ସ୍ବାମୀଙ୍କ ସହ ପୂଜା କରି ଫଟୋ ଶେୟାର କଲେ ପ୍ରିୟଙ୍କା ଚୋପ୍ରା
ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ସ୍ବାମୀ ନିକ ଜୋନାସଙ୍କ ସହ ଦୀପାବଳି ପାଳନ କରିଛନ୍ତି। ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ପ୍ରିୟଙ୍କା ଚୋପ୍ରା । ଅନେକ ସମୟରେ ସେ ନିକଙ୍କ ସହ ଫଟୋ ଭିଡିଓ ଶେୟାର କରି ଫ୍ୟାନ୍ସଙ୍କ…
ମାନସିକ ବିକୃତଙ୍କୁ ପଥରରେ ଛେଚି ହତ୍ୟା
କେନ୍ଦୁଝର,୫ା୧୧(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅନ୍ତର୍ଗତ଼ ପଦ୍ମପୁର ବଜାରରେ ଜଣେ ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତିଙ୍କୁ କେହି ପଥର ରେ ଛେଚ଼ି ହତ୍ୟା କରିଛି। ଏହି ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ଼ ବ୍ୟକ୍ତି ଜଣଙ୍କ ପରିଚ଼ୟ ମିଳିପାରି…
ପ୍ରଥମ ଭାରତୀୟ ଭାବେ ଅଷ୍ଟ୍ରେଲିଆର ବିବିଏଲ୍ରେ ଖେଳିବେ ଏହି କ୍ରିକେଟର
ମେଲବର୍ନ,୫।୧୧: ଭାରତର ପୂର୍ବତନ ଅଣ୍ଡର-୧୯ ବିଜେତା ଅଧିନାୟକ ଉନ୍ମୁକ୍ତ ଚାନ୍ଦ ଅଷ୍ଟ୍ରେଲିଆର ବିଗ୍ ବ୍ୟାଶ୍ ଲିଗ୍(ବିବିଏଲ୍)ରେ ଖେଳିବେ। ପ୍ରଥମ ଭାରତୀୟ ଭାବେ ସେ ଏହି ଲିଗ୍ରେ ଖେଳିବାକୁ ଯାଉଛନ୍ତି। ୨୦୨୧-୨୨ ସଂସ୍କରଣ ପାଇଁ ଉନ୍ମୁକ୍ତ ମେଲବର୍ନ ରେନେଗେଡ୍ସ ସହ ଚୁକ୍ତି କରିଛନ୍ତି।…
ପୂର୍ବତନ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ପରଲୋକ
କୋଲକାତା,୫।୧୧: ପଶ୍ଚିମବଙ୍ଗର ପଞ୍ଚାୟତିରାଜ ମନ୍ତ୍ରୀ ତଥା ଟିଏମ୍ସି ପାର୍ଟିର ବରିଷ୍ଠ ନେତା ସୁବ୍ରତ ମୁଖାର୍ଜୀଙ୍କ ଗୁରୁବାର ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। କିଛି ଦିନ ପୂର୍ବେ ସେ ହୃଦଘାତର ଶିକାର ହୋଇ କୋଲକାତାର ଏକ…
ପ୍ରଥମଥର ପାଇଁ ପୁଅର ଫଟୋ ଶେୟାର କଲେ ଏହି ଅଭିନେତ୍ରୀ
ମୁମ୍ବାଇ: ପଶ୍ଚିମବଙ୍ଗର ଟିଏମ୍ସି ଏମ୍ପି ତଥା ବଙ୍ଗଳା ଅଭିନେତ୍ରୀ ନୁସ୍ରତ ଜାହାଁ କିଛି ନା କିଛି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ପ୍ରଥମେ ତାଙ୍କ ବିବାହ, ପରେ ଛାଡ଼ପତ୍ର ଏବଂ ଏହା ପରେ ତାଙ୍କ ମା’ ହେବା ଖବର ଚର୍ଚ୍ଚାକୁ…
ଫିଲ୍ମ ଷ୍ଟାଇଲ୍ରେ ପ୍ରେମିକାଙ୍କୁ ପ୍ରପୋଜ୍
ନୂଆଦିଲ୍ଲୀ,୪।୧୧: ବଲିଉଡ୍ ସେଲିବ୍ରିଟିମାନଙ୍କ ଭଳି ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ଭାରତୀୟ ଟିମ୍ର କ୍ରିକେଟର। ବିଶେଷକରି ସେମାନଙ୍କ ଲଭ୍ ଲାଇଫ୍ ଖବର ଶିରୋନାମା ପାଲଟିଥାଏ। କିଛି କ୍ରିକେଟର ଖେଳ ପଡ଼ିଆରେ ତ କିଏ ବୋଟ୍ ଉପରେ ଜୀବନସାଥିଙ୍କୁ ପ୍ରପୋଜ୍…
ଏହି ରାଶିର ଯୁବତୀଙ୍କ ପ୍ରେମରେ ଶୀଘ୍ର ପଡ଼ିଥାନ୍ତି ଯୁବକ; ହେଲେ ହୁକୁମ୍ ଚଲାଇବାକୁ…
ଆଜିର ରାଶି ସମ୍ବନ୍ଧୀୟ ଆଲୋଚନାରେ ବିଛା ରାଶିର ମହିଳାଙ୍କ ବିଷୟରେ ଆଲୋଚନା କରିବା। ଏମାନେ ବହୁତ ମହତ୍ୱାକାଂକ୍ଷୀ ହୋଇଥାନ୍ତି। ଜୀବନରେ ଯାହାକୁ ହାସଲ କରିବାକୁ ଏମାନେ ସ୍ଥିର କରିଥାନ୍ତି ତାକୁ ପାଇବା ପରେ ହିଁ ନିଶ୍ୱାସ ମାରନ୍ତି। ଏମାନେ ନିଜ ଆଗରେ…
ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୫୦କୁ ବୃଦ୍ଧି
ଭୁବନେଶ୍ୱର,୫ା୧୦(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ କରୋନା ଆଉ ୩ ଜଣଙ୍କ ଜୀବନ ନେଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୩୫୦କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଆଜି…
ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ’ସୂର୍ଯ୍ୟବଂଶୀ’
ମୁମ୍ବାଇ: ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ’ସୂର୍ଯ୍ୟବଂଶୀ’ ଶୁକ୍ରବାର ରିଲିଜ୍ ହୋଇଯାଇଛି। । ତେବେ ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛି। ଅନେକ ଦିନ ପରେ ଅକ୍ଷୟ-କାଟ୍ରିନାଙ୍କ ଏହି ଫିଲ୍ମ ରିଲିଜ୍ ହୋଇଥିବାରୁ ଦର୍ଶକ ଉତ୍ସାହିତ ଅଛନ୍ତି। ତାଙ୍କ ଦୁଇ…
ଏମ୍ଜିଏନ୍ଇଆରଇଜିଏସ୍ର ପ୍ରାପ୍ୟ ନ ପାଇ ଅନଶନରେ ବସିଲେ ହିତାଧିକାରୀ
ଦାରିଙ୍ଗବାଡ଼ି,୫ା୧୧(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅଞ୍ଚଳରେ ଏମ୍ଜିଏନ୍ଇଆର୍ଇଜିଏସ୍ ଯୋଜନାରେ କାର୍ଯ୍ୟ କରି ପ୍ରାପ୍ୟ ନ ପାଇ ଶେଷରେ ଆମରଣ ଅନଶନରେ ବସିବାକୁ ପଡ଼ିଛି ହିତାଧିକାରୀଙ୍କୁ। ଏନେଇ ହିତାଧିକାରୀ ବାରମ୍ବାର ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ…
କୁମ୍ଭୀର ଆକ୍ରମଣରେ ନିଖୋଜ ଥିବା ଯୁବକଙ୍କ ମୃତଦେହ ଆଜି ମିଳିଲା
ବରୀ,୫ା୧୧(ଡି.ଏନ୍.ଏ.): ଯାଜପୁର ଜିଲା ଉଦୟନାଥପୁର ପଞ୍ଚାୟତସ୍ଥିତ କହରାଗଣ୍ଡ ଗ୍ରାମର ନିଶିକାନ୍ତ ମଲ୍ଲିକ (୨୪) ଓ ସାନ ଭାଇ ସୌଭାଗ୍ୟ ମଲ୍ଲିକ ଗତ ବୁଧବାର ନଦୀରେ ମାଛ ଧରୁଥିବା ବେଳେ ନିଶିକାନ୍ତଙ୍କୁ କୁମ୍ଭୀର ଟାଣି ନେଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ସାନ ଭାଇ…
କମିଲା ସଂକ୍ରମଣ: ଆଜି ରାଜ୍ୟରୁ ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୫ା୧୧(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୧୭୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୨,୯୪୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୯୮ ଜଣ ଚିହ୍ନଟ ହୋଇଥିବା…
Archives


