Posted inଜାତୀୟ

ଦିଲ୍ଲୀର ଗୋକୁଲପୁରୀରେ ଭୟଙ୍କର ଅଗ୍ନିକାଣ୍ଡ: ୭ଜୀବନ୍ତଦଗ୍ଧ

ନୂଆଦିଲ୍ଲୀ,୧୨।୩: ରାଜଧାନୀ ଦିଲ୍ଲୀର ଗୋକୁଲପୁରୀ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୭ ଜଣ ଜୀବନ୍ତଦଗ୍ଧ ହୋଇଯାଇଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ଶୁକ୍ରବାର ବିଳମ୍ବିତ ରାତିରେ ଗୋକୁଲପୁରୀ ଅଞ୍ଚଳର ଏକ ବସ୍ତିରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଦେଖୁ ଦେଖୁ ଏହି ନିଆଁ ସମଗ୍ର ବସ୍ତିକୁ ବ୍ୟାପିଯାଇଥିଲା। ଖବର ପାଇ ଦମକଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବହୁ କଷ୍ଟରେ ନିଆଁକୁ ଆୟତ୍ତ କରିଥିଲେ। ଅନ୍ୟପଟେ ରାଜ୍ୟର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଟୁଇଟ କରି ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଶନିବାର ଘଟଣାସ୍ଥଳକୁ ଯାଇ ସେ ପୀଡ଼ିତଙ୍କୁ ଭେଟିବେ ବୋଲି କେଜ୍ରିଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୪ ବର୍ଷ ଜେଲରେ କାଟିଥିବା ବ୍ୟକ୍ତି ଏବେ ଏମ୍‌ବିବିଏସ୍‌

କାଲାବୁରାଗି,୧୫।୨: କର୍ନାଟକ କାଲାବୁରାଗି ଅଫଜଲପୁରାର ସୁଭାଷ ପାଟିଲ(୪୦) ନାମକ ଜଣେ ବ୍ୟକ୍ତିି ଜେଲରେ ୧୪ ବର୍ଷ ରହିବା ପରେ ବି ନିଜ ସ୍ବପ୍ନକୁ ସାକାର କରିପାରିଛନ୍ତି।...

ଟୁଇଟ୍‌ କରି ଆତ୍ମହତ୍ୟା କରିବାକୁ ଯାଉଥିବା ଯୁବକଙ୍କୁ ଉଦ୍ଧାର କଲେ ପୋଲିସ…

ନୂଆଦିଲ୍ଲୀ,୧୪।୩ : ପରୀକ୍ଷାରେ ଖରାପ ହେବାରୁ ଆତ୍ମହତ୍ୟା କରିବାକୁ ଯାଉଥିବା ଜଣେ ଯୁବକଙ୍କୁ ରାଜସ୍ଥାନ ପୋଲିସ ଉଦ୍ଧାର କରିଛନ୍ତି। ଯୁବକ ଜଣକ ଟୁଇଟ୍‌ କରି ସେ...

ପେଗାସସ୍‌ ପରେ ଏବେ ହର୍ମିଟ୍‌ ଟାର୍ଗେଟରେ ରାଜନେତା…

ନୂଆଦିଲ୍ଲୀ, ୨୦।୬ : ଇସ୍ରାଏଲର ଗୁପ୍ତଚର ସଫ୍ଟୱେର୍‌ ପେଗାସସ ନେଇ ଉତ୍ତେଜନା ପରେ ସରକାର ପ୍ରଭାବଶାଳୀ ଲୋକମାନଙ୍କର ଅନୁସନ୍ଧାନ ବନ୍ଦ କରିନାହାଁନ୍ତି। କିନ୍ତୁ ଏହି କାର୍ଯ୍ୟ...

ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଯୋଗୁ ଦିଲ୍ଲୀ ହିଂସା: ଏପ୍ରିଲ୍‌ ୧୩ରେ ଶୁଣାଣି; କେନ୍ଦ୍ରକୁ ରିପୋର୍ଟ ତଲବ

ନୂଆଦିଲ୍ଲୀ,୨୭।୨: ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଯୋଗୁ ଦିଲ୍ଲୀ ହିଂସା ହୋଇଥିବା ନେଇ ହାଇକୋର୍ଟରେ ଏକ ମାମଲା ଦାଖଲ କରାଯାଇଥିଲା। ଏହାର ବିଚାର କରି ଦିଲ୍ଲୀ ହାଇକୋର୍ଟ...

କରୋନା ଟିକାକରଣ: ବ୍ରିଟେନ, ଆମେରିକାକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ,୪ ।୨: ସାରା ଦେଶରେ ଜାନୁୟାରୀ ୧୬ରେ କରୋନା ଭାଇରସ ବିରୋଧରେ ଲଢିବାକୁ ଆରମ୍ଭ କରାଗଲା ଟିକାକରଣ କାର୍ଯ୍ୟକ୍ରମ । ଏବେ ମିଳିଥିବା ସୂଚନା ଅନୁଯାୟୀ...

ଅବସର ଗ୍ରହଣ ପରେ ଉପହାରରେ ମିଳିଲା କାର୍‌-ବୁଲେଟ- ହୁକ୍କା

ସୋନିପତ୍‌,୪।୨: ଅବସର ଗ୍ରହଣ କରିବା ସମୟରେ କର୍ମଚାରୀଙ୍କ ସମ୍ମାନରେ କେତେକ କାର୍ଯ୍ୟାଳୟରେ ସହକର୍ମୀମାନଙ୍କ ଦ୍ୱାରା ଏକ ସଭାର ଆୟୋଜନ କରାଯାଇଥାଏ। ଏହି ସଭାରେ ଅବସର ନେଉଥିବା...

ଘରୋଇ ହସ୍ପିଟାଲକୁ ମାର୍ଚ୍ଚ ସୁଦ୍ଧା ମିଳିବ କରୋନା ଟିକା: ପୁନାୱାଲା

ନୂଆଦିଲ୍ଲୀ,୪ ।୧: ସରକାର ପୁଣେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ(ସିଆଇଆଇ)ର କରୋନା ଭ୍ୟାକ୍ସିନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାଦ୍ୱାରା କେବଳ ସ୍ୱାସ୍ଥ୍ୟକର୍ମୀ ନୁହେଁ...

କ୍ଷମତା ନିଶାରେ ସାଧାରଣ ଜନତାଙ୍କୁ ନିର୍ଯାତନା: ତାଲିକାରେ ରହିଛି ଏସବୁ ପ୍ରଶାସନିକ ଅଧିକାରୀଙ୍କ ନାମ…

ସୁରଜପୁର/ଇନ୍ଦୋର/ପଞ୍ଚକୁଲା/ଅଗରତାଲା,୨୩।୫: ପ୍ରଶାସନିକ ଅଧିକାରୀ କ୍ଷମତା ନିଶାରେ ସାଧାରଣ ଜନତାଙ୍କୁ ନିର୍ଯାତନା ଦେବା ଘଟଣା କିଛି ନୂଆ ନୁହେଁ। ଏବେ ଛତିଶଗଡରେ ସୁଜରପୁର କଲେକ୍ଟର ରଣବୀର ଶର୍ମା...

Advertisement
Archives

Model This Week