ଚଳିତ ବର୍ଷର ନବମ ମିଶାଇଲ ପରୀକ୍ଷା କଲା ଉତ୍ତର କୋରିଆ

ସିଓଲ,୫ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଚରମ ସୀମାରେ ପହଞ୍ଚିଥିବା ବେଳେ ଉତ୍ତର କୋରିଆ ଶନିବାର ସକାଳେ ଏକ ଅଜଣା ମିଶାଇଲ ପରୀକ୍ଷା କରି ଏହାର ପଡୋଶୀ ଦେଶକୁ ଚମକାଇ ଦେଇଛି । ଏହି ମିଶାଇଲ କୋରିଆ ପ୍ରାନ୍ତର ପୂର୍ବ ସାଗରରେ ପରୀକ୍ଷା କରାଯାଇଛି । ଏହି ସୂଚନା ଦକ୍ଷିଣ କୋରିଆ ଆର୍ମି ଚିଫ୍ ଦେଇଛନ୍ତି । ସୂଚନାଯୋଗ୍ୟ, ଉତ୍ତର କୋରିଆ ଚଳିତ ବର୍ଷ ମୋଟ ୯ଟି ମିଶାଇଲ ପରୀକ୍ଷା କରି ସାରିଲାଣି ।
ସୂଚନାଯୋଗ୍ୟ, ଉତ୍ତର କୋରିଆ ଜାନୁୟାରୀରେ ୭ଟି ମିଶାଇଲ ପରୀକ୍ଷା କରିଥିଲା । ଯେଉଁଥିରେ ୨୦୧୭ ପରେ ସବୁଠାରୁ ଶକ୍ତିଶାଳୀ ମିଶାଇଲ ସାମିଲ ଥିଲା । ସେତେବେଳେ କୁହାଯାଇଥିଲା କି ଏକଛତ୍ରବାଦୀ ଶାସକ କିମ ଜୋନ ଉନ ଆମେରିକାର ପୂର୍ବତନ ରାଷ୍ଟପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଉସକାଇବା ପାଇଁ ଏଭଳି କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଭିଡ଼ିଓ ଗେମ୍‌ ଖେଳି ଗୋଟେ ମାସରେ କମାଇଲେ ୯ କିଲୋ ଓଜନ…

ମାନିଲା, ୧୪।୧: ମେଦବହୁଳତାରୁ ରକ୍ଷା ପାଇଁ କେତେକ ଲୋକ ଭିନ୍ନ ଭିନ୍ନ ଉପାୟ କରିଥାନ୍ତି। ତେବେ ଭିଡ଼ିଓ ଗେମ୍‌ ଖେଳି ଓଜନ କମାଇବା ଶୁଣିଲେ ଯେ...

ମହିଳାଙ୍କ ଶେଷ ଇଚ୍ଛା ପୂରଣ ପାଇଁ ଜୀବନ ଦେଲା ପୋଷା କୁକୁର

ଓ୍ବାଶିଂଟନ,୩୧।୫: ଆମେରିକାର ଭର୍ଜିନିୟାରୁ ଏମିତି ଏକ ଖବର ଆସିଛି ଯେଉଁଠି ଜୀବନ, ମୃତ୍ୟୁ, ଜିଦ୍‌ ଆଉ ଇଚ୍ଛାର ଏକ ମିଶ୍ରଣ ଦେଖିବାକୁ ମିଳିଛି। ଜଣେ ମହିଳା...

ରାସ୍ତାରେ ବୋଟ୍‌, ସମୁଦ୍ରରେ କାର୍‌

ଫର୍ଟ ମ୍ୟେର୍ସ ବିଚ୍‌/ଚାର୍ଲେଷ୍ଟନ୍‌,୨।୧୦: ପ୍ରଳୟଙ୍କରୀ ସାମୁଦ୍ରିକ ବାତ୍ୟା ଇଆନ୍‌ ଆମେରିକାର ଫ୍ଲୋରିଡ଼ା ଉପକୂଳକୁ ବିପର୍ଯ୍ୟସ୍ତ କରିଦେଇଛି। ବାତ୍ୟାରେ ବହୁସଂଖ୍ୟାରେ ବୋଟ୍‌ ସମୁଦ୍ରରୁ ଭାସିଆସି ବିଭିନ୍ନ ରାସ୍ତାରେ...

ଆକ୍ରମଣ ପରେ ପ୍ରଥମ ଥର ଜନତାଙ୍କ ସମ୍ମୁଖକୁ ଆସିଲେ ଇମ୍ରାନ୍‌: କହିଲେ, ଜଣାଥିଲା ଆକ୍ରମଣ ହେବ

ଇସ୍‌ଲାମାବାଦ,୪।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ମରଣାନ୍ତକ ଆକ୍ରମଣ ହେବା ପରେ ପ୍ରଥମ ଥର ସେ ଜନତାଙ୍କ ସମ୍ମୁଖକୁ ଆସିଛନ୍ତି। ଶୁକ୍ରବାର ହସ୍ପିଟାଲରେ ଚିକିତ୍ସାଧୀନ...

ଚାଇନାରୁ ଇଟାଲୀ ଯାଉଥିବା ଅଧା ଯାତ୍ରୀ କରୋନା ପଜିଟିଭ୍‌…

ବେଜିଂ,୨୯।୧୨ : ଚାଇନାରୁ ଇଟାଲୀ ଯାଉଥିବା ବିମାନର ଅଧା ଯାତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ସେଠାରେ ଉତ୍ତେଜନା ଦେଖାଦେଇଛି। ଏହି କାରଣରୁ ଚାଇନାଠାରୁ...

ପାକିସ୍ତାନ ସୈନ୍ୟବାହିନୀରେ ୮ ଅଧିକାରୀଙ୍କୁ କରୋନା: ଡ୍ୟୁଟି କରିବାକୁ ଅମଙ୍ଗ ସୈନ୍ୟ

ଇସଲାମାବାଦ,୧୫।୩: ପାକିସ୍ତାନ ସୈନ୍ୟବାହିନୀରେ ଏବେ ସଙ୍କଟ ଦେଖାଦେଇଥିବା କୁହାଯାଉଛି। ଡ୍ୟୁଟି କରିବାକୁ ସୈନ୍ୟମାନେ ପଛଘୁଞ୍ଚା ଦେବାକୁ ଲାଗିଛନ୍ତି। କୁହାଯାଉଛି ପାକିସ୍ତାନ ସୈନ୍ୟବାହିନୀରେ ୮ ଅଧିକାରୀଙ୍କୁ କରୋନା...

ଆନ୍ଥୋନୀ ଅଷ୍ଟ୍ରେଲିଆର ନୂଆ ପ୍ରଧାନମନ୍ତ୍ରୀ…

ମେଲବୋର୍ନ, ୨୧।୫ : ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ନିର୍ବାଚନରେ ପରାଜିତ ହୋଇଛନ୍ତି। ଅଷ୍ଟ୍ରେଲିଆ ଖବରକାଗଜ ଅନୁସାରେ ୫୩ ପ୍ରତିଶତ ସମର୍ଥନ ସହ ଲେବର ପାର୍ଟି...

ଚାଇନା ବିମାନ ଦୁର୍ଘଟଣା: ସମସ୍ତ ୧୩୨ ଯାତ୍ରୀ ମୃତ, ୧୨୦ଜଣଙ୍କର ମିଳିଛି ପରିଚୟ

ବେଜିଂ,୨୭ ।୩: ମାର୍ଚ୍ଚ ୨୧ରେ ଚାଇନାର ଗ୍ୱାଂଗଝୁ ନିକଟ ଗୁଆଂକ୍ସି ସହର ପାଖରେ ଚାଇନା ଇଷ୍ଟର୍ଣ୍ଣ ୭୩୭-୮୦୦ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି...

Advertisement
Archives

Model This Week