Home Left

‘ମର୍ଣ୍ଣି ଓ୍ବାକ୍‌’ ଯାଇଥିବାବେଳେ ମାଡିଗଲା ସ୍କର୍ପିଓ: ଚାଲିଗଲା ୪ ଜୀବନ

ପାଟନା,୨୯।୧୦: ବିହାରରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ବିହାରର ଆରା ଜିଲାରେ ଏକ ସଡ଼କ ଦୁର୍ଘଟଣାରେ ୪ ଜଣ ମହିଳାଙ୍କ ଜୀବନ ଯାଇଛି। ‘ମର୍ଣ୍ଣି ଓ୍ବାକ୍‌’ ଯାଇଥିବାବେଳେ ୪ ମହିଳାଙ୍କ ଉପରେ ସ୍କର୍ପିଓ ଚଢିଯାଇଥିଲା। କୁହାଯାଉଛି ଯେ ଗାଡି ଚାଳକ…

ଆରମ୍ଭ ହେଲା ‘ସର୍‌ଗି ଫୁଲ’

ଭୁବନେଶ୍ୱର,୨୯।୧୦ (ବ୍ୟୁରୋ): ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଗୁରୁବାର ‘ସର୍‌ଗି ଫୁଲ’ ଉଦ୍‌ଘାଟିତ ହୋଇଯାଇଛି। ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଉଦ୍‌ଘାଟନ କରି ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗୀତା ମନୋଭାବ…

୨୨ ବର୍ଷରେ ମହାବାତ୍ୟା: ସ୍ମୃତି ଏବେ ବି ଅଭୁଲା

ଏରସମା,୨୮ା୧୦(ସ୍ବ.ପ୍ର.): ମହାବାତ୍ୟାର ଲୋମଟାଙ୍କୁରା ଘଟଣାବଳୀକୁ ଏବେବି ଲୋକେ ଭୁଲି ପାରିନାହାନ୍ତି। ୨୨ ବର୍ଷ ତଳେ ଅର୍ଥାତ୍‌ ୧୯୯୯, ଅକ୍ଟୋବର ୨୯ରେ ତାଣ୍ଡବ ରଚିଥିଲା ମହାବାତ୍ୟା। ଏବେବି ସେଦିନର ବିଭୀଷିକାପୂର୍ଣ୍ଣ କଥା ମନେପଡିଲେ ଛାତି ଥରିଉଠେ ବୋଲି ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ…

ଆର୍‌ବିଆଇ ଗଭର୍ନରଙ୍କ କାର୍ଯ୍ୟକାଳ ବଢିଲା

ନୂଆଦିଲ୍ଲୀ,୨୯।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ତିନି ବର୍ଷ ବୃଦ୍ଧି କରାଯାଇଛି। ତାଙ୍କର କାର୍ଯ୍ୟକାଳ ଡିସେମ୍ବର ୧୦, ୨୦୨୧ରେ ଶେଷ ହେବାର ଥିଲା କିନ୍ତୁ କ୍ୟାବିନେଟ ନିଯୁକ୍ତି କମିଟି ଶକ୍ତିକାନ୍ତଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଆରବିଆଇର ଗଭର୍ନର…

ଫେସ୍‌ବୁକ୍‌ ନାଁ ହେଲା ମେଟା

ନ୍ୟୁୟର୍କ, ୨୯ା୧୦: ସୋସିଆଲ ମିଡିଆ ଜିଆଣ୍ଟ ଫେସ୍‌ବୁକ୍‌ର ନାଁ ପରିବର୍ତ୍ତନ କରାଯାଇ ‘ମେଟା’ ରଖାଯିବ ବୋଲି କମ୍ପାନୀ ସିଇଓ ମାର୍କ ଜୁକରବର୍ଗ ଗୁରୁବାର ବାର୍ଷିକ କନେକ୍ଟ-୨୦୨୧ ବୈଠକରେ ଘୋଷଣା କରିଛନ୍ତି। ଫେସ୍‌ବୁକ୍‌ର ନାଁ ବଦଳିବା ନେଇ କିଛି ଦିନ ହେଲା କମ୍ପାନୀ…

ଯାଜପୁର ସହରକୁ ବିପର୍ଯ୍ୟସ୍ତ ରାସ୍ତା

ଯାଜପୁର ଅଫିସ,୨୯।୧୦:ଯେଉଁ ଅଞ୍ଚଳର ଗମନାଗମନ ଯେତେ ସୁରକ୍ଷିତ ଓ ସୁଦୃଢ ସେହି ଅଞ୍ଚଳ ସେତେ ଉନ୍ନତ ବୋଲି ବିଶ୍ୱାସ କରାଯାଏ । କିନ୍ତୁ ଦୁର୍ବଳ ନେତୃତ୍ୱ ତଥା ଠିକାଦାରୀ ରାଜନୀତି ଯାଜପୁର ଜିଲାର ବିକାଶ ଧାରାକୁ ପଛକୁ ଠେଲି ଦେଇଛି। ଗ୍ରାମ୍ୟ…

କୋହଲିଙ୍କୁ ଏମିତି ଦେଖି ଇଶାନଙ୍କ ପାଟି ରହିଗଲା ଖୋଲା

ଦୁବାଇ,୨୯।୧୦: ଟି -୨୦ ବିଶ୍ୱକପ ୨୦୨୧ରେ ଭାରତୀୟ କ୍ରିକେଟ ଦଳର ଯାତ୍ରା ବିପର୍ଯ୍ୟୟରୁ ଆରମ୍ଭ ହୋଇଛି। ସୁପର -୧୨ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନଠାରୁ ୧୦ ଉଇକେଟ ହରାଇ ପରାସ୍ତ ହୋଇଛି ଭାରତ। ଅକ୍ଟୋବର ୩୧ରେ ଦଳ ନ୍ୟୁଜିଲାଣ୍ଡକୁ ସାମ୍ନା…

୩ ଦିନ ପରେ ପେଟରେ ପଡ଼ିଥିଲା ଦାନା

ମହାକାଳପଡ଼ା,୨୯।୧୦ (ଡି.ଏନ୍‌.ଏ.): ୧୯୯୯, ଅକ୍ଟୋବର ୨୯ ତାରିଖ ଶୁକ୍ରବାର ଥିଲା କାଳରାତ୍ରି। ଆଜି ସେହି ଶୁକ୍ରବାର ମହାବାତ୍ୟାକୁ ପୂରିଲା ୨୨ ବର୍ଷ। ସେହି କାଳରାତ୍ରିର ଦୁଃଖ ଦୁର୍ଦ୍ଦଶା ହୃଦୟରୁ ଏବେବି ଲିଭି ନାହିଁ। କଟକ ରେଡିଓ ସେଣ୍ଟରରୁ ମହାବାତ୍ୟା ସମ୍ପର୍କରେ ସେତେବେଳେ…

ଆଜିର ଦିନକୁ କେବେ ଭୁଲିପାରିବେ ନାହିଁ ଭାରତୀୟ କ୍ରିକେଟ୍‌ ପ୍ରଶଂସକ

ନୂଆଦିଲ୍ଲୀ,୨୯।୧୦:ବର୍ଷ ୨୦୦୦, ଦିନ ୨୯ ଅକ୍ଟୋବର। ସ୍ଥାନ – ଶାରଜା। ସମସ୍ତ ଭାରତୀୟ କ୍ରିକେଟ ପ୍ରଶଂସକ ଏକ ବଡ଼ ଟାଇଟଲ୍‌ ବିଜୟ ପାଇଁ ଅପେକ୍ଷା କରିଥିଲେ, କିନ୍ତୁ ସମସ୍ତଙ୍କର ସ୍ବପ୍ନ ଧ୍ୱଂସ ହୋଇଯାଇଥିଲା। କେହି ଭାବି ନ ଥିଲେ ଯେ ସୌରଭ…

ହେନ୍ତାଳବଣ ହିଁ ସାମୁଦ୍ରିକ ଝଡ଼ରୁ ସୁରକ୍ଷା ଦେବ

କେନ୍ଦ୍ରାପଡ଼ା ଅଫିସ, ୨୯।୧୦: ୧୯୯୯, ଅକ୍ଟୋବର ୨୯ ମହାବାତ୍ୟାକୁ ଇତିମଧ୍ୟରେ ୨୨ ବର୍ଷ ବିତିଛି। ରାଜ୍ୟରେ ୧୦ ହଜାରରୁ ଅଧିକ ଓ କେନ୍ଦ୍ରାପଡ଼ା ଜିଲାରେ ୩୮୭ ଜଣଙ୍କର ଏହି ମହାବାତ୍ୟାରେ ଜୀବନ ଯିବା ପରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାର ନକ୍ସା ବଦଳିଛି।…

୩ ଦିନ ଭୋଟ ଗଣନା

ଭୁବନେଶ୍ୱର,୨୯।୧୦(ବ୍ୟୁରୋ):୨୦୨୨ ଫେବୃୟାରୀରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟଗ୍ରହଣ ଇଭିଏମ୍‌ ବଦଳରେ ବାଲଟ ପେପରରେ ହେବ। ଏଥିସହିତ ଭୋଟଗଣତି କ୍ରମାଗତ ୩ ଦିନ ଧରି ଚାଲିବ। ପ୍ରଥମ ଥର ପାଇଁ ବ୍ଲକସ୍ତରରେ ଭୋଟଗଣତି ହେବାକୁ ଥିବାରୁ ନଭେମ୍ବର ୧୫ତାରିଖ…

ନଭେମ୍ବର ୩୦ ଯାଏ ବଢ଼ିଲା କଣ୍ଟେନମେଣ୍ଟ କଟକଣା

ନୂଆଦିଲ୍ଲୀ, ୨୯।୧୦(ପି.ଟି.):କେତେକ ରାଜ୍ୟର ନିର୍ଦ୍ଦିଷ୍ଟ ଅଞ୍ଚଳରେ କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣ ବଢ଼ୁଥିବାରୁ ଏହା ଜନସ୍ବାସ୍ଥ୍ୟ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ସେଥିପାଇଁ କେନ୍ଦ୍ର ସରକାର କୋଭିଡ୍‌ କଣ୍ଟେନମେଣ୍ଟ କଟକଣାକୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସ୍ବରାଷ୍ଟ୍ର ସଚିବ ଅଜୟ ଭାଲ୍ଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri