Home Left

ଆଇପିଏଲ୍‌ରେ ଏହାଠାରୁ ଖରାପ କିଛି ଦେଖି ନ ଥିଲି; ବିରାଟ କୋହଲିଙ୍କ ଉପରେ ରାଗିଯାଇ …

ମୁମ୍ବାଇ,୧୨।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ନକ୍‌ଆଉଟ୍‌ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ୍‌ କୋଲକାତା ନାଇଟ୍‌ ରାଇଡର୍ସଠାରୁ ପରାସ୍ତ ହୋଇଛି। ସୋମବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଡାନିଏଲ ଖ୍ରିଷ୍ଟିଆନ୍‌ ସବୁଠାରୁ ଖରାପ ପ୍ରଦର୍ଶନ କରିଥିବା ଭାରତର ପୂର୍ବତନ ଓପନର୍‌ ଗୌତମ ଗମ୍ଭୀର…

ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ, ଗିରଫ ହେଲେ ଶିକ୍ଷକ

ଭଦ୍ରକ ଅଫିସ, ୧୨ା୧୦: ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ବହି ଆଣିବା ଆଳରେ ଜଣେ ଶିକ୍ଷକ ବଳାତ୍କାର ଉଦ୍ୟମ କରି ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ସେ ହେଲେ ଶିକ୍ଷକ ସେକ୍‌ ଅବଦୁଲ କାଲାମ। ଘଟଣାକୁ ଚପାଇବାକୁ…

ମେଣ୍ଟର ଦାୟିତ୍ୱ ପାଇଁ ପାଉଣା ନେବେ ନାହିଁ ଧୋନୀ

ନୂଆଦିଲ୍ଲୀ,୧୨।୧୦: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟି୨୦ ବିଶ୍ୱକପ୍‌ରେ ଭାରତୀୟ ଦଳର ମେଣ୍ଟର ଦାୟିତ୍ୱ ସମ୍ଭାଳିବା ପାଇଁ କିଛି ପାଉଣା ନେବେ ନାହିଁ। ଏ ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମଙ୍ଗଳବାର ଘୋଷଣା କରିଛନ୍ତି।

ବାତିଲ ହେଲା ଇଂଲଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍‌; ଏବେ ଏହି ଟିମ୍‌ ସହ ଲଢ଼ିବ ‘ବିରାଟ ସେନା’

ଦୁବାଇ,୧୨।୧୦: ଟିମ ଇଣ୍ଡିଆର ଟି -୨୦ ବିଶ୍ୱକପ୍‌ ଅଭ୍ୟାସ ମ୍ୟାଚର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ପ୍ରଥମେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଅକ୍ଟୋବର ୧୮ ରେ ଇଂଲଣ୍ଡ ବିପକ୍ଷରେ ଅଭ୍ୟାସ ମ୍ୟାଚ ଏବଂ ପରେ ଅକ୍ଟୋବର ୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ…

ଦଶମ ଶ୍ରେଣୀ ଛାତ୍ରୀ ୫ ମାସର ଗର୍ଭବତୀ

ଆର.ଉଦୟଗିରି,୧୨ା୧୦(ଡି.ଏନ.ଏ.): ଗଜପତି ଜିଲା ମୋହନା ବ୍ଲକର ଏକ ଛାତ୍ରବାସରେ ରହୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ରୀ ୫ ମାସର ଗର୍ଭବତୀ ଥିବା ନେଇ ଅଡବା ଥାନାରେ ମଙ୍ଗଳବାର ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ. ୧୦୪/୨୧) ରୁଜୁ…

ଟ୍ରାକ୍ଟର ଯୋଗେ ବିମାନବନ୍ଦରରେ ପହଞ୍ଚିଲେ ଯାତ୍ରୀ

ବେଙ୍ଗାଲୁରୁ,୧୨।୧୦: ବେଙ୍ଗାଲୁରୁ ବିମାନବନ୍ଦରରୁ ଫ୍ଲାଇଟ୍‌ ଧରିବା ପାଇଁ କିଛି ଯାତ୍ରୀଙ୍କୁ ଟ୍ରାକ୍ଟର ସାହାରା ନେବାକୁ ପଡ଼ିଥିଲା। ସୋମବାର ରାତିରେ ପ୍ରବଳ ବର୍ଷା କାରଣରୁ ରାସ୍ତାରେ ପାଣି ଜମି ରହିବାରୁ କାର ଓ ମୋଟର ସାଇକେଲ ଚଳାଚଳ ସମ୍ଭବ ହୋଇ ନ ଥିଲା।…

ସ୍ମୃତିରେ ଅକ୍ଷୟ, ଆଜି ବି ମନେପଡେ ‘ପ୍ରେମିକାର ବାରିଆଡେ…’

ଭୁବନେଶ୍ୱର: ହେ ଫଗୁଣ ତୁମେ ଗଲା ପରେ ପରେ, ଅନେକ ଯାତନା ଏଠି..ଅନେକ ଯାତନା ଏଠି । ଆଜି ବି ଏ ଗୀତ ବାଜି ଉଠିଲେ ଉତ୍‌ଫୁଲ୍ଲିତ ହୋଇ ଯାଏ ଦେହ ଆଉ ମନ। ଗୀତର ତାଳେ ତାଳେ ମତୁଆଲା ହୋଇଉଠେ…

୧୧ ନୁହେଁ ବରଂ ୧୦ ଖେଳାଳିଙ୍କୁ ନେଇ ଖେଳୁଥିଲା ଆର୍‌ସିବି: ସେହ୍ବାଗ

ଶାରଜା,୧୨।୧୦: ଲିଗ୍‌ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ ଏଲିମିନେଟର ମ୍ୟାଚ୍‌ରେ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)। ଦଳ କୋଲକାତା ନାଇଟ୍‌ ରାଇଡର୍ସଠାରୁ ୪ ଉଇକେଟରେ ହାରିଯାଇଛି। ବାଙ୍ଗାଲୋର ହାରିବା ପରେ ଅଲରାଉଣ୍ଡର ଡାନିଏଲ ଖ୍ରୀଷ୍ଟିଆନଙ୍କ ଖରାପ…

ଅଧା ଓଡ଼ିଶାରୁ ଫେରିଗଲାଣି ମୌସୁମୀ

ଭୁବନେଶ୍ୱର,୧୨।୧୦: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରୁ ପ୍ରତ୍ୟାପର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ୧୨ ତାରିଖ ସୁଦ୍ଧା ଓଡ଼ିଶାର ଅଧିକାଂଶ ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଛି। ମଙ୍ଗଳବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, ନୂଆପଡ଼ା, ବୌଦ୍ଧ, କଳାହାଣ୍ଡି,…

କନ୍ୟା ସନ୍ତାନର ମା’ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ପ୍ରଥମ କନ୍ୟା ସନ୍ତାନର ମା’ ହେଲେ ଅଭିନେତ୍ରୀ ଶ୍ରୀୟା ସରଣ। ସେ ସୋମବାର ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ସେ ପ୍ରଥମ ଥର ପାଇଁ ମା’ ହେବାର ସୌଭାଗ୍ୟ ଲାଭ କରିଥିବା ପ୍ରକାଶ କରିଛନ୍ତି। ଏଥିସହିତ…

ବିଶ୍ୱକପ୍‌ ଦଳରେ ଆଉ ଜଣେ ଆଇପିଏଲ ଷ୍ଟାର

ନୂଆଦିଲ୍ଲୀ,୧୨।୧୦: ଦିଲ୍ଲୀ କ୍ୟାପିଟାଲ୍ସ ପେସର ଅଭେଶ ଖାନ ଆଇପିଏଲ୍‌ ଶେଷ ହେବା ପରେ ୟୁଏଇରେ ରହିବେ। ତାଙ୍କୁ ନେଟ୍‌ ବୋଲର ଭାବେ ଭାରତୀୟ ଟି୨୦ ବିଶ୍ୱକପ୍‌ ଦଳରେ ସାମିଲ କରାଯାଇଛି। କଶ୍ମୀର ପେସ ସେନସେଶନ ଉମ୍ରାନ ମଲିକଙ୍କ ପରେ ଦ୍ୱତୀୟ ପେସର…

ମୁମ୍ବାଇ ଛାଡୁଛନ୍ତି ଶହନାଜ!

ମୁମ୍ବାଇ: ଟେଲିଭିଜନ କଳାକାର ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପାଖାପାଖି ୧ ମାସ ହୋଇଗଲାଣି । ଆଉ ଏହାରି ଭିତରେ ସିଦ୍ଧାର୍ଥଙ୍କର ର‌୍ୟୁମର୍ଡ ଗଲଫ୍ରେଣ୍ଡ ଶହନାଜ ଗିଲ ନିଜକୁ ବାହାର ଦୁନିଆଠାରୁ ସମ୍ପୂର୍ଣ୍ଣ ଅଲଗା କରିଦେଇଥିଲେ । ହେଲେ ଏବେ ସେ କୁଆଡେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri