ପୂର୍ବତନ ବିଧାୟକ ଉମେଶ ସ୍ବାଇଁଙ୍କ ପରଲୋକ
ଭୁବନେଶ୍ୱର,୧୭ା୧୧(ବ୍ୟୁରୋ): ଜଗତସିଂହପୁର ଜିଲା ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ସ୍ବାଇଁଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ଭୁବନେଶ୍ୱରସ୍ଥିତ ବାସଭବନରେ ବୁଧବାର ଭୋର୍ ସମୟରେ ହୃଦ୍ଘାତରେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି। ତାଙ୍କ ଦେହାନ୍ତ ଖବର ପ୍ରଚାରିତ…
ବିବାହ ବନ୍ଧନରେ ବାନ୍ଧି ହେଲେ ଶ୍ରଦ୍ଧା
ମୁମ୍ବାଇ : ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଟେଲି ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟା । ନିଜର ଦୀର୍ଘ ଦିନର ବୟଫ୍ରେଣ୍ଡ ରାହୁଲ ଶର୍ମାଙ୍କ ହାତ ଧରିଛନ୍ତି। ‘କୁଣ୍ଡଲି ଭାଗ୍ୟ’ ଫେମ ଅଭିନେତ୍ରୀ ହେଉଛନ୍ତି ଶ୍ରଦ୍ଧା। ଶ୍ରଦ୍ଧା ଆର୍ଯ୍ୟା ଜଣେ ଅଭିନେତ୍ରୀ ହୋଇଥିବା…
ପୁଣି ଘୁଞ୍ଚିଲା ରିଲିଜ୍ ଡେଟ୍
ମୁମ୍ବାଇ: ବଲିଉଡ୍ ଅଭିନେତା ଅମିର ଖାନ ଏବଂ ଅଭିନେତ୍ରୀ କରୀନା କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ’ଲାଲ ସିଂହ ଚଢା’ର ରିଲିଜ ଡେଟ୍ ପୁଣି ଘୁଞ୍ଚିଲା । ତେବେ ଏହି ଫିଲ୍ମକୁ ନେଇ ଅମିର ଖାନ ଏବଂ କରୀନା କପୁର ବେଶ୍ ଚର୍ଚ୍ଚାରେ…
ବତକ ପଛରେ କୁକୁରଛୁଆ , ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଏଇଠି ସରିଛି ଦୁନିଆର ରାସ୍ତା, ଭୁଲ୍ରେ ବି ଯାଆନ୍ତୁନି
ବେଳେବେଳେ ମନରେ ଏମିତି ପ୍ରଶ୍ନ ଆସିଥିବ ନିଶ୍ଚିତ ଯେ, ବିଶ୍ୱ କେଉଁଠାରେ ସରିଛି; ଏହାର ଶେଷ ରାସ୍ତା କେଉଁଠି ଇତ୍ୟାଦି ଇତ୍ୟାଦି। ଆଜ୍ଞା ହଁ ଏମିତି ବି ରାସ୍ତା ଅଛି, ଯାହାକୁ ବିଶ୍ୱର ଶେଷ ରାସ୍ତା ଭାବରେ ବିବେଚନା କରାଯାଏ। ବିଶ୍ୱାସ…
ରାଜ୍ୟରୁ ପୁଣି ୨ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୩୮୩କୁ ବୃଦ୍ଧି ପାଇଛି। ୨ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ଜଣେ ଥିବା ବେଳେ କଟକରୁ ଜଣେ ଅଛନ୍ତି। ତେବେ ଆଜି ରାଜ୍ୟରେ ୨୨୬…
ପୁନିତଙ୍କୁ ‘କର୍ନାଟକ ରତ୍ନ’ ପୁରସ୍କାର
ସ୍ବର୍ଗତ ସୁପରଷ୍ଟାର ପୁନିତ ରାଜକୁମାରଙ୍କୁ କର୍ନାଟକ ରତ୍ନ ପୁରସ୍କାର ପ୍ରଦାନ କରାଯିବ ବୋଲି କର୍ନାଟକ ସରକାର ଘୋଷଣା କରିଛନ୍ତି। କର୍ନାଟକର ମୁଖ୍ୟମନ୍ତ୍ରୀ ବାସଭାରାଜ ଏସ୍ ବୋମାଇ ତାଙ୍କ ଟୁଇଟର୍ରେ ଏହି ସୂଚନା ଦେଇଛନ୍ତି। କର୍ନାଟକ ରତ୍ନ ପୁରସ୍କାର ପାଇଥିବା ରାଜକୁମାର ଦଶମ…
କେବଳ ହାର୍ଦ୍ଦିକ ପାଣ୍ଡ୍ୟା ନୁହଁନ୍ତି, କୋହଲି ବି ପିନ୍ଧନ୍ତି ଦାମୀ ଘଣ୍ଟା
ମୁମ୍ବାଇ,୧୭।୧୧: ଭାରତୀୟ କ୍ରିକେଟ ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ବିଶ୍ୱକପ୍ ସାରି ଭାରତକୁ ଫେରିବାବେଳେ କଷ୍ଟମ ବିଭାଗ ଦ୍ୱାରା ଧରାପଡିଛନ୍ତି। ହାର୍ଦ୍ଦିକ ଦୁବାଇରୁ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିଲେ, କଷ୍ଟମ ବିଭାଗ ତାଙ୍କୁ ଯାଞ୍ଚ କରିଥିଲା। ଏହି ସମୟରେ ତାଙ୍କ…
ଇତିହାସ ରଚିବେ ରୋହିତ ଶର୍ମା
ଜୟପୁର,୧୭।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜର ପ୍ରଥମ ମ୍ୟାଚ ଆଜି ସା ୭ ଟାରୁ ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯିବ। ବିରାଟ କୋହଲିଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ସ୍ଥାୟୀ ଟି-୨୦ ଅଧିନାୟକ…
ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍: ଜାଣନ୍ତୁ କେବେ, କେଉଁଠି ଦେଖିବେ ମ୍ୟାଚ୍
ନୂଆଦିଲ୍ଲୀ,୧୭।୧୧: ଟି-୨୦ ବିଶ୍ୱକପ ୨୦୨୧ ଶେଷ ହେବା ପରେ ଭାରତ ଏବଂ ନ୍ୟୁଜିଲାଣ୍ଡର ଦଳ ଦ୍ୱିପାକ୍ଷିକ ସିରିଜରେ ମୁକାବିଲା କରିବେ। ତିନିଟି ଟି-୨୦ ଅନ୍ତର୍ଜାତୀୟ ସିରିଜରେ ଉଭୟ ଦଳ ଭେଟିବାକୁ ଯାଉଛନ୍ତି। ଭାରତୀୟ ଦଳ ବିଶ୍ୱକପ୍ର ନୈରାଶ୍ୟଜନକ ପ୍ରଦର୍ଶନକୁ ଭୁଲିଯିବାକୁ ଏବଂ…
କାଶ, ନିଃଶ୍ୱାସଜନିତ ସମସ୍ୟାକୁ ଅଣଦେଖା ଅନୁଚିତ
ଭୁବନେଶ୍ୱର, ୧୭।୧୧(ବ୍ୟୁରୋ):କାଶ ଓ କଫ ଦୀର୍ଘଦିନ ଧରି ଲାଗି ରହିଲେ କିମ୍ବା ନିଃଶ୍ୱାସପ୍ରଶ୍ୱାସ ନେବାରେ ସାମାନ୍ୟ କଷ୍ଟ ଅନୁଭବ କଲେ, ତାହାକୁ ଅଣଦେଖା କରିବା ଉଚିତ ନୁହେଁ। ପରବର୍ତ୍ତୀ ସମୟରେ ଏହା ଦୀର୍ଘକାଳୀନ ଶ୍ୱାସ ଅବରୋଧକାରୀ ରୋଗରେ ପରିଣତ ହୋଇ ଜୀବନ…
ବେଳାଭୂମିରେ ନିର୍ମାଣ ହେବ ଭାସମାନ ପୋଲ
କୋଣାର୍କ,୧୭।୧୧(ଡି.ଏନ୍.ଏ.):ଶୀତ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ପର୍ଯ୍ୟଟକଙ୍କ ପାଇଁ ଖୁବ୍ଶୀଘ୍ର କୋଣାର୍କ-ପୁରୀ ବେଳାମାର୍ଗ ରାମଚଣ୍ଡୀ ମୁହାଣ ନିକଟରେ ଇକୋ ରିଟ୍ରିଟ, କୋଣାର୍କରେ କୋଣାର୍କ ଉତ୍ସବ ଓ ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଳୁକା କଳା ଉତ୍ସବ ଆୟୋଜିତ ହେବ। କୋଭିଡ୍ ଗାଇଡ୍ଲାଇନ ଅନୁଯାୟୀ…
Archives


