କଙ୍ଗାରୁ କୋର୍ଟ ନେଲା ଜୀବନ
ନୟାଗଡ଼ ଅଫିସ/ରଣପୁର,୯।୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ଖତିଆ ଗଁାରେ କଙ୍ଗାରୁ କୋର୍ଟ ନେଇଛି ଜଣେ ଯୁବକଙ୍କ ଜୀବନ। ମୃତ ଯୁବକ ହେଲେ ସୁନନ୍ଦ ବେହେରା(୩୫)। ଅନ୍ୟପକ୍ଷେ ଡାକ୍ତରଙ୍କ ଯୋଗୁ ଗଁାରେ କଙ୍ଗାରୁ କୋର୍ଟ ବସିଥିଲା। ସେହି କୋର୍ଟରେ ଦଣ୍ଡ ମିଳିବା…
ମଦ ଗନ୍ଧରେ ଆକର୍ଷିତ ହେଉଛନ୍ତି ମଶା, ବଢାଉଛନ୍ତି ରୋଗ!
କାନପୁର,୯ ।୧୧: ଡେଙ୍ଗୁ ପରେ ଏବେ କାନପୁରବାସୀ ଜିକା ଭାଇରସକୁ ନେଇ ଭୟଭିତ ଅଛନ୍ତି । ମଶା ଦ୍ୱାରା ଏହା ବ୍ୟାପୁଥିବାରୁ ଏବେ କାନପୁର ସ୍ୱାସ୍ଥ୍ୟ ବିଭାଗ ମଶାଠାରୁ ଦୂରେଇ ରହିବାର ଉପାୟ ଖୋଜୁଛି । କିଟ ବିଜ୍ଞାନ ବିଶେଷଜ୍ଞଙ୍କ ଟିମ୍…
ଭାରତୀୟ ଦଳର ପ୍ରଦର୍ଶନ ନେଇ ଖପ୍ପା ଏହି କ୍ରିକେଟର୍: କହିଲେ,ଆଇପିଏଲ-ବିଶ୍ୱକପ୍ ମଧ୍ୟରୁ ଗୋଟିଏ ବାଛ
ନୂଆଦିଲ୍ଲୀ,୯।୧୧: ଆଇସିସି ଟି -୨୦ ବିଶ୍ୱକପରେ ଭାରତ ଅଭିଯାନ ଶେଷ କରିଛି। ଭାରତ ଚଳିତ ବିଶ୍ୱକପ୍ରେ ସେମିଫାଇନାଲକୁ ଉନ୍ନୀତ ହୋଇପାରିନାହିଁ। ୨୦୧୨ ପରଠାରୁ ପ୍ରଥମ ଥର ପାଇଁ ଭାରତ ଗ୍ରୁପ ରାଉଣ୍ଡରୁ ବିଦାୟ ନେଇଛି। ପୂର୍ବତନ କ୍ରିକେଟର ମଦନ ଲାଲ ଭାରତୀୟ…
ଅବସରପ୍ରାପ୍ତ ଜିଲା ଜଜ୍ଙ୍କ ତଦନ୍ତ ରିପୋର୍ଟ ଦାଖଲ
କଟକ ଅଫିସ, ୯।୧୧: ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମ୍ସାର)ରେ ଚିକିତ୍ସା ଅବହେଳା ନେଇ ଆଗତ ମାମଲାର ନ୍ୟାୟିକ ତଦନ୍ତ କରିବାକୁ ହାଇକୋର୍ଟ ଅବସରପ୍ରାପ୍ତ ଜିଲା ଜଜ୍ ଏ.ବି.ଏସ୍. ନାଇଡୁଙ୍କୁ ନିର୍ଦ୍ଦେଶ…
ବିଜ୍ଞାନ, ଗଣିତ ପ୍ରଶିକ୍ଷଣ ବିଦ୍ୟାଳୟ ରୂପାନ୍ତରଣରେ ସହାୟକ ହେବ
ଭୁବନେଶ୍ୱର,୯।୧୧(ବ୍ୟୁରୋ): ରାଜ୍ୟ ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣରେ ବିଜ୍ଞାନ ଓ ଗଣିତ ଶିକ୍ଷକଙ୍କ ପ୍ରଶିକ୍ଷଣ ଅଧିକ ସହାୟକ ହେବ ବୋଲି ବିଜ୍ଞାନ ଓ କାରିଗରି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି। ସୋମବାର ବେଙ୍ଗାଲୁରୁ ନିକଟ ଚିଲେକେରସ୍ଥିତ ଭାରତୀୟ ବିଜ୍ଞାନ ସଂସ୍ଥାନର ପ୍ରତିଭା…
କିଏ ହେବ ଭାରତର ଅଧିନାୟକ, କୋହଲି କଲେ ଖୁଲାସା
ଦୁବାଇ,୯।୧୧: ଟି -୨୦ ବିଶ୍ୱକପ ୨୦୨୧ରେ ଟିମ ଇଣ୍ଡିଆର ଯାତ୍ରା ସେମିଫାଇନାଲ ପୂର୍ବରୁ ଶେଷ ହୋଇଛି। ସୋମବାର ଭାରତର ଶେଷ ଲିଗ ମ୍ୟାଚ ନାମ୍ବିଆ ବିପକ୍ଷରେ ଥିଲା। ଏହି ମ୍ୟାଚ୍ରେ ଭାରତ ୯ ଉଇକେଟରେ ଜିତିଥିଲା। ଏହି ମ୍ୟାଚ ବିରାଟ କୋହଲିଙ୍କ…
ଚାକିରି ଦେବା ନାଁରେ ମହିଳାଙ୍କୁ ବଳାତ୍କାର
ନୂଆଦିଲ୍ଲୀ,୯।୧୧: ଚାକିରି ଦେବା ବାହାନାରେ ମହିଳାଙ୍କୁ ବଳାତ୍କାର। ଏଭଳି ଏକ ଘଟଣା ଦିଲ୍ଲୀର ଦ୍ବାରକାସ୍ଥିତ ଏକ ହୋଟେଲରେ ଘଟିଛି। ଜଣେ ବ୍ୟକ୍ତି ୨୮ ବର୍ଷିୟା ମହିଳାଙ୍କୁ ଚାକିରି ଦେବା ବାହାନରେ ହୋଟେଲକୁ ନେଇ ନିର୍ଯାତନା ଦେବା ସହ ତାଙ୍କୁ ବଳାତ୍କାର କରିଥିବା…
ତୃତୀୟ ଥର ରାଷ୍ଟ୍ରପତି ହେବେ ଜିନ୍ପିଙ୍ଗ୍
ବେଜିଂ, ୯ା୧୧: ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ ତୃତୀୟ ଥର ପାଇଁ ଶାସନ ମୁଖ୍ୟ ମନୋନୀତ ହେବାକୁ ଯାଉଛନ୍ତି। ଏଥିପାଇଁ ଚାଇନା କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ସୋମବାର ଆରମ୍ଭ ହୋଇଥିବା ୪ ଦିନିଆ ସମ୍ମିଳନୀରେ ଶାସକ ଦଳ ସିପିସି ପକ୍ଷରୁ ଐତିହାସିକ…
ପଦ୍ମ ପାଇଲେ ୧୧ ଓଡ଼ିଆ
ନୂଆଦିଲ୍ଲୀ, ୯ା୧୧: ୨୦୨୦ ଓ ୨୦୨୧ ବର୍ଷ ପାଇଁ ଭାରତର ୧୪୫ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ମିଳିଛି। ସୋମବାର ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୭ଜଣଙ୍କୁ ପଦ୍ମ ବିଭୂଷଣ, ୧୬ଜଣଙ୍କୁ ପଦ୍ମ ଭୂଷଣ ଏବଂ…
ଦେଶ ବିକାଶରେ ଆଇନ ସଚେତନତା ଅପରିହାର୍ଯ୍ୟ
ଦେଶ ବିକାଶରେ ଆଇନ ବ୍ୟବସ୍ଥାର ସଫଳ କାର୍ଯ୍ୟକାରିତା ଗୁରୁତ୍ୱପୂର୍ଣ୍ଣ। ପ୍ରଚଳିତ ଆଇନ ବ୍ୟବସ୍ଥା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇ ପାରିଲେ ହିଁ ଜନସାଧାରଣ ଆବଶ୍ୟକ ଆଇନଗତ ସହାୟତା ସହଜରେ ପାଇ ପାରିବେ। ଆଉ ବିଚାର କାର୍ଯ୍ୟ ଶୀଘ୍ର ହେବା ଦ୍ୱାରା ବହୁ…
ନୱାବ ମଲିକଙ୍କୁ ଟାର୍ଗେଟ କଲେ ୱାନଖେଡେ ପରିବାର, ମାନହାନୀ ମାମଲା ସହ ଏସ୍ସି ଏସ୍ଟି ଆକ୍ଟରେ ଅଭିଯୋଗ
ନୂଆଦିଲ୍ଲୀ,୯ ।୧୧: ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲାକୁ ନେଇ ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ ଲଗାତାର ଏନ୍ସିବିର ଜୋନାଲ ଡାଇରେକ୍ଟର ସମିର ୱାନଖେଡେଙ୍କ ଉପରେ ନୂଆ ନୂଆ ଅଭିଯୋଗ ଆଣୁଛନ୍ତି । ଏବେ ୱାଖେଡେ ପରିବାର ନୱାବଙ୍କ ଉପରେ ଏସ୍ସି /ଏସ୍ଟି…
ଆଜ୍ମାର ଘରୋଇ ଉପଚାର
ଆଜ୍ମା ହେଉଛି ଏକ ଶ୍ୱାସଜନିତ ସମସ୍ୟା। ଏହା ଗୁରୁତର ଆକାର ଧାରଣ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଆଡମିଟ୍ ହୋଇ ଚିକିତ୍ସିତ ହେବାକୁ ପଡ଼ିଥାଏ। ତେବେ ଏପରି କେତେକ ଘରୋଇ ଉପଚାର ରହିଛି, ଯାହାକୁ ଅନୁସରଣ କରି ଜଣେ ବ୍ୟକ୍ତି ଏଥିରୁ…
Archives


