Posted inଫୁରସତ

ସ୍ତ୍ରୀ ଡଷ୍ଟବିନ୍‌ରେ ଫିଙ୍ଗିଦେଲେ ଲକ୍ଷାଧିକ ଟଙ୍କାର ସୁନା ଚେନ୍‌, ଅଳିଆ ଗାଡ଼ି ପଛେ ପଛେ ଦୌଡ଼ିଲେ ସ୍ବାମୀ; ଆଉ ତା’ ପରେ…

ମାଲେସିଆରେ ରହୁଥିବା ଜଣେ ମହିଳା ଫେସ୍‌ବୁକରେ ତାଙ୍କ ସହ ଘଟିଥିବା ଏକ କାହାଣୀ ଶେୟାର କରିଛନ୍ତି। ମହିଳା ଜଣକ ହଠାତ୍‌ ତାଙ୍କ ସୁନା ଚେନ୍‌ଟିକୁ ଅଳିଆଗଦାରେ ପକାଇ ଦେଇଥିଲେ। ଏହା ପରେ ଚେନ୍‌ ଖୋଜିବାକୁ ତାଙ୍କ ସ୍ବାମୀ ଅଳିଆ ଗାଡ଼ି ପଛେ ପଛେ ଦୌଡ଼ିଥିଲେ।

ସତର୍କତା ଅବଲମ୍ବନ ନ ନରିବାରୁ ଏପରି ଘଟଣା ଘଟିଥିଲା। ଏ ବିଷୟରେ ମହିଳା ଜଣକ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ମହିଳା ଜଣକ ନିଜର ମୂଲ୍ୟବାନ ସୁନା ଚେନ୍‌କୁ ଘରର ଡଷ୍ଟବିନ୍‌ରେ ଫିଙ୍ଗି ଦେଇଥିଲେ । ଯେତେବେଳେ ସେ ନିଜ ଭୁଲକୁ ଅନୁଭବ କଲେ, ଡଷ୍ଟବିନର ଆବର୍ଜନା ଟ୍ରକରେ ଭର୍ତ୍ତି ହୋଇ ଡମ୍ପିଂୟାର୍ଡକୁ ଗଲା। ଯେତେବେଳେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କୁ ଏ ବିଷୟରେ ଜଣାଇଲେ, ସେ ଅଳିଆ ଗାଡ଼ି  ପଛରେ ଦୌଡ଼ିବାକୁ ଲାଗିଲେ। ଅନେକ ଚେଷ୍ଟା ପରେ ଶେଷରେ ସ୍ବାମୀ ସ୍ତ୍ରୀଙ୍କର ସୁନା ଚେନ୍‌ ଫେରିପାରିଲେ।

ଫେବୃୟାରୀ ୨୦ରେ ମହିଳା ଜଣକ ନିଜ ଫେସବୁକ୍‌ରେ ଏହି ଘଟଣା ବିଷୟରେ ଶେୟାର କରିଥିଲେ। ମହିଳାଙ୍କ ନାମ ୟାୟା। ତାଙ୍କ ଅବହେଳାରୁ ସେ କିପରି ଲକ୍ଷ ଲକ୍ଷ ଟଙ୍କାର ଜିନିଷ ହରାଇଥାନ୍ତେ ସେ ବିଷୟରେ କହିଛନ୍ତି। ଏହା ପାଇବା ପରେ ଉଭୟ ଦମ୍ପତି ଶାନ୍ତିରେ ନିଃଶ୍ୱାସ ମାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସପ୍ତାହକୁ କରିପାରିବେ ସାଢ଼େ ୭ ଲକ୍ଷ ଟଙ୍କା ଆୟ

କରୋନା ଯୋଗୁ ଜାରି ରହିଛି ଲକ୍‌ଡାଉନ୍‌। ଏହି ସମୟରେ ଅଧିକାଂଶ ଲୋକ ନିଜ ଜୀବିକା ହରାଇ କେବଳ ଘରେ ବସିରହିଛନ୍ତି। ଏହି ସମୟରେ ଏକ କମ୍ପାନୀ...

ଅଦୃଶ୍ୟ କାରିଗରି: ସୋୟା ସସ୍‌ ଢାଳିଲେ ଝଲସି ଉଠେ ଚମତ୍କାର ପେଣ୍ଟିଂ

ଆଜିକାଲି ଥ୍ରୀଡି ପେଣ୍ଟିଂର ବେଶ୍‌ ଚାହିଦା ରହିଛି। ଘର, ରାସ୍ତାଘାଟ ଏମିତିକି ଖାଦ୍ୟରେ ବି ଥ୍ରୀଡି ପେଣ୍ଟିଂ କରାଯାଉଛି। ତେବେ ଜାପାନର ଏକ ଡିଜାଇନ୍‌ ଷ୍ଟୁଡିଓ...

ଜାଣନ୍ତି କି ରେଳ ବଗି ଲାଲ୍‌, ସବୁଜ ଏବଂ ନୀଳ ରଙ୍ଗର କାହିଁକି ହୋଇଥାଏ…

ଭାରତର ଲୋକମାନେ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତୀୟ ରେଳ ଦୁନିଆର ଚତୁର୍ଥ ବୃହତ୍ତମ ରେଳ ନେଟ୍‌ଓ୍ବାର୍କ ଏବଂ ଏସିଆର ଦ୍ୱିତୀୟ ବୃହତ୍ତମ ରେଳ...

ମା’ କ୍ଷୀରରୁ ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ଅଳଙ୍କାର, ବିଦେଶରୁ ଆସୁଛି ଅର୍ଡର

ପ୍ରତ୍ୟେକ ମାତାପିତା ନିଜ ପିଲାମାନଙ୍କର ପିଲାଦିନର ଜିନିଷ ସାଇତି ରଖିଥାନ୍ତି। ଏଗୁଡ଼ିକ ବହୁତ ମୂଲ୍ୟବାନ। ଏପରିକି ପିଲାମାନଙ୍କର ଖେଳନା, ପୋଷାକ ଆଦି ସ୍ମୃତି କରି ରଖିଥାନ୍ତି।...

ଉତ୍ତପ୍ତ ଜଳବାୟୁ ଆତ୍ମହତ୍ୟା ବୃଦ୍ଧିର କାରଣ

ନ୍ୟୁୟର୍କ: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯେ କେବଳ ଅର୍ଥନୀତିକୁ ପ୍ରଭାବିତ କରିଛି ତାହା ନୁହେଁ, ଏହା ବି ଆତ୍ମହତ୍ୟା ବୃଦ୍ଧିର ଏକ କାରଣ ବୋଲି ଗବେଷଣାରୁ...

ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ‘ଜିରୋ ଉପତ୍ୟକା’

ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଜିରୋ ଉପତ୍ୟକା ହେଉଛି ଅରୁଣାଚଳ ପ୍ରଦେଶର ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ପ୍ରକୃତିକୁ ଭଲ ପାଉଥିବା ତଥା ଫଟୋ ଉଠାଇବାକୁ ପସନ୍ଦ...

ଭାଲୁ ଛୁଆ ମୁହଁରେ ପଶିଗଲା ପ୍ଲାଷ୍ଟିକ ବୋତଲ: ଛଟପଟ ହେଉଥିବା ଦେଖି ଏମିତି କଲେ ଲୋକେ

ଏକ ଛୁଆ ଭାଲୁ ମୁହଁରେ ପ୍ଲାଷ୍ଟିକ ବୋତଲ ପସିଯାଇଥିଲା। ଭାଲୁଟି ବୋତଲକୁ ବାହାର କରିବାକୁ ବହୁ ଚେଷ୍ଟା କରୁଥିଲେ ମଧ୍ୟ ସେଥିରେ ସେ ସଫଳ ହୋଇ...

କାହିଁକି ଚାଇନା ଯୁବତୀଙ୍କୁ ପସନ୍ଦ କରନ୍ତି ଭାରତୀୟ ଯୁବକ

ନୂଆଦିଲ୍ଲୀ,୧୫।୫: ପ୍ରେମ ମାନେନା ବାଧା ବନ୍ଧନ। ତେବେ ଅଧିକାଂଶ ସମୟରେ ଦେଖାଯାଇଥାଏ କେତେଜଣ ଭାରତୀୟ ଯୁବକ ଚାଇନା ଯୁବତୀଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥାଆନ୍ତି।...

Advertisement
Archives

Model This Week