ଯୁବକଙ୍କୁ ଛୁରିରେ ଆକ୍ରମଣ କରି ଅଭିଯୁକ୍ତ କୋର୍ଟ ଚାଲାଣ
ହିଞ୍ଜିଳିକାଟୁ,୨୮ା୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ନୂଆଗଡ଼ ଗ୍ରାମରେ ଗତ ୧୬ ତାରିଖରେ ମୋହନ ପଟ୍ଟନାୟକଙ୍କୁ ଛୁରିରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଗୁରୁତର ମୋହନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା…
କୁଟୁରା ମାଂସ ବିକିବା ମହଙ୍ଗା ପଡ଼ିଲା
କେନ୍ଦୁଝର,୨୮।୧୦(ସ୍ବ.ପ୍ର./ଡି.ଏନ୍.ଏ.): କେନ୍ଦୁଝର ଜିଲା ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅଧୀନ ଗୋନାସିକା ଜଙ୍ଗଲରୁ କୁଟୁରା ଶିକାର କରି ମାଂସ ବିକ୍ରି କରୁଥିଲେ। ବନ ବିଭାଗ ଚଢାଉ କରି ଜଣେ ଶିକାରୀଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ…
କରୋନାକୁ ଡରି ବିମାନବନ୍ଦରରେ ୩ ମାସ ରହିଥିଲେ ଏହି ଭାରତୀୟ
ଓ୍ବାଶିଂଟନ,୨୮ା୧୦: କରୋନା ଭୟରେ ଭାରତକୁ ଫେରିବା ପରିବର୍ତ୍ତେ ଚିକାଗୋର ଓହେର ଅନ୍ତର୍ଜାତୀୟ ବିମାନବନ୍ଦରରେ ୩ ମାସ ରହିଥିବା ଜଣେ ଭାରତୀୟଙ୍କୁ ଆମେରିକାର ଅଦାଲତ ଅନଧିକୃତ ପ୍ରବେଶ ଦ୍ୱାରା ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି ଘଟଣା ୨୦୦୪ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଦି…
‘ମମିତାଙ୍କୁ ନ୍ୟାୟ ଦେବାକୁ ଏହି ବୟସରେ କଳାକୋର୍ଟ ପିନ୍ଧିବି’
ଭୁବନେଶ୍ୱର,୨୮।୧୦:ବହୁ ଚର୍ଚ୍ଚିତ ମମିତା ମେହେର ମାମଲାରେ ଲଢ଼ିବାକୁ ବଲାଙ୍ଗୀର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଗୁରୁବାର ବଲାଙ୍ଗୀରଠାରେ ଗଣମାଧ୍ୟମ ଆଗରେ କହିଛନ୍ତି। ମମିତା ହତ୍ୟା ମାମଲା କେବଳ ଓଡ଼ିଶା ନୁହେଁ ଭାରତ ବର୍ଷରେ ବିରଳ। ଯେଉଁଭଳି ଭାବେ…
ପାକିସ୍ତାନ ବିଜୟ ପରେ ଉତ୍ସବ ମନାଇବାରୁ
ନୂଆଦିଲ୍ଲୀ, ୨୮।୧୦ :ଚଳିତ ଟି୨୦ ବିଶ୍ୱକପ୍ରେ ଭାରତକୁ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ୧୦ ଉଇକେଟରେ ହରାଇବା ପରେ ଉତ୍ସବ ମନାଇଥିବା କଶ୍ମୀର ୩ ଛାତ୍ରଙ୍କୁ ଉତ୍ତର ପ୍ରଦେଶର ଆଗ୍ରାରୁ ଗିରଫ କରାଯାଇଛି। ପାକିସ୍ତାନ ବିଜୟକୁ ପାଳନ କରୁଥିବା ପ୍ରତ୍ୟେକଙ୍କ ବିରୋଧରେ ଦେଶଦ୍ରୋହ ମାମଲା…
ସ୍କୁଟି ରଖି ମହାନଦୀକୁ ଡେଇଁଲେ ଯୁବକ
ଭୁବନେଶ୍ୱର,୨୮।୧୦: କଟକ ମୁଣ୍ଡଳୀ ବ୍ରିଜ ଉପରେ ସ୍କୁଟି ଓ ମୋବାଇଲ ଫୋନ୍ ରଖି ମହାନଦୀକୁ ଡେଇଁଲେ ଯୁବକ। ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିିଛନ୍ତି। ହେଲେ ତାଙ୍କର କୌଣସି ପତ୍ତା ମିଳି ପାରିନାହିଁ। ଗୁରବାର ଅପରାହ୍ନରେ ଯୁବକ ଜଣକ ବ୍ରିଜ…
କ’ଣ ଏହି ଦୁଇ ଘଟଣାକୁ ନେଇ ଆଜି ବି ଅବିବାହିତ ସଲମାନ? ନିଜେ କହିଥିଲେ …
ବମ୍ବେ: କାହିଁକି ଅବିବାହିତ ଅଛନ୍ତି ବଲିଉଡ୍ର ଦବଙ୍ଗ ଖାନ୍ ସଲମାନ। କେବେ ହାତକୁ ଦୁଇହାତ ହେବେ ସେ? ଅନେକ ଥର ଏହି ପ୍ରଶ୍ନ ଉଠିଥିଲେ ହେଁ ଉତ୍ତର କାହାକୁ ମିଳେନା। ପ୍ରକୃତ କଥା ଦେଖିଲେ ଦୁଇଟି କଥା ଲାଗି ଏଯାଏ ବିବାହ…
ସୋସିଆଲ ମିଡିଆର ଦାନବ ହେଉଛି ‘ଫେସବୁକ୍’ ! ପ୍ରତି ଘଣ୍ଟାରେ ୧୦୦ କୋଟି ବ୍ୟବସାୟ କରୁଛନ୍ତି ଜୁକରବର୍ଗ
ନୂଆଦିଲ୍ଲୀ,୨୮।୧୦: ସୋସିଆଲ ମିଡିଆ ପ୍ଲାଟଫର୍ମରେ ‘ଫେସବୁକ୍’ର ଲୋକପ୍ରିୟତା ଅଧିକ। ସାରା ବିଶ୍ୱରେ ଏହାର ବ୍ୟବହାରକାରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜଣେ ଅନ୍ୟଜଣେ ପରିଚିତଙ୍କ ସହ ଯୋଡ଼ି ହେବାକୁ ଆରମ୍ଭ ହୋଇଥିବା ଏହି ପ୍ଲାଟଫର୍ମ ଆଜିର ସମୟରେ ବ୍ୟବସାୟରେ…
ପୁଣି ଅଡ଼ୁଆରେ ବାବା ରାମଦେବ
ନୂଆଦିଲ୍ଲୀ,୨୮।୧୦: କରୋନା ସମୟରେ ଲୋକଙ୍କୁ ଏଲୋପାଥି ସମ୍ପର୍କରେ ଭୁଲ ମନ୍ତବ୍ୟ ଦେଇ ଭ୍ରମ ଧାରଣା ସୃଷ୍ଟି କରିଥିଲେ ବାବା ରାମଦେବ। ଭାରତୀୟ ମେଡିକାଲ ଆସୋସିଏଶନ ଏବଂ ଅନ୍ୟ ଡାକ୍ତର ସଂଘ ଦ୍ୱାରା ଆଗତ ମାମଲାକୁ ଭିତ୍ତି କରି ଦିଲ୍ଲୀ ହୋଇକୋର୍ଟ ରାମଦେବଙ୍କୁ…
ମମିତାଙ୍କ ପରିବାରକୁ ଭେଟିଲା ଜାତୀୟ କଂଗ୍ରେସ ଟିମ୍
ବଲାଙ୍ଗୀର ଅଫିସ,୨୮ା୧୦: ମମିତା ମେହେରଙ୍କ ପରିବାରବର୍ଗଙ୍କୁ ଗୁରୁବାର ଜାତୀୟ କଂଗ୍ରେସର ଉଚ୍ଚସ୍ତରୀୟ ଟିମ୍ ବଲାଙ୍ଗୀର ଜିଲାର ଝରଣୀ ଗାଁକୁ ଯାଇ ଭେଟିଛନ୍ତି । ଏହି ଟିମ୍ରେ ଜାତୀୟ କଂଗ୍ରେସ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରଣଦୀପ ସିଂ ସୂର୍ଯ୍ୟବାଲା, ଓଡ଼ିଶା ପ୍ରଭାରୀ ଏ.…
ଗାଈ ଚରାଇବାକୁ ଯାଇ ୫ ଦିନ ହେଲା ଯୁବକ ନିଖୋଜ: ଏସ୍ପି ଅଫିସ ଘେରିଲେ ଗ୍ରାମବାସୀ
ଖୋର୍ଦ୍ଧା ଅଫିସ,୨୮ା୧୦: ଖୋର୍ଦ୍ଧା ଟାଉନ୍ ଥାନା କୁମ୍ବିଲୋ ଗ୍ରାମର ସନ୍ତୋଷ ବେହେରା(୨୨) ଗତ ୫ଦିନ ହେଲା ନିଖୋଜ ଅଛନ୍ତି। ଅଭିଯୋଗ ସତ୍ତ୍ବେ ଚୁପ୍ ବସିଛି ପୋଲିସ। ଏହାର ପ୍ରତିବାଦରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ଗୁରୁବାର…
ଆର୍ୟନଙ୍କୁ ମିଳିଲା ଜାମିନ
ମୁମ୍ବାଇ,୨୮।୧୦: ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟ୍ୟନଙ୍କୁ କ୍ରୁଜ୍ ଡ୍ରଗ୍ସ ମାମଲାରେ ଶେଷରେ ଜାମିନ ମିଳିଛି। ଗୁରୁବାର ବମ୍ବେ ହାଇକୋର୍ଟ ଲଗାତର ୩ ଦିନ ଶୁଣାଣି ପରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହାସହ ଆର୍ୟନଙ୍କ ଦୁଇ ସାଙ୍ଗ ଅରବାଜ ମର୍ଚ୍ଚାଣ୍ଟ…
Archives


