Home Left

ବିରାଟଙ୍କ ଫଟୋ ଶେୟାର କରି ଅନୁଷ୍କା ଲେଖିଲେ ଏମିତି

ମୁମ୍ବାଇ: ଆଜି ଅର୍ଥାତ୍‌ ନଭେମ୍ବର ୪ରେ ହେଉଛି ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସ୍ବାମୀ ତଥା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଜନ୍ମଦିନ। ଏହି ଉପଲକ୍ଷେ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ତାଙ୍କ ପ୍ରଶଂସକଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ…

ଭୁଲ୍‌ ଇଞ୍ଜେକଶନ ପାଇଁ ଚାଲିଗଲା ରୋଗୀଙ୍କ ଜୀବନ: ୫୯ ନଂ. ଜାତୀୟ ରାଜପଥ ଅବରୋଧ

ଫୁଲବାଣୀ ଅଫିସ,୫।୧୧: ରୋଗୀଙ୍କ ମୃତ୍ୟୁକୁ ନେଇ କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଉତ୍ତେଜନା ଦେଖାଯାଇଛି। ଭୁଲ୍‌ ଇଞ୍ଜେକଶନ ଦେବା ଯୋଗୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ସଲାଗୁଡ଼ା ତେଲେପଙ୍ଗା ଗ୍ରାମର ରବୀଚନ୍ଦ୍ର ଦିଗାଲଙ୍କ ଗୋଡ଼ ବଥା ସହ…

ମମିତା ହତ୍ୟା ମାମଲା: ପୋଲିସ ହାତରେ ଲାଗିଲା ଆଉ କିଛି ନୂଆ ତଥ୍ୟ

ଭବାନିପାଟଣା,୫।୧୧(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପୋଲିସକୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। । ଗୋବିନ୍ଦ ସାହୁ ମମିତାଙ୍କୁ ହତ୍ୟା କରିବା ପରେ…

କୋହଲିଙ୍କୁ ଜନ୍ମଦିନରେ ଏହି ଉପହାର ଦେବ କି ଟିମ୍‌ ଇଣ୍ଡିଆ

ଆବୁଧାବି,୫।୧୧: ଟି୨୦ ବିଶ୍ୱକପ୍‌ର ଚତୁର୍ଥ ମୁକାବିଲାରେ ସ୍କଟଲ୍ୟାଣ୍ଡକୁ ଭେଟିବ ଟିମ୍‌ ଇଣ୍ଡିଆ। ଅଙ୍କ ତାଲିକା ଦେଖିଲେ ଏହି ମ୍ୟାଚ୍‌ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ ପଟେ ବଡ଼ ବ୍ୟବଧାନରେ ବିଜୟ ଉପରେ ଭାରତର ସେମିଫାଇନାଲରେ ପ୍ରବେଶର ସୁଯୋଗ ନିର୍ଭର କରିବ।…

ମଦପିଇ ଗଣ୍ଡଗୋଳ: ଯୁବକଙ୍କୁ ଇଟା ଫିଙ୍ଗି ମାରିଦେଲେ

ଝାରସୁଗୁଡା ଅଫିସ,୫।୧୧: ଝାରସୁଗୁଡା ଜିଲା ବଡମାଲ ଥାନା ଅନ୍ତର୍ଗତ କୁମ୍ଭାରୀ ଗ୍ରାମ ଯାମ୍ପ ପଡାରେ ଗତ ଗୁରୁବାର ରାତିରେ ଏକ ହତ୍ୟା କାଣ୍ଡ ଘଟିଛି। ମଦପିଇ କେତେକ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ କେତେକ ଯୁବକ ଜଣେ…

ଅଶ୍ୱିନଙ୍କୁ ନେଇ କୋହଲିଙ୍କ ବଡ଼ ବୟାନ

ଆବୁଧାବି,୫।୧୧: ଆଇସିସି ଟି-୨୦ ବିଶ୍ୱକପ୍‌ରେ ଆଫଗାନିସ୍ତାନ ବିପକ୍ଷ ମୁକାବିଲାକୁ ଜିତିନେଇ ଭାରତ ପ୍ରଥମ ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଅନୁଭବୀ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ଅଶ୍ୱିନ ୪ ବର୍ଷ ପରେ ଭାରତୀୟ ଟି୨୦ ସ୍କ୍ବାର୍ଡକୁ…

ପାଇପ ଯୋଗେ ଜଳ ଯୋଗାଣ ଲାଗି ବିଡିଓଙ୍କୁ ନିବେଦନ

ଦାରିଙ୍ଗବାଡି,୫।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ଅଧିନ ଗାର୍ଗାବାଡି ଗ୍ରାମରେ ୧୧ପରିବାର ଲୋକଙ୍କୁ ପାଇପଯୋଗେ ପିଇବାପାଣି ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଗାଁକୁ ପାଇପଯୋଗେ ଜଳଯୋଗାଣ କରାଯାଉଥିଲେ ସୁଦ୍ଧା ୧୧ଟି ପରିବାର ବାଦ ପଡିଛନ୍ତି। ଏ ନେଇ ଶୁକ୍ରବାର ଦାରିଙ୍ଗବାଡି…

ପାହାଡ଼ ଉପରେ ଠିଆ ହୋଇ ଫଟୋ ଉଠାଉଥିଲେ ସ୍ତ୍ରୀ, ସ୍ବାମୀ ବୁଲି ଚାହିଁଲା ବେଳକୁ…

ବ୍ରୁସେଲ୍ସ: ବେଲ୍‌ଜିୟମର ଏକ ପାହାଡ଼ ଉପରକୁ ବୁଲି ଯାଇଥିଲେ ଦମ୍ପତି। ସେଠାରେ ଠିଆ ହୋଇ ଫଟୋ ଉଠାଉଥିଲେ ମହିଳା ଜଣକ। ଏହି ସମୟରେ ସେ ୧୦୦ ଫୁଟ ଉଚ୍ଚରୁ ତଳକୁ ଖସି ପଡ଼ିଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ଜାଣନ୍ତୁ ପୂରା…

ଟିକାକରଣକୁ ଅଧିକ ତ୍ୱରାନିତ କରିବାକୁ ପରାମର୍ଶ

ଭୁବନେଶ୍ବର,୫।୧୧(ବ୍ୟୁରୋ): ଅନ୍ୟ ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟରେ ଟୀକାକରଣକୁ ଅଧିକ ତ୍ୱରାନିତ କରାଯାଉଛି । ୨ ଡୋଜ ଟିକା ନେଲା ପରେ ବି କୋଭିଡ ନିୟମ ମାନିବା ସହ ଗହଳି ଜାଗାରୁ ଦୁରେଇ ରହିବାକୁ ହେବ ବୋଲି ପରିବାର କଲ୍ୟାଣ…

ଆଇପିଏଲ୍‌ ହିଁ ଯଥେଷ୍ଟ; ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଗମ୍ଭୀରତାର ସହ ନେଉନାହିଁ ଭାରତୀୟ ଟିମ୍‌

ନୂଆଦିଲ୍ଲୀ,୫।୧୧: ୟୁଏଇ ଏବଂ ଓମାନରେ ଚାଲିଥିବା ଆଇସିସି ଟି-୨୦ ବିଶ୍ୱକପ୍‌ର ପ୍ରାରମ୍ଭିକ ମୁକାବିଲାରେ ଖରାପ ପ୍ରଦର୍ଶନ କରିଥିଲା ଭାରତ। ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍‌ରେ ପରାଜିତ ହୋଇଥିଲା ଦଳ। ଏହାକୁ ନେଇ ବିଶ୍ୱକପ୍‌ର ସେମିଫାଇନାଲ ମୁକାବିଲାରେ ପ୍ରବେଶ କରିବା…

ବିହାର ମଦ ମୃତ୍ୟୁ ଘଟଣାକୁ ନେଇ ତେଜିଲା ରାଜନୀତି

ପାଟନ,୫ ।୧୧: ବିହାରରେ କେବଳ କାଗଜ ପତ୍ରରେ ମଦ ବିକ୍ରିକୁ ବିରୋଧ କରାଯାଇଛି । ହେଲେ ଏହି ମଦ ଏବେ ପୁଣିଥରେ ମୃତ୍ୟୁର କାରଣ ପାଲଟିଛି ଆଉ ଉଜାଡି ଦେଇଛି ଅନେକ ପରିବାର । ଦୀପାବଳିରେ ବିହାର ଗୋପାଳଗଞ୍ଜ ଓ ବେତିୟାରେ…

ହାଜର ହେଲେ ଆର୍ଯ୍ୟନ

ମୁମ୍ବାଇ,୫ ।୧୧: କ୍ରୁଜ ଡ୍ରଗ୍ସ ମାମଲାରେ ସର୍ତ୍ତ ମୂଳକ ଜାମିନ ପାଇଥିବା ବଲିଉଡ୍ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁ ଶୁକ୍ରବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ହାଜର ସମୟରେ ତାଙ୍କ ସହ ପିତା ଶାହାରୁଖଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri