Home Left

୩ ଦିନ ପରେ ପେଟରେ ପଡ଼ିଥିଲା ଦାନା

ମହାକାଳପଡ଼ା,୨୯।୧୦ (ଡି.ଏନ୍‌.ଏ.): ୧୯୯୯, ଅକ୍ଟୋବର ୨୯ ତାରିଖ ଶୁକ୍ରବାର ଥିଲା କାଳରାତ୍ରି। ଆଜି ସେହି ଶୁକ୍ରବାର ମହାବାତ୍ୟାକୁ ପୂରିଲା ୨୨ ବର୍ଷ। ସେହି କାଳରାତ୍ରିର ଦୁଃଖ ଦୁର୍ଦ୍ଦଶା ହୃଦୟରୁ ଏବେବି ଲିଭି ନାହିଁ। କଟକ ରେଡିଓ ସେଣ୍ଟରରୁ ମହାବାତ୍ୟା ସମ୍ପର୍କରେ ସେତେବେଳେ…

ଆଜିର ଦିନକୁ କେବେ ଭୁଲିପାରିବେ ନାହିଁ ଭାରତୀୟ କ୍ରିକେଟ୍‌ ପ୍ରଶଂସକ

ନୂଆଦିଲ୍ଲୀ,୨୯।୧୦:ବର୍ଷ ୨୦୦୦, ଦିନ ୨୯ ଅକ୍ଟୋବର। ସ୍ଥାନ – ଶାରଜା। ସମସ୍ତ ଭାରତୀୟ କ୍ରିକେଟ ପ୍ରଶଂସକ ଏକ ବଡ଼ ଟାଇଟଲ୍‌ ବିଜୟ ପାଇଁ ଅପେକ୍ଷା କରିଥିଲେ, କିନ୍ତୁ ସମସ୍ତଙ୍କର ସ୍ବପ୍ନ ଧ୍ୱଂସ ହୋଇଯାଇଥିଲା। କେହି ଭାବି ନ ଥିଲେ ଯେ ସୌରଭ…

ହେନ୍ତାଳବଣ ହିଁ ସାମୁଦ୍ରିକ ଝଡ଼ରୁ ସୁରକ୍ଷା ଦେବ

କେନ୍ଦ୍ରାପଡ଼ା ଅଫିସ, ୨୯।୧୦: ୧୯୯୯, ଅକ୍ଟୋବର ୨୯ ମହାବାତ୍ୟାକୁ ଇତିମଧ୍ୟରେ ୨୨ ବର୍ଷ ବିତିଛି। ରାଜ୍ୟରେ ୧୦ ହଜାରରୁ ଅଧିକ ଓ କେନ୍ଦ୍ରାପଡ଼ା ଜିଲାରେ ୩୮୭ ଜଣଙ୍କର ଏହି ମହାବାତ୍ୟାରେ ଜୀବନ ଯିବା ପରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାର ନକ୍ସା ବଦଳିଛି।…

୩ ଦିନ ଭୋଟ ଗଣନା

ଭୁବନେଶ୍ୱର,୨୯।୧୦(ବ୍ୟୁରୋ):୨୦୨୨ ଫେବୃୟାରୀରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟଗ୍ରହଣ ଇଭିଏମ୍‌ ବଦଳରେ ବାଲଟ ପେପରରେ ହେବ। ଏଥିସହିତ ଭୋଟଗଣତି କ୍ରମାଗତ ୩ ଦିନ ଧରି ଚାଲିବ। ପ୍ରଥମ ଥର ପାଇଁ ବ୍ଲକସ୍ତରରେ ଭୋଟଗଣତି ହେବାକୁ ଥିବାରୁ ନଭେମ୍ବର ୧୫ତାରିଖ…

ନଭେମ୍ବର ୩୦ ଯାଏ ବଢ଼ିଲା କଣ୍ଟେନମେଣ୍ଟ କଟକଣା

ନୂଆଦିଲ୍ଲୀ, ୨୯।୧୦(ପି.ଟି.):କେତେକ ରାଜ୍ୟର ନିର୍ଦ୍ଦିଷ୍ଟ ଅଞ୍ଚଳରେ କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣ ବଢ଼ୁଥିବାରୁ ଏହା ଜନସ୍ବାସ୍ଥ୍ୟ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ସେଥିପାଇଁ କେନ୍ଦ୍ର ସରକାର କୋଭିଡ୍‌ କଣ୍ଟେନମେଣ୍ଟ କଟକଣାକୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସ୍ବରାଷ୍ଟ୍ର ସଚିବ ଅଜୟ ଭାଲ୍ଲା…

ନଭେମ୍ବର ୬ରେ ବିଜେଡିରେ ଯୋଗଦେବେ ପ୍ରଦୀପ ମାଝି

ଭୁବନେଶ୍ୱର (ବ୍ୟୁରୋ)/ ନବରଙ୍ଗପୁର(ବି.ପ୍ର.),୨୯।୧୦: ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଆସନ୍ତା ନଭେମ୍ବର ୬ ତାରିଖରେ ବିଜେଡିରେ ଆନୁଷ୍ଠାନିକଭାବେ ଯୋଗଦେବେ। ଏହି ମିଶ୍ରଣ ପର୍ବ ନିଜ ନିର୍ବାଚନ ମଣ୍ଡଳୀ ନବରଙ୍ଗପୁରରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ରାଜଭବନରେ ଚାକିରି ପାଇଁ ଲାଞ୍ଚ

ପୁରୀ ଅଫିସ,୨୯।୧୦: ପୁରୀ ରାଜଭବନରେ ଚତୁର୍ଥଶ୍ରେଣୀ କର୍ମଚାରୀ ପଦବୀରେ ଚାକିରି କରାଇଦେବା ପାଇଁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ମଗାଯାଉଥିବାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି। ପୁରୀ ରାଜଭବନରେ କାର୍ଯ୍ୟରତ ଜଣେ କର୍ମଚାରୀ ଚାକିରି କରାଇଦେବା ଲାଗି ଜଣେ…

ମହଙ୍ଗା ପଡ଼ିଲା ନକଲି ଶିକ୍ଷକଙ୍କୁ ସୁରକ୍ଷା

ଯାଜପୁର ଅଫିସ,୨୯।୧୦: ରାଜ୍ୟର ବିଭିନ୍ନ ଶିକ୍ଷା ଜିଲାରେ ଜାଲ୍‌ ପ୍ରମାଣପତ୍ର ମାଧ୍ୟମରେ ବହୁ ଲୋକ ଶିକ୍ଷକତା କରୁଛନ୍ତି। ତାଲିକାଭୁକ୍ତ ନକଲି ଶିକ୍ଷୟିତ୍ରୀଶିକ୍ଷକଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ପୂର୍ବରୁ ସମ୍ପୃକ୍ତ ଜିଲା ଶିକ୍ଷାଧିକାରୀ ଓ ବିଇଓମାନଙ୍କୁ ଏକାଧିକବାର ନିର୍ଦ୍ଦେଶ ଦିଆଯାଇଥିଲେ ସୁଦ୍ଧା…

ଗିରଫ ପରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ମନୀଷ ଅନୁରାଗ ଦାସ ହତ୍ୟା ମାମଲା ପରେ ବିବାଦ ଘେରକୁ ଆସି ଜେଲରେ ଥିବା ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଅଡ଼ୁଆ ବଢିବାରେ ଲାଗିଛି। ପ୍ରସନ୍ନଙ୍କ ବିରୋଧରେ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ…

ସଚେତନତା ହିଁ ନିଦାନ

ବ୍ୟସ୍ତବହୁଳ ଜୀବନଶୈଳୀ ଦିନକୁ ଦିନ ବଢ଼ାଇ ଚାଲିଛି ସ୍ବାସ୍ଥ୍ୟ ସମସ୍ୟା। ଯେଉଁ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ବିଶେଷଜ୍ଞମାନେ ଅଧିକ ବ୍ୟଗ୍ରତା ପ୍ରକାଶ କରୁଛନ୍ତି ସେଥିମଧ୍ୟରୁ ଷ୍ଟ୍ରୋକ୍‌ ଅନ୍ୟତମ। ଖାଦ୍ୟରେ ଅନିୟମିତତା ସହିତ ଶାରୀରିକ ଶ୍ରମର ଅଭାବ ଯୋଗୁ ରକ୍ତଚାପରେ ସମନ୍ବୟ ରହିପାରୁନି।…

ନିଯୁକ୍ତି ପାଇଲେ ଇଶା ଅମ୍ବାନୀ

ନୂଆଦିଲ୍ଲୀ,୨୯।୧୦: ଆମେରିକାର ୱାଶିଂଟନ୍‌ ଡିସି ସ୍ଥିତ ସ୍ମିଥ୍ସୋନିୟନ ନ୍ୟାଶନାଲ୍‌ ମ୍ୟୁଜିୟମ ଅଫ ଏସିଆନ ଆର୍ଟ ବୋର୍ଡରେ ସବୁଠୁ କମ ବୟସର ସଦସ୍ୟ ଭାବେ ଇଶା ଅମ୍ବାନିଙ୍କୁ ନିଯୁକ୍ତି ମିଳିଛି। ୪ବର୍ଷ ଅବଧି ପାଇଁ ତାଙ୍କୁ ବୋର୍ଡରେ ନିଯୁକ୍ତି ମିଳିଛି। ବୋର୍ଡରେ ୧୭…

ଭାରତ ପାଇଁ ମାଡିଆସୁଛି ବିପଦ

ନୂଆଦିଲ୍ଲୀ,୨୮।୧୦: ଅକ୍ଟୋବର ୩୦ରୁ ରୋମରେ ହେବାକୁ ଥିବା ୧୬ତମ ଜି -୨୦ ଶିଖର ସମ୍ମିଳନୀ ପୂର୍ବରୁ ଜଳବାୟୁ ପରିବର୍ତ୍ତନ ସହ ଜଡିତ ଏକ ରିପୋର୍ଟ ସମଗ୍ର ବିଶ୍ୱକୁ ଚିନ୍ତା ବଢାଇଦେଇଛି। ଅନୁସନ୍ଧାନ ପ୍ରତିଷ୍ଠାନ ସିଏମ୍‌ସିସି (ୟୁରୋ-ମେଡେଟେରେନିୟନ୍‌ ସେଣ୍ଟର ଅନ କ୍ଲାଇମେଟ୍‌ ଚେଞ୍ଜ୍‌)…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri