Home Left

ଅନ୍ତିମ ଥର ଟି୨୦ ଖେଳିବାକୁ ଯାଉଛନ୍ତି କ୍ୟାପଟେନ କୋହଲି

ନୂଆଦିଲ୍ଲୀ,୮।୧୧: ଟି୨୦ ବିଶ୍ୱକପ ପରେ ବିରାଟ କୋହଲି ଛୋଟିଆ ଫର୍ମାଟରୁ ଅଧିନାୟକ ଭାବେ ଅବସର ନେବାକୁ ଯାଉଛନ୍ତି। କ୍ୟାପଟେନ ଭାବେ କୋହଲି ସୋମବାର ନାମ୍ବିଆ ବିପକ୍ଷରେ ତାଙ୍କର ଶେଷ ମ୍ୟାଚ ଖେଳିବେ। ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍‌ର ରେକର୍ଡ କୋହଲିଙ୍କ…

ସ୍ପାଇସଜେଟର ବଡ ଘୋଷଣା : ଇଏମଆଇରେ କରିପାରିବେ ଯାତ୍ରା

ନୂଆଦିଲ୍ଲୀ,୮।୧୧: ସ୍ପାଇସଜେଟ ବଡ ଘୋଷଣା କରିଛି । ଏଣିକି ଖାଲି ଧନୀ ନୁହେଁ ସାଧାରଣ ଲୋକ ବି ବିମାନରେ ଯାତ୍ରା କରିପାରିବେ। ଏମିତି ଏକ ସୁବିଧା ଏବେ ବିମାନ କମ୍ପାନୀ ସ୍ପାଇସଜେଟ ଆଣିଛି। ବାକିରେ ଟିକେଟ୍‌ ବୁକ୍‌ କରି ଏହାକୁ ଇଏମଆଇ…

ଆଖଣ୍ଡଳମଣି ପୀଠରେ ଅସମ୍ଭାଳ ଭିଡ଼, ନିୟନ୍ତ୍ରଣ କରିପାରିଲାନି ପୋଲିସ

ଆରଡ଼ି,୮।୧୧(ଡି.ଏନ.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିର ଆଖଣ୍ଡଳମଣି ପୀଠରେ କାର୍ତ୍ତିକ ମାସର ୪ର୍ଥ ସୋମବାର ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଛି। ଭୋର ୫ଟାରେ ମଙ୍ଗଳ ଆଳତି କରାଯାଇଥିଲା। ପରେ ଯଥା ସମୟରେ ଦୈନିକ ନୀତିକାନ୍ତି ଶେଷ ହୋଇଥିଲା। କୋଭିଡ୍‌ ନିୟମ…

ନଭେମ୍ବର ୧୧ରୁ ଦ୍ୱିତୀୟ ଜାତୀୟ ଯୋଗାସନ ସ୍ପୋଟର୍‌ସ ଚାମ୍ପୟାନସିପ୍‌

ଭୁବନେଶ୍ବର,୮।୧୧(ବ୍ୟୁରୋ): ଦ୍ୱିତୀୟ ଜାତୀୟ ଯୋଗାସନ ସ୍ପୋଟର୍‌ସ ଚାମ୍ପୟାନସିପ୍‌  ୨୧-୨୨ ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି । ନଭେମ୍ବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ବରରେ ଏହା ଆୟୋଜିତ ହେବା ନେଇ ସୂଚନା ମିଳିଛି। ଏହି ଇଭେଣ୍ଟରେ ୩୦ଟି ରାଜ୍ୟରୁ ୫୬୦…

ଭାଜପା କର୍ମୀଙ୍କୁ ଘଉଡ଼ାଇବାକୁ ପୋଲିସର ପାଣିମାଡ଼

ସମ୍ବଲପୁର,୮।୧୧(ବ୍ୟୁରୋ): କଳାହାଣ୍ଡି ଜିଲା ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ସବୁଠି ବିରୋଧୀ ଗର୍ଜୁଛନ୍ତି। ମମିତା ହତ୍ୟା ମାମଲାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଭାଜପା ପକ୍ଷରୁ ବିକ୍ଷୋଭ କରାଯାଇଛି। ସମ୍ବଲପୁରରେ…

ବିୟର ଗ୍ରିଲ୍ସଙ୍କ ସହ ଆକ୍ସନ କରିବେ ଭିକ୍କି କୌଶଲ

ମୁମ୍ବାଇ: ବଲିଉଡର ଆଗଧାଡିର ନାୟକ ଭିକ୍କି କୌଶଲଙ୍କୁ ଦର୍ଶକେ ଏପର୍ଯ୍ୟନ୍ତ ଫିଲ୍ମରେ ଷ୍ଟଣ୍ଟ କରୁଥିବା ଦେଖୁଥିଲେ । ହେଲେ ଏଥର ରିୟଲ ଲାଇଫରେ ଭିକ୍କି ଷ୍ଟଣ୍ଟ କରିବାକୁ ଅଣ୍ଟା ଭିଡିଛନ୍ତି । କଥା ହେଲା ଭିକ୍କି ବିୟର ଗ୍ରିଲ୍‌ସଙ୍କ ସହ ଶୋ’…

ସନ୍ଥ ଜ୍ଞାନେଶ୍ୱର-ତୁକାରାମ ମହାରାଜ ପାଲକି ମାର୍ଗ ୪ ଲେନ ହେବ

ନୂଆଦିଲ୍ଲୀ,୮ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ମହାରାଷ୍ଟ୍ରର ସନ୍ଥ ଜ୍ଞାନେଶ୍ୱର ପାଲକି ମାର୍ଗ(ଏନ୍‌ଏଚ୍‌-୯୬୫)ର ପଞ୍ଚମ ଖଣ୍ଡ ଓ ସନ୍ଥ ତୁକାରାମ ମହାରାଜ ପାଲକି ମାର୍ଗ(ଏନ୍‌ଏଚ୍‌-୯୬୫ଜି)ର ତୃତୀୟ ଖଣ୍ଡକୁ ୪ ଲେନ କରିବାର ଯୋଜନାର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ…

କେସିଙ୍ଗାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟକାର୍ଡ ବାଣ୍ଟିଲେ ମନ୍ତ୍ରୀ

କେସିଙ୍ଗା,୮।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହର ଜଗନ୍ନାଥ ମନ୍ଦିର ପଡ଼ିଆରେ ହିତାଧିକାରୀଙ୍କୁ ନୂଆ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟକାର୍ଡ ସୋମବାର ବଣ୍ଟନ କରାଯାଇଛି। ମନ୍ତ୍ରୀ ଅରୁଣ ସାହୁ, ଉଠାଜଳସେଚନ ଅଧ୍ୟକ୍ଷ ଅମରେଶ ପତ୍ରି, କେସିଙ୍ଗା ବିଡିିଓ ପ୍ରଫୁଲ କୁମାର ଅଦୁ…

ଆଫଗାନିସ୍ତାନକୁ ନେଇ ୧୦ ନଭେମ୍ବରରେ ଅଜିତ ଡୋଭାଲଙ୍କ ନେତୃତ୍ୱରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୮ ।୧୧: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ନେତୃତ୍ୱରେ ରାଜଧାନୀ ଦିଲ୍ଲୀରେ ଆଫଗାନିସ୍ତାନକୁ ନେଇ ବିଶ୍ୱର ଅଧିକାଂଶ ଦେଶର ସୁରକ୍ଷା ପରାମର୍ଶଦାତାଙ୍କ ସହ ବୁଧବାର ଅର୍ଥାତ୍ ୧୦ ନଭେମ୍ବରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ସବୁଠାରୁ ବଡ…

ବୋମାମାଡ଼ ପରେ ପୁରୁଷଶୂନ୍ୟ ଗାଁ : ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ବ୍ରହ୍ମଗିରି,୮।୧୧(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରିର ନାଥପୁରରେ ସିରିଜ ବୋମାମାଡ଼ ପରେ ଗାଁ ପୁରୁଷଶୂନ୍ୟ ହୋଇଯାଇଛି। ବର୍ତ୍ତମାନ ସେଠାକାର ସ୍ଥିତି ନିୟନ୍ତ୍ରଣାଧୀନ ଥିବା ପୁରୀ ଜିଲାପାଳ ସମର୍ଥ ବର୍ମା କହିଛନ୍ତି। ଘଟଣାସ୍ଥଳରେ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଅତିରିକ୍ତ ଏସ୍‌ପି ସେଠାରେ…

୨୪ ବର୍ଷ ପରେ ପାକିସ୍ତାନ ଗସ୍ତରେ ଯିବ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ,୮।୧୧: ଆସନ୍ତା ବର୍ଷ ମାର୍ଚ୍ଚରେ ଅଷ୍ଟ୍ରେଲିଆ ଦଳ ପାକିସ୍ତାନ ଗସ୍ତ କରିବାକୁ ରାଜି ହୋଇଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ସୋମବାର ଏହା ନିଶ୍ଚିତ କରିଛି। ୧୯୯୮ ପରଠାରୁ ଏହା ଅଷ୍ଟ୍ରେଲିଆର ପାକିସ୍ତାନ ଗସ୍ତ ହେବ। ଏହି ଗସ୍ତରେ ଦୁଇ ଦଳ…

ପାକିସ୍ତାନରେ ରହିଛି ଏକ ଅଜବ ନିୟମ, ଯାହା ଆଗରୁ କେବେ ଶୁଣି ନ ଥିବେ

ପ୍ରତ୍ୟେକ ଦେଶରେ ଅନେକ ନିୟମ ରହିଛି। ସେଥିମଧ୍ୟରୁ କିଛି ଅଜବ ନିୟମ ଲୋକଙ୍କୁ ଆଶ୍ଚର୍ଯ୍ୟ କରେ। ଆମ ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ଅନେକ ଅଜବ ନିୟମ ରହିଛି। ଏହି ନିୟମ ପାଇଁ ପାକିସ୍ତାନକୁ ସମଗ୍ର ବିଶ୍ୱରେ ସମାଲୋଚନାର ଶିକାର ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri