Home Left

ପ୍ରିୟଙ୍କା ଗାନ୍ଧୀ ଅସୁସ୍ଥ

ନୂଆଦିଲ୍ଲୀ,୧୫ ।୧୧: କଂଗ୍ରେସର ଉତ୍ତର ପ୍ରଦେଶ ପ୍ରଭାରୀ ତଥା ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୋମବାର ମୁରାଦାବାଦ ଗସ୍ତ କରିବାର ଥିଲା । ହେଲେ ଶେଷ ମୁହୂର୍ତ୍ତରେ ଏହାକୁ ସ୍ଥଗିତ ରଖାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ପ୍ରିୟଙ୍କା ଭାଇରାଲ…

ମଣିପୁର ଆତଙ୍କବାଦୀ ଆକ୍ରମଣକୁ ନେଇ ଉଠୁଛି ପ୍ରଶ୍ନ

ଇମ୍ଫାଲ,୧୫ ।୧୧: ମଣିପୁରରେ ଆସାମ ରାଇଫଲ୍ସ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ପିଏଲଏ ଓ ଏମ୍‌ଏନ୍‌ପିଏଫ୍ ନିଜକୁ ଦାୟୀ କରିଥିଲେ ବି ଏବେ ଏହାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ପ୍ରଶ୍ନ ହେଉଛି କୌଣସି ବାହାର ଦେଶ ଏହି…

ଏହି ହୋଟେଲରେ ବିବାହ କରିବେ ରାଜକୁମାର-ପତ୍ରଲେଖା, ରାତିକୁ ଦାମ୍‌ ରହିଛି…

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ରୋମାଣ୍ଟିକ୍‌ କପଲ ରାଜକୁମାର ରାଓ ଏବଂ ପତ୍ରଲେଖାଙ୍କ ବିବାହକୁ ନେଇ ଏବେ ଅନେକ ଚର୍ଚ୍ଚା ହେଉଛି। ଉଭୟ ବିବାହର ପ୍ରତ୍ୟେକ ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ କିଛି ବି କମ୍‌ କରୁନାହାନ୍ତି। ଦୁଇଜଣ ବିବାହକୁ ଗ୍ରାଣ୍ଡ ଏବଂ…

ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ

କଣ୍ଟାମାଳ,୧୫ା୧୧(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ-ମନମୁଣ୍ଡା ରାସ୍ତାର ଗୋପାଳମାଳ ପେଟ୍ରୋଲ ପମ୍ପ୍‌ ନିକଟରେ ସୋମବାର ସକାଳେ ସୁବଳ ତେଲଗଁାକୁ (୨୫)ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ମୃତଦେହ ପଡ଼ିରହିଛି। ମନମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ମୃତକଙ୍କ ମୁଣ୍ଡ…

ବାଲିଲୋକନାଥ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫।୧୧(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତ ମାଳିଜଗନାଥପୁର ଗ୍ରାମ ସ୍ଥିତ ପ୍ରସିଦ୍ଧ ଐତିହାସିକ ଶୈବପୀଠ ବାଲିଲୋକନାଥ ମନ୍ଦିରରେ ସୋମବାର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। କାର୍ତ୍ତିକ ମାସ ଶେଷ ସୋମବାର ଅବସରରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା…

ବୋଲ୍ଡ ଲୁକ୍‌ରେ ଏହି ଅଭିନେତ୍ରୀ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଉର୍ଫି ଜାଭେଦ ନିଜର ଫ୍ୟାଶନ ସେନ୍ସ ଓ ଡ୍ରେସିଂ ସେନ୍ସକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି । ସେ କେବେ କେବେ ନିଜର ଖାସ୍‌ ଅନ୍ଦାଜରେ ନଜର ଆସନ୍ତି। ଯାହା ସମସ୍ତଙ୍କୁ ବେଶ ଆଶ୍ଚର୍ଯ୍ୟ…

ଗର୍ଭନିରୋଧ ପଦ୍ଧତି ଗ୍ରହଣ ଉପରେ ରୋକ ନେଇ ଲୋକଙ୍କ ମଧ୍ୟରେ ବଢ଼ିଲା ଆକ୍ରୋଶ…

ତେହେରାନ,୧୫।୧୧: ଇରାନ ସରକାର ଦେଶର ଜନସଂଖ୍ୟା ବଢ଼ାଇବା ଲାଗି ଦେଶରେ ମହିଳାଙ୍କ ସ୍ବାସ୍ଥ୍ୟକୁ ଅଣଦେଖା କରିବା ସହିତ ମାନବାଧିକାରର ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି। ସରକାର ସମସ୍ତ ଗର୍ଭନିରୋଧ ପଦ୍ଧତି ଗ୍ରହଣ ଉପରେ ରୋକ ଲଗାଇଛନ୍ତି। ଏହାକୁ ନେଇ ଲୋକଙ୍କ ମଧ୍ୟରେ…

ରାଣୀଙ୍କୁ ଟମାଟୋ ଦାମ୍‌ ପଚାରିବାରୁ ମିଳିଲା ଏଭଳି ଉତ୍ତର

ବଲିଉଡର ଭେଟେରାନ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଫିଲ୍ମ ‘ବଣ୍ଟି ଅର ବବ୍‌ଲି ୨’ ରିଲିଜ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ରାଣୀ ଜଣେ ଗୃହିଣୀ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ଅଭିନେତା ସୈଫ୍‌ ଅଲ୍ଲୀ ଖାନ, ସିଦ୍ଧାନ୍ତ ଚତୁର୍ବେଦୀ ଏବଂ…

ଭର୍ଚୁଆଲରେ ବିଜୁ ସ୍ମାର୍ଟ ହେଲଥ୍‌ କାର୍ଡ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟ ହେଲଥ୍‌ କାର୍ଡ ସୋମବାର ଝାରସୁଗୁଡାରେ ଶୁଭାରମ୍ଭ କରିଛନ୍ତି । ଭର୍ଚୁଆଲ ଜରିଆରେ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ସ୍ମାର୍ଟ କାର୍ଡ ଗରିବ ଶ୍ରେଣୀର ଲୋକଙ୍କ ଦୁଃଖ ଦୂର କରିବ…

ମନର ଯନ୍ତ୍ରଣା ବଖାଣିଲେ ଶିଳ୍ପା

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ବ୍ୟବସାୟୀ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସମସ୍ୟା ଦୂର ହେବାର ନାଁ ନେଉନାହିଁ। ଏବେ ଉଭୟଙ୍କ ନାଁରେ ଠକେଇ ଅଭିଯୋଗ ଆସିଛି। ମୁମ୍ବାଇର ଜଣେ ବ୍ୟବସାୟୀ ନୀତିନ ବରଇ ଶିଳ୍ପା ତାଙ୍କ ସ୍ବାମୀ ରାଜ…

ମିଳିଲା ହଜିଥିବା ଖେଳନା, ଖୁସିରେ ଏମିତି ପ୍ରତିକ୍ରିୟା ଦେଲେ ଅନାଥ ଶିଶୁକନ୍ୟା

ସାଧାରଣତଃ ଶିଶୁଙ୍କୁ ଖେଳନା ବହୁତ ପସନ୍ଦ। ଇଥିଓପିଆର ଅନାଥାଶ୍ରମରେ ରହୁଥିବା ଜଣେ ଶିଶୁକନ୍ୟାର ଏକ ଖେଳନା ବର୍ଷକ ତଳେ ହଜି ଯାଇଥିଲା। ଏବେ ଏହି ଖେଳନାଟି ଶିଶୁକନ୍ୟାକୁ ମିଳି ଯାଇଥିବାରୁ ତା’ର ଖୁସି କହିଲେ ନ ସରେ। ପିଲାଟିର ପ୍ରତିକ୍ରିୟା ଏବେ…

ଚାମ୍ପିୟନ୍‌ ଅଷ୍ଟ୍ରେଲିଆକୁ ମିଳିଲା ଏତିକି ଟଙ୍କା, ଆଇପିଏଲ୍‌ରେ ତୁଳନାରେ ବହୁତ୍‌ କମ୍‌

ଦୁବାଇ,୧୫।୧୧:: ଅଷ୍ଟ୍ରେଲିଆ ଟି -୨୦ ବିଶ୍ୱକପ ୨୦୨୧ର ଅନ୍ତିମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୮ ଉଇକେଟରେ ପରାସ୍ତ କରି ପ୍ରଥମ ଥର ପାଇଁ ଟି -୨୦ ବିଶ୍ୱ ଚାମ୍ପିୟନ ହୋଇଛି। ଅଷ୍ଟ୍ରେଲିଆ ଟି -୨୦ ବିଶ୍ୱକପ୍‌ ଟ୍ରଫି ସହିତ ପୁରସ୍କାରରେ କୋଟି କୋଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri