ଚର୍ଚ୍ଚାରେ ଦିଶାଙ୍କ କିକ୍
ମୁମ୍ବାଇ; ବଲିଉଡ୍ର ବୋଲ୍ଡ କୁଇନ୍ ଦିଶା ପାଟନି ଏବେ ଖୁବ୍ ଚର୍ଚ୍ଚାରେ । ଅଭିନୟ ସହ ସେ ମାର୍ଶାଲ ଆର୍ଟରେ ବି ବେଶ୍ ପାରଙ୍ଗମ । ନିଜକୁ ସବୁବେଳେ ଫିଟ୍ ଆଣ୍ଡ ଫାଇନ୍ ରଖିବାକୁ ଚେଷ୍ଟା କରୁଥିବା ଦିଶା ଅନେକ ସମୟରେ…
କିଏ ଏହି ମହିଳା, ଯାହାଙ୍କୁ ଦେଖି ହାତ ଯୋଡ଼ିଲେ ମୋଦି-ଶାହା
ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି, ଯାହାକି ଲୋକଙ୍କ ହୃଦୟ ଜିତୁଛି। ରାଜନେତାଠାରୁ ଆରମ୍ଭ କରି ସେଲିବ୍ରିଟି ସମସ୍ତେ ଫଟୋରେ ଥିବା ମହିଳାଙ୍କ ପ୍ରଶଂସାରେ ଶତମୁଖ ହେଉଛନ୍ତି। ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥାଇପାରେ ମହିଳାଜଣଙ୍କ କିଏ ଏବଂ ପ୍ରଧାନମନ୍ତ୍ରୀ…
ଫଡନବିଶଙ୍କ ଅଭିଯୋଗକୁ ନେଇ ନୱାବ କହିଲେ କାଲି ପକାଇବେ ହାଇଡ୍ରୋଜେନ ବମ୍
ମୁମ୍ବାଇ,୯ ।୧୧: ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ତଥା ଏନ୍ସିପି ନେତା ନୱାବ ମଲିକଙ୍କର ଅଣ୍ଡରୱାର୍ଲଡ ସମ୍ପର୍କ ଥିବା କହିଥିଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ । ଏହାର ଉତ୍ତର ଦେବାକୁ ଯାଇ ମଲିକ କହିଛନ୍ତି ଫଡନବିଶଙ୍କ ଅଭିଯୋଗରେ କୌଣସି ସତ୍ୟତା…
ତିନି ଦିନ ହେଲା ଲାଗି ରହିଛି ବର୍ଷା ,୫ ମୃତ
ଚେନ୍ନାଇ,୯।୧୧: ତାମିଲନାଡୁର ବିଭିନ୍ନ ସ୍ଥାନରେ ଲଗାତର ତିନି ଦିନ ହେଲା ବର୍ଷାଜାରି ରହିଛି । ବର୍ଷା ଯୋଗୁ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହିପରି ୫ଶହରୁ ଅଧିକ ଲୋକ ବାସହରା ହୋଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ…
କୁକୁଡ଼ା ରକ୍ତ ଇଞ୍ଜେକ୍ସନ ନେଉଛନ୍ତି ଚାଇନା ଶିଶୁ
ଚାଇନା ଲୋକମାନେ ସେମାନଙ୍କର ଅଜବ ଖାଦ୍ୟ ଏବଂ ପାନୀୟ ପାଇଁ ସାରା ବିଶ୍ୱରେ ଜଣାଶୁଣା। କୁହାଯାଏ ଯେ, ଚାଇନିଜମାନେ ସବୁ ଜୀବଜନ୍ତୁ ଖାଇବାରେ ପାରଙ୍ଗମ। ଏବେ ଆଉ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଏଠାକାର ଲୋକମାନେ କୁକୁଡା ରକ୍ତକୁ ଇଞ୍ଜେକ୍ସନ…
୭୦ ସେକେଣ୍ଡରେ ସଫଳତା ବଖାଣିଲେ ଶାସ୍ତ୍ରୀ
ଦୁବାଇ,୯।୧୧: ଟି -୨୦ ବିଶ୍ୱ ସହିତ ରବି ଶାସ୍ତ୍ରୀଙ୍କ ଟିମ ଇଣ୍ଡିଆର କୋଚ ଭାବରେ କାର୍ଯ୍ୟକାଳ ଶେଷ ହୋଇଛି। ଭାରତ ଶେଷ ଲିଗ ମ୍ୟାଚରେ ନାମ୍ବିଆ ବିପକ୍ଷରେ ୯ ଉଇକେଟ ବିଜୟ ହାସଲ କରିଛି। କିନ୍ତୁ ଏହି ବିଜୟ ସେମିଫାଇନାଲରେ ପହଞ୍ଚିବାରେ…
ଅଖିଳେଶ ଆଣିଲେ ସମାଜବାଦୀ ପରଫ୍ୟୁମ୍…
ନୂଆଦିଲ୍ଲୀ,୯।୧୧: ଉତ୍ତରପ୍ରଦେଶରେ ଆସନ୍ତା ୨୦୨୨ ବର୍ଷରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ସମାଜବଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସମାଜବାଦୀ ପରଫ୍ୟୁମ୍ର ଶୁଭାରମ୍ଭ କରିଛନ୍ତି। ଉତ୍ତରପ୍ରଦେଶ ନିର୍ବାଚନ ଏବେ ମହକିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଦେଶର…
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ
ସମ୍ବଲପୁର,୯।୧୧(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ଆମଲିପାଲ୍ଲୀ ନିକଟସ୍ଥ ଜଙ୍ଗଲରୁ ମଙ୍ଗଳବାର ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ବନ୍ୟପ୍ରାଣୀ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ଘଟିଛି। ଖବରପାଇ ବନ ବିଭାଗ…
ପରିଣତ ବୟସରେ…
ଜୀବନର ସାୟାହ୍ନରେ ଯୌବନର ମାଦକତା ଓ ଇନ୍ଦ୍ରିୟ କାର୍ଯ୍ୟ କ୍ଷମତା ଧୀରେ ଧୀରେ ହ୍ରାସ ପାଏ। ଏହି ସମୟରେ ରୁଗ୍ଣତା ଆସିଲେ ଶରୀର ହୋଇପଡ଼େ ଦୁର୍ବଳ ଆଉ ବଞ୍ଚତ୍ବା ହୋଇଯାଏ ଦୁର୍ବିଷହ। ତେଣୁ ପରିଣତ ବୟସରେ ସୁସ୍ଥ ରହିବା ଲାଗି ମହିଳାମାନଙ୍କୁ…
କାଜୁ କଟ୍ଲି
କାଜୁ-୨କପ୍,ଚିନି-୧କପ୍ ପାଣି-ଅଧା କପ୍,ଘିଅ-୧ଚାମଚ ଗୁଜୁରାତି ଗୁଣ୍ଡ-୧/୪ଚାମଚ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ୨କପ୍ କାଜୁ ନେଇ ଭଲଭାବେ ଗ୍ରାଇଣ୍ଡିଂ କରନ୍ତୁ, ଯେପରି ଖଦଡ଼ିଆ ନ ରହେ ଧ୍ୟାନ ଦିଅନ୍ତୁ। ଏକ କଡ଼ାଇ ବସାଇ ସେଥିରେ ୧କପ୍ ଚିନି ସହ ଅଧା କପ୍ ପାଣି…
ଅଣ୍ଡରୱାର୍ଲଡ ସହ ରହିଛି ନୱାବ ମଲିକଙ୍କ ସିଧା ସମ୍ପର୍କ: ଫଡନବିଶ
ମୁମ୍ବାଇ,୯ ।୧୧: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଏନ୍ସିପି ନେତା ନୱାବ ମଲିକଙ୍କ ଉପରେ କିଛି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି । ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ଫଡନବିଶ କହିଛନ୍ତି ନୱାବ ମଲିକଙ୍କ ସମ୍ପର୍କ ସିଧାସଳଖ ଅଣ୍ଡୱାର୍ଲଡ ସହ ରହିଛି…
ଶାଢ଼ି ପ୍ୟାଣ୍ଟ
ଫ୍ୟାଶନେବଲ୍ ଏବଂ ଡିଫରେଣ୍ଟ ଲୁକ୍ ପାଇଁ ଅଧିକାଂଶ ଝିଅ ଭିନ୍ନ ଭିନ୍ନ ଡିଜାଇନ୍ର ପୋଷାକ ପରିଧାନ କରୁଛନ୍ତି । ତେବେ ବର୍ତ୍ତମାନ ଶାଢ଼ି ସହ ପ୍ୟାଣ୍ଟର ଫ୍ୟାଶନ୍ ଟ୍ରେଣ୍ଡରେ ଅଛି । ତେବେ କେଉଁ ଶାଢ଼ି ସହ କେଉଁ ପ୍ୟାଣ୍ଟ ପିନ୍ଧିଲେ…
Archives


