Home Left

ପ୍ରଧାନଶିକ୍ଷକଙ୍କ ସହିତ ୨ ଶିକ୍ଷୟିତ୍ରୀଙ୍କୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଏହି କାରଣ ପାଇଁ…

ନୀଳଗିରି, ୨୭।୪( ପ୍ରଶାନ୍ତ ବିଶ୍ୱାସ ): ବିଦ୍ୟାଳୟ ଅଫିସରେ ତାଲା, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସାମଲଙ୍କ ସହିତ ଦୁଇ ଶିକ୍ଷୟତ୍ରୀ ଗୃହବନ୍ଦୀ। ବାଲେଶ୍ବର ଜିଲା ଖନ୍ତାପଡ଼ା ଥାନା ଶାସନପଦା ୟୁଜି ୟୁପି ବିଦ୍ୟାଳୟରେ ଅଫିସ ରୁମରେ ପ୍ରଧାନଶିକ୍ଷକ ସହ…

ରେଙ୍ଗାଳି ବାମ ବନ୍ଧ କେନାଲ ଡିଭିଜନ ଅଫିସ ସିଲ

କାମାକ୍ଷାନଗର,୨୭।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ରେଙ୍ଗାଳି ବାମ କେନାଲରେ ୨୦୦୩-୪ ମସିହାରୁ ଠିକା କାମ କରି ପ୍ରାୟ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବକେୟା ଅର୍ଥ ପ୍ରାପ୍ୟ ପାଇ ନ ଥିବାରୁ ସମ୍ପୃକ୍ତ ଠିକାସଂସ୍ଥା ଅର୍ଥ ପାଇଁ କୋର୍ଟର…

ମେ’ ୧ରୁ କାର୍ଯ୍ୟକାରୀ ହେବ ଏହି ୮ ନିୟମ, ଆପଣଙ୍କ ପକେଟ୍‌କୁ କରିବ ପ୍ରଭାବିତ, ଜାଣନ୍ତୁ କ’ଣ କ’ଣ…

ନୂଆଦିଲ୍ଲୀ,୨୭।୪: ମେ ୧ ତାରିଖରୁ ଭାରତରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କାର୍ଯ୍ୟକାରୀ ହେବ । ଯାହା ସାଧାରଣ ଲୋକଙ୍କ ଦୈନନ୍ଦିନ ଆର୍ଥିକ ଜୀବନ ଉପରେ ଏକ ବଡ଼ ପ୍ରଭାବ ପକାଇବ। ଏହି ପରିବର୍ତ୍ତନଗୁଡ଼ିକ ବ୍ୟାଙ୍କିଙ୍ଗ, ଡିଜିଟାଲ ପେମେଣ୍ଟ, ଟିକସ, ମ୍ୟୁଚୁଆଲ ଫଣ୍ଡ…

ଏମ୍‌ପି, ଏମ୍‌ଏଲଏ ପ୍ରତିନିଧିଙ୍କ ବିରୋଧରେ ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ଭାଜପା କର୍ମୀ

ପାଟଣା,୨୭ା୪(ବୀରକିଶୋର ଦାଶ): ଅଢ଼େଇ ବର୍ଷର ଭାଜପା ସରକାର ଶାସନ କରିବା ପରେ ସୋମବାର ପାଟଣା ନିର୍ବାଚନ ମଣ୍ଡଳୀରେ ଭାଜପା କର୍ମୀ ଓ ନେତାମାନେ ଖୋଲାଖୋଲି କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ ଓ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ କାର୍ଯ୍ୟଶୈଳୀ ଉପରେ…

ମେ ୧ରୁ ବଦଳିବ LPG ଗ୍ୟାସ ନିୟମ! ବାଧ୍ୟତାମୂଳକ ହେବ…

ନୂଆଦିଲ୍ଲୀ,୨୭।୪: ମେ ମାସ ପାଖେଇ ଆସୁଥିବାରୁ, ଏଲପିଜି ସିଲିଣ୍ଡର ବୁକିଂ ନିୟମରେ ଆହୁରି ପରିବର୍ତ୍ତନ ହେବାର ଖବର ପୁଣି ଥରେ ଶିରୋନାମା ପାଲଟିଛି। ଫେବୃଆରୀ ୨୮ ତାରିଖରେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର…

୪୫ ବର୍ଷ ପରେ ମେ’ରେ ଚାଲିବ ଏହି ଟ୍ରେନ୍‌: ଟିକେଟ୍‌ର ମୂଲ୍ୟ ୧୮ ଲକ୍ଷ ଟଙ୍କା: ଜାଣନ୍ତୁ ରୋଚକ ଯାତ୍ରା ବିଷୟରେ…

ଜୟପୁର,୨୭।୪:ରାଜସ୍ଥାନର ରାଜକୀୟ ପରିଚୟ ପାଲଟିଥିବା ବିଳାସପୂର୍ଣ୍ଣ ଟ୍ରେନ ‘ପ୍ୟାଲେସ ଅନ ହ୍ବିଲ୍ସ’ ପୁଣି ଥରେ ଚର୍ଚ୍ଚାରେ ରହିଛି। କିନ୍ତୁ ଏଥର ଏକ ନିର୍ଦ୍ଦିଷ୍ଟ କାରଣ ପାଇଁ। ପ୍ରାୟ ୪୫ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଏହି ଟ୍ରେନ ମେ ମାସର…

ଆମେରିକାକୁ ଇରାନ ଦେଲା ପ୍ରସ୍ତାବ, ନ ଶୁଣି ଏମିତି ଅଲ୍ଟିମେଟମ୍‌ ଦେଲେ ଟ୍ରମ୍ପ, ତିନି ଦିନ ମଧ୍ୟରେ…

ଓ୍ବାଶିଂଟନ୍‌,୨୭।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସମାପ୍ତ କରିବା ପାଇଁ ଇରାନ ଆମେରିକାକୁ ଏକ ପ୍ରସ୍ତାବ ଦେଇଛି। ଇରାନର ବୈଦେଶିକ ମନ୍ତ୍ରୀଙ୍କ ରୁଷିଆ ଗସ୍ତରେ କ୍ରୋଧିତ ଥିବା ଟ୍ରମ୍ପ ମଧ୍ୟ ଇରାନକୁ ତିନି ଦିନର ଅଲ୍ଟିମେଟମ୍‌ ଦେଇଛନ୍ତି। ଇରାନ କହିବାଅନୁସାରେ, ଆମେରିକା ହର୍ମୁଜ ପ୍ରଣାଳୀ…

ଚାଷୀଙ୍କ ପ୍ରତି ରହୁନାହିଁ କମ୍ପାନୀର ଦାୟିତ୍ୱ: ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପଦ୍ମପୁର,୨୭।୪ (ପ୍ରଦୀପ୍ତ ଦାଶ): ରାଜବୋଡାସମ୍ବର ଇନପୁଟ ଡିଲର ୟୁନିୟନ ପକ୍ଷରୁ ସୋମବାର ଭାରତ ପ୍ରଧାନମନ୍ତ୍ରୀ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ଦଫା ସମ୍ବଲିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସ୍ଥାନୀୟ ଭେଉଁରିଆ ଛକର ୟୁନିୟନର କର୍ମକର୍ତ୍ତା ଗଣ ଏକ ବିରାଟ…

ଟେନ୍‌ସନ୍‌ ଦୂର ହେବାର ସହଜ ଉପାୟ

ବର୍ତ୍ତମାନ କାମ ଚାପରେ ହେଉ ଅବା କେତେକ କାରଣରୁ ଆମେ ଚାପର ବଶବର୍ତ୍ତୀ ହେବା କିଛି ନୂଆ କଥା ନୁହେଁ। ପୁଣି କେତେକ ଚାପରୁ କିପରି ମୁକ୍ତି ପାଇବେ ସେ ବିଷୟ ଚିନ୍ତା କରି ନ ଥାନ୍ତି। ଫଳରେ ଚାପର ପରିସର…

ଯାଉ ଯାଉ ଭାଜପାକୁ ଖୁସିଖବର ଦେଲେ ରାଘବ ଚଢା, NDAକୁ ବମ୍ଫର ଫାଇଦା, ସମୀକରଣ ଜାଣିଲେ…

ନୂଆଦିଲ୍ଲୀ,୨୭।୪: ରାଘବ ଚଢା ଭାଜପାକୁ ଖୁସି କରାଇଛନ୍ତି। ରାଘବ ଚଢାଙ୍କ ଏକ ନିଷ୍ପତ୍ତି ଭାଜପା ଏବଂ ଏନଡିଏର ଶକ୍ତି ବୃଦ୍ଧି କରିଛି। ରାଜ୍ୟ ସଭାରେ ଏନଡିଏର ଶକ୍ତି ୧୪୮କୁ ବୃଦ୍ଧି ପାଇଛି। ଏହାର ଅର୍ଥ ହେଉଛି ଏନଡିଏ ଏବେ ଦୁଇ-ତୃତୀୟାଂଶ ବହୁମତ…

ଦଳ ବିରୋଧୀ ବିଧାୟକଙ୍କ ଉପରେ ତାତିଲେ ପ୍ରମିଳା, କହିଲେ…

ଭୁବନେଶ୍ୱର,୨୭।୪: ଦଳ ବିରୋଧୀ ବିଧାୟକଙ୍କ ଉପରେ ତାତିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ କହିଛନ୍ତି,ଯେଉଁ ବିଧାୟକ ଦଳ ବିରୋଧୀ କାମ କରିଛନ୍ତି ତାଙ୍କର ଆବଶ୍ୟକତା ନାହିଁ।ବିଜେଡି ପକ୍ଷରୁ ମୁଖ୍ୟ ସଚେତକ ଭାବେ ମୁଁ ବାଚସ୍ପତିଙ୍କୁ ଲେଖିଛି। ଯେଉଁ…

କଂଗ୍ରେସ ଛାଡ଼ିଲେ ପ୍ରଶାନ୍ତ ଶତପଥୀ, ପିସିସି ସଭାପତିଙ୍କ ବିରୋଧରେ…

ଭୁବନେଶ୍ୱର,୨୭ା୪: କଂଗ୍ରେସ ଛାଡ଼ିଛନ୍ତି ପ୍ରଶାନ୍ତ ଶତପଥୀ। ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରଶାନ୍ତ ତାଙ୍କର ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନିକଟକୁ ପଠାଇ ଦେଇଛନ୍ତି। ଇସ୍ତଫା ଦେବା ସହ ପିସିସି ସଭାପତି ଭକ୍ତ ଦାସଙ୍କ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?