Home Left

ପୂର୍ବତନ ସରପଞ୍ଚଙ୍କୁ ହତ୍ୟା

ବ୍ରହ୍ମପୁର ଅଫିସ,୫ା୧୧: ଗଞ୍ଜାମ ଜିଲା କୁକୁ ବ୍ଲକ ଅନନ୍ତେଇ ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ଶୁକ୍ରବାର ସକାଳେ ଦୁର୍ବୃତ୍ତମାନେ ଅତି ବିଭତ୍ସ ଭାବେ ହତ୍ୟା କରିଛନ୍ତି। ଖବର ପାଇ ବ୍ରହ୍ମପୁର ଟାଉନ ଏସଡିପିଓ ବିଷ୍ଣୁପ୍ରସାଦ ପତି ଓ ବଡ଼ବଜାର ଥାନାଧିକାରୀ ପ୍ରଶାନ୍ତ…

ଦୀପାବଳି ଉପହାର ଇଲେକଟ୍ରିକ୍ ବାଇକ

ସୁରଟ,୫ ।୧୧: ଗୁଜରାଟ ସୁରଟର ଏକ କମ୍ପାନୀ ଦୀପାବଳି ଉପହାର ଭାବେ ତା’ର କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍ ସ୍କୁଟର ଭେଟି ଦେଇଥିବା ଜଣାପଡିଛି । ୩୫ ଜଣ କର୍ମଚାରୀଙ୍କୁ ଏହି ଉପହାର ମିଳିଛି । କମ୍ପାନୀର ନିର୍ଦ୍ଦେଶକ ସୁବାଷ ଦାୱର କୁହନ୍ତି ବଢି…

ଗୁଜରାଟି ନବବର୍ଷର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୫ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟି ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ଟୁଇଟ୍ କରି ସେ ଗୁଜରାଟବାସୀଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି । ଏହି ଅବସରରେ ଗୁଜରାଟ ବାସିନ୍ଦା ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ…

ବିଲେଇକୁ ଡରିକି ଦୌଡ଼ିଲା ଭାଲୁ , ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଏହି ରାଜ୍ୟରେ ଡିଜେଲରେ କମିଲା ୧୯ ଟଙ୍କା

ବେଙ୍ଗାଲୁରୁ,୪।୧୧: କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସସାଇଜ୍‌ ଡ୍ୟୁଟିରେ କିଛି ଛାଡ଼ କରିବା ପରେ ଭାଜପା ଶାସିତ ୧୦ ରାଜ୍ୟରେ ମଧ୍ୟ ଭ୍ୟାଟ କମାଇ ଦିଆଯାଇଛି। ଦୀପାବଳି ପାଇଁ କର୍ନାଟକ ସରକାର ମଧ୍ୟ ତୈଳ ଦର ଉପରେ ୭…

ଶିକ୍ଷକ ଚୟନ ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ: ୭ଦିନ ପରେ ଥାନାରେ ଏତଲା

ଅମରପାଲି,୪।୧୧(ଡି.ଏନ.ଏ): ଶିକ୍ଷକ ଚୟନ ପାଇଁ ଗତ ଅକ୍ଟୋବର ୨୫ରୁ ୨୮ ତାରିଖ ମଧ୍ୟରେ ଟିଜିଟି ବିଜ୍ଞାନ ଓ କଳା କମ୍ପ୍ୟୁଟର ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରୀକ୍ଷାର ଦ୍ୱିତୀୟ ଦିନ ତଥା ୨୬ ତାରିଖରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା। ୭ ଦିନ ପରେ…

ଯଦି ସରକାର ୫ ବର୍ଷ ଚାଲିପାରୁଛି, ଚାଷୀ ଆନ୍ଦୋଳନ କାହିଁକି ନୁହେଁ

ନୂଆଦିଲ୍ଲୀ,୪।୧୧: ଯଦି ସରକାର ୫ ବର୍ଷ ଚାଲିପାରୁଛି, ଆନ୍ଦୋଳନ ମଧ୍ୟ ୫ ବର୍ଷ ଧରି ଚାଲିବ। ବିବାଦୀୟ ଚାଷୀ ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନ ଆଉ କେତେ ଦିନ ଚାଲିବ ବୋଲି ପଚରାଯିବାରୁ ଉପରୋକ୍ତ ବୟାନ ଦେଇଛନ୍ତି ଭାରତୀୟ କିଷାନ ୟୁନିଅନ୍‌…

ଦୀପାବଳିରେ ଯାଇଥିଲେ ବଡବଡୁଆ ଡାକିବାକୁ ଦଳିଦେଲା ହାତୀ

ନିରାକାରପୁର,୪।୧୧(ଡି.ଏନ୍‌.ଏ ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଧୀନ ଛଣଗିରି ପଞ୍ଚାୟତ ଅଞ୍ଚଳରେ ଗୁରୁବାର ରାତିରେ ଏକ ହନ୍ତା ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଛଣଗିରି ପଞ୍ଚାୟତ ରମାବିଲି, ନରସିଂହ ପାଟଣା ଗ୍ରାମର ଶରତ ଜେନା…

ଦୀପାବଳିର ଶୁଭେଚ୍ଛା ଜଣାଇଲେ ପାକିସ୍ତାନ ମନ୍ତ୍ରୀ

ଇସଲାମାବାଦ,୪ ।୧୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସମେତ ଅନ୍ୟ କେତେଜଣ ମନ୍ତ୍ରୀ ପାକିସ୍ତାନରେ ଥିବା ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କୁ ଦୀପାବଳିର ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଟୁଇଟ୍ କରି ହିନ୍ଦୁ ସମ୍ପ୍ରଦାୟଙ୍କୁ ଦୀପାବଳି ଶୁଭକାମନା ଜଣାଇଛନ୍ତି ।…

ନର୍ସ କ୍ୱାଟରରୁ ଚୋରି କରି ଧରାପଡ଼ିଲେ

ଝାରସୁଗୁଡା ଅଫିସ,୪।୧୧: ଝାରସୁଗଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଖଲିଆକାନୀ ସିଏଚ୍‌ସି ହସ୍ପିଟାଲ କ୍ବାଟରରୁ ଅକ୍ଟୋବର ୩ ତାରିଖ ରାତିରେ ଏକ ଲାପଟପ୍‌ ଚୋରି ହୋଇଥିଲା । ଏନେଇ ଷ୍ଟାଫ୍‌ ନର୍ସ ମଥୁରା ରଥ ବ୍ରଜରାଜନଗର ଥାନାରେ ଅଭିଯୋଗ କରିଥିଲେ। ଏନେଇ…

କରୋନା ଲଢେଇରେ ଯୋଡି ହେଲା ଆଉ ଏକ ଅସ୍ତ୍ର

ଲଣ୍ଡନ,୪ ।୧୧: କରୋନା ଯୁଦ୍ଧରେ ଲଢିବାକୁ ଆଉ ଏକ ଅସ୍ତ୍ର ମିଳିଯାଇଛି । ବ୍ରିଟେନରେ କରୋନାର ଚିକିତ୍ସା ପାଇଁ ‘ମର୍କ’ ବଟିକାକୁ ବ୍ୟବହାର କରିବାକୁ ମଞ୍ଜୁରୀ ମିଳିଛି । ବ୍ରିଟେନରେ କୋଭିଡ-୧୯ର ସଫଳ ଚିକିତ୍ସାରେ ବ୍ୟବହାର ହେବା ଭଳି ବିଶ୍ୱର ପ୍ରଥମ…

ତୈଳ ଦର ୫୦ ଟଙ୍କା କମ କରିବାକୁ ହେଲେ ଭାଜପାକୁ ସମ୍ପୂର୍ଣ୍ଣ ରୂପେ ହରାଇବାକୁ ପଡିବ: ସଞ୍ଜୟ

ମୁମ୍ବାଇ,୪ ।୧୧: ଦେଶରେ ବୃଦ୍ଧି ପାଇ ଚାଲିଥିବା ତୈଳଦରକୁ କମ୍ କରିବାକୁ ଯାଇ ଶାସକ ଭରତୀୟ ଜନତା ପାର୍ଟି(ଭାଜପା) ସରକାର ଉତ୍ପାଦନ ଶୁଳ୍କ କମ୍ କରିବାର ଦ୍ୱିତୀୟ ଦିନରେ ଶିବସେନା ନେତା ସଞ୍ଜୟ ରାଉତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri