Posted inଜାତୀୟ

ଦିଲ୍ଲୀର ଗୋକୁଲପୁରୀରେ ଭୟଙ୍କର ଅଗ୍ନିକାଣ୍ଡ: ୭ଜୀବନ୍ତଦଗ୍ଧ

ନୂଆଦିଲ୍ଲୀ,୧୨।୩: ରାଜଧାନୀ ଦିଲ୍ଲୀର ଗୋକୁଲପୁରୀ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୭ ଜଣ ଜୀବନ୍ତଦଗ୍ଧ ହୋଇଯାଇଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ଶୁକ୍ରବାର ବିଳମ୍ବିତ ରାତିରେ ଗୋକୁଲପୁରୀ ଅଞ୍ଚଳର ଏକ ବସ୍ତିରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଦେଖୁ ଦେଖୁ ଏହି ନିଆଁ ସମଗ୍ର ବସ୍ତିକୁ ବ୍ୟାପିଯାଇଥିଲା। ଖବର ପାଇ ଦମକଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବହୁ କଷ୍ଟରେ ନିଆଁକୁ ଆୟତ୍ତ କରିଥିଲେ। ଅନ୍ୟପଟେ ରାଜ୍ୟର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଟୁଇଟ କରି ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଶନିବାର ଘଟଣାସ୍ଥଳକୁ ଯାଇ ସେ ପୀଡ଼ିତଙ୍କୁ ଭେଟିବେ ବୋଲି କେଜ୍ରିଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖାତାକୁ ଯିବ ୧୭ ହଜାର କୋଟି: ସରକାର କଲେ ଘୋଷଣା

ନୂଆଦିଲ୍ଲୀ, ୯।୮: ଦେଶରେ ଚାଷୀଙ୍କ ହାତମୁଠାକୁ ଟାଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଜନା ଅବ୍ୟାହତ ରହିଛି। ରବିବାର ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ବଢୁଛି ଏଚ୍‌ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା, ମହାରାଷ୍ଟ୍ର ଶୀର୍ଷରେ…

ନୂଆଦିଲ୍ଲୀ, ୧୮।୪ : ଦେଶରେ ଏଚ୍‌ଆଇଭି ଏଡ୍‌ସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟାରେ ମହାରାଷ୍ଟ୍ର ଶୀର୍ଷରେ ରହିଛି। ଏହାପଛକୁ ଦ୍ୱିତୀୟ ସ୍ଥାନରେ ଉତ୍ତରପ୍ରଦେଶ...

ନନ୍ଦିନୀଙ୍କୁ ଫେମିନା ମିସ୍‌ ଇଣ୍ଡିଆ ମୁକୁଟ

ନୂଆଦିଲ୍ଲୀ,୧୭।୪: ରାଜସ୍ଥାନର ୧୯ ବର୍ଷୀୟା ନନ୍ଦିନୀ ଗୁପ୍ତା ୨୦୨୩ ବର୍ଷ ପାଇଁ ଫେମିନା ମିସ୍‌ ଇଣ୍ଡିଆ ମୁକୁଟ ଜିତିଛନ୍ତି। ଦିଲ୍ଲୀର ଶେୟା ପୁଞ୍ଜା ପ୍ରଥମ ରନର୍ସ...

ଦୁବାଇ ଶାସକଙ୍କ ମାଲାୟାଲମ ଟୁଇଟ୍‌ର ଉତ୍ତର ଆରବିକ୍‌ରେ ଦେଲେ କେରଳ ମୁଖ୍ୟମନ୍ତ୍ରୀ

ଥିରୁଭାନନ୍ତପୁରମ,୩।୨: ଦୁବାଇର ଶାସକ ତଥା ୟୁଏଇର ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ ରଶିଦ ଅଲ ମାକତୁମ ଗୁରୁବାର ମାଲାୟାଲମ ଭାଷାରେ ଏକ ଟୁଇଟ୍‌ କରିଥିଲେ। ଏମିରେଟ୍ସରେ...

ଅଗଷ୍ଟ ସୁଦ୍ଧା ୧୨ ବର୍ଷରୁ ଊର୍ଦ୍ଧ୍ୱଙ୍କ ପାଇଁ ଟିକା

ନୂଆଦିଲ୍ଲୀ, ୨୭।୬: ୧୨ ବର୍ଷରୁ ଊର୍ଦ୍ଧ୍ୱ ବୟସ ବର୍ଗଙ୍କ ପାଇଁ ଜୁଲାଇ ଶେଷ କିମ୍ବା ଅଗଷ୍ଟ ସୁଦ୍ଧା କୋଭିଡ୍‌ ଟିକା ଉପଲବ୍ଧ ହେବ ବୋଲି କେନ୍ଦ୍ର...

ପୁଲଓ୍ବାମା ଶହୀଦଙ୍କ ପୁଅଙ୍କୁ ସେନାରେ ଭର୍ତ୍ତି କରିବାକୁ ଇଛା ପ୍ରକାଶ କଲେ ସ୍ତ୍ରୀ

କାନପୁର,୫।୮: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଶରେ ଶହୀଦ ହୋଇଥିବା ପ୍ରଦୀପ ଯାଦବଙ୍କ ସ୍ତ୍ରୀ ନୀରଜ ଯାଦବ ଶନିବାର ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି। ପୁଅକୁ କୋଳରେ...

କାର୍‌କୁ ଧକ୍କା ଦେଲା କଣ୍ଟେନର: ୪ ମୃତ

ଲକ୍ଷ୍ନୌ,୧୪।୧୦: ଉତ୍ତରପ୍ରଦେଶର ସୁଲତାନପୁରର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବିଏମ୍‌ଡବ୍ଲୁ ଏବଂ କଣ୍ଟେନର ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା...

ଯେଉଁଠି ଜଳିଥିଲା ସ୍ତ୍ରୀଙ୍କ ଜୁଇ, ସେଠି ଆତ୍ମହତ୍ୟା କଲେ ସ୍ବାମୀ; ପୂରା ଘଟଣା ଜାଣିଲେ ଆଖିରେ ଆସିଯିବ ଲୁହ

ରାୟପୁର,୧୩ା୮: ବିବାହର ଦୁଇ ମାସ ପରେ ସ୍ତ୍ରୀଙ୍କ ମୃତ୍ୟୁ ସହି ନ ପାରି ଜଣେ ପୋଲିସ କର୍ମଚାରୀ ନିଜ ଜୀବନ ହାରି ଦେଇଛନ୍ତି। ଯେଉଁଠି ସ୍ତ୍ରୀଙ୍କର...

Advertisement
Archives

Model This Week