Home Left

ଦୁର୍ଗାପୂଜା ପାଇଁ ସଂକ୍ରମଣ ହେଲା ଦୁଇଗୁଣା

କୋଲକାତା,୨୨।୧୦: ପଶ୍ଚିମବଙ୍ଗରେ ଦୁର୍ଗାପୂଜା ପରେ କୋଭିଡ ସଂକ୍ରମଣ ଦୁଇଗୁଣା ବୃଦ୍ଧି ପାଇଛି। ଫଳରେ ସୋମବାରଠାରୁ ପୁଣି ଥରେ କ୍ୱାରାଣ୍ଟାଇନ୍‌ ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଗତ ଶୁକ୍ରବାର କୋଲକାତାରେ ୧୨୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସପ୍ତାହେ ପରେ ସେଠାରେ…

ଦିବ୍ୟଶଙ୍କରଙ୍କ ବାସଭବନ ଉପରେ ଅଣ୍ଡା ମାଡ଼

ଭବାନୀପାଟଣା,୨୨।୧୦(ସ୍ବ.ପ୍ର.): ମମିତା ମେହେର ହତ୍ୟା ଘଟଣାରେ ଆଇନ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ଶୁକ୍ରବାର ଭବାନୀପାଟଣାଠାରେ ଯୁବ ଓ ଛାତ୍ର କଂଗ୍ରେସର ହୋହଲ୍ଲା କରିଥିବା ଦେଖିବାକୁ ମିଳିଛି। ଭବାନୀପାଟଣାସ୍ଥିତ ମନ୍ତ୍ରୀ ଦିବ୍ୟ…

ଯନ୍ତାରେ ପଡ଼ିଲା ମଣିଷ ଖିଆ ବାଘ

ଉମରକୋଟ/ରାଇଘର, ୨୨।୧୦(ସ୍ବ.ପ୍ର./ଡି.ଏନ୍‌.ଏ): ଛତିଶଗଡ଼ ସିହାଓ୍ବା ଜଙ୍ଗଲରେ ରହି ଲୋକଙ୍କୁ ମାରୁଥିବା କଲରାପତରିଆ ବାଘକୁ ସେଠାକାର ବନବିଭାଗ କାବୁ କରିଛି। ବାଘଟିକୁ ବର୍ତ୍ତମାନ ବନ ବିଭାଗ କାର୍ଯ୍ୟାଳୟରେ ରଖାଯାଇଛି। ଜନବସତି ସହ ସମ୍ପର୍କ ନ ଥିବା ଘଞ୍ଚ ଜଙ୍ଗଲରେ ବାଘଟିକୁ ଛଡ଼ାଯିବ ବୋଲି…

ଶଗଡ଼ରେ ପହଞ୍ଚିଲେ ଡାକ୍ତରୀ ଦଳ

ରାୟଗଡ଼ା ଅଫିସ,୨୨ା୧୦-ରାୟଗଡ଼ା ଜିଲାକୁ କରୋନାମୁକ୍ତ କରିବାକୁ ପ୍ରଶାସନର ଉଦ୍ୟମ ଜାରି ରହିଛି। ଆର୍‌ଆର୍‌ଟି ଟିମ୍‌ ଗ୍ରାମାଞ୍ଚଳକୁ ଯାଇ ଲୋକଙ୍କ କରୋନା ପରୀକ୍ଷା କରୁଛନ୍ତି। ତେବେ ରାୟଗଡ଼ା ବ୍ଲକ କେରେଡ଼ା ପଞ୍ଚାୟତର ଅଣିଜା ଗ୍ରାମକୁ ରାସ୍ତା ନ ଥିବାବେଳେ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ…

ଭାଜପା ସଭାରେ ମୁଥା ମରାମରି

କୋଲକାତା,୨୨।୧୦: ଫାଟ ଦେଖାଦେଇଛି ଭାଜପାର ପଶ୍ଚିମବଙ୍ଗ ୟୁନିଟ୍‌ରେ। ପଶ୍ଚିମ ବର୍ଦ୍ଧମାନର କାଟଓ୍ବାରେ ଶୁକ୍ରବାର ଆୟୋଜିତ ଦଳର ସାଙ୍ଗଠନିକ ବୈଠକରେ ହାତହାତି ହୋଇଛନ୍ତି ଦୁଇ ଗୋଷ୍ଠି। ତାହା ପୁଣି ରାଜ୍ୟ ଭାଜପା ସଭାପତି ସୁକାନ୍ତ ମଜୁମଦର ଓ ପୂର୍ବତନ ସଭାପତି ଦୀଲିପ ଘୋଷଙ୍କ…

ସ୍ତ୍ରୀହନ୍ତାଙ୍କୁ ରାତିସାରା ଜଗିଲେ ଗାଁ ଲୋକେ

ଅମ୍ବାଦୋଳା,୨୨ା୧୦(ଡି.ଏନ୍‌.ଏ.): ସ୍ବାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ଜୀବନ ଚାଲିଗଲା। ରାୟଗଡ଼ା ଜିଲା ଅମ୍ବାଦୋଳା ଥାନା ଅଧୀନ ଶୁକ୍ଳାଭଟ୍ଟା ଗ୍ରାମରେ ଗୁରୁବାର ରାତିରେ ଏଭଳି ଘଟଣା ଘଟିଛି। ମୃତ ମହିଳା ହେଲେ ଗାଁର ସୁରେନ୍ଦ୍ର ବଚା(୩୨)ଙ୍କ ସ୍ତ୍ରୀ ଝରଣା(୩୦)। ସୂଚନା ଅନୁଯାୟୀ, ରାତିରେ…

ତେଲ ଟ୍ୟାଙ୍କରରୁ ଜବତ ହେଲା ୨.୫ କୁଇଣ୍ଟାଲ ଗଞ୍ଜେଇ

ଭୁବନେଶ୍ୱର,୨୨ା୧୦(ବ୍ୟୁରୋ): ତେଲ ଟ୍ୟାଙ୍କରରେ ଚାଲାଣ ହେଉଥିଲା ଗଞ୍ଜେଇ। ସ୍ବତନ୍ତ୍ର ଭାବେ ପ୍ୟାକିଂ କରାଯାଇ ଟାଙ୍କି ଭିତରେ ରଖାଯାଇଥିଲା। ପୋଲିସ ନଜରରୁ ବର୍ତ୍ତିବା ପାଇଁ ଏଭଳି ଅଭିନବ କୌଶଳ ଆପଣାଇଥିଲେ ଗଞ୍ଜେଇ ଚାଲାଣକାରୀ। ଏପରି କି କୋରାପୁଟରୁ ଦୀର୍ଘ ୪୫୦ କିମିରୁ ଅଧିକ…

‘୨୦୨୧’ ଜନ୍ମଦିନର ସବୁଠାରୁ ବଡ ଉପହାର: ପରିଣିତି

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପରିଣିତି ଚୋପ୍ରା ଶୁକ୍ରବାର ୩୩ ବର୍ଷରେ ପଦାର୍ପଣ କରିଛନ୍ତି । ଏଥର ସେ ୱାର୍କିଂ ବାର୍ଥ ଡେ ପାଳନ କରିଥିବା କହିଛନ୍ତି । ସେ କହିଛନ୍ତି ୨୦୨୧ ମୋ ପାଇଁ ସବୁଠାରୁ ବଡ ଉପହାର । ଗତ…

ଐତିହାସିକ ବିଜୟ ସହ ସୁପର-୧୨ରେ ନାମିବିଆ

ଶାରଜା,୨୨।୧୦: ଅଧିନାୟକ ଜେରାର୍ଡ ଏରାସମସଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ନାମିବିଆ ୮ ଉଇକେଟରେ ଅପେକ୍ଷାକୃତ ଆୟର୍ଲାଣ୍ଡକୁ ହରାଇ ଦେଇଛି। ଏହି ଐତିହାସିକ ବିଜୟ ସହ ପଦାର୍ପଣକାରୀ ନାମିବିଆ ପ୍ରଥମ ଥର ପାଇଁ ଟି୨୦ ବିଶ୍ୱକପ୍‌ର ମେନ ଇଭେଣ୍ଟ(ସୁପର-୧୨)ରେ ସ୍ଥାନ ପକ୍କା…

ଦୀର୍ଘ ୪ ଘଣ୍ଟା ପରେ ଏନ୍‌ସିବି କାର୍ଯ୍ୟାଳୟରୁ ବାହାରିଲେ ଅନନ୍ୟା

ମୁମ୍ବାଇ,୨୨ ।୧୦: ଡ୍ରଗ୍ସ ମାମଲାରେ ପଚରା ଉଚରା ପାଇଁ ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଶୁକ୍ରବାର ଏନ୍‌ସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପାଖାପାଖି ୨ଟା ୩୦ ମିନିଟରେ ସେ ତାଙ୍କ ପିତା ଚଙ୍କି ପାଣ୍ଡେଙ୍କ ସହ ଏନ୍‌ସିବି ଅଫିସ ପହଞ୍ଚିଥିଲେ ।…

କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଧନ୍ୟବାଦ ଜଣାଇଲେ ଶାହ

ନୂଆଦିଲ୍ଲୀ,୨୨ ।୧୦: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ତାଙ୍କର ୫୭ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ବହୁ ରାଜନେତା ଶାହାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମଧ୍ୟ ପ୍ରଦେଶ, ହରିୟାଣା, ଉତ୍ତର ପ୍ରଦେଶ,…

‘ନକ୍‌ଆଉଟ୍‌ ମ୍ୟାଚ୍‌ରେ ଭାରତକୁ କେହି ବି ହରାଇପାରେ’

ଆବୁଧାବି,୨୨।୧୦: ଟି୨୦ ବିଶ୍ୱକପ୍‌ରେ ଭାରତ ଫେଭରାଇଟ୍‌ ଭାବେ ଅଭିଯାନ ଆରମ୍ଭ କରିବ। କିନ୍ତୁ ନକ୍‌ଆଉଟ୍‌ ପର୍ଯ୍ୟାୟରେ ଟିମ୍‌ ଇଣ୍ଡିଆକୁ ଯେକୌଣସି ଦଳ ହରାଇପାରେ। ଏଭଳି ମତ ଦେଇଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ ନାସିର ହୁସେନ। ମୋ ମତରେ ଟି୨୦ ଫର୍ମାଟରେ କୌଣସି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri