Posted inଜାତୀୟ

ସେକ୍ସ ର଼୍ୟାକେଟରୁ ଉଦ୍ଧାର ହେଲେ ଟିଭି ଅଭିନେତ୍ରୀ

ପାଣଜୀ,୧୯।୩: ଗୋଆ କ୍ରାଇମ୍‌ ବ୍ରାଞ୍ଚ ରାଜଧାନୀ ପଣଜୀ ନିକଟସ୍ଥ ସଙ୍ଗୋଲଦା ଗ୍ରାମରୁ ଏକ ସେକ୍ସ ର଼୍ୟାକେଟ୍‌ ଠାବ କରିଛି। ଏଥିରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ୩ ମହିଳା ଉଦ୍ଧାର ହୋଇଛନ୍ତି। ପୋଲିସ ଦ୍ୱାରା ଉଦ୍ଧାର ହୋଇଥିବା ମହିଳାଙ୍କ ମଧ୍ୟରେ ଅଛନ୍ତି ଜଣେ ଟିଭି ଅଭିନେତ୍ରୀ।

କ୍ରାଇମ ବ୍ରାଞ୍ଚ ପକ୍ଷରୁ ଶୁକ୍ରବାର ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି, ହାଫିଜ ସଇଦ ବିଲାଲ ନାମକ ଜଣେ ବ୍ୟକ୍ତି ସେକ୍ସ ର଼୍ୟାକେଟ ଚଳାଉଥିବା ଆମକୁ ଟିପ୍‌ ମିଳିଥିଲା। ସୂଚନାକୁ ଯାଞ୍ଚ କରିବା ପରେ ସେକ୍ସ ର଼୍ୟାକେଟ୍‌କୁ ପର୍ଦ୍ଦାଫାଶ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ସଙ୍ଗୋଲଦା ଗ୍ରାମର ଏକ ହୋଟେଲରେ ୫୦ ହଜାର ଟଙ୍କାର ଡିଲ୍‌ ହୋଇଥିଲା। ଡିଲ ଅନୁଯାୟୀ, ୩ ଯୁବତୀଙ୍କ ସହ ୨୬ ବର୍ଷୀୟ ଅଭିଯୁକ୍ତ ହୋଟେଲରେ ପହଞ୍ଚିବା ପରେ ତାଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାଗ୍ରସ୍ତ ବାୟୁସେନାର ମିଗ୍‌-୨୧ ବିମାନର ପାଇଲଟ ମୃତ

ନୂଆଦିଲ୍ଲୀ,୨୫ ।୧୨: ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ମିଗ୍‌-୨୧ ଶୁକ୍ରବାର ଦୁର୍ଘଟଣାର ଶିକାର ହୋଇଥିଲା । ବିମାନଟି ରାଜସ୍ଥାନର ଜୈସଲମର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।...

ଜରୁରୀକାଳୀନ ଅବତରଣ କଲା ରବିଶଙ୍କରଙ୍କ ବିମାନ…

ଚେନ୍ନାଇ,୨୫।୧ : ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବି ଶଙ୍କରଙ୍କର ବିମାନ ତାମିଲନାଡୁର ଏରୋଡରେ ଜରୁରୀକାଳୀନ ଅବତରଣ କରିଛି। ସୂଚନାନୁସାରେ, ଖରାପ ପାଣିପାଗ କାରଣରୁ ତାଙ୍କ...

ୟେଦୁରପ୍ପାଙ୍କୁ ମୋଦି-ଶାହଙ୍କ ନିର୍ଦ୍ଦେଶ: ରାଜ୍ୟ ସରକାରରେ ଅସ୍ଥିରତା ସୃଷ୍ଟି ନ କରନ୍ତୁ

ବେଙ୍ଗାଲୁର,୧।୬: ମଳିନ ପଡିଯାଇଛି କର୍ନାଟକ ଭାଜପା ଅଧ୍ୟକ୍ଷ ବିଏସ୍‌ ୟେଦୁରପ୍ପାଙ୍କ ଆଶା। ତାଙ୍କୁ ଲାଗିଛି ଏକ ଶକ୍ତ ଧକ୍କା। କାରଣ ଶୁକ୍ରବାର ମୋଦିଙ୍କ ମନ୍ତ୍ରିମଣ୍ଡଳର ଭାଗ...

୧୧ଥର କରୋନା ଟିକା ନେଇଥିବା ବୃଦ୍ଧଙ୍କ ନାଁରେ ମାମଲା ରୁଜୁ

ପାଟନା,୯।୧: ବିହାରର ମାଧେପୁରାରେ ୧୧ଥର କରୋନା ଟିକା ନେଇ ନିକଟରେ ଚର୍ଚ୍ଚାକୁ ଆସିଥିବା ୮୪ ବର୍ଷ ବୟସ୍କା ବ୍ରହ୍ମଦେବ ମଣ୍ଡଳ ଖୁବ୍‌ଶୀଘ୍ର ଗିରଫ ହୋଇପାରନ୍ତି। ତାଙ୍କ...

ବୋହୂ ରିଭାବାଙ୍କୁ ଭୋଟ ନ ଦେବାକୁ ଜନସାଧାରଣଙ୍କୁ ନିବେଦନ କଲେ ଜାଡେଜାଙ୍କ ପିତା

ଅହମ୍ମଦାବାଦ,୨୯।୧୧: ଗୁଜରାଟ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ଆଜି ପ୍ରଚାରର ଶେଷ ଦିନ। ଏଥର ଉତ୍ତର ଜାମନଗର ଆସନରୁ ଭାଜପା କ୍ରିକେଟର୍‌ ରବିନ୍ଦ୍ର ଜାଡେଜାଙ୍କ...

ଜଣେ ବ୍ୟକ୍ତି ଗୋଟିଏ ସିଟ୍‌ରୁ ହିଁ ଲଢ଼ିପାରିବେ ନିର୍ବାଚନ

ନୂଆଦିଲ୍ଲୀ,୭ା୧୦: ନୂତନ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆସିବା ପରେ ‘ଜଣେ ବ୍ୟକ୍ତି ଗୋଟିଏ ଆସନ’ ନିୟମ ଲାଗୁ କରିବାକୁ ନିର୍ବାଚନ ଆୟୋଗଙ୍କ ପ୍ରସ୍ତାବ...

ବିଧାୟିକାଙ୍କ ଦବଙ୍ଗଗିରି: ସମସ୍ତଙ୍କ ପିଲା ପିଉଛନ୍ତି,ସେ ଟିକେ ପିଇଦେଇଛି; କ’ଣ ହେଲା

ଯୋଧପୁର,୧୯।୧୦: ରାଜସ୍ଥାନର ଯୋଧପୁରରେ ଜଣେ ମହିଳା ବିଧାୟିକାଙ୍କ ସମ୍ପର୍କୀୟଙ୍କୁ ମଦ୍ୟପାନ କରି ଗାଡି ଚଳାଇବା ମହଙ୍ଗା ପଡିଛି। ଫଳରେ ତାଙ୍କର ଚାଲାଣ କାଟିବା ସହ ଥାନାରେ...

କରୋନାର ଲଙ୍ଗ୍‌ ଜମ୍ପ୍‌: ଗୋଟିଏ ଦିନରେ ଲକ୍ଷେ ୨୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୮।୪: ଦେଶରେ କରୋନାର ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ବଢ଼ି ଚାଲିିଛି। ଦେଶରେ ଲଗାତାର ଗତ ୨ ଦିନ ନୂଆ ଆକ୍ରାନ୍ତଙ୍କ...

Advertisement
Archives

Model This Week