Home Left

ରାସ୍ତା ନିର୍ମାଣ କର, ନ ହେଲେ ପଞ୍ଚାୟତ ଭୋଟ୍‌ ଦେବୁ ନାହିଁ

ଭଦ୍ରକ ଅଫିସ,୨୨।୧୦: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ନଗୁଅଁା ପଞ୍ଚାୟତର ୯ ନଂ. ୱାର୍ଡ ମହାପୋଖରୀ ଶାସନ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇପଡ଼ିଛି। ବହୁବାର ଜିଲା ପ୍ରଶାସନଠାରୁ ଆରମ୍ଭ କରି ସ୍ଥାନୀୟ ଅଧିକାରୀଙ୍କୁ ଭେଟିବା ପରେ ମଧ୍ୟ…

ଦୁଆର ମୁହଁରୁ ନେଇଗଲେ ବାଇକ୍‌

ରାଉରକେଲା ଅଫିସ,୨୨।୧୦: ସେକ୍ଟର-୧୯ ସ୍ଥିତ ଏ’ ବ୍ଲକ କ୍ୱାଟର୍ସର ଦୁଆର ମୁହଁରୁ ଏକ ବାଇକ୍‌ ଚୋରି ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ହେଲେ ଭବାନୀ ବାଗ(୨୯)।…

ଏବେଠାରୁ ବିରାଟଙ୍କୁ ଚେତାବନୀ ଦେଲେଣି ଏହି ସ୍ପିନର; କହିଲେ, ‘ପ୍ଲାନ୍‌ ପ୍ରସ୍ତୁତ, ହାଲ୍‌କାରେ ନେବନି’

ଦୁବାଇ,୨୨।୧୦: ଟି-୨୦ ବିଶ୍ୱକପ୍‌ ୨୦୨୧ରେ ବାଲାଂଦେଶକୁ ହରାଇ ସମସ୍ତଙ୍କୁ ଚମକାଇଛି ସ୍କର୍ଟଲାଣ୍ଡ। କ୍ୱାଲିଫାୟାର ରାଉଣ୍ଡରେ ବିଜୟରେ ହାଟ୍ରିକ୍‌ କରିବା ପରେ ଦଳ ସୁପର-୧୨ରେ ସ୍ଥାନ ପାଇଛି। ଗ୍ରୁପ୍‌ ବିରେ ଶୀର୍ଷରେ ରହିବା ପରେ ସୁପର-୧୨ ପାଇଁ ଦଳକୁ ଗ୍ରୁପ-୨ ଅର୍ଥାତ ଭାରତର…

ଏତିକି ଖେଳାଳିଙ୍କୁ ରିଟେନ କରିପାରିବେ ଆଇପିଏଲ ଫ୍ରାଞ୍ଚାଇଜ

ମୁମ୍ବାଇ,୨୨।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ସଂସ୍କରଣ ଲାଗି ହେବାକୁ ଥିବା ବଡ଼ ଅକ୍‌ଶନ ପୂର୍ବରୁ ପ୍ରତ୍ୟେକ ଫ୍ରାଞ୍ଚାଇଜ ସର୍ବାଧିକ ୪ ଖେଳାଳିଙ୍କୁ ରିଟେନ କରିପାରିବେ। ଆଇପିଏଲ୍‌ର ୧୩ ତମ ସଂସ୍କରଣର ନକ୍‌ଆଉଟ୍‌ ପର୍ଯ୍ୟାୟ ବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ…

ଜି୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଇଟାଲି ଗସ୍ତ କରିବେ ମୋଦି

ନୂଆଦିଲ୍ଲୀ,୨୨ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୯-୩୧ ଅକ୍ଟୋବର ପର୍ଯ୍ୟନ୍ତ ଇଟାଲି ଗସ୍ତରେ ଯିବେ । ଏହି ସମୟରେ ସେଠାରେ ୩୦ ଓ ୩୧ ଅକ୍ଟୋବରରେ ଅନୁଷ୍ଠିତ ଜି୨୦ ଶିଖର ସମ୍ମିଳନୀରେ ଯୋଗଦେବେ । ଇଟାଲି ପରେ ପ୍ରଧାନମନ୍ତ୍ରୀ ମୋଦି ୟୁକେ…

ବିଶ୍ୱକପ୍‌ ଅଧାରୁ ଦଳ ଛାଡ଼ି ସ୍ବଦେଶ ଫେରିଗଲେ ଏହି ଅଭିଜ୍ଞ କ୍ରିକେଟର

ନୂଆଦିଲ୍ଲୀ,୨୨।୧୦: ଶ୍ରୀଲଙ୍କା କ୍ରିକେଟ ଟିମ୍‌କୁ ଲାଗିଛି ଝଟକା। ଟି-୨୦ ବିଶ୍ୱକପ୍‌ର ସୁପର-୧୨ରେ ସ୍ଥାନ ପାଇବା ପରେ ଦଳର ପରାମର୍ଶଦାତା ଭାବେ କାମ କରୁଥିବା ପୂର୍ବ ଅଭିଜ୍ଞ କ୍ରିକେଟର ମହିଳା ଜୟବର୍ଦ୍ଧନେ ଦେଶ ଫେରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଦୀର୍ଘ ୧୩୫ ଦିନ…

ଜୁଲାଇରେ ଖେଳାଯିବ ୫ମ ଟେଷ୍ଟ

ମୁମ୍ବାଇ,୨୨।୧୦: ଚଳିତ ବର୍ଷ ସେପ୍ଟେମ୍ବରରେ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ୫ମ ଟେଷ୍ଟକୁ ବାତିଲ କରାଯାଇଥିଲା। ସେହି ମ୍ୟାଚ୍‌ ଆସନ୍ତା ବର୍ଷ ଜୁଲାଇରେ ଏଜବାଷ୍ଟନଠାରେ ଖେଳାଯିବ। ଏ ନେଇ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଏବଂ ଭାରତୀୟ କ୍ରିକେଟ କଣ୍ଟ୍ରୋଲ…

ରେଲ୍‌ଓ୍ବେ କ୍ରସିଂରେ ଠିଆ ହୋଇଥିଲା କାର୍‌ ଭର୍ତ୍ତି ଟ୍ରକ୍‌, ଦ୍ରୁତ ଗତିରେ ଆସିଲା ଟ୍ରେନ୍‌; ଆଉ ତା’ ପରେ…

ଓ୍ବାଶିଂଟନ,୨୨ା୧୦:  ଆମେରିକାର ଓକାଲୋହୋମାରେ ଶୁକ୍ରବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଗୋଟିଏ କାର୍‌ ଭର୍ତ୍ତି ଟ୍ରକ୍‌ ଲେଭଲ କ୍ରସିଂ ନିକଟରେ ରାସ୍ତା ପାର୍‌ ପାଇଁ ଠିଆ ହୋଇଥିଲା। ଏହି ସମୟରେ ଏକ ଟ୍ରେନ୍‌ ଦ୍ରୁତ ଗତିରେ ଆସୁଥିଲା। ଫଳରେ ଟ୍ରକ୍‌ଟିକୁ ଏପରି…

ଥାନାରେ ଗଣ୍ଡଗୋଳ: ପୋଲିସ କର୍ମଚାରୀ ସମେତ ୪ ଆହତ

ଆଠଗଡ଼,୨୨।୧୦(ଡି.ଏନ୍‌.ଏ.): କଟକ ଜିଲା ନରସିଂହପୁର ଥାନା ଶୁକ୍ରବାର ରଣକ୍ଷେତ୍ର ପାଲଟିଛି। ୩ ଜଣଙ୍କୁ ଗିରଫ ଘଟଣାରେ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଗଣ୍ଡଗୋଳରେ ୪ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ ପୋଲିସ କର୍ମଚାରୀ ରହିଥିବା ବେଳେ ଜଣେ ସାଧାରଣ ଲୋକ…

ବିନା ଛୁଞ୍ଚିରେ ଶିଶୁଙ୍କୁ ଦିଆଯିବ କରୋନା ଟିକା

ଭୁବନେଶ୍ବର,୨୨।୧୦(ବ୍ୟୁରୋ): ବିନା ଛୁଞ୍ଚିରେ ଟିକା ନେବେ ଶିଶୁ । କରୋନାର ଜାଇପର ଡି’ ଟିକା ବିନା ଛୁଞ୍ଚିରେ ଶିଶୁମାନଙ୍କୁ ଦେବାକୁ ପରାମର୍ଶ ଦିଆଯାଇଥିବା ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଶୁକ୍ରବାର ସୂଚନା ଦେଇଛନ୍ତି । ୧୨ ବର୍ଷରୁ ୧୮…

ଡ୍ରଗ୍ସ ନେଇ ନାହାନ୍ତି ଅନନ୍ୟା!

ମୁମ୍ବାଇ,୨୨ ।୧୦: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ ଖାଁଙ୍କ ସହ ହ୍ୱାଟଓ୍ ଆପ ଚାଟ ସାମ୍ନାକୁ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଦ୍ୱିତୀୟ ଦିନ ବି ପଚରା ଉଚରା କରୁଛି…

କରୋନାକୁ ନେଇ ସତର୍କ କରାଇଲେ ଡିଏମ୍‌ଇଟି

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି। ତଥାପି କରୋନା ଭୟ ଏଯାଏ ଯାଇନି, ତେଣୁ ସଚେତନ ରହିବା ଆବଶ୍ୟକ ବୋଲି ଡିଏମ୍‌ଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି। ସଚେତନ ନହେଲେ ତୃତୀୟ ଲହର ଆସିପାରେ ବୋଲି ସତର୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri