Posted inଜାତୀୟ

ଆୟୁରବେଦିକ ମସାଜ ଅଫର ଦେଇ ବିଦେଶୀଙ୍କୁ ବଳାତ୍କାର

ଜୟପୁର,୧୯।୩: ଏକ ହୋଟେଲରେ ଆୟୁରବେଦିକ ବଡି ମସାଜ ନେବାକୁ ଯାଇଥିବା ଜଣେ ୩୧ ବର୍ଷୀୟା ଡଚ ମହିଳା ବଳାତ୍କାର ଅଭିଯୋଗ ଆଣିଛନ୍ତି। ଏଭଳି ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନର ଜୟପୁରରୁ। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ବିଜୁ ମୁରଲିଧରଣଙ୍କୁ ଖାଟିପୁରା ଅଞ୍ଚଳରୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଘଟଣା ବୁଧବାର ଘଟିଥିଲା। ସେ ରହୁଥିବା ହୋଟେଲ ରୁମ୍‌କୁ ମସାଜ ପାଇଁ ବିଜୁଙ୍କୁ ଡକାଇଥିଲେ। କିନ୍ତୁ ସେଠାରେ ବିଜୁ ତାଙ୍କୁ ବଳାତ୍କାର କରିଥିଲେ। ଏଥି ଯୋଗୁ ତାଙ୍କ ବିରୋଧରେ ଆଇପିସି ଦଫା ୩୭୬ (ବଳାତ୍କାର)ରେ ମାମଲା ରୁଜୁ କରାଯାଇଛି। ମହିଳା ଜଣଙ୍କ ଗତ ୧୨ ତାରିଖରେ ପରିବାର ସଦସ୍ୟ ଏବଂ ପର୍ଯ୍ୟଟକଙ୍କ ସହ ଦିଲ୍ଲୀ ଆସିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁ-ବୋହୂ ମିଶିକି କଲେ ଏମିତି କାମ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାଧାରଣତଃ ଶାଶୁ-ବୋହୂ ଝଗଡା ବିଷୟରେ ଶୁଣିଥିବେ କିନ୍ତୁ ସମାଜରେ ଏମିତି କିଛି ଶାଶୁ-ବୋହୂ ଅଛନ୍ତି ସେମାନେ ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଝାଡଖଣ୍ଡରେ ଏମିତି...

କରୋନା ଭାଇରସ: ସ୍ଥଗିତ ରହିଲା ରାଜ୍ୟ ସଭା ନିର୍ବାଚନ

ନୂଆଦିଲ୍ଲୀ,୨୪।୩: କରୋନା ଭାଇରସର ସଂକ୍ରମଣକୁ ଦେଖି ଆଗାମୀ ରାଜ୍ୟସଭା ନିର୍ବାଚନକୁ ସ୍ଥଗିତ କରି ଦିଆଯାଇଛି। ମଙ୍ଗଳବାର ନିର୍ବାଚନ କମିଶନ ଏହା ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ମାର୍ଚ୍ଚ...

ମହାପଞ୍ଚାୟତକୁ ବିପୁଳ ସମର୍ଥନ

ଶାମଲି (ୟୁପି), ୬।୨: ପ୍ରଶାସନର ନିଷିଦ୍ଧାଦେଶକୁ ଭ୍ରୂକ୍ଷେପ ନ କରି ଶୁକ୍ରବାର ଉତ୍ତରପ୍ରଦେଶର ଶାମଲିଠାରେ ହଜାର ହଜାର ଚାଷୀ କିଷାନ ମହାପଞ୍ଚାୟତରେ ଯୋଗଦେଇଛନ୍ତି। ଦିଲ୍ଲୀ ସୀମାରେ...

ଜେଜେମା’, ପିତାଙ୍କ ହତ୍ୟାକୁ ନେଇ ମୁଁ ଗର୍ବ କରେ: ରାହୁଲ

ନୂଆଦିଲ୍ଲୀ,୧୩ ।୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଯେ ସେ ତାଙ୍କ ଜେଜେମା’ ଓ ପିତାଙ୍କ ହତ୍ୟାକୁ ନେଇ ଗର୍ବ କରନ୍ତି ।...

କୋଇଲା ଦୁର୍ନୀତିରେ ଟିଏମ୍‌ସି ଏମ୍‌ପି ଅଭିଷେକଙ୍କ ପତ୍ନୀଙ୍କୁ ଇଡିର ସମନ

କୋଲକାତା,୨୯।୩: ପଶ୍ଚିମବଙ୍ଗରେ କୋଇଲା ଖଣି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଟିଏମ୍‌ସି ଏମ୍‌ପି ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ଇଡି ସମନ...

ବେଆଇନ ମଦ କାରବାର ଦୋଷୀଙ୍କୁ ହେବ ଆଜୀବନ ଜେଲ୍‌-ମୃତ୍ୟୁ ଦଣ୍ଡାଦେଶ, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ…

ଭୋପାଳ,୩।୮: ଏଣିକି ବେଆଇନ ମଦ କାରବାରେରେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୋଷୀଙ୍କ ପ୍ରତି ଆଜୀବନ ଜେଲ୍‌ ଅବା...

୫୦ ବର୍ଷ ଧରି ବିବାହ କଥାକୁ ଲୁଚାଇ ରଖିଥିଲେ ମୋଦି, ପରେ ଏମିତି ପଡ଼ିଥିଲା ଜଣା

ନୂଆଦିଲ୍ଲୀ,୧୭ା୯: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ତମ ଜନ୍ମଦିବସ। ଆଜିର ଏହି ସ୍ବତନ୍ତ୍ର ଦିନରେ ଆସନ୍ତୁ ଜାଣିବା ମୋଦିଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ କିଛି...

୨୪ତମ ସିଇସି ହେଲେ ସୁଶୀଲ ଚନ୍ଦ୍ରା: ୫ ରାଜ୍ୟରେ କରିବେ ନିର୍ବାଚନ

ନୂଆଦିଲ୍ଲୀ,୧୩।୪: ଦେଶର ୨୪ତମ ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଭାବେ ସୁଶୀଲ ଚନ୍ଦ୍ରା ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୨୦୨୨ ମେ ୧୪ରେ ଅବସର ଗ୍ରହଣ...

Advertisement
Archives

Model This Week