ଉଗାଣ୍ଡାରେ ସିରିଜ ବୋମା ବିସ୍ଫୋରଣ: ୩ ଓଡ଼ିଆ ପାରା ବ୍ୟାଡ୍ମିଣ୍ଟନ ଖେଳାଳି ସୁରକ୍ଷିତ
ଭୁବନେଶ୍ୱର, ୧୭ା୧୧(କ୍ରୀଡ଼ା ପ୍ରତିନିଧି):ଉଗାଣ୍ଡାର କାମ୍ପାଲା ସହରରେ ମଙ୍ଗଳବାର ସିରିଜ ବୋମା ବିସ୍ଫୋରଣ ହୋଇଛି। ତେବେ ଅନ୍ତର୍ଜାତୀୟ ପାରା ବ୍ୟାଡ୍ମିଣ୍ଟନ ଖେଳିବା ପାଇଁ ସେଠାରେ ଥିବା ଭାରତୀୟ ଦଳର ସଦସ୍ୟମାନେ ସୁରକ୍ଷିତ ଅଛନ୍ତି। ଭାରତୀୟ ପାରା ବ୍ୟାଡ୍ମିଣ୍ଟନ ଦଳ କାମ୍ପାଲାର ହଲିଡେ ଏକ୍ସପ୍ରେସ୍…
ଚାଇଲ୍ଡ ପର୍ନ: ଓଡ଼ିଶାରେ ସିବିଆଇ ଚଢ଼ାଉ
ଭୁବନେଶ୍ୱର (ବ୍ୟୁରୋ)/ଯାଜପୁର ଅଫିସ/ବନ୍ତ(ଡି.ଏନ୍.ଏ.), ୧୭।୧୧:ବିପୁଳ ବୈଦେଶିକ ଟଙ୍କା ଆୟର ମାଧ୍ୟମ ପାଲଟିଛି ଚାଇଲ୍ଡ ଏବଂ ଆଡଲ୍ଟ ପର୍ନ ଭିଡିଓ। ଓ୍ବେବ୍ସାଇଟରେ ଶିଶୁମାନଙ୍କ ଅଶ୍ଳୀଳ ଭିଡିଓ ଅପ୍ଲୋଡ କରାଯାଉଛି। ଟେଲିଗ୍ରାମ୍ ଓ ହ୍ବାଟ୍ସଆପ୍ରେ ଏହାକୁ ପ୍ରସାରଣ କରାଯାଉଥିବା ନେଇ ଦେଶର ବିଭିନ୍ନ ସ୍ଥାନରୁ…
ଟିକାକରଣରେ ଜାତୀୟ ହାରଠୁ ଓଡ଼ିଶା ଆଗରେ
ଭୁବନେଶ୍ୱର, ୧୭।୧୧(ବ୍ୟୁରୋ):କୋଭିଡ୍ ପରିଚାଳନା କ୍ଷେତ୍ରରେ ବିଶ୍ୱ ସ୍ତରରେ ପ୍ରଶଂସା ପାଇଥିବା ଓଡ଼ିଶା ପୁଣି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। କୋଭିଡ୍ ଟିକାକରଣରେ ଜାତୀୟ ହାରଠାରୁ ରାଜ୍ୟ ହାର ଅଧିକ ରହିଛି। ଜାତୀୟ ହାର ୭୯.୮ ପ୍ରତିଶତ ଥିବାବେଳେ ଓଡ଼ିଶାରେ ୮୨.୪ ପ୍ରତିଶତ…
ଆଜି ରାଜ୍ୟରେ ୨୨୬ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୩୩ ଜଣ ଅଛନ୍ତି। ଏହି ୩୮୭ ଜଣଙ୍କ ମଧ୍ୟରୁ ୧୨୮ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୯୮ଟି…
ସଚେତନନା ହିଁ ଉପଚାର
ଅପସ୍ମାର ହେଉଛି ଏକ ଅଣ-ସଂକ୍ରାମକ ମସ୍ତିଷ୍କ ସମସ୍ୟା। ଏହା ଆଂଶିକ ଭାବେ ଶରୀରର ଏକ ଅଂଶ କିମ୍ବା ସମଗ୍ର ଶରୀରକୁ ପ୍ରଭାବିତ କରିଥାଏ। ଏହା ଯୋଗୁ ବେଳେବେଳେ ଚେତନା ହରାଇବା ଭଳି ସ୍ଥିତି ସୃଷ୍ଟି ହୋଇଥାଏ। ନ୍ୟୁରନ କିମ୍ବା ମସ୍ତିଷ୍କ କୋଷିକାରେ…
ଭାବପ୍ରବଣ ହେଲେ ସଚିନ
ଦେବାସ,୧୭।୧୧: ଭାରତ ରତ୍ନ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଦେବାସ ଜିଲାର ଚନ୍ଦନପୁରରେ ପହଞ୍ଚିଛନ୍ତି। ତାଙ୍କର ଏହି ଗସ୍ତ ଅତ୍ୟନ୍ତ ଗୁପ୍ତ ରଖାଯାଇଥିଲା। ସେ ଏକ ଏନଜିଓ କାର୍ଯ୍ୟକ୍ରମରେ ଯୋଗଦେବାକୁ ଏଠାକୁ ଆସିଥିଲେ। ସଚିନ ଏଠାରେ ପହଞ୍ଚିବା ପରେ ତାଙ୍କ ପିତାଙ୍କୁ…
ରୋହିତ-ଡ୍ରାଭିଡ୍ଙ୍କ ଯୁଗର ପ୍ରଥମ ମ୍ୟାଚ୍
ଜୟପୁର,୧୭।୧୧: ଟି୨୦ ବିଶ୍ୱକପ ବିପର୍ଯ୍ୟୟକୁ ଭୁଲି ଭାରତୀୟ କ୍ରିକେଟ ଦଳ ଏବେ ନବ ନିଯୁକ୍ତ ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ କୋଚ୍ ରାହୁଲ ଡ୍ରାଭିଡ୍ଙ୍କ ତତ୍ତ୍ୱାବଧାନରେ ନୂଆ ଆରମ୍ଭ କରିବାକୁ ଯାଉଛି। ଏଥିସହିତ ଆରମ୍ଭ ହେବାକୁ ଯାଉଛି ଭାରତୀୟ କ୍ରିକେଟର…
ପ୍ରଦୂଷଣ ପାଇଁ ମଗାଇଲେ ହଜାରେ ବସ୍
ନୂଆଦିଲ୍ଲୀ,୧୭।୧୧: ପ୍ରଦୂଷଣ ହାର କମାଇବା ପାଇଁ ଏକ ମାସ ସର୍ବସାଧାରଣ ପରିବହନ ବ୍ୟବସ୍ଥା ବ୍ୟବହାର କରିବାକୁ ମଙ୍ଗଳବାର ଦିଲ୍ଲୀବାସୀଙ୍କୁ ଅନୁରୋଧ କରିଛନ୍ତି ଅରବିନ୍ଦ କେଜରିଓ୍ବାଲଙ୍କ ସରକାର। ରାଜଧାନୀରେ ଯୋଗାଯୋଗ ସେବାକୁ ସୁଦୃଢ଼ କରିବା ପାଇଁ ସରକାର ଏକ ହଜାର ବେସରକାରୀ ବସ୍…
‘ଗୋଟିଏ ଗାଲରେ ଚାପୁଡ଼ା ବାଜିଲେ, ଅନ୍ୟ ଗାଲ ଦେଖାଇବା କ’ଣ ଭିକ ନୁହେଁ’
ନୂଆଦିଲ୍ଲୀ,୧୬।୧୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅହିଂସା ମନ୍ତ୍ର ଥିଲା, ‘ଗୋଟିଏ ଗାଲରେ ଚାପୁଡ଼ା ବାଜିଲେ, ଅନ୍ୟ ଗାଲ ଦେଖାଅ’। ଏହା ଦ୍ୱାରା ଭିକ ମିଳିବ, ସ୍ବାଧୀନତା ନୁହେଁ। ଏଭଳି ସ୍ବରରେ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି ବଲିଉଡ୍ର ବିବାଦୀୟ ଅଭିନେତ୍ରୀ କଙ୍ଗନା…
ଗୁରୁ ନାନକଙ୍କ ଜନ୍ମଦିବସ ପୂର୍ବରୁ ଖୋଲିବ କର୍ତାରପୁର କରିଡର
ନୂଆଦିଲ୍ଲୀ,୧୬।୧୧: ଆସନ୍ତା ୧୯ ତାରିଖରେ ପାଳିତ ହେବାକୁ ଯାଉଛି ଗୁରୁ ନାନକଙ୍କ ଜନ୍ମଦିବସ। ଏହି ଉପଲକ୍ଷେ ପାକିସ୍ତାନ ସଂଲଗ୍ନ କର୍ତାରପୁର କରିଡର ଖୋଲିବା ପାଇଁ ଶିଖ୍ ସମ୍ପ୍ରଦାୟ ଏବଂ ଶ୍ରଦ୍ଧାଳୁଙ୍କ ଦୀର୍ଘ ଦିନର ଦାବିକୁ କେନ୍ଦ୍ର ସରକାର ପୂରଣ କରିଛନ୍ତି। ବୁଧବାର…
ଋଣ ଚିନ୍ତାରେ ବିଷ ପିଇଲେ ଚାଷୀ
ଜଳେଶ୍ୱର, ୧୬।୧୧(ଡି.ଏନ.ଏ.): ଚକଡ଼ା ପୋକ ଲାଗି ଚାଷ ଉଜୁଡ଼ିଯିବାରୁ ଜଣେ ଚାଷୀ ଋଣ ଶୁଝିବା ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ଆରୁହା ପଞ୍ଚାୟତ ଶାଳିକୋଠା ଗ୍ରାମରେ। ମୃତ…
ଭଣ୍ଡାରିପୋଖରୀରୁ ମିଳିଲା ପୁରାତନ ବୌଦ୍ଧ କୀର୍ତ୍ତିରାଜି
ଭଣ୍ଡାରିପୋଖରୀ,୧୬।୧୧(ଡି.ଏନ.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ମଣିନାଥପୁର ଚବିଶକୁଦ ଠାରେ ବୈତରଣୀ ନଦୀଶଯ୍ୟାରୁ ବୌଦ୍ଧ କୀର୍ତ୍ତିରାଜି ଉଦ୍ଧାର ହୋଇଛି। ଗବେଷକ ବିଶ୍ବମ୍ବର ରାଉତଙ୍କ ଉଦ୍ୟମ କ୍ରମେ ଉଦ୍ଧାର ହୋଇଥିବା ୮ଟି ଅର୍ଘ୍ୟ ସ୍ତୂପ ଓ ୫୦ରୁ ଊଦ୍ଧର୍ବ ପ୍ରାଚୀନ…
Archives


