ପ୍ରାଥମିକ ବିଦ୍ୟାଳୟ ମିଶ୍ରଣ ନିଷ୍ପତ୍ତି ବିରୋଧରେ ଆମରଣ ଅନଶନ
ବରୀ,୧ା୧୧(ଡି.ଏନ୍.ଏ.): ବରୀ ଶିକ୍ଷା ମଣ୍ଡଳ ଅଧିନସ୍ଥ ଉଦୟନାଥପୁର ପ୍ରାଥମିକ ବିଦ୍ୟାଳୟର ମିଶ୍ରଣକୁ ନେଇ ଛାତ୍ରୀଛାତ୍ର, ଗ୍ରାମବାସୀ,ଅଭିଭାବକ ଓ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ପ୍ରସନ୍ନ ସାମଲଙ୍କ ନେତୃତ୍ୱରେ ଆଜି ବରୀ ଶିକ୍ଷା ମଣ୍ଡଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିବାର ଦେଖିବାକୁ ମିଳିଛି।…
ରାଷ୍ଟ୍ରପତିଙ୍କୁ ପ୍ରଶ୍ନ ପଚାରିବା ଖବରଦାତାଙ୍କୁ ପଡ଼ିଲା ମହଙ୍ଗା
ରିଓ,୧।୧୧: ଜି -୨୦ ଶିଖର ସମ୍ମିଳନୀ ବିଷୟରେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କୁ ପ୍ରଶ୍ନ କରିବା ଜଣେ ଖବରଦାତାଙ୍କୁ ମହଙ୍ଗା ପଡିଛି। ପ୍ରଶ୍ପ ପଚାରିବା ପାଇଁ ସମ୍ପୃକ୍ତ ଖବରଦାତାଙ୍କୁ ସୁରକ୍ଷାକର୍ମୀଙ୍କଠାରୁ ପ୍ରବଳ ମାଡ ଖାଇବାକୁ ପଡିଛି। ପରେ ଖବରଦାତା ସୁରକ୍ଷା କର୍ମୀଙ୍କ…
ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୩୬କୁ ବୃଦ୍ଧି
ଭୁବନେଶ୍ୱର,୧ା୧୧(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନେ କମିଲେ ଦିନେ ବଢ଼ୁଛି। ସେହିପରି ମୃତ୍ୟୁସଂଖ୍ୟା ମଧ୍ୟ ଦିନେ ବଢ଼ିଲେ ଦିନେ କମୁଛି। ଆଜି ଆଉ ୩ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…
ବନ୍ଧୁକ ମୁନରେ ୧୫ ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ
ପଦ୍ମପୁର,୧ା୧୧(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସୁଦର୍ଶନପୁର ମାଛ ହାଟ ଛକରେ ଜଣେ ସୁନା ଦୋକାନୀଙ୍କଠାରୁ ୧୫ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଚକାଡୋଳା ସୁନା ଦୋକାନର ତାପସ କୁମାର ସାହୁ ରବିବାର ରାତିରେ ଦୋକାନ ବନ୍ଦ…
ଅଣ୍ଡରଓ୍ବାଲର୍ଡ ସହ ନବାବ ମଲିକଙ୍କ ରହିଛି ସମ୍ପର୍କ: ଫଡନଭୀସ
ମୁମ୍ବାଇ,୧।୧୧: ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ନବାବ ମଲିକ ଏବେ ଚର୍ଚ୍ଚାରେ ଅଛନ୍ତିି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ଦେବେନ୍ଦ୍ର ଫଡନଭୀସଙ୍କ ବିରୋଧରେ ଅତ୍ୟନ୍ତ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ମଲିକ ଅଭିଯୋଗ କରିଛନ୍ତି ଯେ, ଦେବେନ୍ଦ୍ର ଫଡନାଭିସଙ୍କ ପୃଷ୍ଠପୋଷକତାରେ ମୁମ୍ବାଇ,…
ଏମିତି କାମ କଲେ ଶାହିଦ କପୁର, ରାଗିଗଲେ ସ୍ତ୍ରୀ
ଅଭିନେତା ଶାହିଦ କପୁର-ମୀରା ରାଜପୁତଙ୍କୁ ବଲିଉଡର ସୁପରହିଟ୍ କପଲ୍ ଆଖ୍ୟା ଦିଆଯାଇଛି। ଏହି ଦୁଇଜଣ ପ୍ରାୟତଃ ସୋସିଆଲ ମିଡିଆରେ ପରସ୍ପର ପ୍ରତି ଥିବା ପ୍ରେମକୁ ପ୍ରକାଶ କରନ୍ତି। ବେଳେବେଳେ ଉଭୟ ପରସ୍ପରର ଗୋଡ ଟାଣିବାର ସୁଯୋଗ ମଧ୍ୟ ହାତଛଡ଼ା କରନ୍ତି ନାହିଁ।…
ଡିଏମ୍ଇଟି ଦାୟିତ୍ୱ ନେଲେ ରମାରମଣ ମହାନ୍ତି
ଭୁବନେଶ୍ୱର,୧।୧୧(ବ୍ୟୁରୋ): ଡାଇରେକ୍ଟର ଅଫ୍ ମେଡିକାଲ ଏଜୁକେଶନ୍ ଆଣ୍ଡ୍ ଟ୍ରେନିଂ(ଡିଏମ୍ଇଟି) ଭାବେ ଡା. ରମାରମଣ ମହାନ୍ତି ଦାୟିତ୍ୱ ନେଇଛନ୍ତି। ଡିଏମ୍ଇଟି ଡା. ସିବିକେ ମହାନ୍ତିଙ୍କ କାର୍ଯ୍ୟକାଳ ରବିବାର ଶେଷ ହୋଇଥିବାବେଳେ ଡା. ରମାରମଣ ନୂଆ ଡିଏମ୍ଇଟି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା…
ଠକେଇ ପାଇଁ ଜାଲ୍ କମ୍ପାନୀ
ଭୁବନେଶ୍ୱର,୧ା୧୧(ବ୍ୟୁରୋ): ଠକେଇ ପାଇଁ ଜାଲ୍ କମ୍ପାନୀ ଖୋଲିଥିଲେ। ଜାଲ୍ କର୍ମଚାରୀଙ୍କ ନାଁରେ ଜାଲ୍ କାଗଜପତ୍ର ତିଆରି କରି ଏକ ଅର୍ଥ ଲଗାଣକାରୀ ସଂସ୍ଥାରୁ ୧୦ଲକ୍ଷ ଋଣ ନେଇଥିଲେ। ଆଉ ୨୦ ଲକ୍ଷ ଋଣ ନେବା ପୂର୍ବରୁ ଧରାପଡିଯାଇଥିଲେ। ଉକ୍ତ ଅର୍ଥ ଲଗାଣକାରୀ…
ଅର୍କବଟ ତଳେ ପୂଜା ପାଉଥିଲେ ଶ୍ରୀନଟେଶ୍ୱର
ପୂର୍ବ ଆଲୋଚନାରୁ ଜାଣିଲେ ଶାମ୍ବଙ୍କର ପ୍ରାୟଶ୍ଚିତ୍ତ ପାଇଁ ସେ ଯେଉଁ ତପସ୍ୟା କରିଥିଲେ ମୈତ୍ରେୟବନରେ (କୋଣାଦିତ୍ୟ) ତାହାର ସ୍ମାରକୀ ଦିବସ ହେଉଛି ଶାମ୍ବ ଦଶମୀ। ମନେହୁଏ ଏହି ସ୍ମାରକୀ ଦିବସ ଶାମ୍ବଙ୍କ ତପସ୍ୟାର ସିଦ୍ଧିଲାଭ ଦିବସ। ମୈତ୍ରେୟବନରେ ଏହା ହୋଇ ନ…
ଡାଇବେଟିସ୍ ଓ ଅଣ୍ଡା
ପ୍ରତିଦିନ ଆବଶ୍ୟକତାଠାରୁ ଅଧିକ ଅଣ୍ଡା ଖାଇଲେ ତାହା ଡାଇବେଟିସ୍ ସମସ୍ୟାକୁ ପରୋକ୍ଷରେ ଡାକି ଆଣିଥାଏ। କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନଙ୍କ ଦ୍ୱାରା ହୋଇଥିବା ଏକ ସର୍ଭେରୁ ଏପରି ତଥ୍ୟ ଲୋକଲୋଚନକୁ ଆସିଛି। ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଯେଉଁମାନେ ଦୈନିକ ଆବଶ୍ୟକତାଠାରୁ…
ସେମିଫାଇନାଲରେ ପହଞ୍ଚିପାରିବ ଭାରତ: ଜାଣନ୍ତୁ କେମିତି
ଦୁବାଇ,୧।୧୧: ଟି -୨୦ ବିଶ୍ୱକପ ୨୦୨୧ର ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଟିମ ଇଣ୍ଡିଆକୁ ୮ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍ରେ ଭାରତର କୌଣସି ବ୍ୟାଟ୍ସମ୍ୟାନ ବଡ଼ ଇନିଂସ ଖେଳି ପାରି ନ ଥିଲେ କିମ୍ବା କୌଣସି ବୋଲର ଚମତ୍କାର ପ୍ରଦର୍ଶନ…
ନୀରୋଗ ପାଇଁ ଜୀବନଧାରା
ଆମ ଶରୀରର ସମସ୍ତ କାର୍ଯ୍ୟ ଏକାଦଶ ଇନ୍ଦ୍ରିୟ ଦ୍ୱାରା ପରିଚାଳିତ। ଏହି ଇନ୍ଦ୍ରିୟଗୁଡ଼ିକ ମଧ୍ୟରୁ ପଞ୍ଚ ଜ୍ଞାନେନ୍ଦ୍ରିୟ (ଚକ୍ଷୁ, କର୍ଣ୍ଣ, ନାସା, ଜିହ୍ବା ଓ ତ୍ୱଚା), ପଞ୍ଚ କର୍ମେନ୍ଦ୍ରିୟ (ବାକ୍, ପାଣି, ପାଦ, ପାୟୁ ବା ଗୁଜ ଓ ଉପସ୍ଥ ବା…
Archives


