Posted inଖେଳ

ଲାଇଭ୍‌ ମ୍ୟାଚ୍‌ରେ କ୍ରିକେଟର୍‌ଙ୍କ ଚିରିଗଲା ପ୍ୟାଣ୍ଟ୍‌

ରାଉଲପିଣ୍ଡି,୮।୩: ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ରାୱଲପିଣ୍ଡିରେ ଖେଳାଯାଉଛି। ଓପନର୍‌ ଇମାମ-ଉଲ-ହକ (୧୫୭) ଏବଂ ଅଜହର ଅଲି (୧୮୫)ଙ୍କ ଚମତ୍କାର ବ୍ୟାଟିଂ ଆଧାରରେ ପାକିସ୍ତାନ ୪୭୬ରେ ନିଜର ପ୍ରଥମ ଇନିଂସ ଘୋଷଣା କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ମଧ୍ୟ ଭଲ ବ୍ୟାଟିଂ କରି ୭ ଉଇକେଟ ହରାଇ ୪୪୯ ରନ୍‌ କରିଛି। ମ୍ୟାଚର ଚତୁର୍ଥ ଦିନରେ ଏକ ମଜାଳିଆ ଘଟଣା ଦେଖିବାକୁ ମିଳିଥିଲା। ଜଣେ ବଦଳ ଫିଲ୍ଡର ଭାବରେ ଫିଲ୍ଡିଂ କରୁଥିବାବେଳେ ବେଳେ ପାକିସ୍ତାନୀ ଖେଳାଳି ଶାନ ମାସୁଦଙ୍କ ପ୍ୟାଣ୍ଟ ଚିରି ଯାଇଥିଲା। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ଦେଖି ଲୋକେ ମଜାଳିଆ କମେଣ୍ଟ ଦେଇଥିଲେ।
ଅଷ୍ଟ୍ରେଲିଆ ଇନିଂସର ୧୨୩ ତମ ଓଭରରେ ଏହି ଘଟଣା ଘଟିଥିଲା। ନୌମାନ ଅଲି ବୋଲିଂ କରୁଥିଲେ। ଅଷ୍ଟ୍ରେଲୀୟ ଉଇକେଟ କିପର ଆଲେକ୍ସ କେରି ନୌମାନଙ୍କ ଏହି ଓଭରର ପଞ୍ଚମ ବଲରେ ଓଲଟା ସୁଇପ ଖେଳିଥିଲେ। ବଲ ପଏଣ୍ଟ ଆଡକୁ ଗଲା, ଫିଲ୍ଡର ଶାନ ମାସୁଦଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ସୀମାରେ ରଖାଯାଇଥିବା ବ୍ୟାନରରେ ବଲ୍‌ ରୋକିବାବେଳେ ମାସୁଦଙ୍କ ପ୍ୟାଣ୍ଟ ଚିରିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆକର୍ଷଣର କେନ୍ଦ୍ର ଓଲି ରାଇଜ

ରାଉରକେଲା ଅଫିସ,୧୭।୧: ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପ୍ରଥମଥର କରି ପୁରୁଷ ହକି ବିଶ୍ୱକପ୍‌ ଆୟୋଜିତ ହେଉଛି। ଏହି ବିଶ୍ୱକପ୍‌ ମ୍ୟାଚ୍‌ ଦେଖିବାକୁ ଆସୁଥିବା...

ମ୍ୟାଚ୍‌ ପରେ ହୃଦୟ ଜିତିଲେ ହିଟ୍‌ମ୍ୟାନ୍‌

ଲଣ୍ଡନ,୧୩।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ବହୁତ ଭଲ ଫର୍ମରେ ଥିଲେ। ପ୍ରଥମେ ସେ ନିଜର ଅଧିନାୟକତ୍ୱ ପ୍ରଦର୍ଶନ...

୭.୭୫ କୋଟି ମିଳିବା ପରେ ନାଚିଲେ ହେଟମେର

କୋଲକାତା,୨୦।୧୨- ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ସିମରନ ହେଟମେରଙ୍କୁ ଆଇପିଏଲ ନିଲାମ ପ୍ରକ୍ରିୟାରେ ଦିଲ୍ଲୀ କ୍ୟାପିଟାଲ୍ସ ୭.୭୫ କୋଟି ଟଙ୍କାରେ କିଣିଛି। ଏ ସମ୍ପର୍କରେ ସୂଚନା ପାଇବା ପରେ...

ଖେଳାଳିଙ୍କୁ ବିସିସିଆଇର ଚେତାବନୀ: ରିପୋର୍ଟ ନେଗେଟିଭ୍‌ ନ ଆସିଲେ ଇଂଲଣ୍ଡ ଗସ୍ତରୁ ବାଦ୍‌

ନୂଆଦିଲ୍ଲୀ, ୧୨।୫- ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଏବଂ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତୀୟ ଦଳ ପ୍ରସ୍ତୁତ ହେଉଛି। ନିକଟରେ...

ଧୋନୀଙ୍କ ଫାର୍ମ ହାଉସ୍‌ରେ ପାଣ୍ଡ୍ୟା ବ୍ରଦର୍ସ

ରାଞ୍ଚି, ୨୨।୭- ଭାରତୀୟ କ୍ରିକେଟ୍‌ର ସବୁଠାରୁ ସଫଳ ଅଧିନାୟକ ବିବେଚିତ ହୋଇଥିବା ମହେନ୍ଦ୍ର ସିଂ ଧୋନୀ ଗତ ଜୁଲାଇ ୭ରେ ନିଜର ୩୯ତମ ଜନ୍ମଦିବସ ପାଳନ...

ଭାଙ୍ଗିଲେ ୬୧ ବର୍ଷର ରେକର୍ଡ

ଚଳିତ ୫ ମ୍ୟାଚ୍‌ବିଶିଷ୍ଟ ଆଶେସ ସିରିଜରେ ବ୍ୟାଟିଂରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବା ଓ୍ବାର୍ନର ମୋଟ୍‌ ୧୦ ଇନିଂସରୁ ୯୫ ରନ୍‌ ସଂଗ୍ରହ କରିଛନ୍ତି। ଯେଉଁଥିରେ...

ବୋଲିଂ ବାଛିଲା କେକେଆର

ଅହମ୍ମଦାବାଦ,୨୬।୪ : ଚଳିତ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରୁ ସୋମବାର ଆରମ୍ଭ ହୋଇଯାଇଛି। କିଙ୍ଗ୍ସ ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ କୋଲକାତା ନାଇଟ୍‌...

ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ ଲାଗି ଉପଦେଷ୍ଟା କମିଟି ଗଠିତ

ନୂଆଦିଲ୍ଲୀ,୨୩।୮(ପି.ଟି.)- ଜାତୀୟ କ୍ରୀଡ଼ା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୯ ତାରିଖରେ ‘ଫିଟ୍‌ ଇଣ୍ଡିଆ ମୁଭମେଣ୍ଟ’ ଆରମ୍ଭ କରିବାକୁ ଯାଉଛନ୍ତି। ଫିଟ୍‌ନେସକୁ ନେଇ...

Advertisement
Archives

Model This Week