Posted inଜାତୀୟ

୭ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ

ବେଙ୍ଗାଲୁରୁ,୮।୪: ସହରର ୭ ସ୍କୁଲକୁ ଇ-ମେଲ ଜରିଆରେ ଶୁକ୍ରବାର ବୋମା ପକାଇବା ଧମକ ଦିଆଯାଇଛି। ସୂଚନା ମିଳିବା ପରେ ପୋଲିସ ଟିମ୍‌ ବିଭିନ୍ନ ସ୍କୁଲକୁ ଯାଇ ଯାଞ୍ଚ କରୁଥିବା ବେଙ୍ଗାଲୁରୁ ସହର ପୋଲିସ କମିଶନର କମଲ ପନ୍ତ କହିଛନ୍ତି।

ବେଙ୍ଗାଲୁରୁ ଉପକଣ୍ଠରେ ଥିବା ୪ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି। ଆମ ସ୍ଥାନୀୟ ପୋଲିସ ଏହାର ଯାଞ୍ଚ କରୁଛନ୍ତି। ଧମକ ଦିଆଯାଇଥିବା ସମସ୍ତ ସ୍କୁଲକୁ ବୋମା ନିଷ୍କ୍ରିୟ ଦଳ ପଠାଯାଇଛି। ଅଧିକ ତଥ୍ୟ ହସ୍ତଗତ ହେଲେ ଗଣମାଧ୍ୟମ ସହିତ ଶେୟାର କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିବରାଜ ଚାହିଁଲେ କଂଗ୍ରେସରେ ହୋଇ ପାରିବେ ସାମିଲ: କମଲ ନାଥଙ୍କ କଟାକ୍ଷ…

ଭୋପାଳ,୭।୮ : ଗତ କିଛି ଦିନ ହେବ ଭାଜପା ନେତାଙ୍କ କଂଗ୍ରେସରେ ଯୋଗଦେବା ପ୍ରକ୍ରିୟା କ୍ରମାଗତ ଭାବେ ବଢ଼ି ଚାଲିଛି। ଦୀପକ ଯୋଶୀଙ୍କ ପରି ଅନେକ...

ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ ହସ୍ପିଟାଲରେ ଭର୍ତ୍ତି

ରାଞ୍ଚି,୯।୨: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ମୁକ୍ତି ମୋର୍ଚା ମୁଖ୍ୟ ଶିବୁ ସୋରେନ ଗୁରୁବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ତାଙ୍କୁ...

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର,୨୧।୬: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୋପୋରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ଆତଙ୍କବାଦୀଙ୍କ...

ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ଏନଆଇଏ ହିଁ କରିବ ରାମନବମୀ ହିଂସାର ଯାଞ୍ଚ

ନୂଆଦିଲ୍ଲୀ,୨୪।୭: ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ରାମନବମୀରେ ହିଂସା ଏବଂ ବୋମା ବିସ୍ଫୋରଣ ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟ ବଡ଼ ଝଟକା ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ...

ସଞ୍ଜୟ ରାଉତଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ସିଲ୍‌

ମୁମ୍ବାଇ,୫ ।୪: ଶିବସେନା ନେତା ସଞ୍ଜୟ ରାଉତ ଏବେ ଅଡୁଆରେ । ମଙ୍ଗଳବାର ଏକ ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବଡ କାର୍ଯ୍ୟନୁଷ୍ଠାନ ନେଇଛନ୍ତି ।...

ହେଲ୍‌ମେଟ୍‌ ନ ପିନ୍ଧିଲେ ଷ୍ଟାର୍ଟ ହେବନି ଗାଡ଼ି

ନୂଆଦିଲ୍ଲୀ,୧୩।୮: ଦୁଇ ଚକିଆ ଯାନ ଚଳାଇବା ସମୟରେ ହେଲମେଟ ନ ପିନ୍ଧି ଅଧିକାଂଶ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାନ୍ତି। ୨୦୧୫ରୁ ୨୦୧୬ ମଧ୍ୟରେ ୪୫,୫୦୦...

ସରକାରୀ ଟୁଇଟର ଆକାଉଣ୍ଟରେ ଦେଖାଗଲାଣି ଗ୍ରେ ଟିକ, ମୋଦିଙ୍କ ସମେତ ବିଶ୍ୱର ବଡ ବଡ ନେତାଙ୍କ ବଦଳିଲା ମାର୍କ

ଲସ ଆଞ୍ଜେଲସ,୨୦ ।୧୨: ଟୁଇଟରର ନୂଆ ଭେରିଫିକେଶନ ପ୍ରଣାଳୀର ରଙ୍ଗ ଏବେ ସାଇଟରେ ନଜର ଆସିଲାଣି । ସରକାରୀ ଅଧିକାରୀ ଓ ସଙ୍ଗଠନ ଏବେ ମାଇକ୍ରୋବ୍ଲଗିଂ...

ଅନ୍ନଦାତା ଖଲିସ୍ତାନୀ କିନ୍ତୁ ପୁଞ୍ଜିପତି ଶ୍ରେଷ୍ଠ ବନ୍ଧୁ: ରାହୁଲ

ନୂଆଦିଲ୍ଲୀ,୧୫।୧୨: କୃଷି ଆଇନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଂଗ୍ରେସ ପକ୍ଷରୁ ଲଗାତାର ଟାର୍ଗେଟ୍‌ କରାଯାଉଛି। ମଙ୍ଗଳବାର ରାହୁଲ ଗାନ୍ଧୀ ଟୁଇଟ୍‌ କରି କହିଛନ୍ତି...

Advertisement
Archives

Model This Week