ଲୁହା ରଡ୍ ଧରି ଗୋଡ଼ାଇଲେ
ପୁରୀ ଅଫିସ,୯।୧୧: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସୋମବାର ଜଣେ ବ୍ୟକ୍ତିଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ବ୍ୟକ୍ତିଜଣକ ଉତ୍ତ୍ୟକ୍ତ ହୋଇ ଏକ ଲୁହାରଡ୍ ଧରି ସୁରକ୍ଷା କର୍ମୀଙ୍କ ସମେତ ସ୍ଥାନୀୟ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ତେବେ…
ହସ୍ପିଟାଲରେ ଅଗ୍ନିକାଣ୍ଡ: ୪ ଶିଶୁ ମୃତ
ଭୋପାଳ,୯।୧୧: ଭୋପାଳରେ ସୋମବାର ରାତିରେ କମଳା ନେହରୁ ହସ୍ପିଟାଲର ଶିଶୁ ବିଭାଗର ଏସଏନସିୟୁ ୱାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ସୂଚନାନୁସାରେ, ସୋମବାର ରାତି ପ୍ରାୟ ୯ଟା ପରେ ହସ୍ପିଟାଲର ଶିଶୁ ବିଭାଗରେ ନିଆଁ…
‘ମୁଁ ହାରିବାର ମୁଖ୍ୟ ଦୋଷୀ’
ନୂଆଦିଲ୍ଲୀ,୯।୧୧: ମହେନ୍ଦ୍ର ସିଂ ଧୋନୀ ଦୁନିଆର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଅନ୍ୟତମ। ସେ ପ୍ରାୟ ଏକ ଦଶନ୍ଧି ଧରି ଟିମ ଇଣ୍ଡିଆର ଅଧିନାୟକ ହୋଇଥିଲେ। ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ୨୦୦୭ ଟି -୨୦ ବିଶ୍ୱକପ ଏବଂ ୨୦୧୧ ଦିନିକିଆ ବିଶ୍ୱକପ…
ବିରୁଷ୍କାଙ୍କ ପଡୋଶୀ ହେବେ ଭିକି-କାଟ୍ରିନା
ବଲିଉଡ୍ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଅଭିନେତା ଭିକି କୌଶଲ ଖୁବ୍ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଚର୍ଚ୍ଚ ଜୋର ଧରିଛି। ବିବାହ ପ୍ରସ୍ତୁତି ମଧ୍ୟରେ ଭିକି ନିଜ ପାଇଁ ଏକ ଘର ନେଇଛନ୍ତି। ଭିକି ଜୁହୁରେ ଥିବା ଏକ…
ପ୍ରଭୁ ବଳଭଦ୍ରଙ୍କ ହରିହର ବେଶ
ପୁରୀ ଅଫିସ, ୮ା୧୧: ଶ୍ରୀମନ୍ଦିରରେ ସୋମବାର ପ୍ରଭୁ ବଳଭଦ୍ର ହରିହର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଅବକାଶ ନୀତି ପରେ ପୁଷ୍ପାଳକ ସେବକମାନେ ପ୍ରଭୁ ବଳଭଦ୍ରଙ୍କୁ ହରିହର ବେଶରେ ସଜ୍ଜିତ କରିଥିଲେ। ପ୍ରଭୁ ବଳଭଦ୍ର ବାମପାର୍ଶ୍ୱରେ କଳା ଓ ଡାହାଣ ପାର୍ଶ୍ୱରେ…
ଜଙ୍କ୍ସନରେ ଯାଉଛି ଜୀବନ, ମାସକରେ ରିପୋର୍ଟ ଦିଅ: ୨୦୨୦ରେ ଦୁର୍ଘଟଣାରେ ଯାଇଛି ୧୧୬୪ ଜୀବନ
ଭୁବନେଶ୍ୱର,୯।୧୧(ବ୍ୟୁରୋ): ରାଜ୍ୟରେ ସଡ଼କ ଦୁର୍ଘଟଣା ବଢ଼ିବା ଦ୍ୱାରା ଅନେକଙ୍କ ଜୀବନ ଚାଲିଯାଉଛି। ଏହାକୁ ରୋକିବା ପାଇଁ ସମସ୍ତ ପ୍ରକାର ପ୍ରୟାସ ସତ୍ତ୍ୱେ ସେତେଟା ସୁଫଳ ମିଳୁନାହିଁ। ଏପରିକି ଗତ ୬ ବର୍ଷରେ ମୃତ୍ୟୁସଂଖ୍ୟା ୨୧ ପ୍ରତିଶତ ବଢ଼ିଛି। ବିଶେଷକରି ବିଭିନ୍ନ ଜାତୀୟ…
୪ ବର୍ଷ ବୟସରେ ମା’ଙ୍କୁ ହରାଇଥିଲେ, ଶୁଖିଲା ରୁଟି ଖାଇ ୫୪୬ ରନର ଇନିଂସ ଖେଳିଥିଲେ ଏହି କ୍ରିକେଟର୍
ମାତ୍ର ୧୪ ବର୍ଷ ବୟସରେ ଲଗାତର ୨ ଦିନ ବ୍ୟାଟିଂ, ୮୫ ଚୌକା ଏବଂ ୫ ଛକା ସହାୟତାରେ ୩୩୦ ବଲରେ ୫୪୬ ରନ କରିବା କାହା ପାଇଁ ସହଜ ନୁହେଁ। କିନ୍ତୁ ଏଭଳି କାରନାମା କରି ଦେଖାଇଥିଲେ ଭାରତୀୟ ଷ୍ଟାର୍…
ପ୍ରଥମ ମହିଳା ଫୁଟବଲର୍ ଭାବେ ଓନାମ ବେମବେମ ଦେବୀଙ୍କୁ ପଦ୍ମଶ୍ରୀ ପୁରସ୍କାର
ନୂଆଦିଲ୍ଲୀ,୯।୧୧: ଭାରତୀୟ ଫୁଟବଲର ଦୁର୍ଗା ଓନାମ ବେମବେମ ଦେବୀ ପ୍ରଥମ ଭାରତୀୟ ମହିଳା ଫୁଟବଲର୍ ଭାବେ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି। ସୋମବାର ଓନାମ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ସେ ଏହି…
ରାଜ୍ୟପାଳଙ୍କୁ ଭେଟିଲା ଯୁବ କଂଗ୍ରେସ
ଭୁବନେଶ୍ୱର,୯।୧୧(ବ୍ୟୁରୋ): ମମିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଯୁବ କଂଗ୍ରେସ ରାଜଭବନ ସମ୍ମୁଖରେ ଚଳାଇଥିବା ୪୮ ଘଣ୍ଟିଆ ଅହୋରାତ୍ର ଧାରଣା ସୋମବାର ଶେଷ ହୋଇଛି। ଏଥିସହ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର…
ଆଜି ଓଡ଼ିଶା ଆସୁଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୯।୧୧(ବ୍ୟୁରୋ): ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍. ଜଗନମୋହନ ରେଡ୍ଡୀ ମଙ୍ଗଳବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାରେ ଲୋକସେବା ଭବନରେ ସାକ୍ଷାତ କରିବେ। ଏହି ଆଲୋଚନା ମାଧ୍ୟମରେ ୨ ରାଜ୍ୟ ମଧ୍ୟରେ ଥିବା ସୀମା, ଭାଷା ଓ ଜଳ…
ପାହାଡ଼ ପାଲଟୁଛି ପୋଖରୀ
ଯାଜପୁର ଅଫିସ/ ଜେନାପୁର,(ଡି.ଏନ.ଏ.),୯।୧୧: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଅନେକ ଖାଦାନରୁ ଅନୁମତିଠାରୁ ପ୍ରାୟ ୧୦୦ ଗୁଣ ଅଧିକ କଳାପଥର ଉତ୍ତୋଳନ ହେଉଥିବାରୁ ପାହାଡ଼ ଏବେ ପୋଖରୀର ରୂପ ନେଇଛି। ଲିଜ୍ଧାରୀଙ୍କ ଧାର୍ଯ୍ୟ ସମୟସୀମା ସରିବା ପରେ ଉକ୍ତ ଗାତକୁ…
ଦ୍ୱନ୍ଦ୍ୱ ଦୂର କରିପାରୁନି ତଦନ୍ତ
ବଲାଙ୍ଗୀର ଅଫିସ, ୯।୧୧: କଳାହାଣ୍ଡି ଜିଲା କେଗଁା ଥାନା ମହାଲିଙ୍ଗସ୍ଥିତ ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ଅପହରଣ ଓ ହତ୍ୟା ଘଟଣାକୁ ମାସେ ପୂରିଛି। ଏହି ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ଏବେବି ସରଗରମ ରହିଥିଲେ ମଧ୍ୟ ତଦନ୍ତ…
Archives


