ଉପହାର ଫାୟାର ଟ୍ରାଜେଡି ମାମଲା: ସୁଶୀଲ-ଗୋପାଳଙ୍କୁ ୭ ବର୍ଷ ଜେଲ
ନୂଆଦିଲ୍ଲୀ,୮ ।୧୧: ଉପହାର ସିନେମା ଅଗ୍ନିକାଣ୍ଡ ମାମଲାରେ ଦିଲ୍ଲୀର ପଟିୟାଲା ହାଉସ କୋର୍ଟ ତଥ୍ୟକୁ ନେଇ ସାକ୍ଷୀଙ୍କୁ ଏପଟ ସେପଟ କରିବା ମାମଲାରେ ସୁଶୀଲ ଅଂସଲ ଓ ଗୋପଳ ଅଂସଲଙ୍କୁ ୭ ବର୍ଷ ଲେଖାଏଁ ସଜା ଶୁଣାଇଛନ୍ତି । ୧୯୯୭ରେ ଉପହାର…
ଭାରତୀୟ ପ୍ରଶଂସକଙ୍କ ମଜା ଉଡାଇଲା କ୍ରିକେଟ ପାକିସ୍ତାନ, ଟୁଇଟ୍ କରି ପଚାରିଲା ଏମିତି ପ୍ରଶ୍ନ
ନୂଆଦିଲ୍ଲୀ,୮।୧୧: ଟି -୨୦ ବିଶ୍ୱକପ ୨୦୨୧ରେ ସେମିଫାଇନାଲରୁ ବାଦ୍ ପଡିଛି ଭାରତ। ଆଫଗାନିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡ ଜିତିବା ମାତ୍ରେ ଭାରତ ସେମିଫାଇନାଲ ଖେଳିବା ଆଶା ଭାଙ୍ଗିଯାଇଛି। ଯଦି ଆଫଗାନିସ୍ତାନ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥାନ୍ତା, ତା’ହେଲେ ଭାରତୀୟ ଦଳ ନାମ୍ବିଆକୁ ପରାସ୍ତ ଥିଲେ…
ଏହି ଗୀତରେ ଡ୍ୟାନ୍ସ କରି ଦର୍ଶକଙ୍କ ହୃଦୟରେ ନିଆଁ ଲଗାଇଲେ କାଟ୍ରିନା
ମୁମ୍ବାଇ: ଆଜିକାଲି ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଏବଂ କାଟ୍ରିନା କୈଫ୍ଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’କୁ ନେଇ ଅନେକ ଚର୍ଚ୍ଚା ଚାଲିଛି। ଫିଲ୍ମ ଅପେକ୍ଷା ଏହାର ଗୀତ ସୋସିଆଲ ମିଡିଆରେ ଏବେ ନିଆଁ ଲଗାଇ ଦେଇଛି। ଯଦିଓ ଏହି ଗୀତଟି ପୁରୁଣା, କିନ୍ତୁ…
ଦଶମ ଓ ଦ୍ୱାଦଶ ଶ୍ରେଣୀ ଟର୍ମ-୧ ପରୀକ୍ଷା ପାଇଁ ନିର୍ଦ୍ଦେଶନାମା ଜାରି କଲା ସିବିଏସ୍ସି
ନୂଆଦିଲ୍ଲୀ,୮।୧୧: ସିବିଏସ୍ସି ଦଶମ ଓ ଦ୍ବାଦଶର ଟର୍ମ-୧ ପରୀକ୍ଷାକୁ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ମଙ୍ଗଳବାର ସିବିଏସ୍ସି ପୋର୍ଟାଲରେ ନଭେମ୍ବର ଓ ଡିସେମ୍ବରରେ ହେବାକୁ ଥିବା ପରୀକ୍ଷା ପାଇଁ ଛାତ୍ରୀଛାତ୍ରଙ୍କ ରୋଲ ନମ୍ବର ଅପଲୋଡ଼ କରାଯିବ । ୪୫ରୁ ୫୦…
ଭାଜପା ପକ୍ଷରୁ ବିକ୍ଷୋଭ: ମୁଖ୍ୟମନ୍ତ୍ରୀଙ୍କ ସହ ୨ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
ନିଶ୍ଚିନ୍ତକୋଇଲି,୮।୧୧(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଭାଜପା ପକ୍ଷରୁ ବିକ୍ଷୋଭ କରାଯାଇଛି। ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା…
ଅକ୍ଷୟଙ୍କ ପାଦ ଛୁଇଁଲେ କାଟ୍ରିନା
ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଏବଂ କାଟ୍ରିନା କୈଫ୍ ଅଭିନୀତ ଫିଲ୍ମ ‘ସୂର୍ଯ୍ୟବଂଶୀ’ ନିକଟରେ ରିଲିଜ୍ ହୋଇଛି। ଫିଲ୍ମକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି। ଏପର୍ଯ୍ୟନ୍ତ ଫିଲ୍ଟଟି ୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ରୋଜଗାର କଲାଣି। ଅକ୍ଷୟ ଏବଂ କାଟ୍ରିନା ଫିଲ୍ମର…
ଲାଞ୍ଜ ଥିବା ଶିଶୁ ଜନ୍ମ, ଡାକ୍ତର ହେଲେ ଆଶ୍ଚର୍ଯ୍ୟ
ଏମିତି ଜଣେ ଶିଶୁ ଜନ୍ମ ହୋଇଛି, ଯାହାର ଲାଞ୍ଜ ଅଛି। ବିଶ୍ୱାସ ହେଉ ନ ଥିଲେ ବି ସତ। ଏପରି ଶିଶୁ ବ୍ରାଜିଲରେ ଜନ୍ମ ନେଇଛି। ଯାହାର ଲାଞ୍ଜ ଥିବା ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏହି ଲାଞ୍ଜର ଲମ୍ବ…
ସ୍ବାମୀଙ୍କୁ ‘କୁକୁର’ ବେଶରେ ସଜାଇ ବୁଲାଇଲେ ମହିଳା: କାରଣ ଜାଣିଲେ…
ବ୍ରାଜିଲର ଏକ ରେଳ ଷ୍ଟେଶନରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ‘କୁକୁର’ ବେଶରେ ସଜାଇ ଷ୍ଟେଶନ ବୁଲାଇଛନ୍ତି। ମହିଳାଙ୍କ ସ୍ବାମୀ କୁକୁରର ଗେଟଅପରେ ଥିଲେ ଏବଂ ତାଙ୍କ ବେକରେ ଏକ ଶିକୁଳି ମଧ୍ୟ ବନ୍ଧା ହୋଇଥିଲା। ଦୀର୍ଘ…
କଂଗ୍ରେସକୁ ଝଟ୍କା: ଦଳ ଛାଡି ଭାଜପାରେ ଯୋଗ ଦେଲେ ୨ ବିଧାୟକ
ଇମ୍ଫାଲ,୮।୧୧: ମଣିପୁରରେ କଂଗ୍ରେସ ଏକ ବଡ଼ ଝଟ୍କା ଲାଗିଛି। ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ସୋମବାର କଂଗ୍ରେସର ଦୁଇ ଜଣ ବିଧାୟକ ରାଜକୁମାର ଇମୋ ସିଂ ଏବଂ ୟାମଥୋଙ୍ଗ ହୋକିପ ଦଳ ଛାଡି ଭାରତୀୟ ଜନତା ପାର୍ଟି…
ସଞ୍ଜୟଙ୍କ ପ୍ରେମରେ ପାଗଳ ଥିଲେ ଏହି ଅଭିନେତ୍ରୀ, ପରେ ଚାହିଁ ନ ଥିଲେ ପରସ୍ପର ମୁହଁ
ବଲିଉଡ୍ରେ ଅନେକ ଯୋଡି ସଫଳ ହୋଇଥିଲେ ସୁଦ୍ଧା ବାସ୍ତବ ଜୀବନରେ ସେମାନଙ୍କ ପ୍ରେମ କାହାଣୀ ବିଫଳ ହୋଇଯାଇଛି। ସେହି ଯୋଡିଙ୍କ ମଧ୍ୟରୁ ସଞ୍ଜୟ ଦତ୍ତ ଏବଂ ମାଧୁରୀ ଦୀକ୍ଷିତ ଅନ୍ୟତମ। ଏକାଠି ସେଟ୍ରେ କାମ କରିବାବେଳେ ସେମାନେ ପରସ୍ପରକୁ ଭଲ ପାଉଥିଲେ।…
ମନ୍ତ୍ରୀଙ୍କ ଗାଡ଼ି ଭାଙ୍ଗିଦେଲେ
କର୍ଲାମୁଣ୍ଡା,୮ା୧୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଆଜି ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାଏକ ଓ କୃଷି ଓ କୃଷକ ସଶକ୍ତିକରଣ ଉପଦେଷ୍ଟା କୃତିବାସ ପାତ୍ର…
ପାଟି ଦୁର୍ଗନ୍ଧ ହେଉଥିଲେ…
ଆମେ ପ୍ରତିଦିନ ଖାଇସାରିବା ପରେ ଭଲ ଭାବରେ କୁଳି କରି ପାଟି ସଫା କରିବା ଦରକାର। ନ ହେଲେ ଖାଦ୍ୟ ପଦାର୍ଥର ଅବଶିଷ୍ଟାଂଶ ଦାନ୍ତସନ୍ଧିରେ ରହି ଦୁର୍ଗନ୍ଧ ସୃଷ୍ଟି କରିଥାଏ। ତେବେ ଜଣେ ଡାଇବେଟିସ୍ ରୋଗୀ ଏଥିପ୍ରତି ସତର୍କ ହେବା ନିହାତି…
Archives


