Posted inଖେଳ

ଇତିହାସ ରଚିଲେ ଧାଓ୍ବନ

ମୁମ୍ବାଇ,୮।୪: ଆଇପିଏଲ୍‌ର ୧୬ତମ ମୁକାବିଲା ପଞ୍ଜାବ କିଙ୍ଗ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ପରେ ପଞ୍ଜାବ ପକ୍ଷରୁ ବ୍ୟାଟିଂ କରିବାକୁ ଆସି ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ଶିଖର ଧାଓ୍ବନ ଇତିହାସ ରଚିଛନ୍ତି। ସେ ଟି୨୦ କ୍ୟାରିୟରରେ ୧୦୦୦ ଚୌକା ପୂରଣ କରିଥିବା ବିଶ୍ୱର ପଞ୍ଚମ ତଥା ଭାରତର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ପାଲଟିଛନ୍ତି। ଧାଓ୍ବନ ଦ୍ରୁତ ବୋଲର ଲକି ଫର୍ଗୁସନଙ୍କ ବଲ୍‌ରେ ଚୌକା ମାରି ଏହି ରେକର୍ଡ କରିଛନ୍ତି। ଏହାଛଡ଼ା ମ୍ୟାଚ୍‌ରେ ସେ ମୋଟ ୩୫ ରନ୍‌ କରିଛନ୍ତି।

ପ୍ରକାଶ ଯେ, ପ୍ରକାଶ ଯେ, ଚଳିତ ସଂସ୍କରଣର ଅପରାଜିତ ଟିମ ହେଉଛି ଗୁଜରାଟ ଟାଇଟନ୍ସ । ଦଳ ୨ଟି ମ୍ୟାଚ୍‌ ଖେଳି ୨ଜିତିଛି । ଅପରପକ୍ଷେ ୩ ମ୍ୟାଚରୁ ୨ଟି ଜିତିଛି ପଞ୍ଜାବ କିଙ୍ଗ୍ସ। ଶୁକ୍ରବାର ଖେଳାଯାଉଥିବା ମ୍ୟାଚ୍‌ରେ ପଞ୍ଜାବ ୨୦ ଓଭରରେ ୯ ଉଇକେଟ ହରାଇ ୧୮୯ ରନ୍‌ କରିବାରେ ସଫଳ ହୋଇଛି। ଫଳରେ ଗୁଜରାଟକୁ ଏହି ମ୍ୟାଚ୍‌ ଜିତିବାକୁ ହେଲେ ୧୯୦ ରନ୍‌ କରିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାତ୍ର ୧୫ ରନ୍‌ରେ ଅଲ୍‌ଆଉଟ୍‌

ସିଡନୀ,୧୬।୧୨: ଟି୨୦ କ୍ରିକେଟ ଇତିହାସରେ ସବୁଠାରୁ ଲଜ୍ଜାଜନକ ରେକର୍ଡ। ମାତ୍ର ୧୫ ରନ୍‌ରେ ଆଉଟ୍‌ ହେଲା ଟିମ୍‌। ଅଷ୍ଟ୍ରେଲିଆରେ ଚାଲିଥିବା ଘରୋଇ ଟୁର୍ନାମେଣ୍ଟ(ବିଗ୍‌ ବ୍ୟାସ ଲିଗ୍‌)ରେ...

ଫାଇନାଲରେ ଇଣ୍ଡିଆ କ୍ୟାପିଟାଲ୍ସ

ଯୋଧପୁର,୩ା୧୦(ପି.ଟି.): ଲିଜେଣ୍ଡ୍ସ ଲିଗ୍‌ ଟି-୨୦ କ୍ରିକେଟ ଟୁର୍ନାମେଣ୍ଟରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି ଇଣ୍ଡିଆ କ୍ୟାପିଟାଲ୍ସ। ପ୍ରଥମ କ୍ୱାଲିଫାୟରରେ କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚରେ...

କୋଭିଡ୍‌-୧୯: ଭାରତ ଫେରନ୍ତା ଦକ୍ଷିଣ ଆଫ୍ରିକା ଖେଳାଳି ନେଗେଟିଭ୍‌

ଜୋହାନ୍ସବର୍ଗ, ୩।୪(ପି.ଟି.): ଭାରତରୁ ଅଧା ଅଧୁରା ଦିନିକିଆ ଗସ୍ତ ସାରି ସ୍ବଦେଶ ଫେରିଥିବା ସବୁ ଦକ୍ଷିଣ ଆଫ୍ରିକା କ୍ରିକେଟରମାନେ କୋଭିଡ୍‌-୧୯ ନେଗେଟିଭ ବୋଲି ଜଣାପଡିଛି। ମୋଟ...

ଝିଅ ଜନ୍ମର କିଛି ସମୟ ପୂର୍ବରୁ କ’ଣ କରୁଥିଲେ ବିରାଟ କୋହଲି, କଲେ ଖୁଲାସା

ଭାରତୀୟ ଅଧିନାୟକ ବିରାଟ କୋହଲି ନିକଟରେ କନ୍ୟା ସନ୍ତାନର ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଅଷ୍ଟ୍ରେଲିଆରେ ବିଜୟ ତାଙ୍କ ଦଳ ପାଇଁ ସବୁଠାରୁ ସ୍ବତନ୍ତ୍ର...

କୋହଲିଙ୍କୁ ନେଇ ଗାଭାସ୍କରଙ୍କ ଭବିଷ୍ୟବାଣୀ

ମୋହାଲି,୧।୩: ମାର୍ଚ୍ଚ ୪ରୁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ କରିବାକୁ ଯାଉଛି। ଟି -୨୦ ସିରିଜ ପରେ ଟିମ ଇଣ୍ଡିଆ ଏବେ...

ତୀରନ୍ଦାଜୀ ବିଶ୍ୱକପ୍‌ ଷ୍ଟେଜ୍‌-୨: ପଦକ ପକ୍କା କଲେ ଓଜାସ ଓ ଜ୍ୟୋତି

ଶାଙ୍ଘାଇ,୨୦ା୫(ପି.ଟି.): ଚଳିତ ତୀରନ୍ଦାଜୀ ବିଶ୍ୱକପ୍‌ ଷ୍ଟେଜ୍‌-୨ରେ ଭାରତର କମ୍ପାଉଣ୍ଡ ତୀରନ୍ଦାଜୀ ଦଳ ପଦକ ପକ୍କା କରିଥିବା ବେଳେ ରିକର୍ଭ ଦଳର ପ୍ରଦର୍ଶନ ନୈରାଶ୍ୟଜନ ରହିଛି। ନୂଆ...

ଆଇପିଏଲ୍‌ ପୂର୍ବରୁ ଜୀବନର ଲକ୍ଷ୍ୟକୁ ନେଇ ଏଭଳି କହିଲେ ଏହି ଯୁବ ଭାରତୀୟ ବୋଲର୍‌; ସଫଳତାର ଶ୍ରେୟ ଦେଇ…

ନୂଆଦିଲ୍ଲୀ,୮।୪: ଭାରତର ଉଦୀୟମାନ କ୍ରିକେଟ ତାରକାଙ୍କ ମଧ୍ୟରୁ ଦ୍ରୁତ ବୋଲର ମହମ୍ମଦ ସିରାଜ ଅନ୍ୟତମ। ୨୭ ବର୍ଷୀୟ ଏହି କ୍ରିକେଟର ୨୦୧୭ ନଭେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ...

ଦିନିକିଆ ଫର୍ମାଟରେ ଭାରତର ତୃତୀୟ ବୃହତ ବିଜୟ, ବାଲାଂଦେଶକୁ ୨୨୭ରନ୍‌ରେ ହରାଇଲା…

ନୂଆଦିଲ୍ଲୀ,୧୦।୧୨: ଭାରତ ଦିନିକିଆ ସିରିଜର ତୃତୀୟ ମ୍ୟାଚ୍‌ରେ ବାଲାଂଦେଶକୁ ଶୋଚନୀୟ ଭାବେ ପରାଜିତ କରିଛି। ୨୨୭ରନ୍‌ ବ୍ୟବଧାନରେ ଦଳ ବିଜେତା ହୋଇଛି। ଦିନିକିଆ ଫର୍ମାଟରେ ଏହା...

Advertisement
Archives

Model This Week