ରୁଷିଆର ନ୍ୟୁକ୍ଲିୟର ଟ୍ରାଏଡ ଯୁଦ୍ଧାଭ୍ୟାସ ଆରମ୍ଭ: ଆଲର୍ଟରେ ମିଶାଇଲ କମାଣ୍ଡ

ମସ୍କୋ,୨୮।୨: ଗୋଟିଏପଟେ ବେଲାରୁଷରେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଆଲୋଚନା ଜାରି ରହିଥିବା ବେଳେ ଅନ୍ୟପଟେ ୟୁକ୍ରେନ ଉପରେ ଆକ୍ରମଣ କରିବା ପାଇଁ ରୁଷିଆ ପରମାଣୁ ଯୁଦ୍ଧାଭ୍ୟାସ ଆରମ୍ଭ କରିଛି। ଏନେଇ ସୋମବାର ରୁଷିଆର ଏକ ଗଣମାଧ୍ୟମ ଦାବି କରିଛି। ରୁଷିଆର ପ୍ରତିରକ୍ଷାମନ୍ତ୍ରୀ ଜେନେରାଲ ସର୍ଗେଇ ଶୋଏଗୁ ତାଙ୍କ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଏହି ବିଷୟରେ ସୂଚନା ଦେଇଛନ୍ତି। ରୁଷିଆର ଉତ୍ତର ଓ ପ୍ରଶାନ୍ତ ମହାସାଗରର ଷ୍ଟ୍ରାଟେଜିକ୍‌ ମିଶାଇଲ କମାଣ୍ଡକୁ ମଧ୍ୟ ସତର୍କ ରଖାଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି। ଅନ୍ୟପକ୍ଷରେ ରୁଷିଆ ନିଜ ପଡୋଶୀ ଦେଶ ବେଲାରୁଷରେ ପରମାଣୁ ଅସ୍ତ୍ରଶସ୍ତ୍ର ନିୟୋଜିତ କରିପାରେ। ତେଣୁ ବେଲାରୁଷକୁ ୟୁରୋପୀୟ ୟୁନିଅନ ଏକ ସତର୍କ ସୂଚନା ଜାରି କରିଛି। ସେହିପରି ବେଲାରୁଷର ରାଜଧାନୀ ମିନସ୍କରେ ଆମେରିକା ନିଜର ଦୂତାବାସ ବନ୍ଦ କରିଦେଇଥିବା ବେଳେ ରୁଷିଆ ରାଜଧାନୀ ମସ୍କୋରୁ ଆମେରିକା ନିଜର ଅଣ ଜରୁରୀକାଳୀନ କର୍ମଚାରୀ ଓ ସେମାନଙ୍କ ପରିବାରକୁ ଫେରାଇ ଆଣଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୂଲ୍ୟବାନ ଉଲ୍‌କା ପିଣ୍ଡ ପାଇଥିବା ଯୁବକଙ୍କ ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା

ଜାକର୍ତ୍ତା,୨୩।୧୧: ଉଲ୍‌କା ପିଣ୍ଡ ପାଇ ରାତାରାତି କୋଟିପତି ହୋଇଥିବା ଜଣେ ଯୁବକଙ୍କ ଘଟଣାରେ ଏବେ ନୂଆ ମୋଡ଼ ଆସିଛି। ଉଲ୍‌କା ପିଣ୍ଡ ପାଇ ସେ କୌଣସି...

ଜାପାନକୁ ଚାଇନାର ନାଲି ଆଖି…

ବେଜିଂ,୮।୭: ତାଇଓ୍ବାନ ପ୍ରସଙ୍ଗରେ ଚାଇନା ଜାପାନକୁ ନାଲି ଆଖି ଦେଖାଇଛି। ତାଇଓ୍ବାନକୁ ଜାପାନ ସୈନ୍ୟବାହିନୀ ସହଯୋଗକଲେ ଏହାର କଡ଼ା ଜବାବ୍‌ ମିଳିବ ବୋଲି ଚାଇନା କହିଛି।...

ରୁଷିଆ-ୟୁକ୍ରେନ ଯୁଦ୍ଧ: ଦକ୍ଷିଣ-ପୂର୍ବର ୩ ଅଞ୍ଚଳକୁ ନିଜ ଅଧିନକୁ ନେଇଥିବା ଦାବି କଲା ୟୁକ୍ରେନ

କ୍ୱିଭ,୬ ।୯: ଦୀର୍ଘ ୬ ମାସରୁ ଊଦ୍ଧ୍ୱର୍ ସମୟ ଧରି ଜାରି ରହିଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ଏବେ ୟୁକ୍ରେନ ସେନା ରୁଷିଆ ସେନାଙ୍କ ଦ୍ୱାରା...

ରୁଷ ସେନାର କ୍ୟାଡେଟ ଗାଇଲେ ‘ଏ ଓ୍ବତନ.. ତେରୀ କସମ୍‌’

ମସ୍କୋ,୩୦।୧୧: ଭାରତର ଦେଶଭକ୍ତି ଗୀତକୁ ଗାଇ ଝୁମିଲେ ରୁଷ ସେନା। ମସ୍କୋରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରୁଷ ସେନାର କ୍ୟାଡେଟମାନେ ଭାରତର ଦେଶଭକ୍ତି ସଙ୍ଗୀତ ‘ଏ...

ଓଲିଙ୍କ ବିବାଦୀୟ ମନ୍ତବ୍ୟ: ଶ୍ରୀରାମ ନେପାଳୀ

କାଠମାଣ୍ଡୁ, ୧୪।୭: ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବିବାଦୀୟ ମନ୍ତବ୍ୟ ନେଇ ଚର୍ଚ୍ଚା ଜାରି ରହିଛି। ଚାଇନା ଏବଂ ପାକିସ୍ତାନର ସମର୍ଥକ ପାଲଟି ଥିବା...

ଭାରତକୁ ରାଫାଲ ଯୁଦ୍ଧ ବିମାନ ମିଳିବାରେ ଆଉ ହେବନି ବିଳମ୍ବ: ଫ୍ରାନ୍ସ୍‌

ପ୍ୟାରିସ୍‌,୨୪।୫: ଭାରତକୁ ରାଫାଲ ଯୁଦ୍ଧ ବିମାନ ଖୁବ୍‌ ଶୀଘ୍ର ମିଳିବ। ଏଥିରେ ଆଉ ବିଳମ୍ବ ହେବନି ବୋଲି ଫ୍ରାନ୍ସ୍‌ ରାଷ୍ଟ୍ରଦୂତ ଇମାନୁଏଲ୍‌ ଲେନାଇନ୍‌ କହିଛନ୍ତି। ଫ୍ରାନ୍ସ୍‌...

ବୋମାମାଡରେ ଥରିଲା ଲଭିଭ

କ୍ୱିଭ,୧୭ ।୫: ଦୀର୍ଘ ୨ ମାସରୁ ଅଧିକ ସମୟ ହେଲା ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଜାରି ରହିଛି । ଏଥିରେ କେହି ପଛଘୁଞ୍ଚା ଦେଉ ନ ଥିବା...

ନୂଆ ନିଯୁକ୍ତିକୁ ନେଇ ସମସ୍ତଙ୍କୁ ଚମକାଇ ଦେଲେ ପାକ ସେନା ମୁଖ୍ୟ

ଇସଲାମାବାଦ,୩ ।୧୨: ପାକିସ୍ତାନ ସେନାର ନୂଆ ମୂଖ୍ୟ ଜେନରାଲ ମୁନିର ସେନାରେ ବଡ ଧରଣର ପରିବର୍ତ୍ତନ କରି ଜଣେ ଇଞ୍ଜିନୟରଙ୍କୁ ଅନ୍ତର ସେବା ଜନସମ୍ପର୍କ(ଆଇଏସପିଆର)ର ମୁଖ୍ୟ...

Advertisement
Archives

Model This Week