Posted inଜାତୀୟ

ଶ୍ରୀଲଙ୍କାକୁ ୪୦ ହଜାର ଟନ୍‌ ଡିଜେଲ ପଠାଇବ ଭାରତ

ନୂଆଦିଲ୍ଲୀ,୨୬।୩ : ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା। ଏଭଳି ସ୍ଥତିରେ ସହଯୋଗର ହାତ ବଢାଇଛି ଭାରତ। ଶ୍ରୀଲଙ୍କାର ଅନୁରୋଧ କ୍ରମେ ଭାରତ ୪୦ ହଜାର ଟନ ଡିଜେଲ ପଠାଇବାକୁ ପ୍ରତିଶ୍ରୁତି ଦେଇଛି। ଭାରତୀୟ ତୈଳ ନିଗମ ଆଗମୀ କିଛି ଦିନ ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରିବ। ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ ବିଶ୍ୱ ବଜାରରେ ଇନ୍ଧନର ମୂଲ୍ୟ ବୃଦ୍ଧି ହେବା ସହ ଶ୍ରୀଲଙ୍କା ଜଟିଳ ସଙ୍କଟର ସମ୍ମୁଖୀନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତର-ପୂର୍ବ ରାଜ୍ୟରେ ବନ୍ୟା ବିତ୍ପାତ

ନୂଆଦିଲ୍ଲୀ,୧୬ା୭: ପ୍ରବଳ ବର୍ଷା ଯୋଗୁ ଉତ୍ତର-ପୂର୍ବ ରାଜ୍ୟରେ ବନ୍ୟା ବିଭୀଷିକା ଭୟଙ୍କର ରୂପ ଧାରଣ କରିଛି। କେବଳ ବିହାରରେ ସୋମବାର ସୁଦ୍ଧା ୪୪ଜଣ ମୃତ୍ୟୁବରଣ କରିଥିବାବେଳେ...

ଡାକ୍ତରଙ୍କୁ ପ୍ରଦାନ କରାଯାଉଥିବା ଉପହାରକୁ ଆୟକର ରିହାତିରେ ଅନ୍ତର୍ଭୁକ୍ତ କରାଯାଇ ପାରିବ ନାହିଁ …

ନୂଆଦିଲ୍ଲୀ, ୨୨।୨ : ବିଭିନ୍ନ ଫାର୍ମା କମ୍ପାନୀଗୁଡ଼ିକ ପକ୍ଷରୁ ଡାକ୍ତରଙ୍କୁ ପ୍ରଦାନ କରାଯାଉଥିବା ଉପହାରକୁ ଆୟକର ରିହାତିରେ ଅନ୍ତର୍ଭୁକ୍ତ କରାଯାଇ ପାରିବ ନାହିଁ। ଏସମ୍ପର୍କରେ ଫାର୍ମା...

ଆମେରିକାକୁ ଉଡ଼ିବ ଅଧିକ ବିମାନ

ନୂଆଦିଲ୍ଲୀ,୩୦।୭: ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ଥିବା ଛାତ୍ରୀଛାତ୍ରଙ୍କ ନିମନ୍ତେ ଏୟାର ଇଣ୍ଡିଆ ଶୁକ୍ରବାର ଏକ ବଡ଼ ଘୋଷଣା କରିଛି। ଅଗଷ୍ଟ ପ୍ରଥମ ସପ୍ତାହରୁ ଆମେରିକାକୁ...

ବିଧାନସଭା ସଚିବାଳୟକୁ ଜିନ୍ସ୍‌ ଟି ଶର୍ଟ ପିନ୍ଧି ଆସିବା ମନା, ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି…

ଲକ୍ଷ୍ନୌ,୧୭।୭: ଏଣିକି ସରକାରୀ ଅଧିକାରୀ ବିଧାନସଭା ସଚିବାଳୟକୁ ଜିନ୍ସ୍‌ ଟି ଶର୍ଟ ପିନ୍ଧି ଆସିପାରିବେ ନାହିଁ। ଏନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଉତ୍ତରପ୍ରଦେଶ...

ପ୍ରଥମଥର ଗୋଟିଏ ବିମାନରେ ଇଂଲଣ୍ଡ ଯିବେ ମହିଳା, ପୁରୁଷ କ୍ରିକେଟ୍‌ ଦଳ

ନୂଆଦିଲ୍ଲୀ,୧୮।୫: ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ ଦଳର ଖେଳାଳିମାନେ ପ୍ରଥମ ଥର ପାଇଁ ଗୋଟିଏ ଚାର୍ଟାର୍ଡ ବିମାନରେ ଇଂଲଣ୍ଡ ଯିବେ। ଜୁନ ୨ରେ ଉଭୟ...

ଭାଜପା ନେତ୍ରୀଙ୍କ ବିବାଦୀୟ ମନ୍ତବ୍ୟ: କହିଲେ, ଅମଲାତନ୍ତ୍ର କିଛି କରେ ନାହିଁ, ଆମ ଚପଲ ଉଠାଏ

ନୂଆଦିଲ୍ଲୀ,୨୦।୯: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ଉମା ଭାରତୀଙ୍କ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଅମଲାତନ୍ତ୍ର ବିଷୟରେ ଉମା ଭାରତୀ କହିଛନ୍ତି ଯେ,...

ବ୍ରିଜ୍‌ ଭୂଷଣଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୧ା୧: ଯୌନ ଉତ୍ପୀଡ଼ନ ଓ ହତ୍ୟା ଧମକ ଅଭିଯୋଗ ଭାଜପା ଏମ୍‌ପି ତଥା ରେସଲିଂ ଫେଡେରେଶନ୍‌ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ଅଧ୍ୟକ୍ଷ ବ୍ରିଜ୍‌ ଭୂଷଣ ଶରଣ...

ଭୂକମ୍ପ ପ୍ରବଣ ଜୋନ୍‌ରେ ରାଜଧାନୀ ଦିଲ୍ଲୀ: ୮୦ ପ୍ରତିଶତ କୋଠା ଅସୁରକ୍ଷିତ

ଦେଶର ରାଜଧାନୀ ଦିଲ୍ଲୀ ଭୂକମ୍ପ ଜୋନ୍‌ରେ ରହିଛି। ଏଠାରେ ଗତ ୨ ମାସ ମଧ୍ୟରେ ୧୫ଥର କମ୍‌ ତୀବ୍ରତାଯୁକ୍ତ ଭୂକମ୍ପ ହୋଇସାରିଛି। ଏବେ ଏହାକୁ ନେଇ...

Advertisement
Archives

Model This Week