ନୀତିଙ୍କ ପରେ ଏବେ ଅକାଶା

ବମ୍ବେ: ଜଣେ ମଡେଲରୁ ସେଲିବ୍ରିଟି ପାଲଟିଥିବା ପ୍ରତୀକ ସେହଜପାଲ ଆଜିକାଲି ରହୁଛନ୍ତି ଚର୍ଚ୍ଚାରେ। ନିଜର ଫିଟ୍‌ନେସ ସାଙ୍ଗକୁ ବ୍ୟକ୍ତିତ୍ୱକୁ ନେଇ ପ୍ରଶଂସକଙ୍କ ହୃଦୟ ଜିତିବା ପରେ ଏବେ ତାଙ୍କ ହାତରେ ଗୋଟିଏରୁ ବଳି ଆଉଗୋଟେ ପ୍ରୋଜେକ୍ଟ। ‘ବିଗ୍‌ ବସ୍‌’ରୁ ବାହାରିବା ପରେ ପ୍ରତୀକ ‘ନୈନା ତେରେ’ ମ୍ୟୁଜିକ ଭିଡିଓରେ ନଜର ଆସିଛନ୍ତି। ଏଥିରେ ଲଭର ବଏ ସାଜିଛନ୍ତି ସେ । ଅଭିନେତ୍ରୀ ତଥା ନାୟିକା ନୀତି ଟେଲରଙ୍କ ଆଖପାଖରେ ମହୁମାଛିଟିଏ ଭଳି ସେ ଘୂରି ବୁଲୁଛନ୍ତି। ଏହାଛଡ଼ା ଗୀତର କାହାଣୀ ମଧ୍ୟ ପ୍ରଶଂସକଙ୍କ ମନ କିଣୁଛି। ରିଲିଜର ମାତ୍ର ୩ ଘଣ୍ଟାରେ ଗୀତଟିକୁ ୫ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି। ତେବେ ପ୍ରଥମ ଭିଡିଓର ସଫଳତା ପରେ ଏବେ ପ୍ରତୀକ ଏବେ ନୂଆ ପ୍ରୋଜେକ୍ଟପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେ ଅକାଶା ସିଂଙ୍କ ସହ ଶୁଟିଂ ପାଇଁ ବାହାରକୁ ଯାଇଛନ୍ତି। ବୁଧବାର ସକାଳେ ତାଙ୍କୁ ବମ୍ବେ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଉଭୟ କ୍ୟାମେରା ଆଗରେ ଖୁବ ପୋଜ୍‌ ଦେଇଥିଲେ। ଏହାର ଅନେକ ଫଟୋ ଏବେ ଭାଇରାଲ ହେଉଛି। ଚୁଲ୍‌ବୁଲି ନୀତିଙ୍କ ପରେ ଅକାଶା ତାଙ୍କର ନାୟିକା ସାଜୁଥିବାରୁ ପ୍ରତୀକଙ୍କ ପ୍ରଶଂସକ ବେଶ୍‌ ଖୁସି ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଫିଲ୍ମରେ ଅଭିନୟ କରିଥିଲେ ମହେନ୍ଦ୍ର ସିଂ ଧୋନୀ

ଅନେକ ଲୋକଙ୍କ ପାଇଁ ପ୍ରେରଣାର ସ୍ରୋତ ସାଜିଥିବା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶେଷରେ କ୍ରିକେଟରୁ ଅବସର ନେଇଛନ୍ତି। ତାଙ୍କ...

ୱେଟର ଥିଲେ ଏହି ଅଭିନେତ୍ରୀ

ଏପରି ଅନେକ କଳାକାର ଅଛନ୍ତି ବଡ ପରିବାରରେ ଜନ୍ମ ହେବା ପରେ ମଧ୍ୟ ଫିଲ୍ମରେ ପ୍ରବେଶ କରିବା ପୂର୍ବରୁ ଅନେକ କାମ କରିଛନ୍ତି। ସେହି ଅଭିନେତ୍ରୀ...

‘ହାତୀଙ୍କ ଝଗଡ଼ା ହେଲେ ଘାସ ହିଁ କଷ୍ଟ ପାଏ’

ନୂଆଦିଲ୍ଲୀ: ସୁପରଷ୍ଟାର ଗୋବିନ୍ଦା ଓ ଭଣଜା କୃଷ୍ଣା ଅଭିଷେକଙ୍କ ମଧ୍ୟରେ ଚାଲିଥିବା ଝଗଡ଼ାରେ ବଳି ପଡ଼ିଛନ୍ତି ଅଭିନେତ୍ରୀ ଆରତି ସିଂ। ନିକଟରେ ଗୋବିନ୍ଦା ତାଙ୍କ ସହ...

ମଧୁବାଲା-ଦିଲୀପ କୁମାରଙ୍କ ପ୍ରେମ ସମ୍ପର୍କକୁ ନେଇ ଏମିତି କହିଲେ ଭଉଣୀ

ମୁମ୍ବାଇ: ବଲିଉଡ୍‌ର ଭେଟେରାନ ଅଭିନେତା ଦିଲୀପ କୁମାର ଏବଂ କିମ୍ବଦନ୍ତୀ ଅଭିନେତ୍ରୀ ମଧୁବାଲାଙ୍କ ଫିଲ୍ମ ‘ମୋଗଲ-ଏ-ଆଜମ’ ଭାରତୀୟ ଫିଲ୍ମର ୍‌ବ୍ଲକବଷ୍ଟର ଫିଲ୍ମ ମଧ୍ୟରୁ ଅନ୍ୟତମ। ଫିଲ୍ମରେ...

ଫେରିଲେ ରାକେଶ

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ରାକେଶ ରୋଶନ ପୁଣିଥରେ କାମ ଆରମ୍ଭ କରିଥିବା ଜଣାପଡିଛି। ଗତବର୍ଷ ସେ କ୍ୟାନସରରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କର...

ନୀଳନୟନାଙ୍କ ଡାକ ନାମ ଜାଣିଲେ…

ସମସ୍ତଙ୍କର ଏକ ଭଲ ନାଁ ସହିତ ଡାକ ନାଁ ରହିଛି । ସେ ସାଧାରଣ ଲୋକ ହୁଅନ୍ତୁ ବା କୌଣସି ସେଲିବ୍ରିଟି। ସମସ୍ତଙ୍କର ପ୍ରିୟଜନ ତାଙ୍କୁ...

ଅଡୁଆରେ ଆମିର

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକସନିଷ୍ଟଙ୍କ ଅଡୁଆ ଛିଡିବାର ନାଁ ନେଉନି । ଏବେ ଏମିତି ଏକ ଅଡୁଆ ଭିତରେ ପୁଣି ଥରେ ଫସି ଯାଇଛନ୍ତି ଏହି...

ବିଗ୍‌ ବି ଲେଖିଲେ କରୋନା କବିତା, ସୋସିଆଲ ମିଡ଼ିଆରେ ଭାଇରାଲ…

ମୁମ୍ବାଇ,୫।୭: ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଥିବାବେଳେ ବିଗ୍‌ ବି ଅମିତାଭ ବଚ୍ଚନ ଲୋକଙ୍କୁ ସଚେତନ କରାଇବା ଲାଗି ଏକ କବିତା ଲେଖିଛନ୍ତି। ଏବେ...

Advertisement
Archives

Model This Week