର୍ଟି ଏମ୍ପି ତଥା ଭୋଜପୁରୀ ସିନେମାର ସୁପରଷ୍ଟାର ମନୋଜ ତିଓ୍ବାରୀଙ୍କ ପୂର୍ବପତ୍ନୀ ରାନୀ ତିଓ୍ବାରୀ ଏବେ ଚର୍ଚ୍ଚାର। ସେ ଏବେ ପଞ୍ଜାବୀ ଗାୟକ ଏକମ୍ ବାବାଙ୍କୁ ଡେଟ୍ କରୁଛନ୍ତି। ନିଜର ଇନ୍ଷ୍ଟାଗ୍ରାମ ପୋଷ୍ଟରେ ଏକମ୍ ଏକ ଫଟୋ…
‘ଯେଉଁ ସ୍କୁଲରେ ଅଧିକ ଶିକ୍ଷୟତ୍ରୀ, ସେଠାରେ ଝଗଡା ଅଧିକ’
ଜୟପୁର,୧୨।୧୦: ରାଜସ୍ଥାନ ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂ ଦୋଟାସରା ଆଜିକାଲି ଏକ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଅଛନ୍ତି। ଅନ୍ତର୍ଜାତୀୟ ବାଳିକା ଶିଶୁ ଦିବସରେ ଗୋବିନ୍ଦ ସିଂ ଦୋଟାସରା ଶିକ୍ଷକମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେଉଁ ବିଦ୍ୟାଳୟରେ ଅଧିକ…
ରାଜଧାନୀରେ ଆରମ୍ଭ ହେବ ‘ରେଡ ଲାଇଟ୍ ଅନ୍, ଗାଡି ଅଫ୍’ ଅଭିଯାନ
ନୂଆଦିଲ୍ଲୀ,୧୨ ।୧୦: ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଗଲାଣି ବାୟୁ ପ୍ରଦୂଷଣ । ଯଦି ଏବେଠାରୁ ଲୋକେ ସଚେତନ ନ ହେବେ ତା’ହେଲେ ଆଗାମୀ ଦିନରେ ଏହାର ପରିଣାମ ଭୋଗିବାକୁ ପଡିପାରେ । ସେଥିପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗତବର୍ଷ ଆରମ୍ଭ କରାଯାଇଥିବା କାର୍ଯ୍ୟକ୍ରମକୁ…
ପ୍ରେମିକଙ୍କ ପାଇଁ କଲେଜ ଯିବା ବନ୍ଦ ହୋଇଯାଇଥିଲା, ଘରଲୋକଙ୍କ ଚାପ ସତ୍ତ୍ୱେ ଅଭିନେତ୍ରୀ ଏବେ ବି…
ବମ୍ବେ: ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ନିକି ତମ୍ବୋଲିଙ୍କୁ କିଏ ବା ନ ଜାଣେ। ବିଗ୍ ବସ୍-୧୪ରେ ଭାଗ ନେବା ପରଠାରୁ ଦିନକୁ ଦିନ ତାଙ୍କର ଚାହିଦା ବଢ଼ି ବଢ଼ି ଚାଲିଛି। ଶୋ’ ପରେ ସେ ଖତରୋ କେ ଖିଲାଡ଼ି’ରେ ନଜର…
ଅମିତ୍ ଖାରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଦାତା ନିଯୁକ୍ତ…
ନୂଆଦିଲ୍ଲୀ,୧୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ ଦାତା ଭାବେ ଅମିତ୍ ଖାରେଙ୍କୁ ନିଯୁକ୍ତ କରାଯାଇଛି। ଅମିତ୍ ୧୯୮୫ ବ୍ୟାଚ୍ର ଆଇଏଏସ୍ ଅଫିସର। ସେ ପୂର୍ବରୁ ମାନବ ସମ୍ବଳ ବିକାଶ ସଚିବ, ସୂଚନା ପ୍ରସାରଣ ସଚିବ ଭାବେ କାର୍ଯ୍ୟ କରିଛନ୍ତି। ସେପ୍ଟେମ୍ବର ୩୦ରେ…
ମଇଁଷି ଚରାଇବାକୁ ଗଲେ ଶକ୍ତି ମନ୍ତ୍ରୀ!
ଭୋପାଳ,୧୨।୧୦: ଦେଶର ଅନ୍ୟ ରାଜ୍ୟଗୁଡିକ ପରି ମଧ୍ୟପ୍ରଦେଶରେ ଆଜିକାଲି ବିଦ୍ୟୁତ୍ ସଙ୍କଟ ଆହୁରି ଗଭୀର ହେବାରେ ଲାଗିଛି। ବିଦ୍ୟୁତ୍ ସଙ୍କଟ ପାଇଁ ଲୋକମାନେ ପୂର୍ବରୁ ଚିନ୍ତିତ ଅଛନ୍ତି । ସେପଟେ ରାଜ୍ୟର ଶକ୍ତି ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂ ତୋମରଙ୍କ ଏକ ଭିଡିଓ…
ଡ୍ରୋନ୍ରେ ସହରର ସମସ୍ତଙ୍କ ପାଇଁ ପହଞ୍ଚିଲା ଆଇସ୍କ୍ରିମ୍-ବିୟର…
ତେଲ୍ ଅଭିବ୍,୧୨।୧୦: ଇସ୍ରାଏଲ୍ ଡ୍ରୋନ୍ରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାରେ ଏକ ଇତିହାସ ସୃଷ୍ଟି କରିଛି। ତେଲ୍ ଅଭିବ୍ ସହରରେ ସମସ୍ତଙ୍କ ପାଇଁ ଡ୍ରୋନ୍ରେ ଆଇସ୍କ୍ରିମ୍-ବିୟର ପହଞ୍ଚିଛି। ଏହା ସହିତ ସହରବାସୀ ଚାଉଳରେ ପ୍ରସ୍ତୁତ ହୋଇଥିବା ସୁସ୍ବାଦୁ ଖାଦ୍ୟ ସୁଶି ମଧ୍ୟ ଯୋଗାଇ…
ଜୀବନର ପ୍ରଥମ କାର୍ର ଫଟୋ ଶେୟାର କଲେ ଧର୍ମେନ୍ଦ୍ର: ଏତିକି ଟଙ୍କାରେ କିଣିଥିଲେ
ବଲିଉଡ୍ର ହିମ୍ୟାନ୍ କୁହାଯାଉଥିବା ଧର୍ମେନ୍ଦ୍ର ସୋସିଆଲ ମିଡିଆରେ ବହୁତ ସକ୍ରିୟ। ପ୍ରଶଂସକମାନେ ତାଙ୍କ ପୋଷ୍ଟ ଦେଖିବାକୁ ପସନ୍ଦ କରନ୍ତି। ସେ ନିକଟରେ ଟୁଇଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓ ଜରିଆରେ ସେ ପ୍ରଶଂସକମାନଙ୍କୁ ତାଙ୍କର ପ୍ରଥମ କାର ବିଷୟରେ କହିଥିଲେ।…
ରାଗିଗଲେ ଆରସିବି କ୍ରିକେଟର୍: କହିଲେ, ଏସବୁ କରିହେବନି ବରଦାସ୍ତ
ଶାରଜା,୧୨।୧୦: ଆଇପିଏଲରେ ଟାଇଟଲ ଜିତିବାରେ ବିରାଟ କୋହଲିଙ୍କ ସ୍ବପ୍ନ ଅଧୁରା ରହିଛି। ଚଳିତବର୍ଷ କୋଲକାତା ନାଇଟ ରାଇଡର୍ସଠାରୁ ଏଲିମିନେଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ହାରି ଯାଇଛି। ଏହି ପରାଜୟ ପରେ ଲୋକମାନେ ସୋସିଆଲ ମିଡିଆରେ ଆରସିବିକୁ ଟ୍ରୋଲ କରୁଛନ୍ତି। ଏହା…
ଡେଟ୍ ପାନ୍କେକ୍
ଆବଶ୍ୟକ ସାମଗ୍ରୀ : ଅଟା- କପ୍ର ଏକ ଚତୁର୍ଥାଂଶ, ଖାଇବା ସୋଢ଼ା-୧ ଛୋଟ ଚାମଚ, ପାଣି-୧ କପ୍, ଅଣ୍ଡା କେଶର-୪ଟି, ଚିନି-୧ ବଡ ଚାମଚ, ମଞ୍ଜି ନ ଥିବା ଖଜରା -ଅଧା କପ୍, ତେଲ-ଆବଶ୍ୟକ ପରିମାଣ, ଅଳ୍ପ ଗୁଜୁରାତି ଗୁଣ୍ଡ। ପ୍ରସ୍ତୁତି…
ନାଗା-ସାମନ୍ଥାଙ୍କ ବିଚ୍ଛେଦର କାରଣ ଏହି ବ୍ୟକ୍ତି!
ହାଇଦ୍ରାବାଦ: ସୁପରଷ୍ଟାର ନାଗା ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ବିବାହର ୪ ବର୍ଷ ପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଉଭୟ ଘୋଷଣା କରିବା ପରେ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ଛାଡ଼ପତ୍ର ନେବା ପଛର କାରଣ…
Archives


