Posted inଜାତୀୟ

ଆର୍‌ଏସ୍‌ଏସ୍‌,ମୋଦି ବିରୋଧୀ ଏକାଠି ହୁଅନ୍ତୁ: ରାହୁଲ

ନୂଆଦିଲ୍ଲୀ,୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ ବିରୋଧ କରୁଥିବା ଦଳଗୁଡ଼ିକ ଏକାଠି ହେବା ଆବଶ୍ୟକ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ଆଗାମୀ ସାଧାରଣ ନିର୍ବାଚନରେ ଭାଜପାକୁ କ୍ଷମତାରୁ ହଟାଇବାକୁ ହେଲେ ସବୁ ବିରୋଧୀ ମେଣ୍ଟ ମଜଭୁତ ହେବା ଆବଶ୍ୟକ। ଏଥିପାଇଁ ଆଲୋଚନା ଚାଲିଥିବା ରାହୁଲ ଶୁକ୍ରବାର ଆର୍‌ଜେଡି ନେତା ଶରଦ ଯାଦବଙ୍କୁ ଭେଟିବା ପରେ କହିଛନ୍ତି। ରାହୁଲ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରନ୍ତୁ ବୋଲି ଯାଦବ ଗଣମାଧ୍ୟମକୁ କହିଛନ୍ତି। ଆର୍‌ଜେଡି ନେତା କହିଥିଲେ, ସେ ଦେଶ ପାଇଁ ଚିନ୍ତିତ। ସମାଜର ଦୁର୍ବଳ ଶ୍ରେଣୀଙ୍କ ପାଇଁ କାର୍ଯ୍ୟ ହେବା ଦରକାର ବୋଲି ସେ ମତ ଦେଇଥିଲେ। ରାହୁଲ ଦଳ ପାଇଁ ଦିନରାତି କାମ କରୁଛନ୍ତି। ତେଣୁ କଂଗ୍ରେସ ତାଙ୍କୁ ଅଧ୍ୟକ୍ଷ କରାଇବା ଉଚିତ ବୋଲି ଯାଦବ କହିଥିଲେ। ଯାଦବ ତାଙ୍କ ଗୁରୁ ବୋଲି ରାହୁଲ କହିଥିଲେ। ଘୃଣାର ପ୍ରସାର ସହ ଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରାଯାଉଥିବା କଥାରେ ରାହୁଲ ଆର୍‌ଜେଡି ନେତାଙ୍କ ସହ ଏକମତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ମାଇଁ ଲର୍ଡ’ ନୁହେଁ, ‘ସାର୍‌’ ସମ୍ବୋଧନ କର

କୋଲକାତା,୧୭ା୭(ପି.ଟି.):କଲିକତା ହାଇକୋର୍ଟ ମୁଖ୍ୟ ବିଚାରପତି ଟିବିଏନ୍‌ ରାଧାକ୍ରିଷ୍ଣନ୍‌ ବିଚାର ବିଭାଗୀୟ ବ୍ୟବସ୍ଥାରେ ଏକ ନୂଆ ପରମ୍ପରା ଆରମ୍ଭ କରିଛନ୍ତି। ତାଙ୍କୁ ‘ମାଇଁ ଲର୍ଡ’ କିମ୍ବା ‘ଲର୍ଡଶିପ୍‌’...

୧୫ ହଜାର ଫୁଟ ଉପରେ ମାଇନସ୍‌ ୩୫ ଡିଗ୍ରୀ ସେଲସିୟସ୍‌ ତାପମାତ୍ରାରେ ଆଇଟିବିପି ଯବାନଙ୍କ ପତାକା ଉତ୍ତୋଳନ…

ଲଦାଖ, ୨୬।୧ : ସାରା ଦେଶରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି। ଏହି ଅବସରରେ ଦେଶର ବିଭିନ୍ନ ପ୍ରାନ୍ତରୁ ଭାରତୀୟ ସେନା ଯବାନମାନଙ୍କ...

ପ୍ରଧାମମନ୍ତ୍ରୀ ମୋଦିଙ୍କୁ ଆଶ୍ୱାସନା ଦେଇ ଟ୍ରୋଲ ହେଲେ ହାର୍ଦ୍ଦିକ

ଅହମ୍ମଦାବାଦ୍‌, ୧୨।୬: ଭାରତୀୟ ବାୟୁସେନା ପରିବହନ ବିଭାଗର ନିଖୋଜ ବିମାନ ଏନ-୩୨ ଆଠ ଦିନ ପରେ ଠାବ ହୋଇଛି। ମଙ୍ଗଳବାର ଭାରତୀୟ ବାୟୁସେନାର ଏମଆଇ-୧୭ ବିମାନ...

ଅସୁସ୍ଥତା ଦର୍ଶାଇ କୋର୍ଟରେ ଅନୁପସ୍ଥିତ ରହୁଥିବା ପ୍ରଜ୍ଞାଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ

ଭୋପାଳ,୯।୭: ମାଲେଗାଓଁ ବିସ୍ଫୋରଣ ମାମଲାରେ ଅସୁସ୍ଥତା ଦର୍ଶାଇ କୋର୍ଟରେ ଶୁଣାଣି ବେଳେ ଅନୁପସ୍ଥିତ ରହୁଥିବା ଭାଜପା ଏମ୍‌ପି ପ୍ରଜ୍ଞା ଠାକୁର ନାଚୁଥିବା ଭିଡିଓ ଭାଇରାଲ ହୋଇଛି।...

ପଦୂଷଣ ଉପରେ ରଚନା ଲେଖିଲେ ଛାତ୍ରୀଛାତ୍ର

ନୂଆଦିଲ୍ଲୀ, ୧୫।୧୧: ଦିଲ୍ଲୀ-ଏନ୍‌ସିଆରରେ ଦିନକୁ ଦିନ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଏଥିଯୋଗୁ ସହରବାସୀ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ପ୍ରଦୂଷଣ ଯୋଗୁ ସ୍ଥାନୀୟ ସ୍କୁଲଗୁଡ଼ିକ ଲଗାତାର ଭାବେ ବନ୍ଦ...

୩୦୦ ନିର୍ବାଚନୀ ହିଂସା ବେଘରଙ୍କ ପୁନର୍ବାସ ପାଇଁ କମିଟି ଗଠନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ …

କୋଲକାତା, ୧୯।୪ : ପଶ୍ଚିମବଙ୍ଗ ନିର୍ବାଚନ ହିଂସାରେ ବେଘର ହୋଇଥିବା ୩୦୦ ଲୋକଙ୍କ ପୁନର୍ବାସ ପାଇଁ ସମିତି ଗଠନ କରିବାକୁ ମଙ୍ଗଳବାର କଲିକତା ହାଇକୋର୍ଟ ନିର୍ଦ୍ଦେଶ...

ମୋଦିଙ୍କ ନୂଆବର୍ଷ ଭେଟି: ଜମ୍ମୁ-କଶ୍ମୀରରେ ମାଗଣା ସ୍ବାସ୍ଥ୍ୟସେବା

ନୂଆଦିଲ୍ଲୀ,୨୬।୧୨: ପ୍ରଧାନମନ୍ଦ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କଶ୍ମୀର ଲୋକଙ୍କୁ ଶନିବାର ନୂଆବର୍ଷ ଭେଟି ଦେଇଛନ୍ତି। ଏଣିକି ରାଜ୍ୟରେ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ। କେନ୍ଦ୍ର ସରକାରଙ୍କ...

ଗୁଜରାଟରେ ତିନୋଟି ପରିଯୋଜନାର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୪ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନଫରେନ୍ସିଂ ଯୋଗେ ଗୁଜରାଟରେ ୩ଟି ପରିଯୋଜନାର ଉଦ୍‌ଘାଟନ କରିଛନ୍ତି । ମୋଦି ଗୁଜରାଟର କୃଷକମାନଙ୍କ ପାଇଁ...

Advertisement
Archives

Model This Week