ହଟ୍‌ ଲୁକ୍‌ରେ ପଲକ

ମୁମ୍ବାଇ: ଅଭିନେତ୍ରୀ ପଲକ ତିଓ୍ବାରୀ ଇନ୍‌ଷ୍ଟାଗ୍ରାମରେ ନିଜର ବୋଲ୍ଡ ଫଟୋ ଶୁଟ୍‌ର ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ଥାଇର ହାଇ ସ୍ଲିଟ ଡ୍ରେସ୍‌ ପିନ୍ଧି ପୋଜ କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ପ୍ଲକ ଏକ ସିଲଭର କଲରର ଗାଉନ ପିନ୍ଧିଛନ୍ତି। ଏହା ବ୍ୟତୀତ ସେ ମଧ୍ୟ ସେ ହାଇ ହିଲ ପିନ୍ଧିଛନ୍ତି। ଏହି ଫଟୋକୁ ବର୍ତ୍ତମାନ ସୁଦ୍ଧା ୯୨୦୦୦ରୁ ଅଧିକ ଲାଇକ ମିଳିଛି। ଘଣ୍ଟାକ ମଧ୍ୟରେ ୪୦୦ କମେଣ୍ଟ ଦେଇଛନ୍ତି ୟୁଜର। ଅନେକ ଲୋକ ଏଥିରେ ହାର୍ଟ ଏବଂ ଫାୟାର ଇମୋଜି ଦେଇଛନ୍ତି।

ଫଟୋ ଶେୟାର କରି ପଲକ କ୍ୟାପଶନ ଲେଖିଛନ୍ତି, ଏହାକୁ ଐଶ୍ୱର୍ଯ୍ୟା ଶୁଟ୍‌ କରିଛନ୍ତି। ଅନେକ ୟୁଜର ଏହା ଉପରେ ମନ୍ତବ୍ୟ ବି ଦେଇଛନ୍ତି, ତୁମେ ବହୁତ ସୁନ୍ଦର ଦେଖାଯାଉଛ, କେହି କେହି ହଟ୍‌ ଆଉ ସୁନ୍ଦର, ଆଉ କିଏ ଓ୍ବାଣ୍ଡରଫୁଲ୍‌, ଫାୟାର୍‌ ଲୁକ୍‌, ବିୟୁଟିଫୁଲ୍‌ବେବି, ବିୟୁଟି ଆଦି ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭାବସ୍ଥାର ସପ୍ତମ ମାସରେ ବି କାମ କରୁଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ, ଭ୍ୟାନିଟି ଭ୍ୟାନରୁ ଆସିଲେ ନଜର

ପ୍ରଡ୍ୟୁସର ତଥା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଅନୁଷ୍କାଙ୍କ ୭ ମାସ ଚାଲିଥିବା ବେଳେ ସେ ଶୁଟିଂ ସେଟ୍‌କୁ ଫେରିଛନ୍ତି।...

ଆଶାରେ ଶିବ୍‌

ସଦାଶିବ ନାୟକ ଓରଫ ଶିବ୍‌। ନିଜର ବଡ଼ ପରଦା କ୍ୟାରିୟରକୁ ନେଇ ସେ ବେଶ୍‌ ସଚେତନ। ଆସନ୍ତା ମାସରେ ରିଲିଜ ହେବାକୁ ଯାଉଥିବା ଓଡ଼ିଆ ସିନେମା...

୧୦୦ କୋଟିର ଘର, ପ୍ରାଇଭେଟ୍‌ ଜେଟ୍‌ର ମାଲିକ ଏହି ସୁପରଷ୍ଟାର; ମୋଟ ସମ୍ପତ୍ତି ଜାଣିଲେ…

ବମ୍ବେ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଲୋକପ୍ରିୟତା କୌଣସି ବଲିଉଡ୍‌ ଷ୍ଟାରଙ୍କଠାରୁ କମ୍‌ ନୁହେଁ। ମାତ୍ର ୨ ବର୍ଷ ବୟସରୁ ଅଭିନୟକୁ ଓହ୍ଲାଇଥିଲେ ସେ।...

ବକ୍ସ ଅଫିସରେ ସୁପରହିଟ୍‌ ‘ଭୀମଲା ନାୟକ’: ଆୟ କଲାଣି…

ତେଲୁଗୁ ଫିଲ୍ମ‘ଭୀମଲା ନାୟକ’ ରିଲିଜ ହେବା ମାତ୍ରେ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି । ଏହି ଫିଲ୍ମଟି ମାତ୍ର ତିନି ଦିନ ମଧ୍ୟରେ ୧୦୦...

ବଲିଉଡ୍‌ରେ ଡେବ୍ୟୁ କରିବେ ସୁସ୍ମିତାଙ୍କ ଝିଅ ରିନି

ମୁମ୍ବାଇ: ଗତବର୍ଷ ଓ ଚଳିତ ବର୍ଷ ବଲିଉଡ୍‌ରେ କେତେଜଣ ଷ୍ଟାର କିଡ୍ସ ଡେବ୍ୟୁ କରିଥିବା ବେଳେ ଏବେ ଏହି କ୍ରମରେ ସାମିଲ ହେବାକୁ ଯାଉଛନ୍ତି ବଲିଉଡ୍...

ହସ୍ପିଟାଲ୍‌ରେ ଏଜାଜ୍‌ ଖାଁ

ବମ୍ବେ: ଟେଲିଭିଜନ ଷ୍ଟାର ତଥା ବିଗ୍‌ବସ୍‌ର ପ୍ରତିଯୋଗୀ ଥିବା ଏଜାଜ୍‌ ଖାଁ ଅସୁସ୍ଥ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ଟାଇଫଏଡ୍‌ରେ ପୀଡ଼ିତ ଥିବା ଜଣାପଡ଼ିଛି।...

ସମାନ୍ଥାଙ୍କୁ ଭେଟିବା ପୂର୍ବରୁ ଅନ୍ୟଜଣଙ୍କୁ ପ୍ରେମ କରୁଥିଲେ ଚେତନ୍ୟ; ଏମିତି ଆଗକୁ ବଢ଼ିଥିଲା କଥା

ବମ୍ବେ: ଅଭିନୟ କରୁକରୁ ସତସତିକା ପ୍ରେମରେ ପଡ଼ିଛନ୍ତି ଅନେକ କଳାକାର। ସେଥିରୁ କିଛି ପ୍ରେମ ସଫଳ ମଧ୍ୟ ହୋଇଛି। ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସମାନ୍ଥା ଅକ୍କିନେନୀ...

ଲେହେଙ୍ଗା ପିନ୍ଧି ସମୁଦ୍ର କୂଳରେ ମଜା ଉଠାଉଛନ୍ତି ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍ ନାୟିକା ଶ୍ରଦ୍ଧା କପୁର ତାଙ୍କ ନୂଆ ନୂଆ ଫଟୋ ଓ ଭିଡିଓକୁ ନେଇ ଅଛନ୍ତି ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା...

Advertisement
Archives

Model This Week