ଏହି ଗୀତରେ ଜବରଦସ୍ତ ଠୁମ୍‌କା ଲଗାଇଲେ ସନି ଲିଓନ

ମୁମ୍ବାଇ: ଅଭିନେତ୍ରୀ ସନି ଲିଓନ ତାଙ୍କ ଷ୍ଟାଇଲ୍‌ରେ ସମସ୍ତଙ୍କ ହୃଦୟ ଜିଣିପାରନ୍ତି। ସେ ଜଣେ ଭଲ ନୃତ୍ୟଶିଳ୍ପୀ ବୋଲି ସମସ୍ତେ ଜାଣନ୍ତି। ଯଦି ତାଙ୍କର କୌଣସି ଡ୍ୟାନ୍ସ ଭିଡିଓ ଆସେ, ତେବେ ଏହା ସୋସିଆଲ ମିଡିଆରେ ନିଶ୍ଚିତ ଭାବରେ ଭାଇରାଲ ହୁଏ। ବର୍ତ୍ତମାନ ତାଙ୍କର ଏକ ନୂଆ ଗୀତ ‘ଶର୍ମ ଲିହାଜ’ ରିଲିଜ ହୋଇଛି, ଯେଉଁଥିରେ ସନି ଜବରଦସ୍ତ ଡ୍ୟାନ୍ସ କରିଛନ୍ତି।

ଏହି ଗୀତରେ ସନି ଏକ ମ୍ୟାଜେଣ୍ଟା ପିଙ୍କ୍‌ ଇଣ୍ଡୋ-ଓ୍ବେଷ୍ଟର୍ଣ୍ଣ ଡ୍ରେସ ପିନ୍ଧିଥିବା ନଜର ଆସିଛନ୍ତି। ଏଥିସହ ସେ ରୁପା ଅଳଙ୍କାର ପିନ୍ଧିଛନ୍ତି। ଆହୁରି ମଧ୍ୟ, ସେ ଖୋଲା କେଶରେ ନିଜର ଲୁକ୍‌କୁ ବେଶ୍‌ ଆକର୍ଷଣୀୟା କରିଛନ୍ତି। ୩ ମିନିଟ୍‌ ୪୫ ସେକେଣ୍ଡର ଏହି ଭିଡିଓରେ ସନି ନାଚିବା ସମୟରେ ଦର୍ଶକଙ୍କୁ ପାଗଳ କରିଦେଇଛନ୍ତି।

ଏହି ଗୀତରେ ସନି ହସୁଥିବା ଏବଂ ଅଭିନୟ କରୁଥିବା ଦେଖିବାକୁ ମିଳିଛି। ଗୀତଟିକୁ ସାକ୍ଷୀ ହୋଲକର ଗାଇଥିବାବେଳେ ଏହାକୁ ସୋନାଲ ପ୍ରଧାନ ଲେଖିଛନ୍ତି। ୟୁଜରମାନେ ଏହି ଭିଡିଓ ଉପରେ ଅନେକ ମନ୍ତବ୍ୟ ଦେଇଛନ୍ତି। ସମସ୍ତେ ସନିଙ୍କୁ ପ୍ରଶଂସା କରିଛନ୍ତି। ଅନେକ ୟୁଜର ଏହି ଭିଡିଓରେ ହାର୍ଟ ଇମୋଜି ଦେଇଥିବା ବେଳେ ଆଉ କିଛି ୟୁଜର ଫାୟାର ଇମୋଜି ବି ଦେଇଛନ୍ତି। ଏଥିରୁ ବୁଝାପଡୁଛି ଦର୍ଶକେ ସନିଙ୍କ ଏହି ଡ୍ୟାନ୍ସକୁ କେତେମାତ୍ରାରେ ପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଚେହରେ’ରୁ ଚେହେରା ଗାଏବ

ବିଗ୍‌ ବି ଅମିତାଭ ବଚ୍ଚନ ଓ ଇମ୍ରାନ ହାସ୍‌ମୀଙ୍କ ଫିଲ୍ମ ‘ଚେହରେ’ର ଆଉ ଏକ ପୋଷ୍ଟର ରିଲିଜ ହୋଇଛି। ହେଲେ ଏଥିରେ ଅଭିନୟ କରିଥିବା ରିୟା...

ଆକ୍ସନ ସିନ୍ କରିପାରିବେନି ସଞ୍ଜୟ!

ମୁମ୍ବାଇ: ବଲିଉଡ୍‌ର ମୁନ୍ନା ଭାଇ ସଞ୍ଜୟ ଦତ୍ତ କ୍ୟାନସରରୁ ଠିକ ହେବା ଖବର ଆସିବା ପରେ ତାଙ୍କ ପ୍ରଶଂସକଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଥିଲା...

ଶୁଟିଂ ଆରମ୍ଭ କଲେ ଜାହ୍ନବୀ

ମୁମ୍ବାଇ: ୨୦୧୮ରେ ରିଲିଜ୍ ହୋଇଥିବା ‘ଧଡକ’ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିବା ଜାହ୍ନବୀ କପୁର ଏବେ ବଲିଉଡ୍‌ର ଜଣେ ପରିଚିତ ଚେହେରା । ଗତବର୍ଷ ନେଟପ୍ଲିକ୍ସରେ...

ଜ୍ୟାକଲିନଙ୍କ ସହ ମନଖୋଲି ନାଚିଲେ ଭାଇଜାନ୍‌

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଏବେ ତାଙ୍କ ଡ୍ୟାନ୍ସ ପାଇଁ ଅଛନ୍ତି ଚର୍ଚ୍ଚାରେ। ଏବେ ସେ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ଦବଙ୍ଗ ୩ର...

ଆଶ୍ରମରେ ଧ୍ୟାନରତ ସାମନ୍ଥା

ମୁମ୍ବାଇ: ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ ନିକଟରେ ତାଙ୍କ ସିରିଜ୍‌ର ଶୁଟିଂ ସାରି କିଛି ସମୟ ପାଇଁ ଚଳଚ୍ଚିତ୍ର ଜଗତରୁ ବ୍ରେକ୍‌ ନେଇଛନ୍ତି। ସେ ଏବେ...

ସଲମାନଙ୍କ ସହ ଭାଇମାନଙ୍କ ଉପରେ ବଳାତ୍କାର ଅଭିଯୋଗ ଆଣିଥିଲେ ଏହି ଅଭିନେତ୍ରୀ

ବମ୍ବେ: ଦବଙ୍ଗ ଖାଁ ସଲମାନ ଯେତିକି ଲୋକପ୍ରିୟ ସେତିକି ବିବାଦୀୟ ମଧ୍ୟ। ବଳାତ୍କାର ସାଙ୍ଗକୁ ଯୌନ ନିର୍ଯାତନା ଭଳି ମାମଲାରେ ସେ ଛନ୍ଦି ହୋଇ ବଦନାମ...

ଜାଭେଦ ଅଖତରଙ୍କୁ ମିଳିଲା ରିଚାର୍ଡ ଡକ୍ସିନ୍ସ ଟ୍ରଫି

ମୁମ୍ବାଇ: ରିଚାର୍ଡ ଡକ୍ସିନ୍ସ ଟ୍ରଫି ଜିତିଥିବା ପ୍ରଥମ ଭାରତୀୟ ଜାଭେଦ ଅଖତରଙ୍କ ପାଖରେ ପହଞ୍ଚିଛି ଏହି ଟ୍ରଫି । ଏହାର ଏକ ଫଟୋ ନିକଟରେ ଦେଖିବାକୁ...

୧୨ ବର୍ଷ ପରେ ସିଲ୍‌ଭର ସ୍କ୍ରିନ୍‌କୁ ଫେରୁଛନ୍ତି ଶିଳ୍ପା

ଦର୍ଶକଙ୍କ ପାଇଁ ଖୁସି ଖବର। ୧୨ ବର୍ଷ ପରେ ପୁଣି ସିଲ୍‌ଭର ସ୍କ୍ରିନ୍‌କୁ ଫେରୁଛନ୍ତି ସୁନ୍ଦରୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ବିବାହ ପରଠାରୁ ଫିଲ୍ମଠୁ ଦୂରେଇ...

Advertisement
Archives

Model This Week