ସୌରଜଗତ ବାହାରେ ୫ ହଜାର ବିଶ୍ୱ

ଓ୍ବାଶିଂଟନ୍‌, ୨୩ା୩: ସୌରମଣ୍ଡଳ ବାହାରେ ଆଉ ୬୫ ଗ୍ରହ ଠାବ କରିଛି ଆମେରିକା ମହାକାଶ ସଂସ୍ଥା ନାସା। ଏହାକୁ ମିଶାଇ ଆମ ସୌରଜଗତ ବାହାରେ ଏଭଳି ୫,୦୦୦ରୁ ଊର୍ଦ୍ଧ୍ୱ ବିଶ୍ୱ ରହିଥିବା ନାସା ସ୍ପଷ୍ଟ କରିଛି। ସେଗୁଡ଼ିକ ମଧ୍ୟରୁ କେତେକର ପ୍ରକୃତି ପୃଥିବୀ ଭଳି ମଧ୍ୟ ରହିଛି। ମହାକାଶ ଅନୁସନ୍ଧାନରେ ପାଦେ ଆଗେଇ ନାସା ବାହ୍ୟଗ୍ରହ ଖୋଜିବା ସହ ସେଗୁଡ଼ିକ ବିଷୟରେ ଗବେଷଣା ଜାରି ରଖିଛି। ନୂଆ କରି ଠାବ ହୋଇଥିବା ୬୫ ବାହ୍ୟଗ୍ରହ ମଧ୍ୟରୁ କେତେକରେ ଜଳ, ଅଣୁଜୀବ, ଗ୍ୟାସ୍‌ ସହ ଜୀବନ ମଧ୍ୟ ଥାଇପାରେ। ଏ ଦିଗରେ ଅଧିକ ଗବେଷଣା ଜାରି ଥିବା ବୋଲି ନାସା ପକ୍ଷରୁ କୁହାଯାଇଛି। ଟ୍ରାଞ୍ଜିଟିଙ୍ଗ ଏକ୍ସୋପ୍ଲାନେଟ୍‌ ସର୍ଭେ ସାଟେଲାଇଟ୍‌ ମାଧ୍ୟମରେ ନାସା ବାହ୍ୟଗ୍ରହର ଅନୁସନ୍ଧାନ କରିଛି।
ଦଶକରେ ବୈଜ୍ଞାନିକମାନେ ପ୍ରଥମ ବାହ୍ୟଗ୍ରହ ଠାବ କରିଥିଲେ। ୨୦୧୯ ସୁଦ୍ଧା ନାସା ୪ ହଜାର ନୂତନ ଏକ୍ପୋପ୍ଲାନେଟ୍‌ର ସନ୍ଧାନ ପାଇଥିଲା। ୨୦୨୨ରେ ତାହା ୫ ହଜାରରେ ପହଞ୍ଚିଛି। ସେଗୁଡ଼ିକ ମଧ୍ୟରେ କେତେକର ଆକାର ପୃଥିବୀଠାରୁ ଛୋଟ ଥିବାବେଳେ ଅନେକର ବଡ଼ ଆକାରର ମଧ୍ୟ ବାହ୍ୟଗ୍ରହ ଠାବ ହୋଇଛି। ନୂତନ ବିଶ୍ୱ ବିଷୟରେ ଆହୁରି ଜାଣିବା ନିମନ୍ତେ ଗବେଷଣା ଜାରି ଥିବା ନାସା ଏକ୍ସୋପ୍ଲାନେଟ୍‌ ସାଇନ୍ସ ଇନ୍‌ଷ୍ଟିଚ୍ୟୁଟ୍‌ର ବୈଜ୍ଞାନିକ ଜେସି ଖ୍ରୀଷ୍ଟିଆନ୍‌ସେନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେରେମି ହଣ୍ଟ୍‌ ନୂଆ ଅର୍ଥମନ୍ତ୍ରୀ

ଲଣ୍ଡନ,୧୫।୧୦: ବ୍ରିଟିଶ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ ତାଙ୍କ ଅର୍ଥମନ୍ତ୍ରୀ କ୍ୱାସି କ୍ୱାର୍ଟେଙ୍ଗ୍‌ଙ୍କୁ ଶୁକ୍ରବାର ବହିଷ୍କାର କରିଛନ୍ତି। ତାଙ୍କ ସ୍ଥାନରେ ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ଜେରେମି ହଣ୍ଟଙ୍କୁ...

ସାମାଜିକ ଦୂରତା ବଜାୟ ନ ରଖିବାରୁ ବୈଜ୍ଞାନିକ ଫର୍ଗୁସନ୍‌ଙ୍କୁ ଦେବାକୁ ପଡ଼ିଲା ଇସ୍ତଫା

ଲଣ୍ଡନ,୬।୫: ବ୍ରିଟେନ୍‌ରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ଏଠାରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସାଧାରଣ ଲୋକେ ସାମାଜିକ ଦୂରତା...

ଭାରତ ବିରୋଧରେ ଲଢିବାକୁ ପାକିସ୍ତାନକୁ ଶକ୍ତିଶାଳୀ କରୁଛି ଚାଇନା!

ବେଜିଂ,୨୪।୮: ଚାଇନା ଓ ପାକିସ୍ତାନର ଭାରତ ବିରୋଧୀ ଅଭିଯାନ ଚରମ ସୀମାରେ ପହଞ୍ଚିବାକୁ ଯାଉଛି। ଚାଇନା ପ୍ରଥମେ ଭାରତ ବିରୋଧରେ ନେପାଳକୁ ଉସକାଉଥିବା ବେଳେ ଏଥିରେ...

୩ ବର୍ଷ ପରେ ଏକାଠି ହେଲେ କତାର-ସୌଦି-ୟୁଏଇ…

ରିୟାଦ୍‌,୧୯।୯: କତାର, ସୌଦି ଆରବ ଏବଂ ୟୁଏଇ ମଧ୍ୟରେ ଗତ ୩ ବର୍ଷ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଛି। ଶେଷରେ ୩ ଦେଶର...

ଇସ୍ତଫା ପରେ ପ୍ରଧାନମନ୍ତ୍ରୀଙ୍କ ପଳାୟନ

କଲମ୍ବୋ,୧୧।୫: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍‌ସେ ସୋମବାର ଇସ୍ତଫା ଦେବା ପରେ ନିଜ ପରିବାର ସହ ରାଜଧାନୀ କଲମ୍ବୋରୁ ପଳାୟନ କରିଛନ୍ତି। ସେମାନେ ଦ୍ୱୀପରାଷ୍ଟ୍ରର ଉତ୍ତରପୂର୍ବରେ...

ଲୁହ ଭିଜା ଆଖିରେ ନୂଆ ସପନ, ରୁଷିଆ ରକେଟ ମାଡ଼ରୁ ରକ୍ଷା ପାଇଥିବା ଗର୍ଭବତୀ ଶିଶୁକନ୍ୟାଙ୍କୁ ଜନ୍ମ ଦେଲେ…

କ୍ୱିଭ୍‌, ୧୩।୩ : ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଜାରି ରହିଛି। ତେବେ ଯୁଦ୍ଧର ଭୋକ ଶୋଷ ଆଉ ଲୁହ ଭିଜା ଆଖିରେ ବି...

ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା ଘନେଇଲା,ରୁଷିଆ ସୀମାରେ ନାଟୋର ମିଳିତ ସମରାଭ୍ୟାସ…

ମସ୍କୋ,୧୪।୩ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଥିବାବେଳେ ନାଟୋର କାର୍ଯ୍ୟ ନେଇ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି। ସୋମବାରଠାରୁ ନାଟୋର ମିଳିତ ସୈନ୍ୟବାହିନୀ...

ଗାଁ ରାସ୍ତାରେ ବହିଲା ରକ୍ତର ନଦୀ !

ଜାକର୍ତ୍ତା,୭।୨: ଏବେ ସୋସିଆଲ୍‌ ମିଡ଼ିଆରେ ଇଣ୍ଡୋନେସିଆର ଏକ ଗାଁର ଫଟୋ ଏବଂ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଗାଁ ରାସ୍ତାରେ ରକ୍ତ ଭଳି ଲାଲ୍‌ ରଙ୍ଗର...

Advertisement
Archives

Model This Week