Home Left

ପ୍ରେମରେ ପଡ଼ିଛନ୍ତି କି.. ଏହି ୪ଟି କଥା ମନେରଖନ୍ତୁ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଏବଂ ଉପାୟ ବିଷୟରେ ଉଲ୍ଲେଖ କରିଛନ୍ତି। ସେପରି ଗୋଟିଏ ହେଲା ପ୍ରେମ ଜୀବନକୁ ନେଇ। ଏହି ନୀତିକୁ ଅନୁସରଣ କଲେ ଜଣେ ସଫଳ ପ୍ରେମୀ ହୋଇପାରିବ ଏଥିରେ ସନ୍ଦେହ…

ପରିବାର ସହ ଲଣ୍ଡନ ଚାଲିଯିବେ ମୁକେଶ ଅମ୍ବାନୀ, ୩୦୦ ଏକର ଜମିରେ ନିର୍ମାଣ କରୁଛନ୍ତି ବଙ୍ଗଳା !

ନୂଆଦିଲ୍ଲୀ,୫।୧୧: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଚେୟାରମ୍ୟାନ୍‌ ତଥା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ନିଜ ତଥା ପରିବାର ଲାଗି ଦ୍ୱିତୀୟ ଘର ନିର୍ମାଣ କରୁଛନ୍ତି। ସେ ପରିବାର ସହ ଅନ୍ୟ ଦେଶରେ ବସବାସ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏକ…

ଜନ୍ମଦିନରେ ଟସ୍‌ ଜିତିଲେ ବିରାଟ

ଦୁବାଇ,୫।୧୧: ଲଗାତାର ଟସ୍‌ ହାରୁଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ଶୁକ୍ରବାର ଜନ୍ମଦିନରେ ସ୍କଟଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଟସ୍‌ ଜିତିଛନ୍ତି। ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି କୋହଲି। ଗତ ୧୪ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସେ ୧୩ ଥର…

ମ୍ୟାଚ୍‌ ଛଡ଼ାଇ ନେଲେ ନିଶାମ, ଫିଲିପ୍ସ

ଶାରଜା,୫।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତୀୟ ଦଳର ସେମିଫାଇନାଲ ଆଶାକୁ ଧକ୍କା ଲାଗିଛି। ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ନାମ୍ବିଆକୁ ୫୨ ରନ୍‌ରେ ହରାଇ ଦେଇଛି ନ୍ୟୁଜିଲାଣ୍ଡ। ଏବେ ନ୍ୟୁଜିଲାଣ୍ଡ ୬ ପଏଣ୍ଟ ସହ ଅଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି।…

୫ ସ୍ପିନରଙ୍କ ସହ ଭାରତ ଗସ୍ତ କରିବ ନ୍ୟୁଜିଲାଣ୍ଡ

ଓ୍ବେଲିଂଟନ,୫।୧୧: ଆସନ୍ତା ୨୫ ତାରିଖରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌। ଏହି ସିରିଜ୍‌ ଲାଗି ଶୁକ୍ରବାର ଘୋଷିତ ହୋଇଥିବା ୧୫ ଜଣିଆ ନ୍ୟୁଜିଲାଣ୍ଡ ଦଳରେ ସ୍ଥାନ ପାଇଛନ୍ତି ୫ ସ୍ପିନର।…

ନୂଆ ଗେଟଅପରେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍ ଷ୍ଟାରକିଡ୍ ତଥା ନବାଗତା ନାୟିକା ଜାହ୍ନବୀ କପୁର ଆଜିକାଲି ଖୁବ୍ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଏହି ଅଭିନେତ୍ରୀ ଏବେ ଲକ୍ଷେ ଦିଲ କି ଧଡକନ ପାଲଟି ଗଲେଣି । ଦୀପାବଳିରେ ଜାହ୍ନବୀଙ୍କ ଗେଟଅପ୍ ସିମ୍ପଲ…

ଅନ୍ତିମ ୪ ଓଭରରେ ମ୍ୟାଚ୍‌କୁ ଫେରିଲା ନ୍ୟୁଜିଲାଣ୍ଡ

ଶାରଜା,୫।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଶୁକ୍ରବାର ନାମ୍ବିଆ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଶକ୍ତିଶାଳୀ ନ୍ୟୁଜିଲାଣ୍ଡ ଦଳ ଅନ୍ତିମ ୪ ଓଭରରେ ମ୍ୟାଚ୍‌ ଫେରିଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୧୬ ଓଭର ମଧ୍ୟରେ ୪ ପ୍ରମୁଖ ଉଇକେଟ ହରାଇ…

ଇସ୍ତଫା ଫେରାଇ ନେଲେ ସିଦ୍ଧୁ

ଚଣ୍ଡିଗଡ଼,୫ ।୧୧: ପଞ୍ଜାବ କଂଗ୍ରେସରେ ଲାଗି ରହିଥିବା କଳହ ତୁଟିବାର ନାଁ ନେଉନି । କିନ୍ତୁ ବେଳକୁ ବେଳ ଏହା ସମାଧାନ ଆଡକୁ ଯାଉଥିବା ଦେଖାଯାଉଛି । ଶୁକ୍ରବାର କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ତାଙ୍କ ଇସ୍ତଫା ପତ୍ର ଫେରାଇ…

ପ୍ରତିଶ୍ରୁତି ପରେ ହଟିଲା ଏମ୍‌ଜିଏନ୍‌ଇଆର୍‌ଇଜିଏସ୍‌ ହିତାଧିକାରୀଙ୍କ ଆମରଣ ଅନଶନ

ଦାରିଙ୍ଗବାଡି,୫।୧୧(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଅଞ୍ଚଳରେ ଏମ୍‌ଜିଏନ୍‌ଇଆର୍‌ଇଜିଏସ୍‌ ହିତାଧିକାରୀ ଆମରଣ ଅନଶନରେ ବସିଥିଲେ। ପରେ ଦାରିଙ୍ଗବାଡିରେ ନୁତନଭାବେ କାର୍ଯ୍ୟରେ ଯୋଗଦେଇଥିବା ବିଡିଓ ଗଦାଧର ପାତ୍ର ଆନ୍ଦୋଳନକାରୀଙ୍କ ନିକଟରେ ପହଞ୍ଚି ବୁଝାଶୁଝା କରିବା ସହ ଆସନ୍ତା ୧୫ଦିନ ମଧ୍ୟରେ…

ନାଇଟ୍‌ କର୍ଫ୍ୟୁ ହଟାଇଲେ କର୍ନାଟକ ସରକାର

ବେଙ୍ଗାଲୁରୁ,୫ା୧୧: କର୍ନାଟକ ସରକାର ନାଇଟ୍‌ କର୍ଫ୍ୟୁ ହଟାଇ ଦେଇଛନ୍ତି। କରୋନା ସଂକ୍ରମଣ ମାମଲା ଏଠାରେ ବଢୁଥିବାରୁ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଥିଲା। ତେବେ ଆଜିଠାରୁ ରାତିର ନାଇଟ୍‌ କର୍ଫୁ ହଟାଇ ଦିଆଯାଇଛି। ଏଠାରେ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‌…

ପ୍ରେମ ବ୍ୟାପାରକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ: ପୋଲିସ ଗାଡି ଉପରକୁ ଢେଲା ମାଡ଼

ଗଞ୍ଜାମ,୫।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପାଳୁରୁଗଡ଼ ଗାଁରେ ପ୍ରେମ ବ୍ୟାପାରକୁ କେନ୍ଦ୍ର କରିଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ତଦନ୍ତ କରିବାକୁ ଯାଇଥିବା ହୁମା ଫାଣ୍ଡି ପୋଲିସ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇଥିବା ଜଣା ପଡିଛି। ପୋଲିସ ଗାଡି ଉପରେ ଢେଲା ମାଡ…

ଶ୍ରୀନଗରର ବୋମିନାରେ ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କବାଦୀ ଆକ୍ରମଣ

ଜମ୍ମୁ,୫ ।୧୧: ଶ୍ରୀନଗରର ବୋମିନା ଅଞ୍ଚଳରେ ଥିବା ସ୍କିମସ୍ ହସ୍ପିଟାଲ ନିକଟରେ ଶୁକ୍ରବାର ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିବା ସୂଚନା ମିଳିଛି । ଏଥିରେ କେହି ଆହତ ହୋଇ ନ ଥିବା କୁହାଯାଉଥିବା ବେଳେ ଉକ୍ତ ଅଞ୍ଚଳକୁ ଘେରାଉ କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri