ମାରିଉପୋଲରେ ପ୍ରଥମ ରାସାୟନିକ ଅସ୍ତ୍ରର ପ୍ରୟୋଗ!

କ୍ୱିଭ,୧୨ ।୪: ବେଳକୁ ବେଳ ବଢି ଚାଲିଛି ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ । ତେବେ ରାସାୟନିକ ଅସ୍ତ୍ରର ବ୍ୟବହାରକୁ ନେଇ ସାରା ବିଶ୍ୱ ଚିନ୍ତାରେ ଥିବା ବେଳେ ଏବେ ରୁଷିଆ ରାସାୟନିକ ଅସ୍ତ୍ର ପ୍ରୟୋଗ ଆରମ୍ଭ କରିଦେଇଥିବା ଆଶଙ୍କା କରାଯାଉଛି । ୟୁକ୍ରେନ ସେନାର ଏକ ରେଜିମେଣ୍ଟ ଦାବି କରିଛି ଯେ, ରୁଷିଆ ସେନା ମାରିଉପୋଲରେ ରାସାୟନିକ ଅସ୍ତ୍ର ବ୍ୟବହାର ଆରମ୍ଭ କରିଦେଇଛି । ଏହା ୟୁକ୍ରେନ୍ ସେନାଙ୍କ ଉପରେ କରାଯାଇଛି । ଏଥିପାଇଁ ରୁଷିଆ ସେନା ଡ୍ରୋନର ବ୍ୟବହାର କରିଛନ୍ତି । ରୁଷିଆ ସେନା ପକ୍ଷରୁ ପବନରେ କିଛି ବିଷାକ୍ତ ପଦାର୍ଥ ତଳକୁ ଫୋପାଡି ଦିଆଯାଇଛି । ଆଉ ଏହାପରେ ନିଶ୍ୱାସ ନେବାରେ ସମସ୍ୟା ଉପୁଜିଛି । ସେନା ଅଧିକାରୀ କହିଛନ୍ତି ଏହା ରୁଷିଆ ସେନାଙ୍କ ଦ୍ୱାରା ପ୍ରଥମ ରାସାୟନିକ ଅସ୍ତ୍ରର ପ୍ରୟୋଗ । ଯଦି ଏହା ସତ ହୋଇଥାଏ ତେବେ ଭବିଷ୍ୟତରେ ଏହା ଆହୁରି ଅନେକ ସମସ୍ୟା ସୃଷ୍ଟି କରିପାରେ ।


Enter your email to get our daily news in your inbox.

All Right Reserved By Dharitri.Com

ମହାତ୍ମା ଗାନ୍ଧୀ, ପଟେଲ, ସୁବାଷ ବୋଷ ଥିଲେ ଏନଆରଆଇ: ରାହୁଲ…

ଓ୍ବାଶିଂଟନ୫।୬ : ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଅଛନ୍ତି। ସୋମବାର ସେ ମୂଳ ଭାରତୀୟଙ୍କୁ ସମ୍ବୋଧିତ କରିଥିଲେ। ରାହୁଲ ଗାନ୍ଧୀ କହିଛନ୍ତି ଭାରତର ବିକାଶରେ ଏନଆରଆଇ...

ଭାରତରେ ୪୨ ଲକ୍ଷ କରୋନା ମୃତ୍ୟୁ

ନ୍ୟୁୟର୍କ/ନୂଆଦିଲ୍ଲୀ,୨୮ା୫:କରୋନା ମହାମାରୀ ଯୋଗୁ ଭାରତରେ ଘଟୁଥିବା ମୃତ୍ୟୁସଂଖ୍ୟାକୁ ନେଇ ଲଗାତର ପ୍ରଶ୍ନ ଉଠିବାରେ ଲାଗିଛି। ସରକାର ବତାଉଥିବା ସଂଖ୍ୟାକୁ ଭୁଲ୍‌ ବୋଲି କୁହାଯାଉଛି। ଶ୍ମଶାନ ଘାଟ...

ମାଡ଼ି ଆସୁଛି ବିପଦ: ବ୍ରହ୍ମାଣ୍ଡର ତାପମାତ୍ରା ୧୦ ଗୁଣା ବଢ଼ିଛି

ଗତ ହଜାରେ କୋଟି ବର୍ଷ ମଧ୍ୟରେ ବ୍ରହ୍ମାଣ୍ଡର ତାପମାତ୍ରା ୧୦ ଗୁଣା ବଢ଼ିଛି। ଏନେଇ ଓହିଓ ବିଶ୍ୱବିଦ୍ୟାଳୟର କସ୍‌ମୋଲୋଜି ଏବଂ ଆଷ୍ଟ୍ରୋପାଟିକିଲ୍‌ ଫିଜିକ୍ସ୍‌ ବିଭାଗ ପକ୍ଷରୁ...

ଭାରତ-ଆମେରିକା ସମ୍ପର୍କ ବୃଦ୍ଧି ପାଇଲେ ଆମର କିଛି ସମସ୍ୟା ନାହିଁ, ଆମେ ଚାହୁଁଛୁ ଶାନ୍ତି: ପାକିସ୍ତାନ…

ଇସଲାମାବାଦ,୧୮।୬ : ଭାରତ ଏବଂ ଆମେରିକାର ସମ୍ପର୍କକୁ ନେଇ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ବଡ ବିବୃତ୍ତି ସାମ୍ନାକୁ ଆସିଛି। ୍‌ଏକ ଗଣମାଧ୍ୟମ ରିପୋର୍ଟ...

୧୫୦ ଛାତ୍ରୀଛାତ୍ରଙ୍କୁ ଅପହରଣ

ଆବୁଜା, ୧ା୬: କେତେଜଣ ବନ୍ଧୁକଧାରୀ ରବିବାର ନାଇଜେରିଆର ନାଇଜର୍‌ ପ୍ରଦେଶରେ ଥିବା ଏକ ଇସ୍‌ଲାମିକ୍‌ ସ୍କୁଲରୁ ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ଅପହରଣ କରିନେଇଛନ୍ତି। ଏ...

ଯିଶୁ କହିଥିଲେ ଉଡ଼ନ୍ତା ବିମାନର ଡୋର୍‌ ଖୋଲିବାକୁ

ଓ୍ବାଶିଂଟନ: ୩୭,୦୦୦ ଫୁଟ୍‌ ଉଚ୍ଚରେ ଉଡ଼ାଣ କରୁଥିବା ଏକ ବିମାନର ଜଣେ ମହିଳା ଯାତ୍ରୀଙ୍କ କାରନାମା ଏବେ ଚର୍ଚ୍ଚାରେ। ଶନିବାର ଆମେରିକାର ହ୍ୟୁଷ୍ଟନରୁ କଲମ୍ବସ ଅଭିମୁଖେ...

ଅଷ୍ଟ୍ରେଲିଆର ପରିବେଶ ସ୍ବାଭାବିକ ହେବାକୁ ଲାଗିବ ୧୦୦ ବର୍ଷରୁ ଅଧିକ ସମୟ

ସିଡ୍‌ନୀ,୨୦।୧: ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ ପରିବେଶ ନଷ୍ଟ ହୋଇଯାଇଛି। ପୁଣିଥିରେ ନୂଆ ଜଙ୍ଗଲ ସୃଷ୍ଟି ହୋଇ ସ୍ଥିତି ସ୍ବାଭାବିକ ହେବାକୁ ୧୦୦ ବର୍ଷରୁ...

ଆମେରିକା-ଚାଇନାର ବାକ୍‌ ଯୁଦ୍ଧ

ଓ୍ବାଶିଂଟନ,୫ା୧୨: ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ୍‌ଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ଗ୍ଲୋବାଲ ଡେମୋକ୍ରାସି ସମ୍ମିଳନୀକୁ ଚାଇନା ନିମନ୍ତ୍ରଣକରାଯାଇ ନାହିଁ।  କମ୍ୟୁନିଷ୍ଟ ପାର୍ଟି ଆମେରିକାର ଗଣତନ୍ତ୍ର ଉପରେ...

Advertisement
Archives

Model This Week